ମନୋରଞ୍ଜନ

‘ବିରାଟଙ୍କ ଡିପ୍ରେସନ୍‌ ପାଇଁ ଅନୁଷ୍କା ଦାୟୀ’

ଅଭିନେତା କମଲ ରସିଦ ଖାନ ଓରଫ୍‌ କେଆରକେ ପ୍ରାୟତଃ ସୋସିଆଲ ମିଡିଆରେ କିଛି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରି ଚର୍ଚ୍ଚାରେ ରହିଥାନ୍ତି। ସେ କେବଳ ବଲିଉଡ ତାରକାଙ୍କ ଗୋଡ ଟାଣନ୍ତି ନାହିଁ, ବେଳେବେଳେ ବିଭିନ୍ନ କ୍ଷେତ୍ରରେ ପରିଚିତ ଲୋକଙ୍କ ବିଷୟରେ…

ସଲମାନଙ୍କ ସହ ଥ୍ରୋ-ବ୍ୟାକ୍‌ ଫଟୋ ଶେୟାର କରି ଏମିତି ଲେଖିଲେ ଏହି ଅଭିନେତ୍ରୀ

ମୁମ୍ବାଇ: କିଛି ସପ୍ତାହ ଧରି ବଲିଉଡ୍‌ ଅଭିନେତ୍ରୀ ଅମିଷା ପଟେଲଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ନଜର ରଖିଛନ୍ତି ପ୍ରଶଂସକ। ସେ ଗୋଟିଏ ପରେ ଗୋଟିଏ ଥ୍ରୋ-ବ୍ୟାକ୍‌ ଫଟୋ ଶେୟାର କରି ଚାଲିଛନ୍ତି। ଆଜିର ସେଲିବ୍ରିଟିମାନେ ଏହି ଥ୍ରୋବ୍ୟାକ୍‌ ଫଟୋଗୁଡ଼ିକ ଶେୟାର…

ପ୍ରଶଂସକଙ୍କ ପାଦ ଛୁଇଁଲେ ହ୍ରିତିକ୍‌

ଅଭିନେତା ହ୍ରିତିକ ରୋଶନ ବଲିଉଡର ମୋଷ୍ଟ ହ୍ୟାଣ୍ଡସମ୍‌ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ। ସେ କେବଳ ଅଭିନୟରେ ନୁହେଁ, ଡ୍ୟାନ୍ସରେ ମଧ୍ୟ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି। ନିକଟରେ ହ୍ରିତିକଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପ୍ରଶଂସକମାନେ…

ରଜତ ହେଲେ ‘ଇଣ୍ଡିଆଜ୍‌ ଲାଫ୍ଟର ଚାମ୍ପିୟନ’ ବିଜେତା

ବମ୍ବେ: କିଛି ମାସ ଧରି ଲୋକଙ୍କୁ ହସାଇ ଆସୁଥିବା କମେଡି ଶୋ’ ‘ଇଣ୍ଡିଆଜ୍‌ ଲାଫ୍‌ଟର ଚାମ୍ପିୟନ’ ଶେଷ ହୋଇଛି। ଶୋ’ର ବିଜେତା ହୋଇଛନ୍ତି ରଜତ ସୁଡ। ଶନିବାର ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ ତାଙ୍କ ନାମ ଘୋଷଣା କରାଯାଇଛି। ରଜତ ଦିଲ୍ଲୀର ବାସିନ୍ଦା।…

ହ୍ୱିଲ ଚେୟାରରେ ଶିଳ୍ପା, ୱାକର ଧରି ଦେଲେ ପୋଜ

ମୁମ୍ବାଇ: ବଲିଉଡର ଗ୍ଲାମର କୁଇନ ଶିଳ୍ପ ସେଟ୍ଟିଙ୍କର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିଜ କାମ ପ୍ରତି ଥିବା ତାଙ୍କର ଡେଡିକେଶନ ସମ୍ପର୍କରେ ସମସ୍ତେ ପ୍ରାୟ ଜାଣିଥିବେ । ନିକଟରେ ଅଭିନେତ୍ରୀ ଇନଷ୍ଟାଗ୍ରାମରେ କିଛି…

ସୋନମଙ୍କ ପୁଅର ନିକନେମ ରିଭିଲ କଲେ ମାଉସୀ ରିଆ

ମୁମ୍ବାଇ: ବଲିଉଡ ନାୟିକା ସୋନମ କପୁର ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଛନ୍ତି । ପତି ଆନନ୍ଦ ଆହୁଜା ଓ ପୁଅ ସହ ପିତା ଅନିଲ କୁପରଙ୍କ ଘରକୁ ଆସିଛନ୍ତି ସୋନମ । ତେବେ ସୋନମଙ୍କ ପୁଅକୁ ଗ୍ରାଣ୍ଡ ୱେଲକମ୍ କରଯାଇଛି ।…

୬୨ ବର୍ଷରେ ବି ଏହି ସାଉଥ୍‌ ସୁପରଷ୍ଟାରଙ୍କ ରହିଛି ଡିମାଣ୍ଡ

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତା ମୋହନଲାଲ୍‌ ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଫଟୋ ଏବଂ ଭିଡିଓ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୁଏ। ମୋହନଲାଲ ବର୍ତ୍ତମାନ ତାଙ୍କର ଏକ ବିଶେଷ ଭିଡିଓ ପାଇଁ ଚର୍ଚ୍ଚାରେ…

ପ୍ରେମିକଙ୍କ ସହ ମଲାଇକାଙ୍କ ରୋମାଣ୍ଟିକ ଡ୍ୟାନ୍ସ

ବମ୍ବେ: ଅଗଷ୍ଟ ୨୮ରେ ହାତକୁ ଦୁଇ ହାତ ହେବେ ଫ୍ୟାଶନ ଡିଜାଇନର କୃଣାଳ ରାଓ୍ବଲ ଏବଂ ଅର୍ପିତା ମେହେଟ୍ଟା। ପାରିବାରିକ ସମାରୋହରେ ଏହି ବିବାହ ଅନୁଷ୍ଠିତ ହେବ। ହେଲେ ଏହା ପୂର୍ବରୁ ଉଭୟଙ୍କ ପ୍ରି-ଓ୍ବେଡିଂ ପାର୍ଟି ଚର୍ଚ୍ଚାରେ। ବି-ଟାଉନରେ ଅନେକ ସେଲିବ୍ରିଟି…

ଅନୁପମା ଛାଡ଼ିବେ ଆଉ ଜଣେ କଳାକାର

ବମ୍ବେ: ଦିନକୁ ଦିନ ଷ୍ଟାର ପ୍ଲସ୍‌ର ଲୋକପ୍ରିୟ ଧାରାବାହିକ ‘ଅନୁପମା’ରେ ନୂଆ ମୋଡ ଦେଖିବାକୁ ମିଳୁଛି। ଏଥିସହ କିଛି ଷ୍ଟାର ଶୋ’ ଛାଡ଼ୁଛନ୍ତି। ନିକଟରେ ପାରସ କଲନାବତଙ୍କ ପରେ ଏବେ ଆଉ ଜଣେ କଳାକାରଙ୍କ ଟ୍ରାକ୍‌ ଶେଷ ହେଉଛି। ସେ ହେଲେ…

ଫିଲ୍ମ ଫ୍ଲପ ହେଲେ ନିଜର ୬ ନମ୍ବର ଆଙ୍ଗୁଠି କାଟିଦେବେ ହ୍ରିତିକ!

ମୁମ୍ବାଇ: ନିଜକୁ କ୍ରିଟିକ ବୋଲି ପରିଚୟ ଦେଉଥିବା (କେଆରକେ) ଅଧିକାଂଶ ସମୟରେ ତାଙ୍କର ବିବାଦୀୟ ବୟାନକୁ ନେଇ ଥାଆନ୍ତି ଚର୍ଚ୍ଚାରେ । କେଆରକେ ସବୁ ସମୟରେ ଫିଲ୍ମକୁ ନେଇ ତାଙ୍କର ବିଚାର ଲୋକଙ୍କ ସହ ଶେୟାର କରିଥାଆନ୍ତି । ଏବେ ସେ…

ଆଉ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି ପ୍ରତୀକ୍‌!

ମୁମାଇ: ବଲିଉଡ୍‌ ଅଭିନେତା ପ୍ରତୀକ୍‌ ବବର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେ ସାନିଆ ସାଗରଙ୍କୁ ବିବାହ କରିଥିଲେ। ହେଲେ ବିବାହ ପରେ ଦୁହେଁ ଅଲଗା ହୋଇଯାଇଥିଲେ। କିନ୍ତୁ ଏବେ ପ୍ରତୀକ୍‌ ଆଉ ଜଣେ ଅଭିନେତ୍ରୀଙ୍କ ପ୍ରେମରେ…

ଦିଲ୍ଲୀରେ ହେବନାହିଁ ମୁନାୱର ଫାରୁକିଙ୍କ ଶୋ’, ପୋଲିସ ଦେଲାନାହିଁ ଅନୁମତି

ନୂଆଦିଲ୍ଲୀ,୨୭ ।୮: ମୁନାୱର ଫାରୁକି ହେଉଛନ୍ତି ଜଣେ ଫେମଶ ଷ୍ଟାଣ୍ଡ ଅପ କମେଡିଆନ, ଯାହାଙ୍କ ଶୋ’ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍କଣ୍ଠା ଥାଏ । କିଛିଦିନ ହେବ ସେ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ଧର୍ମ ଓ ରାଜନୀତିକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri