ରେକର୍ଡ ଭାଙ୍ଗୁଛି ‘ପୋନ୍ନିୟନ ସେଲଭନ’: ଆମେରିକାରେ ସର୍ବାଧିକ ଆୟ
ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟନ ସେଲଭନ’ ସେପ୍ଟେମ୍ବର ୩୦ରେ ରିଲିଜ ହେବା ପରେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ନିକଟରେ ପୋନ୍ନିୟନ ସେଲଭନ ବ୍ରିଟେନରେ କମଲ ହାସନଙ୍କ ‘ବିକ୍ରମ’କୁ ଅତିକ୍ରମ କରିଥିବା ବେଳେ ବର୍ତ୍ତମାନ ଆମେରିକାରେ ତାମିଲରେ ସର୍ବାଧିକ…
ଏଥର ରଶିରେ ତିଆରି ଡ୍ରେସ୍ ପିନ୍ଧି ଚର୍ଚ୍ଚାରେ
ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିଶେଷକରି ତାଙ୍କର ଡ୍ରେସ୍କୁ ନେଇ ଲୋକେ ତାଙ୍କୁ ଟ୍ରୋଲ କରିଥାନ୍ତି। ଏବେ ଉର୍ଫିଙ୍କୁ ବିମାନବନ୍ଦରରେ ସ୍ପଟ୍ କରାଯାଇଥିଲା। ସେ ରଶିରେ ତିଆରି ଡ୍ରେସ୍ ପିନ୍ଧିଥିବା ନଜର ଆସିଛନ୍ତି। ଏହା ଦେଖି ଲୋକେ…
ଏହି ଅଭିନେତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଚର୍ଚ୍ଚାରେ ଭାଇଜାନ
ମୁମ୍ବାଇ: ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବରୀଙ୍କ ଝିଅ ପଲକ ତିଓ୍ବାରୀଙ୍କୁ ଅକ୍ଟୋବର ୮ରେ ୨୨ ବର୍ଷ ହୋଇଛି। ପଲକଙ୍କ ଜନ୍ମଦିନର ଗୋଟିଏ ଦିନ ପରେ ଅର୍ଥାତ୍ ୯ ତାରିଖ ରବିବାର ସଲମାନ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଲମାନ ଇନ୍ଷ୍ଟାଗ୍ରାମରେ ନିଜର…
ସ୍ପେସ୍ଓ୍ବାକ୍ କରିବେ ଟମ୍ କ୍ରୁଶ୍
ହଲିଉଡ୍ ଷ୍ଟାର ଟମ୍ କ୍ରୁଶ୍(୬୦) ଏବେ ତାଙ୍କ ପ୍ରଶଂସକଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିବାକୁ ଯାଉଛନ୍ତି। ନିଜ ଆକ୍ସନ ପାଇଁ ପ୍ରସିଦ୍ଧ ଏହି ଅଭନେତା ନିଜ ଆଗାମୀ ଫିଲ୍ମ ପାଇଁ ଅର୍ନ୍ତଜାତୀୟ ସ୍ପେସ୍ ଷ୍ଟେଶନ ଯିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ସେଠାରେ…
ବିବାହର ୪ ମାସ ପରେ ଯମଜ ସନ୍ତାନର ମା’ ହେଲେ ନୟନତାରା
ସାଉଥ ସୁପରଷ୍ଟାର ନୟନତାରା ଏବଂ ବିଗ୍ନେଶ ଶିବନ ବିବାହର ମାତ୍ର ୪ ମାସ ପରେ ଯମଜ ସନ୍ତାନର ମାତା-ପିତା ହୋଇଛନ୍ତି। ଏହି ଦମ୍ପତି ସରୋଗେସି ମାଧ୍ୟମରେ ସେମାନଙ୍କର ଯମଜ ଶିଶୁଙ୍କୁ ଏହି ଦୁନିଆକୁ ସ୍ବାଗତ କରିଛନ୍ତି। ଉଭୟ ସୋସିଆଲ ମିଡିଆ ମାଧ୍ୟମରେ…
ବିଜୟ ଦେବରକୋଣ୍ଡାଙ୍କ ସହ ସମ୍ପର୍କକୁ ନେଇ ରିଆକ୍ଟ କଲେ ରଶ୍ମିକା
ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ ଗୁଡ ବାୟ’ ଏବେ ଖୁବ୍ ଚର୍ଚ୍ଚାରେ । ଏଥିରେ ରଶ୍ମିକା ମନ୍ଧାନାଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି । ରଶ୍ମିକାଙ୍କ ସହ ଅମିତାଭ ବଚ୍ଚନଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିଛି ।…
ପୁନିତ ରାଜକୁମାରଙ୍କ ଶେଷ ଫିଲ୍ମର ଟ୍ରେଲରକୁ ପ୍ରଶଂସା କଲେ ମୋଦି
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବର୍ଗତ କନ୍ନଡ ସିନେମା ଆଇକନ ପୁନିତ ରାଜକୁମାରଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କ ଶେଷ ଫିଲ୍ମ ଗାନ୍ଧାଡା ଗୁଡିକୁ ପ୍ରଶଂସା କରି ତାର ସଫଳତା କାମନା କରିଛନ୍ତି। ପୁନିତ ରାଜକୁମାରଙ୍କ ଫିଲ୍ମ ‘ଗାନ୍ଧାଡା ଗୁଡି’ ଟ୍ରେଲର ରିଲିଜ…
ନିକ୍ଙ୍କ ସହ ଲଙ୍ଗ୍ ଡ୍ରାଇଭ୍ରେ ବାହାରିଲେ ପ୍ରିୟଙ୍କା
ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ସ୍ବାମୀ ନିକ୍ ଜୋନାସ ପ୍ରଶଂସକଙ୍କର ଅତି ପ୍ରିୟ ଦମ୍ପତି। ସୋସିଆଲ ମିଡିଆରେ ଉଭୟଙ୍କ ଭିଡିଓ ଏବଂ ଫଟୋ ଖୁବ୍ ଭାଇରାଲ ହୋଇଥାଏ। ପ୍ରିୟଙ୍କା ଅନେକ ସମୟରେ ନିକ୍ଙ୍କ ସହ ତାଙ୍କର ଫଟୋ ଶେୟାର…
ମମ ଟୁ ବି: ରେଡ କଫତାନରେ ମନ କିଣିଲେ ବିପାଶା
ମୁମ୍ବାଇ: ବଲିଉଡ ନାୟିକା ଆଲିଆ ଭଟ୍ଟଙ୍କ ଭଳି ବିପାଶା ବସୁ ବି ଏବେ ତାଙ୍କ ମ୍ୟାଟରନିଟି ଷ୍ଟାଇଲକୁ ନେଇ ଆସୁଛନ୍ତି ଚର୍ଚ୍ଚାକୁ । ନିକଟରେ ମାଆ ହେବାକୁ ଯାଉଥିବା ବିପାଶା ଏବେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ନେଇ…
ଏହି ଅଭିନେତ୍ରୀଙ୍କ ପିତାଙ୍କୁ ହତ୍ୟା ଧମକ
ମୁମ୍ବାଇ: ବିଗ୍ ବସ୍-୧୩ ପରଠାରୁ ଅଭିନେତ୍ରୀ ଶେହନାଜ ଗିଲ୍ କ୍ରମାଗତ ଭାବେ ଚର୍ଚ୍ଚାରେ ରହିଆସୁଛନ୍ତି। ସମସ୍ତେ ତାଙ୍କ ଷ୍ଟାଇଲ୍ ଏବଂ ସୌନ୍ଦର୍ଯ୍ୟରେ ପାଗଳ। ଖୁବ୍ଶୀଘ୍ର ଶେହନାଜ ବଲିଉଡ୍ରେ ଡେବ୍ୟୁ ବି କରିବାକୁ ଯାଉଛନ୍ତି। ଏଥର ଶେହନାଜ ନୁହନ୍ତି ବରଂ ତାଙ୍କ ପିତା…
ଅଭିନୟ ଦୁନିଆକୁ ବାଏ କହିଲେ ଏହି ଭୋଜପୁରୀ ଅଭିନେତ୍ରୀ
ମୁମ୍ବାଇ: ଧର୍ମ ପାଇଁ ଅଭିନୟ ଦୁନିଆରୁ ଦୂରେଇ ଗଲେ ଆଉ ଜଣେ ଅଭିନେତ୍ରୀ। ଭୋଜପୁରୀ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ସାହର ଆଫଶା ଇସଲାମ ଧର୍ମ ଲାଗି ମନୋରଞ୍ଜନଜଗତକୁ ଛାଡ଼ିଛନ୍ତି। ଏନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ…
ସୋସିଆଲ ମିଡିଆ ବ୍ୟବହାର କରନ୍ତିନି ଏହି ଅଭିନେତ୍ରୀ, କହିଲେ ଏହା ପଛର କାରଣ
ମୁମ୍ବାଇ: ବର୍ତ୍ତମାନ ସମୟରେ ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରୁଥିବା ବେଳେ କିଛି ସେଲିବ୍ରିଟି ଏଥିରୁ ଦୂରରେ ଅଛନ୍ତି। ସେଥିମଧ୍ୟରୁ ରାଣୀ ମୁଖାର୍ଜୀ ଅନ୍ୟତମ। ଏହା ପଛରେ କାରଣ ରହିଥିବା ମଧ୍ୟ କୁହନ୍ତି ରାଣୀ। ସେ କୁହନ୍ତି, ସୋସିଆଲ ମିଡିଆରେ ଦ୍ୱାରା…

