ମନୋରଞ୍ଜନ

‘ଖତରୋଁ କା ଖିଲାଡି ୧୨’ର ୱିନର ହେଲେ ତୁଷାର କାଲିୟା

ମୁମ୍ବାଇ,୨୬ ।୯: ଶେଷ ହେଲା ଅପେକ୍ଷା । ରୋହିତ ସେଟ୍ଟିଙ୍କ ରିୟଲିଟି ଶୋ’ ‘ଖତରୋଁ କା ଖିଲାଡି ୧୨’କୁ ମିଳିଗଲା ତା’ର ୱିନର । ତୁଷାର କାଲିୟା ଏଥର ‘ଖତରୋଁ କା ଖିଲାଡି ୧୨’ର ଟ୍ରଫି ନିଜ ନାଁରେ କରି ଦେଇଛନ୍ତି…

ଡିଆଇଡି ସୁପର ମମର ବିଜେତା ହେଲେ ହରିୟାଣାର ଶ୍ରମିକ ବର୍ଷା ବୁମରା

ମୁମ୍ବାଇ,୨୬ ।୯: ଡିଆଇଡି ସୁପର ମମ ଟ୍ରଫି ଜିତି ବର୍ଷା ବୁମରା ପୁଣିଥରେ ପ୍ରମାଣ କରିଛନ୍ତି ଯେ ପରିସ୍ଥିତି ଯାହା ବି ହେଉ ସ୍ୱପ୍ନକୁ ପୂରା କରିବାକୁ ହେଲେ ସାହସ ଦରକାର । ତା’ହେଲେ ବଡ କାମ ବି ସହଜରେ କରିହୁଏ…

ଶାହରୁଖଙ୍କ ୮ ପ୍ୟାକ୍‌ ଆବ୍‌ସ

ବଲିଉଡର କିଙ୍ଗ ଶାହାରୁଖ ଖାନ ଯେକୌଣସି କାମ କଲେ, ତାକୁ ନେଇ ଚର୍ଚ୍ଚା ସବୁଠି ହୁଏ। ଆଜିକାଲି ଅଭିନେତା ତାଙ୍କର ଆଗାମୀ ଫିଲ୍ମ ‘ପଠାନ’କୁ ବ୍ୟସ୍ତ ଅଛନ୍ତି। ଏହି ସବୟରେ ସେ ସୋସିଆଲ ମିଡିଆରେ ଏକ ଶର୍ଟଲେସ୍‌ ଫଟୋ ଶେୟାର କରିଥିଲେ।…

ରୋମାଣ୍ଟିକ୍‌ ହେଲେ ପ୍ରିୟଙ୍କା

ବଲିଉଡ ପରେ ହଲିଉଡରେ ଜଲଓ୍ବା ଦେଖାଇଥିବା ପ୍ରିୟଙ୍କା ଚୋପ୍ରା ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ପ୍ରିୟଙ୍କା ଗ୍ଲୋବାଲ ସିଟିଜେନ ଫେଷ୍ଟିଭାଲରେ ନଜର ଆସିଥିଲେ। ଏଠାରେ ତାଙ୍କ ସ୍ବାମୀ ନିକ ଜୋନାସ ‘ଜୋନାସ ବ୍ରଦର୍ସ’ଙ୍କ ସହିତ ଗୀତ ଗାଉଥିବା ଦେଖିବାକୁ ମିଳିଥିଲା। ଶୋ’ରେ…

ଭିକ୍ଟ୍ରିନାଙ୍କୁ କପି କରିବାକୁ ଚାହୁଁଥିଲେ ରୁଚା ଚଢା-ଅଲି ଫାଜଲ!

ମୁମ୍ବାଇ: କିଛି ମାସ ତଳେ ଅନୁଷ୍ଠିତ ହୋଇ ଯାଇଛି ବଲିଉଡ ନାୟିକା କ୍ୟାଟ୍ରିନା କୈଫ ଓ ଅଭିନେତା ଭିକ୍କି କୌଶଳଙ୍କ ବିବାହ ଉତ୍ସବ । ଯାହାର ଏହି କଥା ମନେ ଥିବ ସେ ମଧ୍ୟ ଏହି ବିବାହରେ ଯେଉଁସବୁ କଟକଣା ଲଗାଯାଇଥିଲା…

‘ହାର୍ଟ ଅଫ ଷ୍ଟୋନ’ରେ ନିଜର ଲୁକ୍‌କୁ ନେଇ ଦର୍ଶକଙ୍କ ଦିଲ୍ ଜିତିଲେ ଆଲିଆ!

ମୁମ୍ବାଇ: ବଲିଉଡରେ ନିଜର ଜଲୱା ଦେଖାଇବା ପରେ ଏବେ ହଲିଉଡରେ ଏଣ୍ଟ୍ରି କରିବାକୁ ପୂରାପୁରି ପ୍ରସ୍ତୁତ ହୋଇ ଗଲେଣି ବଲିଉଡ କୁଇନ୍ ଆଲିଆ ଭଟ୍ଟ । ଅଭିନେତ୍ରୀ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ ମାଧ୍ୟମରେ ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।…

ଶପିଂ କରିପାରିବି ୩୬୫ ଦିନ

ପିଲାଦିନ: ଯାଜପୁର ଜିଲା ନୀଳାଦେଇ ପୁରରେ ମୋ ଗାଁ। ସେଇ ଗାଁରେ ଅଛି ମୋର ଅନେକ ସ୍ମୃତି। ପିଲାଦିନେ ମୁଁ ଗାଁ ଆମ୍ବ ତୋଟାରୁ ଆମ୍ବ ତୋଳୁଥିଲି, ଅନ୍ୟ ବାଡିରୁ ପିଜୁଳି, କୋଳି ଚୋରି କରୁଥିଲି। ହେଲେ ଏସବୁ କରିବାବେଳେ ମୁଁ…

ଏ ମନ ଖୋଜୁଥାଏ ଯାହା…

କଥାରେ ଅଛି-ଏମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି, ମନଲାଖି ଭୂମିକାଟିଏ ପାଇବା ପରେ ଚଙ୍କି ତନୟା ଅନନ୍ୟା ପାଣ୍ଡେ କେମିତି ଖୁସିରେ ଉଛୁଳୁଛନ୍ତି। କଥା କ’ଣ କି ସମାଜ ସେବା ଉପରେ ପର୍ଯ୍ୟବସିତ ଏକ ଫିଲ୍ମରେ ସେ…

ଦୁର୍ଗାପୂଜାରେ ତିତିଲି

ଏଥର ଦୁର୍ଗାପୂଜାରେ ମୁକ୍ତିଲାଭ କରିବ ଓଡ଼ିଆ ସିନେମା ‘ତିତିଲି’। ଏ ସମ୍ପର୍କରେ ନିକଟରେ ପ୍ରଯୋଜନା ସଂସ୍ଥା ଅଞ୍ଜନେୟ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ପ୍ରଡକସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବ୍ୟାନରରେ ନିର୍ମିତ ପଞ୍ଚମ ଫିଲ୍ମଟି ସେପ୍ଟେମ୍ବର ୩୦ରେ ପରଦା ଉପରକୁ ଆସିବ।…

ଏକ ସପ୍ତାହ କାଜଲଙ୍କ ସହ କଥା ହୋଇ ନଥିଲେ ବାପା

ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲଙ୍କ ୧୯୯୯ ମସିହା ଫେବୃୟାରୀ ୨୪ ତାରିଖରେ ବିବାହ କରିଥିଲେ। ମାତ୍ର ଉଭୟଙ୍କ ଏହି ବିବାହା ପ୍ରସ୍ତାବକୁ ପ୍ରଥମେ କାଜଲଙ୍କ ବାପା ଗ୍ରହଣ କରି ନ ଥିଲେ। ଏ ନେଇ ସେ ଏକ…

କାର୍ତ୍ତିକଙ୍କ ବଡ଼ ପ୍ରଶଂସକ ଏହି ନିର୍ଦ୍ଦେଶକ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅତୀତରେ ମୁକ୍ତିଲାଭ କରିଥିବା କାର୍ତ୍ତିକଙ୍କ ‘ଭୁଲ୍‌ ଭୁଲାୟା-୨’ ବ୍ଲକବଷ୍ଟର ପ୍ରମାଣିତ ହୋଇଥିଲା। ଫିଲ୍ମର ସଫଳତା ପରେ ବର୍ତ୍ତମାନ କାର୍ତ୍ତିକ ତାଙ୍କର ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। କାର୍ତ୍ତିକଙ୍କ…

ମଥୁରାରୁ ନିର୍ବାଚନ ଲଢ଼ିବେ କଙ୍ଗନା? ଏମ୍‌ପି ହେମା କହିଲେ-ରାକ୍ଷୀ ସାଓ୍ବନ୍ତ ବି ଜିତିଯିବ…

ନୂଆଦିଲ୍ଲୀ,୨୪।୯: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ କଟାକ୍ଷ କରିଛନ୍ତି ଭେଟେରାନ ଅଭିନେତ୍ରୀ ହେମା ମାଳିନୀ। ମଥୁରା ଲୋକ ସଭା ଆସନରୁ କଙ୍ଗନା ଲଢ଼ିବା ପ୍ରସଙ୍ଗରେ ପଚରାଯିବାରେ ସେ କହିଛନ୍ତି ଯେ, ବହୁତ ଭଲ କଥା। ମୋ ବିଚାର କିନ୍ତୁ ଭଗବାନଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?