ମନୋରଞ୍ଜନ

ହଂସଲ ମେହେଟ୍ଟାଙ୍କ ଫିଲ୍ମରେ ନଜର ଆସିବେ କରୀନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଲୁକ୍‌, ଅଭିନୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଫିଲ୍ମ ‘ଲାଲ୍‌ ସିଂ ଚଢା’ରେ ନିଜର ଦମ୍‌ଦାର ଅଭିନୟ ଯୋଗୁ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ…

ଉଦିତ ନାରାୟଣଙ୍କୁ ହୃଦଘାତ ନେଇ ଗୁଜବ: ଗାୟକ କହିଲେ-ମୁଁ ହସୁଛି, ମୋ ବୟସ ବୋଧେ ବଢ଼ିଗଲା

ବମ୍ବେ: ନବେ ଦଶକର ଗୀତ ଯେବେ ବି ମନେ ପଡେ ସେତେବେଳେ ଉଦିତ ନାରାୟଣଙ୍କ ଗୀତ ଶୁଣି ମନ ଝୁମିଯାଏ। ଆଜି ବି ତାଙ୍କ ପ୍ରଶଂସକ କାହିଁରେ କେତେ। ଏମିତିରେ ହଠାତ ଉଦିତଙ୍କ ହୃଦ୍‌ଘାତ ହୋଇଥିବା ନେଇ ଖବର ସୋସିଆଲ ମିଡିଆରେ…

‘ଫୋନ ଭୁତ’ର ନୂଆ ପୋଷ୍ଟର ଆଉଟ, ନଭେମ୍ବରରେ ରିଲିଜ ହେବ ଫିଲ୍ମ

ମୁମ୍ବାଇ: କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଫୋନ ଭୁତ’ ସମ୍ପର୍କରେ ଘୋଷଣା ହେବା ପରେ ଦର୍ଶକେ ଏହି ଫିଲ୍ମକୁ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ଡେଟର ଘୋଷଣା ସମ୍ପର୍କରେ ବୟାନ ସାମ୍ନାକୁ ଆସିଥିଲା…

‘ଗଡ୍‌ଫାଦର’ର ଆୟ ଦେଖି ଚିରଞ୍ଜୀବୀଙ୍କୁ ଏମିତି ଏସ୍‌ଏମ୍‌ଏସ୍‌ କଲେ ଭାଇଜାନ

ମୁମ୍ବାଇ: ଫିଲ୍ମ ‘ଗଡ୍‌ଫାଦର’ରେ ଚିରଞ୍ଜୀବୀ ଏବଂ ସଲ୍‌ମାନ ଖାନଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଛି। ଏହି ଫିଲ୍ମ ଦଶହରାରେ ରିଲିଜ ହୋଇଛି। ପ୍ରଥମ ଦିନରେ ଫିଲ୍ମର ବକ୍ସ ଅଫିସରେ ଯଦିଓ ଭଲ କରି ପାରିନାହିଁ କିନ୍ତୁ ସଲମାନ ଏହି ଫିଲ୍ମକୁ…

ଅମିତାଭଙ୍କ ସହ ଫିଲ୍ମ କରିବାକୁ ନର୍ଭସ ହୋଇଯାଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଖୁବ୍‌ଶୀଘ୍ର ତାଙ୍କର ୮୦ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏହି ସୁପରଷ୍ଟାରଙ୍କ ସହ ପ୍ରଥମେ ଯେଉଁମାନେ ଅଭିନୟ କରିଛନ୍ତି ସେମାନେ ବହୁ ଡରି ଯାଇଛନ୍ତି। ଏଥିମଧ୍ୟରୁ ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ଜୟପ୍ରଦା ହେଉଛନ୍ତି ଜଣେ।…

ଓ୍ବେବ୍‌ ସିରିଜ୍‌ରେ ଜଲଓ୍ବା ଦେଖାଇବେ ସୁସ୍ମିତା, ସାମ୍ନାକୁ ଆସିଲା ଫାଷ୍ଟ ଲୁକ୍‌

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍‌ ୱେବ୍‌ ସିରିଜ୍‌ ‘ଥାଲି’ରେ ନଜର ଆସିବେ। ଅଭିନେତ୍ରୀ ସମାଜସେବୀ କିନ୍ନର ଗୌରୀ ସାୱନ୍ତଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଦର୍ଶକ ଉତ୍ସାହିତ ଅଛନ୍ତି। ଗୁରୁବାର ଏହି ୱେବ୍‌ ସିରିଜ୍‌ର ସୁସ୍ମିତାଙ୍କର ଫାଷ୍ଟ…

ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ‘ଗଡଫାଦର’

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଡଫାଦର’ ବୁଧବାର ରିଲିଜ୍‌ ହୋଇଯାଇଛି। ଫିଲ୍ମରେ ମେଗାଷ୍ଟାର୍‌ ଚିରଞ୍ଜୀବୀ ଏବଂ ସଲମାନ ଖାନ୍‌ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ଶେୟାର କରିଛନ୍ତି। ଦୁହିଁଙ୍କ କେମେଷ୍ଟ୍ରିକୁ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ‘ଗଡଫାଦର’ ଏକ…

ଛାଡ଼ପତ୍ରକୁ ନେଇ ଥିଲେ ଡିପ୍ରେସନରେ: ୩୪ବର୍ଷ ବୟସରେ ଆତ୍ମହତ୍ୟା କଲେ ଅଭିନେତା

ହାଇଦ୍ରାବାଦ: ସିନେମାଜଗତରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି। ବର୍ଷ ୨୦୨୨ରେ ଅନେକ ତାରକା ଦୁନିଆରୁ ବିଦାୟ ନେଇଛନ୍ତି। ଏହି କ୍ରମରେ ଆଉ ଜଣେ କଳାକାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତାମିଲ ଫିଲ୍ମ ଏବଂ ଟେଲିଭିଜନ ଧାରାବାହିକର ଜଣାଶୁଣା…

ମହାଭାରତରେ ଅଭିନୟ କରିବାକୁ ଚାହୁଛନ୍ତି ଶୈଫ, ଡ୍ରିମ ରୋଲକୁ ନେଇ ମୁହଁ ଖୋଲିଲେ

ମୁମ୍ବାଇ: ବଲିଉଡ ଅଭିନେତା ଶୈଫ ଅଲ୍ଲି ଖାଁ ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ବେଧା’ ରିଲିଜ୍ ହୋଇଛି । ଏଥିରେ ତାଙ୍କ ସହ ହ୍ରିତିକ ରୋଶନ ଲିଡ ରୋଲରେ ନଜର ଆସିଛନ୍ତି । ଏହି…

ପୂର୍ବତନ ସ୍ବାମୀଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆଞ୍ଜେଲିନା ଜୋଲି

ଆଜିକାଲି ହଲିଉଡର ସୁପରଷ୍ଟାର ବ୍ରାଡ ପିଟ ଏବଂ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ଚର୍ଚ୍ଚାରେ ଅଛନ୍ତି। ଆଞ୍ଜେଲିନା ତାଙ୍କ ପୂର୍ବତନ ସ୍ବାମୀ ବ୍ରାଡଙ୍କ ବିରୋଧରେ ପ୍ରାୟ ୨୫୦ ମିଲିୟନ ଡଲାରରେ ମକଦ୍ଦମା ଦାୟର କରିଛନ୍ତି। ଏହାସହ ସେ ତାଙ୍କ ବିରୋଧରେ ଅନେକ ଗୁରୁତର…

ସିଆରପିଏଫ୍‌ ଯବାନଙ୍କ ସହ ଦଶହରା ପାଳିଲେ କଙ୍ଗନା

ସାରା ଦେଶରେ ଦଶହରା ପର୍ବ ପାଳନ କରାଯାଉଛି। ବଲିଉଡ ପ୍ରସିଦ୍ଧ କଙ୍ଗନା ରାଣାୱତ ଏହି ଦିନକୁ ଏକ ବିଶେଷ ଢଙ୍ଗରେ ପାଳନ କରିଛନ୍ତି। କଙ୍ଗନା ସିଆରପିଏଫ୍‌ ଯବାନଙ୍କ ସହ ଦଶହରା ପର୍ବ ପାଳନ କରିଥିଲେ। ସୋସିଆଲ ମିଡିଆରେ ଯବାନଙ୍କ ଫଟୋ ଶେୟାର…

ମା’ ଦୁର୍ଗାଙ୍କ ବେଶରେ ହେମାମାଳିନୀ

ମୁମ୍ବାଇ: ଦଶହରା ଅବସରରେ ପ୍ରଖ୍ୟାତ ଅଭିନେତ୍ରୀ ହେମାମାଳିନୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଦଶହରାର ଶୁଭକାମନା ଜଣାଇଛନ୍ତି। ସେ ଭିଡିଓରେ ମା’ ଦୁର୍ଗାଙ୍କ ବେଶରେ ନଜର ଆସିଛନ୍ତି। ଏହା ଦେଖି ପ୍ରଶଂସକମାନେ ଖୁସି ହୋଇଛନ୍ତି। ଭିଡିଓ ଶେୟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?