ମନୋରଞ୍ଜନ

ପରଦାରେ ରୋମାନ୍ସ, ହେଲେ ବାସ୍ତବ ଜୀବନରେ ପରସ୍ପରର ମୁହଁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଏସବୁ କଳାକାର

ବମ୍ବେ: ଛୋଟ ପରଦାରେ ଅନେକ ସୁପରହିଟ୍‌ ଯୋଡ଼ି ଅଛନ୍ତି। ଦର୍ଶକମାନେ ସେମାନଙ୍କୁ ସବୁବେଳେ ଏକାଠି ଦେଖିବାକୁ ପସନ୍ଦ କରିଥାନ୍ତି। ହେଲେ ପରଦା ଉପରେ ଭଲ ଲାଗୁଥିବା ସମ୍ପର୍କ ବାସ୍ତବ ଜୀବନରେ ସେଭଳି ନ ଥାଏ। ଟେଲିଭିଜନ ଧାରାବାହିକରେ ଏଭଳି ଅନେକ ଯୋଡ଼ି…

ସ୍ବାମୀଙ୍କଠାରୁ ଅଲଗା ହେବେ ନାହିଁ ଐଶ୍ଚର୍ଯ୍ୟା!

ସାଉଥ ସୁପରଷ୍ଟାର ଧନୁଷ ତାଙ୍କ ବୃତ୍ତିଗତ ତଥା ବ୍ୟକ୍ତିଗତ ଜୀବନକୁ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି। କିଛି ଦିନ ତଳେ ସ୍ତ୍ରୀ ଐଶ୍ଚର୍ଯ୍ୟା ରଜନୀକାନ୍ତ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ଧନୁଷ। କିନ୍ତୁ ଦୁଇଜଣ ବର୍ତ୍ତମାନ ଛାଡପତ୍ର ନେବେ ନାହିଁ…

ବିଗ୍‌ବସ୍‌ରେ ସାଜିଦ୍‌: ରାଗରେ ନିଆଁବାଣ ହୋଇ ନିର୍ମାତାଙ୍କ ଉପରେ ବର୍ଷିଲେ ଉର୍ଫି

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ବିବାଦୀୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’। ଚଳିତ ଥର ଅନେକ ନୂଆ ମୁହଁ ସହ ବଡ ସେଲିବ୍ରିଟି ନଜର ଆସୁଛନ୍ତି। ସେଥିରୁ ଜଣେ ହେଲେ ସାଜିଦ ଖାଁ। #ମି ଟୁ ଘଟଣାରେ ଛନ୍ଦି ହୋଇଥିବା ସାଜିଦଙ୍କୁ ଶୋ’ରେ ନେବାକୁ…

ପୁଅଙ୍କୁ ଦେଖି ଭାବବିହ୍ବଳ ହେଲେ ବିଗ୍‌ବି,ଆଖିରୁ ଝରିଲା ଲୁହ

ବମ୍ବେ: କାହାପାଇଁ ସେ ମହାନାୟକ ହୋଇଥାଇପାରନ୍ତି, ହେଲେ ବ୍ୟକ୍ତିଗତ ଜୀବନରେ ସେ ଜଣେ ଶ୍ରେଷ୍ଠ ପିତା। ଆମେ କହୁଛୁ ବିଗ୍‌ ବି ଅମିତାଭ ବଚ୍ଚନଙ୍କ କଥା। ଅକ୍ଟୋବର ୧୧ରେ ଅମିତାଭଙ୍କୁ ୮୦ ବର୍ଷ ହେବ। ଏହାକୁ ନେଇ ପୂର୍ବରୁ ତାଙ୍କ ପାଇଁ…

ଟେଲିପରଦାର ଏହି ରୋମାଣ୍ଟିକ୍‌ ଯୋଡ଼ିଙ୍କ ସରିଲା ନିର୍ବନ୍ଧ

ବମ୍ବେ: ଦୀର୍ଘଦିନର ଡେଟିଂ ପରେ ନିର୍ବନ୍ଧ କରିଛନ୍ତି ଟେଲିଭିଜନର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଅନ୍ୟତମ ଏଜାଜ୍‌ ଖାଁ ଏବଂ ପବିତ୍ରା ପୁନିଆ। ବିଗ୍‌ବସ୍‌ ଘରୁ ଆରମ୍ଭ ହୋଇଥିବା ଏହି ପ୍ରେମକାହାଣୀ ଆଉ ପାଦେ ଆଗକୁ ବଢ଼ିଛି। ଖୁବ୍‌ଶୀଘ୍ର ସେମାନେ ବିବାହ ନିମନ୍ତେ…

ନିଜକୁ ମୁର୍ଖ କହିଲେ ବିଗ୍‌ ବି

ବଲିଉଡର ମହାନାୟକ ଅମିତାଭ ବଚ୍ଚନ କେବଳ ଅଭିନୟ ନୁହେଁ, ହୋଷ୍ଟିଂରେ ମଧ୍ୟ ପାରଦର୍ଶିତା ହାସଲ କରିଛନ୍ତି। ସେ ଏବେ କୌନ ବନେଗା କରୋଡପତି ହୋଷ୍ଟ କରୁଛନ୍ତି। ଏହି ଶୋ’ରେ ସେ ନିଜ ବ୍ୟକ୍ତିଗତ ଜୀବନୀଠାରୁ ଆରମ୍ଭ କରି ପ୍ରଫେଶନାଲ କ୍ୟାରିୟର ବିଷୟରେ…

ଆଲିଆ ଖାଇଲେ ସାଦ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଘରକୁ ଖୁବ୍‌ଶୀଘ୍ର ନୂଆ ଅତିଥି ଆସିବେ। ଆଜିକାଲି ଆଲିଆ ଗର୍ଭଧାରଣ ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି। ଉଭୟ ଦମ୍ପତି ଆଗାମୀ ସନ୍ତାନକୁ ନେଇ ବହୁତ ଉତ୍ସାହିତ ଦେଖାଯାଉଛନ୍ତି। ଆଜି ଅର୍ଥାତ୍‌ ବୁଧବାର…

ପୁଣି ଜଣେ କମେଡିଆନଙ୍କୁ ହରାଇଲେ ପ୍ରଶଂସକ

ମୁମ୍ବାଇ,୫।୧୦: ଟେଲିଭିଜନ ଇଣ୍ଡଷ୍ଟ୍ରି ପାଇଁ ଏକ ଦୁଃଖଦ ଖବର। ବଲିଉଡ୍‌ର ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରେ ଏବେ ଆଉ ଜଣେ ହାସ୍ୟ ଅଭିନେତାଙ୍କୁ ହରାଇଛନ୍ତି ପ୍ରଶଂସକ। ଲୋକପ୍ରିୟ କମେଡି ଶୋ’ ‘ଦ ଗ୍ରେଟ୍‌ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ’ର ପ୍ରଥମ ସିଜିନ୍‌ର…

ରିଲିଜ୍‌ ପୂର୍ବରୁ ବୟକଟ୍‌ ଦାବି

ଅଭିନେତା ପ୍ରଭାସ ଏବଂ ସୈଫ ଅଲି ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ରିଲିଜ୍‌ ପୂର୍ବରୁ ବିବାଦ ଘେରକୁ ଆସିଛି। ବର୍ତ୍ତମାନ #ବୟକଟ୍‌ଆଦିପୁରୁଷ ଟୁଇଟ୍‌ରରେ ଟ୍ରେଣ୍ଡ କରୁଛି। ଫିଲ୍ମର ଟିଜର ସୋମବାର ରିଲିଜ୍‌ ହୋଇଥିଲା। ଯାହାକୁ ଦେଖିବା ପରେ ୟୁଜର୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି।…

ବିଳାସପୂର୍ଣ୍ଣ ଜୀବନ ଛାଡ଼ି ସନ୍ନାସିନୀ ହେଲେ ନୁପୁର: ପ୍ରଥମ ଥର ଭିକ୍ଷା ମାଗି ୨୧ ଟଙ୍କା ପାଇଲେ…

ବମ୍ବେ: ଚାକଚକ୍ୟ ଭରା ଗ୍ଲାମର ଦୁନିଆକୁ ବାଏବାଏ କରି ବାଛିଛନ୍ତି ସନ୍ନ୍ୟାସିନୀ ହେବାର ପଥ। ଏଥିଲାଗି ସେ ରାସ୍ତାରେ ଭିକ ମଧ୍ୟ ମାଗୁଛନ୍ତି। ଆମେ କହୁଛୁ ଅଭିନେତ୍ରୀ ନୁପୁର ଅଳଙ୍କାରଙ୍କ ବିଷୟରେ। ନିଜର ଇନଷ୍ଟାଗ୍ରାମରେ ଶେୟାର କରିଥିବା ଭିଡିଓରେ ସେ ଭିକ…

‘ଗୁଡ ବାୟ’ର ଟିକେଟ ଦାମ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ: ରଶି୍ମକା ମନ୍ଧାନା ଓ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଗୁଡ ବାୟ’ ଅକ୍ଟୋବରରେ ରିଲିଜ୍ ହେବାକୁ ପୂରାପୂରି ପ୍ରସ୍ତୁତ ହୋଇଗଲାଣି । ଏବେ ଶୁଣିବାକୁ ମିଳିଛି କି ଫିଲ୍ମ ରିଲିଜର ଗୋଟିଏ ଦିନ ପୂର୍ବରୁ ଏହାର ଟିକେଟ ୧୫୦ ଟଙ୍କାରେ…

ଝିଅକୁ ପୂଜା କଲେ ରାଜକୁନ୍ଦ୍ରା, ଲୋକେ କହିଲେ ୯ଶହ ମୂଷା ଖାଇ ବିଲେଇ ବାହାରିଛି ହଜ କରି

ମୁମ୍ବାଇ: ଏବେ ସାରା ଦେଶରେ ପାଳନ କରାଯାଉଛି ନବରାତ୍ର । ମଙ୍ଗଳବାର ହେଉଛି ଏହାର ଶେଷ ଦିନ । ଏଥର ୩ ଅକ୍ଟୋବରରେ ପଡିଥିଲା ଦୁର୍ଗାଷ୍ଟମୀ । ଏହିଦିନ କନ୍ୟା ପୂଜନର ବିଧି ରହିଛି । ଅନେକ ଲୋକ ଏହିଦିନ କନ୍ୟାମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?