ମନୋରଞ୍ଜନ

‘ବ୍ରହ୍ମାସ୍ତ୍ର’ ଫିଲ୍ମ ପାଇଁ ରଣବୀର-ଆଲିଆ ନେଇଛନ୍ତି ଏତିକି ଫିସ୍‌

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଆଗାମୀ ଫିଲ୍ମ ବ୍ରହ୍ମାସ୍ତ୍ର ଏବେ ଚର୍ଚ୍ଚାରେ ଅଛି। ଏହି ଫିଲ୍ମ ୯ ସେପ୍ଟେମ୍ବରରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ବ୍ରହ୍ମାସ୍ତ୍ରରେ ପ୍ରଥମ ଥର ପାଇଁ ରିଅଲ ଲାଇଫ ଦମ୍ପତି ଆଲିଆ ଏବଂ ରଣବୀର…

ଲକ୍ଷ୍ନୌ ପହଞ୍ଚିଲେ ଡ୍ୟାନ୍ସିଂ କୁଇନ ସପନା ଚୌଧୁରୀ, କୋର୍ଟରେ କରିପାରନ୍ତି ସରେଣ୍ଡର

ଲକ୍ଷ୍ନୌ,୬ ।୯: ହରିୟାଣାର ଜଣାଶୁଣା ଡ୍ୟାନ୍ସର ତଥା ସିଙ୍ଗର ସପନା ଚୌଧୁରୀଙ୍କ ଅଡୁଆ ବେଳକୁ ବେଳ ବଢିବାରେ ଲାଗିଛି । ଏବେ କୁହାଯାଉଛି କି ସପନା ମଙ୍ଗଳବାର କୋର୍ଟରେ ସରେଣ୍ଡର କରିପାରନ୍ତି । ସେଥିପାଇଁ ସେ ମଙ୍ଗଳବାର ସକାଳୁ ଲକ୍ଷ୍ନୌ ପହଞ୍ଚି…

ଲେଡି ବାଉନ୍ସର୍‌ ଭୂମିକାରେ ନଜର ଆସିବେ ତମନ୍ନା

ସାଉଥ୍‌ ଅଭିନେତ୍ରୀ ତମନ୍ନା ଭାଟିଆ ଲୁକ୍‌ ଏବଂ ଅଭିନୟ ପାଇଁ ଚର୍ଚ୍ଚାରେ ରୁହନ୍ତି। ବାହୁବଳୀ-୧ରେ ଦମ୍‌ଦାର ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଥିଲେ। ବର୍ତ୍ତମାନ ତମନ୍ନା ଫିଲ୍ମ ‘ବବଲି ବାଉନ୍ସର୍‌’ରେ ନଜର ଆସିବେ। ଯାହାର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି। ସେଥିରେ…

ମହେଶ ଭଟ୍ଟଙ୍କ ଅସଲ ନାମ ‘ଅସଲମ’, ଚମକାଇବା ଭଳି ତଥ୍ୟ ଦେଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଅଧିକାଂଶ ସମୟରେ ରହିଥାଆନ୍ତି ଚର୍ଚ୍ଚାରେ । ତାଙ୍କର ବିନ୍ଦାସ ଓ ବେକାବୁ ବୟାନକୁ ନେଇ ସେ ଖୁବ୍ ଚର୍ଚ୍ଚିତ । ଏବେ ସେ ବଲିଉଡ୍ ଫିଲ୍ମ ମେକର ମହେଶ ଭଟ୍ଟଙ୍କୁ ନେଇ ଏମିତି ଏକ…

ସୁଧୁରୁଛି ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ, ୫।୯: ବଲିଉଡ୍‌ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଲଗାତାର ଅପ୍‌ଡେଟ୍‌ ଆସିବାରେ ଲାଗିଛି। ନିକଟରେ ପ୍ରବଳ ଜ୍ୱର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଏବେ ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି। ଏନେଇ ରାଜୁଙ୍କ ମୁଖ୍ୟ ପରାମର୍ଶଦାତା…

ଅଲଗା ହେଲେ ସୁସ୍ମିତା-ଲଳିତ!

ମୁମ୍ବାଇ: ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ ନାୟିକା ସୁସ୍ମିତା ସେନ ଓ ଲଳିତ ମୋଦି । ଦୁଇ ମାସ ପୂର୍ବେ ଏମାନେ ରିଲେସନଶିପରେ ଥିବା ବେଳେ ଖୁବ୍ ଚର୍ଚ୍ଚା ସାଉଁଟିଥିଲେ । ଏହାପରେ ଉଭୟଙ୍କ ଫଟୋ ସାମ୍ନାକୁ ଆସିଥିଲା ।…

ଏହି କାରଣରୁ ସୋସିଆଲ ମିଡିଆରେ ରଣବୀରଙ୍କୁ ଫଲୋ କରନ୍ତି କ୍ୟାଟ୍ରିନା

ମୁମ୍ବାଇ: ଅଭିନେତା ରଣବୀର ସିଂ ବଲିଉଡ୍‌ର ଏପରି ଜଣେ ଷ୍ଟାର, ଯାହାଙ୍କ ଶକ୍ତି କେବଳ ପ୍ରଶଂସକଙ୍କ ଦ୍ୱାରା ପାଗଳ ନୁହେଁ ବରଂ ତାଙ୍କର ଶାନ୍ତ ରୂପ ଦେଖି ଅଭିନେତ୍ରୀମାନେ ମଧ୍ୟ ତାଙ୍କୁ ପ୍ରଶଂସା କରିବାରେ ହେଳା କରନ୍ତି ନାହିଁ। ସାରା ଅଲି…

ପାକିସ୍ତାନରେ ଶେହନାଜଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ: ଶେହନାଜ ଗିଲଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏକଦା ନିଜକୁ ‘ପଞ୍ଜାବର କ୍ୟାଟ୍ରିନା’ ବୋଲି କହିଥିବା ଶେହନାଜ ବର୍ତ୍ତମାନ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବେଶ୍‌ ପ୍ରସିଦ୍ଧି ଲାଭ କରିଛି। ତାଙ୍କର ଲୋକପ୍ରିୟତା ଏବେ ପାକିସ୍ତାନରେ ପହଞ୍ଚିଛି।…

ମହଙ୍ଗା ଗାଡ଼ି କିଣିଲେ ଦୀପିକା, ଦାମ୍‌ ଜାଣିଲେ…

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ଏକ ମହଙ୍ଗା ଗାଡି କିଣିଛନ୍ତି। ନିକଟରେ ସେ ମୁମ୍ବାଇ ଆରଟିଓରେ ନିଜ ନାଁରେ ଗାଡିର ପଞ୍ଜିକରଣ କରାଇଛନ୍ତି। ଦୀପିକା ଏକ ମର୍ସିଡିଜ-ମାୟାବାକ ଜିଏଲ୍‌ଏସ୍‌୫୦୦ ୪ମେଟିକ ଏସ୍‌ୟୁଭି କିଣିଛନ୍ତି, ଯାହାର ମୂଲ୍ୟ ୨.୮ କୋଟି ଟଙ୍କା।…

ବକ୍ସ ଅଫିସ୍‌ରେ ‘ଲାଇଗର’ ସୁପର୍‌ ଫ୍ଲପ୍‌: ନିର୍ମାତାଙ୍କୁ ଟଙ୍କା ଫେରାଇବେ ବିଜୟ

ମୁମ୍ବାଇ: ବକ୍ସ ଅଫିସ୍‌ରେ ‘ଲାଇଗର’ ଫିଲ୍ମ ଫ୍ଲପ୍‌ ହେବା ପରେ ଏହାର ନିର୍ମାତା ଏବଂ କଳାକାରମାନେ ନିରାଶ ହୋଇଛନ୍ତି। ଫିଲ୍ମରେ ମୁଖ୍ୟ ଭୂମିକାରେ ଥିବା ସାଉଥ୍‌ ଅଭିନେତା ବିଜୟ ଦେବରକୋଣ୍ଡା କ୍ଷତିପୂରଣ ପାଇଁ ଫିଲ୍ମ ନିର୍ମାତାଙ୍କୁ ୬ କୋଟି ଟଙ୍କା ଫେରାଇବାକୁ…

କଙ୍ଗନାଙ୍କ ଖୁଲାସା: ମହେଶଙ୍କ ଅସଲି ନାଁ ଅସ୍‌ଲାମ

ମୁମ୍ବାଇ, ୪ା୯:ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କୁ ଟାର୍ଗେଟ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ପୁରୁଣା ଭିଡିଓ ଶେୟାର କରି କଙ୍ଗନା କହିଛନ୍ତି, ମହେଶ ଭଟ୍ଟଙ୍କ ଅସଲି…

ଏକଦା ଗାଙ୍ଗୁଲିଙ୍କୁ ବୋହୂ ଭଳି ସଜାଇ ମଇଦାନକୁ ଛାଡ଼ିଥିଲେ ସେହ୍ବାଗଙ୍କ ସହ ସାଥୀ ଖେଳାଳି: ବାଧ୍ୟରେ…

ନୂଆଦିଲ୍ଲୀ,୪।୯: ଯେତେବେଳେ ଭାରତୀୟ ଦଳର ଦୁଇଜଣ କ୍ରିକେଟର କୌଣସି ମଞ୍ଚରେ ଏକାଠି ହୋଇଥାନ୍ତି, ସେତେବେଳେ ଡ୍ରେସିଂ ରୁମ୍‌ର ଅନେକ ମଜାଦାର କାହାଣୀ ଶୁଣିବାକୁ ମିଳିଥାଏ। ସେଭଳି କିଛି କଥା କେବିସିର ଏପିସୋଡ୍‌ରେ ଦେଖିବାକୁ ମିଳିଥିଲା। ଏଥିରେ ଅତିଥି ଭାବେ ଟିମ୍‌ ଇଣ୍ଡିଆର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri