ମା’ହେବାକୁ ଯାଉଛନ୍ତି ବିପାଶା, ଫଟୋଶୁଟରେ ଦେଖାଇଲେ ବେବି ବମ୍ପ
ମୁମ୍ବାଇ: ମାଆ ହେବାକୁ ଯାଉଛନ୍ତି ବଲିଉଡ ବିୟୁଟି ବିପାଶା ବାସୁ । ଏହି ଖବର ସେ ନିଜେ ଅଫିସିଆଲ କରିଛନ୍ତି । ଏବେ ବିପାଶା ତାଙ୍କ ପ୍ରେଗ୍ନେସିକୁ ଏନଜୟ କରୁଛନ୍ତି । ବର୍ତ୍ତମାନ ବିପାଶା ଶେଷ ଟ୍ରେମିଷ୍ଟରରେ ଅଛନ୍ତି । ଆଉ…
ପୁଣି ମା’ ହେବେ ଅଭିନେତ୍ରୀ ଦେବିନା
ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ଦେବିନା ବାନାର୍ଜୀ ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି। ୪ ମାସ ପୂର୍ବେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏବେ ସେ ପୁଣି ଥରେ ମା’ ହେବେ। ସୋସିଆଲ ମିଡିଆରେ ଏକ ପୋଷ୍ଟ…
ସୁଧୁରୁଛି କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା
ନୂଆଦିଲ୍ଲୀ,୧୬।୮: ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ମଙ୍ଗଳବାର ଏନେଇ ତାଙ୍କ ବ୍ୟକ୍ତିଗତ ସଚିବ ଗର୍ବିତ ନାରଙ୍ଗ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ସମସ୍ତେ ରାଜୁଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରୁଛନ୍ତି। ସେ…
ୱେଟର ଥିଲେ ଏହି ଅଭିନେତ୍ରୀ
ଏପରି ଅନେକ କଳାକାର ଅଛନ୍ତି ବଡ ପରିବାରରେ ଜନ୍ମ ହେବା ପରେ ମଧ୍ୟ ଫିଲ୍ମରେ ପ୍ରବେଶ କରିବା ପୂର୍ବରୁ ଅନେକ କାମ କରିଛନ୍ତି। ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୋନମ କପୁର। ସୋନମ ବଲିଉଡର କପୁର ପରିବାରରରେ ଜନ୍ମ…
ବଲିଉଡ୍ ସିଙ୍ଗର୍ଙ୍କ ନାଁରେ ବଳାତ୍କାର ଅଭିଯୋଗ
ବଲିଉଡ୍ର ସିଙ୍ଗର ତଥା ସଙ୍ଗୀତକାର ରାହୁଲ ଜୈନଙ୍କ ନାଁରେ ବଳାତ୍କାର ଅଭିଯୋଗ ହୋଇଛି। ଜଣେ ୩୦ ବର୍ଷୀୟା ମହିଳା ‘କଷ୍ଟ୍ୟୁମ ଷ୍ଟାଇଲିଷ୍ଟ’ ଏହି ଅଭିଯୋଗ ଆଣି ରାହୁଲ ତାଙ୍କୁ ନିଜ ଘରକୁ ଡାକି ବଳାତ୍କାର କରିଥିବା ସେ କହିଛନ୍ତି। ଏହି ଘଟଣାରେ…
ପ୍ରସିଦ୍ଧ ବ୍ରିଟିଶ ଲେଖକଙ୍କ ପରଲୋକ
ଲଣ୍ଡନ,୧୬।୮:ପ୍ରସିଦ୍ଧ ବ୍ରିଟିଶ ଲେଖକ ତଥା ଖବରଦାତା ନିକୋଲାସ ଇଭାନ୍ସଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ନିକୋଲାସ ଇଭାନ୍ସ ଅନେକ ରଚନା କରିଛନ୍ତି। ସେ ୧୯୯୫ରେ ‘ଦ ହର୍ସ ହ୍ବିସପରର୍’ ନୋବେଲ ଲେଖି ସାରା ବିଶ୍ୱରେ…
ପୁଣି ଚର୍ଚ୍ଚାରେ କିଆରାଙ୍କ ପ୍ରେମ କାହାଣୀ
ମୁମ୍ବାଇ: ବଲିଉଡ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନିଙ୍କ ଯୋଡିକୁ ନେଇ ସବୁଠି ଚର୍ଚ୍ଚା ଯୋର ଧରିଛି । ବଲିଉଡ ଗପସପ ଗଳିର ଏହି ହଟ ଟପିକ ଉପରେ ସବୁବେଳେ କିଛି ନା କିଛି ଖବର ସାମ୍ନାକୁ ଆସୁଛି ।…
ଜାଣନ୍ତୁ ପ୍ରଥମ ସପ୍ତାହରେ କେତେ ଆୟ କରିଛି ‘ଲାଲ ସିଂ ଚଡ୍ଡା’
ବହୁ ବାଦବିବାଦ ପରେ ଆମିର ଖାଁଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଅଗଷ୍ଟ ୧୧ରେ ରିଲିଜ ହୋଇଯାଇଛି। ରିଲିଜ୍ ପରେ ବି ବକ୍ସ ଅଫିସରେ ଆଶାନୁଯାୟୀ କଲେକ୍ସନ କରିପାରୁନାହିଁ। ପ୍ରଥମ ଦିନରେ ‘ଲାଲ ସିଂ ଚଡ୍ଡା’ ପ୍ରାୟ ୧୧.୫୦ କୋଟି କଲେକ୍ସନ…
‘ଟାଇଗର-୩’ର ରିଲିଜ୍ ତାରିଖ ଘୋଷଣା କଲେ ସଲମାନ, ଜାଣନ୍ତୁ କେବେ ହେବ ରିଲିଜ୍
ବଲିଉଡ ଅଭିନେତା ସଲମାନ ଖାନ ୭୬ତମ ସ୍ବାଧୀନତା ଅବସରରେ ପ୍ରଶଂସକଙ୍କୁ ଏକ ସୁନ୍ଦର ଉପହାର ଦେଇଛନ୍ତି। ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟାଇଗର-୩’କୁ ନେଇ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ। ଆସନ୍ତା ବର୍ଷ ଏପ୍ରିଲ ୨୧ ଉଦ୍ରେ ‘ଟାଇଗର-୩’…
ଏପିସୋଡ ପିଛା ନିଅନ୍ତି୬୦ ହଜାର, ମୋଟ ସମ୍ପତ୍ତି ଜାଣିଲେ…
ବମ୍ବେ: ଟେଲି ଧାରାବାହିକ ‘କୁଣ୍ଡଲୀ ଭାଗ୍ୟ’ରେ ନଜର ଆସୁଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ଆର଼୍ୟା। ପ୍ରୀତା ଭୂମିକାରେ ତାଙ୍କ ଅଭିନୟ ଦର୍ଶକଙ୍କ ମନ କିଣି ଆସୁଛି। ଏଥିଯୋଗୁ ତାଙ୍କର ପ୍ରଶଂସକ କାହିଁରେ କେତେ। ଏକତାଙ୍କ ଏହି ଧାରାବାହିକ ସହ ଜଡ଼ିତ ହେବା ପୂର୍ବରୁ…
ଅଲଗା ହେଲେ ପର୍ଲ-ଆଶିଷ
ବମ୍ବେ: ଅଭିନେତା ଆଶିଷ କପୁରଙ୍କଠାରୁ ଅଲଗା ହୋଇଛନ୍ତି ନିର୍ମାତା ପର୍ଲ ଗ୍ରେ। ଗତ ବର୍ଷ ଜୁଲାଇ ୧୨ରେ ଉଭୟ ନିର୍ବନ୍ଧ କରିଥିଲେ। ସେବେଠାରୁ ସେମାନେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏବେ ସବୁକିଛିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉଭୟ ନିର୍ବନ୍ଧ…
ମନ୍ନତରେ ତ୍ରିରଙ୍ଗା ଉଡାଇଲେ ଶାହରୁଖ
ସମଗ୍ର ଦେଶ ପାଳନ କରୁଛି ୭୬ ତମ ସ୍ବାଧୀନତା ଦିବସ। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି ସାରା ଦେଶ। ଏଥିସହ ସାରା ଦେଶରେ ଜାରି ରହିଛି ହର ଘର…
Archives


