ହ୍ରିତିକ ପାଲଟିଲେ ‘ଆଇଟମ୍ ବୟ’
ବମ୍ବେ: ଆଇଟମ୍ ବୟ ଭୂମିକାରେ ସୁପରଷ୍ଟାର ହ୍ରିତିକ୍ ରୋଶନ। ନିଜର ଆଗାମୀ ଫିଲ୍ମ ‘ବିକ୍ରମ ବେଧା’ରେ ବଲିଉଡ୍ ଅଭିନେତାଙ୍କ ଏଭଳି ଲୁକ୍ ପ୍ରଶଂସକଙ୍କୁ ସର୍ପ୍ରାଇଜ୍ କରିଛି। ଟପୋରୀ ଡ୍ୟାନ୍ସ ସାଙ୍ଗକୁ ନୃତ୍ୟ ଅଙ୍ଗଭଙ୍ଗୀ ଥିବା ଫିଲ୍ମର ଏକ ଭିଡିଓ ରିଲିଜ କରାଯାଇଛି।…
ବାପାଙ୍କୁ ହରାଇଲେ ଏହି ବଲିଉଡ୍ ଅଭିନେତା
ବମ୍ବେ: ବାପାଙ୍କୁ ହରାଇଲେ ବଲିଉଡ ଅଭିନେତା ରଣବୀର ଶୌରୀ। ୯୨ ବର୍ଷ ବୟସରେ ଅଭିନେତାଙ୍କ ବାପା ତଥା ଫିଲ୍ମନିର୍ମାତା କେଡି ଶୌରୀଙ୍କ ମୃତ୍ୟୁ ଘଟିଛି। ଏନେଇ ଶନିବାର ସେ ଟୁଇଟ୍ କରି ପ୍ରଶଂସକଙ୍କୁ ଜଣାଇଛନ୍ତି। ରଣବୀର ଲେଖିଛନ୍ତି, ‘ମୋ ପ୍ରିୟର ବାପା,…
ବଲିଉଡରେ ଧମାଲ କରିବେ ସାମନ୍ଥା
ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିର ହିଟ୍ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଖୁବଶୀଘ୍ର ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ବଲିଉଡରେ ଅଭିନେତ୍ରୀ ଧମାଲ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସାମନ୍ଥା ଏବେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ…
‘କୌନ ବନେଗା କରୋଡପତି-୧୪’କୁ ମିଳିଲା ପ୍ରଥମ କୋଟିପତି; ଗୃହିଣୀ ମାରିଲେ ବାଜି
ବମ୍ବେ: ‘କୌନ ବନେଗା କରୋଡପତି’ର ୧୪ତମ ସଂସ୍କରଣକୁ ମିଳିଲା ପ୍ରଥମ କୋଟିପତି। କୋହ୍ଲାପୁରର ଗୃହିଣୀ କବିତା ଚାଓ୍ବଲା ୧ କୋଟି ଟଙ୍କା ଜିତି ଇତିହାସ ରଚିଛନ୍ତି। ଚଳିତ ସିଜନରେ ପ୍ରଥମ ପ୍ରତିଯୋଗୀ ଭାବେ ସେ ୧ କୋଟି ଟଙ୍କା ଜିତିବାରେ ସଫଳ…
ଜେଜେ ମାଆଙ୍କ ବାୟୋପିକରେ ନଜର ଆସିବେ ସାରା!
ମୁମ୍ବାଇ: ମୁଭି ‘କେଦାରନାଥ‘ରେ ବଲିଉଡରେ ଡେବ୍ୟୁ କରିଥିବା ନାୟିକା ସାରା ଅଲି ଖାଁ ପ୍ରାୟ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ସେ ଏବେ ପର୍ଯ୍ୟନ୍ତ କେତେଜଣ ଟ୍ୟାଲେଣ୍ଟେଡ ଷ୍ଟାରଙ୍କ ସହ କାମ କରି ସାରିଛନ୍ତି । ନିକଟରେ ତାଙ୍କୁ ଯେତେବେଳେ ପଚରା…
୩୦୦ କୋଟି ଆୟ ପରେ ବି ସଞ୍ଜୁକୁ କାଟିପାରିଲାନି ‘ବ୍ରହ୍ମାସ୍ତ୍ର’
ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ହିଟ୍ ହେବାରେ ଲାଗିଛି। ଏହା ପ୍ରଥମ ସପ୍ତାହରେ ଭାରତୀୟ ବକ୍ସ ଅଫିସରେ ୧୭୩.୨୨ କୋଟି ଟଙ୍କା ଆୟ କରିଛି। ନେଗେଟିଭ୍ ରିଭ୍ୟୁ ସତ୍ତ୍ୱେ ଏହି ଫିଲ୍ମ ୭ ଦିନ ମଧ୍ୟରେ ସାରା ବିଶ୍ୱରେ ୩୦୦ କୋଟି…
‘ଟାଇଗର-୩’କୁ ଟକ୍କର ଦେବ ‘ଡ୍ରିମଗର୍ଲ-୨’: ଅନନ୍ୟାଙ୍କ ସହ ଆୟୁଷ୍ମାନଙ୍କ ଜମିବ ଯୋଡ଼ି
ବମ୍ବେ: ନିର୍ମାଣ ହେବାକୁ ଯାଉଛି ଫିଲ୍ମ ଡ୍ରିମଗର୍ଲ-୨। ଶୁକ୍ରବାର ଏନେଇ ଅଭିନେତା ଆୟୁଷ୍ମାନ ଖୁରାନ୍ନା ଘୋଷଣା କରିଛନ୍ତି। ୨୦୧୯ରେ ରିଲିଜ ହୋଇଥିବା ଅଭିନେତାଙ୍କ ଫିଲ୍ମ ଡ୍ରିମଗର୍ଲର ଏହା ସିକୁଏଲ। ପ୍ରଥମେ ଟେଲି ଅଭିନେତ୍ରୀ ତେଜସ୍ବୀ ପ୍ରକାଶ ଆୟୁଷ୍ମାନଙ୍କ ନାୟିକା ସାଜିବେ ବୋଲି…
ପ୍ରେମିକଙ୍କୁ ସରପ୍ରାଇଜ୍ ଦେବା ଲାଗି ଅନ୍ୟ ଦେଶକୁ ଯାଇଥିଲେ ଏହି ଅଭିନେତ୍ରୀ; ଏମିତି ମିଳିଥିଲା ଝଟ୍କା
ବମ୍ବେ: ଟେଲି ପରଦାରୁ ବଡ଼ ପରଦାର ଯାତ୍ରା ସହଜ ନ ଥିଲା, ହେଲେ ଅସମ୍ଭବ ବି ନ ଥିଲା। ଶେଷରେ ନିଜ ସ୍ବପ୍ନରେ ଡେଣା ଲଗାଇ ଜଣେ ସଫଳ ଅଭିନେତ୍ରୀ ଭାବେ ନିଜକୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି ପ୍ରାଚୀ ଦେଶାଇ। ଧାରାବାହିକ…
ସଲମାନଙ୍କ ସହ ଆକ୍ସନ ମୁଭି କରିବାକୁ ଚାହୁଁଛନ୍ତି ଏହି ନିର୍ଦ୍ଦେଶକ
ମୁମ୍ବାଇ: ସୁଲତାନ, ଟାଇଗର ଜିନ୍ଦା ହୈ ଓ ଭାରତ ଭଳି ବ୍ଲକବୁଷ୍ଟର ମୁଭି ଭେଟି ଦେଇଥିବା ନିର୍ଦ୍ଦେଶକ ଅଲି ଅବ୍ୱାସ ଜଫର ଏବେ ସଲମାନଙ୍କ ସହ ଆକ୍ସନ ମୁଭି କରିବାକୁ ଚାହୁଁଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ ଏହି ସୂଚନା…
୩୫ ଦିନ ପରେ ବି ଫେରିନି ରାଜୁଙ୍କ ଚେତା
ମୁମ୍ବାଇ: କମେଡିଆନ ତଥା ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିଲେ ବି ଏବେ ପର୍ଯ୍ୟନ୍ତ ତାଙ୍କର ଚେତା ଆସୁନାହିଁ । ନିକଟରେ ରାଜୁଙ୍କ ଭାଇ ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି…
୩୦୦ କୋଟି କ୍ଲବ୍ରେ ସାମିଲ୍ ହେଲା ଫିଲ୍ମ ‘ବ୍ରହ୍ମାସ୍ତ୍ର’
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍ ହୋଇଯାଇଛି। ଯାହାକୁ ଦେଖିବାକୁ ଦର୍ଶକ ବହୁ ଦିନରୁ ଅପେକ୍ଷା କରି ରହିଥିଲେ। ଫିଲ୍ମଟି ରିଲିଜ୍ ହେବା ପରେ ସିନେମା ହଲ୍ରେ ଦର୍ଶକଙ୍କ…
ନିକ୍ଙ୍କ ଜନ୍ମଦିନ ଏମିତି ପାଳନ କଲେ ପ୍ରିୟଙ୍କା
ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ଗାୟକ ନିକ୍ ଜୋନାସ ୧୬ ସେପ୍ଟେମ୍ବର ଅର୍ଥାତ୍ ଆଜି ତାଙ୍କର ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି। ସବୁବେଳେ ମଜା କରୁଥିବା ନିକ୍ ତାଙ୍କ ଜନ୍ମଦିନକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଜନ୍ମଦିନ…
Archives


