ରୋମାଣ୍ଟିକ ଫଟୋ ଶେୟାର କଲେ ପ୍ରିୟଙ୍କା…
ମୁମ୍ବାଇ, ୧୯।୯ : ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସଙ୍କର ଏକ ଫଟୋକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସେପ୍ଟେମ୍ବର ୧୬ରେ ନିକଙ୍କର ୩୦ ତମ ଜନ୍ମଦିନ ଥିଲା। ଯାହାକୁ ସେ ପ୍ରିୟଙ୍କାଙ୍କ ସହ ଚମତ୍କାର ଭାବରେ ପାଳନ…
କୋହଲିଙ୍କୁ ମିସ୍ କରୁଛନ୍ତି ଅନୁଷ୍କା
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ସ୍ବାମୀ ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବହୁତ ମିସ୍ କରୁଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ଏକ ଇମୋଶନାଲ ପୋଷ୍ଟ କରି କୋହଲିଙ୍କୁ ମିସ୍ କରୁଥିବା କହିଛନ୍ତି। ଅନୁଷ୍କା ଏବେ…
ଆଲିଆଙ୍କୁ ଇର୍ଷା କରୁଛନ୍ତି ଲୋକେ
ବଲିଉଡର ପାଓ୍ବାରଫୁଲ କପଲ୍ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସଫଳତାକୁ ନେଇ ବେଶ୍ ଖୁସି ଅଛନ୍ତି। ଗର୍ଭବତୀ ଥିବା ସତ୍ତ୍ୱେ ଆଲିଆ ଫିଲ୍ମକୁ ଜୋରଦାର ପ୍ରମୋଶନ କରିଥିଲେ। ଶେଷରେ ତାଙ୍କ ପରିଶ୍ରମ ସାର୍ଥକ ହୋଇଛି। ଫିଲ୍ମଟି ବକ୍ସ…
ଆତ୍ମହତ୍ୟା କଲେ ଅଭିନେତ୍ରୀ
ତାମିଲ ଅଭିନେତ୍ରୀ ପୌଲିନା ଜେସିକା ଓରଫ ଦୀପା ଆତ୍ମହତ୍ୟା କରିଛନ୍ତି। ତାଙ୍କ ବାସଭବନରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଘଟଣାସ୍ଥଳରୁ ଏକ ନୋଟ ମଧ୍ୟ ଜବତ କରିଛି। ସାରା ଜୀବନ ଜଣଙ୍କୁ ପ୍ରେମ କରୁ ଥିବି ବୋଲି ନୋଟ୍ରେ ଲେଖାହୋଇଛି।…
ରଣବୀରଙ୍କ ସହ ରୋମାଣ୍ଟିକ୍ ଫଟୋ ଶେୟାର କଲେ ଆଲିଆ
ମୁମ୍ବାଇ: ବଲିଉଡ୍ର ସବୁଠାରୁ ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଅନ୍ୟତମ। ଦୁହେଁ ପ୍ରଥମ ଥର ପାଇଁ ‘ବ୍ରହ୍ମାସ୍ତ୍ର’ ଫିଲ୍ମରେ ଏକାଠି କାମ କରିଛନ୍ତି। ଉଭୟଙ୍କ ଯୋଡ଼ିକୁ ଦର୍ଶକେ ବେଶ୍ ପସନ୍ଦ ବି କରିଛନ୍ତି। ଦୁହେଁ…
ବିବାହର ୪ ବର୍ଷରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ରାକ୍ଷୀଙ୍କ ପୂର୍ବ ପ୍ରେମିକ
ବମ୍ବେ: ବିବାହର ଚାରି ବର୍ଷ ପରେ ସ୍ତ୍ରୀଙ୍କଠାରୁ ଅଲଗା ହୋଇଛନ୍ତି ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତଙ୍କ ପୂର୍ବ ପ୍ରେମିକ ପୂର୍ବ ପ୍ରେମିକ ତଥା ଅଭିନେତା ଅଭିଶେକ ଅବସ୍ଥି। ବ୍ୟକ୍ତିଗତ ଜୀବନ ସହ କର୍ମ ଜୀବନରେ ବି ସବୁକିଛି ଠିକ୍ ଚାଲିନାହିଁ। ହାତରେ…
‘ଥାଙ୍କ ଗଡ’କୁ ଝଟକା, ରିଲିଜ ଉପରେ ଲାଗିଲା ପ୍ରତିବନ୍ଧକ
ମୁମ୍ବାଇ: ଅଜୟ ଦେବଗନ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଫିଲ୍ମ ‘ଥ୍ୟାଙ୍କ ଗଡ’ ରିଲିଜ ପୂର୍ବରୁ ବିବାଦ ଘେରକୁ ଚାଲି ଆସିଛି । ଇନ୍ଦର କୁମାରଙ୍ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ସୋସିଆଲ ମିଡିଆରେ ଖୁବ୍ ବିରୋଧ କରାଯାଉଛି । କେବଳ ସେତିକି…
ସୋନୁଙ୍କ ଅପିଲ
ମୁମ୍ବାଇ: ଚଣ୍ଡିଗଡ଼ ୟୁନିଭର୍ସିଟିର ଅଶ୍ଳିଳ ଭିଡିଓ ମାମଲା ସାମ୍ନାକୁ ଆସିବା ପରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ୟୁନିଭର୍ସିଟିର ଜଣେ ଛାତ୍ର ପ୍ରାୟ ୬୦ ଜଣ ହଷ୍ଟେଲ ଛାତ୍ରୀଙ୍କ ଭିଡିଓ ଭାଇରାଲ କରିବା ପରେ ଏମାନଙ୍କ ମଧ୍ୟରୁ ୮…
ମା’ ହେବା ପରେ ଏହି ଫିଲ୍ମରେ ନଜର ଆସିବେ ଆଲିଆ
ମୁମ୍ବାଇ: ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସଫଳତା ଆଲିଆଙ୍କ ଗର୍ଭଧାରଣ ଖୁସିକୁ ଦ୍ୱିଗୁଣିତ କରିଦେଇଛି। ମା’ ହେବା ପୂର୍ବରୁ ‘ବ୍ରହ୍ମାସ୍ତ୍ର’ରୁ ଭଲ ରୋଜଗାର କରିଛନ୍ତି ଆଲିଆ। ବର୍ତ୍ତମାନ ଆଲିଆ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏପିରିକି ମା’ ହେବା ପରେ ମଧ୍ୟ ଆଲିଆ ତାଙ୍କର…
ହ୍ରିତିକ ପାଲଟିଲେ ‘ଆଇଟମ୍ ବୟ’
ବମ୍ବେ: ଆଇଟମ୍ ବୟ ଭୂମିକାରେ ସୁପରଷ୍ଟାର ହ୍ରିତିକ୍ ରୋଶନ। ନିଜର ଆଗାମୀ ଫିଲ୍ମ ‘ବିକ୍ରମ ବେଧା’ରେ ବଲିଉଡ୍ ଅଭିନେତାଙ୍କ ଏଭଳି ଲୁକ୍ ପ୍ରଶଂସକଙ୍କୁ ସର୍ପ୍ରାଇଜ୍ କରିଛି। ଟପୋରୀ ଡ୍ୟାନ୍ସ ସାଙ୍ଗକୁ ନୃତ୍ୟ ଅଙ୍ଗଭଙ୍ଗୀ ଥିବା ଫିଲ୍ମର ଏକ ଭିଡିଓ ରିଲିଜ କରାଯାଇଛି।…
ବାପାଙ୍କୁ ହରାଇଲେ ଏହି ବଲିଉଡ୍ ଅଭିନେତା
ବମ୍ବେ: ବାପାଙ୍କୁ ହରାଇଲେ ବଲିଉଡ ଅଭିନେତା ରଣବୀର ଶୌରୀ। ୯୨ ବର୍ଷ ବୟସରେ ଅଭିନେତାଙ୍କ ବାପା ତଥା ଫିଲ୍ମନିର୍ମାତା କେଡି ଶୌରୀଙ୍କ ମୃତ୍ୟୁ ଘଟିଛି। ଏନେଇ ଶନିବାର ସେ ଟୁଇଟ୍ କରି ପ୍ରଶଂସକଙ୍କୁ ଜଣାଇଛନ୍ତି। ରଣବୀର ଲେଖିଛନ୍ତି, ‘ମୋ ପ୍ରିୟର ବାପା,…
ବଲିଉଡରେ ଧମାଲ କରିବେ ସାମନ୍ଥା
ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିର ହିଟ୍ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଖୁବଶୀଘ୍ର ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ବଲିଉଡରେ ଅଭିନେତ୍ରୀ ଧମାଲ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସାମନ୍ଥା ଏବେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ…

