Advertisement

କ୍ୟାମେରା ଆଗରେ ପ୍ରେମିକଙ୍କୁ ଚୁମ୍ବନ ଦେଇ ଟ୍ରୋଲ ହେଉଛନ୍ତି ହ୍ରିତିକ୍‌ଙ୍କ ପୂର୍ବପତ୍ନୀ

ବମ୍ବେ: ସାରା ଦେଶରେ ଦୀପାବଳିକୁ ନେଇ ଧୁମ୍‌। ଏଥିରୁ ବାଦ୍‌ ପଡ଼ିନି ବଲିଉଡ୍‌। ଗତ ସପ୍ତାହେ ହେଲାଣି ଦୀପାବଳିକୁ ନେଇ ପାର୍ଟି ଦେଉଛନ୍ତି ବଲିଉଡର ସେଲିବ୍ରିଟିମାନେ । ନିକଟରେ ଅଭିନେତା ତଥା ପ୍ରଯୋଜକ କୃଷ୍ଣା କୁମାରଙ୍କ ପାର୍ଟିରେ କଳାକାରଙ୍କ ଭିଡ ଜମିଥିଲା। ଏଥିରେ ବିଶେଷକରି ଚର୍ଚ୍ଚାରେ ରହିଥିଲେ ଅଭିନେତା ହ୍ରିତିକ୍‌ ରୋଶନଙ୍କ ପୂର୍ବପତ୍ନୀ ସୁଜୈନ ଖାଁ ଏବଂ ତାଙ୍କ ପ୍ରେମିକ ଅର୍ସଲାନ ଗୋନି।

ସୁଜୈନ-ଅର୍ସଲାନଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କ୍ୟାମେରା ସମ୍ମୁଖରେ ସୁଜୈନ ଅର୍ସଲାନଙ୍କୁ ଚୁମ୍ବନ ଦେଉଥିବା ଦେଖାଯାଇଛି। ଏହାକୁ ନେଇ ଲୋକେ ସୁଜୈନଙ୍କୁ ଟ୍ରୋଲ କରୁଛନ୍ତି। ଘରେ ଦୁଇଜଣ ପୁଅ ଅଛନ୍ତି। ଏମିତି ସର୍ବସମ୍ମୁଖରେ ହେବା ଶୋଭା ଦେଉନାହିଁ। କ୍ୟାମେରା ସମ୍ମୁଖରେ ରୋମାଣ୍ଟିକ୍‌ ହେବାର ଆବଶ୍ୟକତା କ’ଣ ଥିଲା ବୋଲି ଅନେକେ ପ୍ରଶ୍ନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକଦା ରାହୁଲ ଗାନ୍ଧୀଙ୍କୁ ଡେଟ୍‌ କରିବାକୁ ଚାହୁଁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: କହିଥିଲେ..

ବମ୍ବେ: ଅନୁଷ୍କାଙ୍କ ପରେ ଖୁସି ଖବର ଶୁଣାଇଛନ୍ତି ବେବୋ। ଦ୍ୱିତୀୟ ଥର ପାଇଁ ସେ ମା’ ହୋଇଛନ୍ତି। ଏହାକୁ ନେଇ କରିନା ଚର୍ଚ୍ଚାରେ ରହୁଛନ୍ତି। ନିଜେ...

କୁକୁର ଗୋଡ଼ାଇବା କଥା ଭୁଲି ପାରୁନି

ଦୀପକଙ୍କ ଓଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ଓଡ଼ିଆ ସିନେମା ‘ମନ ମୋର ପ୍ରଜାପତି’ରୁ। ଏହାର ଶୁଟିଂ ସମୟରେ ଏପରି ଏକ ଘଟଣା ଘଟିଥିଲା ଯାହାକୁ ଭୁଲି...

ଶୁଟିଂ ସେଟ୍‌ରେ ଭୋ ଭୋ ହୋଇ କାନ୍ଦିପକାଇଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଭିନ୍ନ ଶୈଳୀ ପାଇଁ ବେଶ୍‌ ଜଣାଶୁଣା। ନିକଟରେ ତାଙ୍କର ଏକ ଗୀତ ‘ଓ୍ବ ଚାନ୍ଦ କହାଁ ସେ...

ଅରବାଜଙ୍କ ସମ୍ପର୍କରେ ମୁହଁ ଖୋଲିଲେ ମଲାଇକା…

ମୁମ୍ବାଇ : ଛାଡପତ୍ର ପରେ ମଲାଇକା ଆରୋରା ଏବଂ ଅରବାଜ ଖାନ ନିଜ ଜୀବନରେ ଆଗକୁ ବଢ଼ିଛନ୍ତି। ୨୦୧୭ରେ ଉଭୟ ଛାଡପତ୍ର ଘୋଷଣା କରିଥିଲେ। ଯାହା...

ବିରାଟ-ଅନୁଷ୍କା ବିଜ୍ଞାପନରେ ଏକାଠି କାମ କରିବା ପାଇଁ ନେଇଥାନ୍ତି ଏତିକି ଟଙ୍କା

ବଲିଉଡ୍‌ ଏବଂ କ୍ରିକେଟ ଦୁନିଆରେ ଅନୁଷ୍କା-ବିରାଟ ଏକ ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡି। ୨୦୧୭ ମସିହାରେ ଏହି ଯୋଡି ଇଟାଲିରେ ବିବାହ କରିଥିଲେ। ବିବାହ ସମୟର...

ବିବାହକୁ ନେଇ ରାଗିଲେ ରବୀନା

ନୂଆଦିଲ୍ଲୀ: ଦେଶ ସାରା ଲକ୍‌ଡାଉନ୍‌ ହୋଇଥିବା ବେଳେ କନର୍ର୍ାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀଙ୍କ ପୁଅ ନିଖିଲ ଗୌଡା ବିବାହ କରିଛନ୍ତି। ଏହି ବିଷୟ ବର୍ତ୍ତମାନ...

ଝିଅର ଲଭ୍‌ଷ୍ଟୋରୀକୁ ନେଇ ଏମିତି କହିଲେ ସୁନୀଲ ସେଟ୍ଟୀ

ନିକଟରେ ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର କ୍ରିକେଟର୍‌ ତଥା କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ କେ.ଏଲ ରାହୁଲ ଆଜି ୨୯ତମ ଜନ୍ମଦିନ ପାଳନ କରିଥିଲେ। ରାହୁଲଙ୍କ...

ମହାଭାରତର ଭୀମ ପ୍ରବିଣ କୁମାରଙ୍କ ପରଲୋକ

ମୁମ୍ବାଇ: ବି ଆର୍ ଚୋପ୍ରାଙ୍କ ମହାଭାରତର ଭୀମ ଚରିତ୍ରରେ ଅଭିନୟ କରୁଥିବା କଳାକାର ପ୍ରବିଣ କୁମାର ସୋବତିଙ୍କର ପରଲୋକ ହୋଇଛି । ସୋମବାର ୭୪ ବର୍ଷ...

Advertisement
Archives

Model This Week