ହ୍ରିତିକ ପାଲଟିଲେ ‘ଆଇଟମ୍‌ ବୟ’

ବମ୍ବେ: ଆଇଟମ୍‌ ବୟ ଭୂମିକାରେ ସୁପରଷ୍ଟାର ହ୍ରିତିକ୍‌ ରୋଶନ। ନିଜର ଆଗାମୀ ଫିଲ୍ମ ‘ବିକ୍ରମ ବେଧା’ରେ ବଲିଉଡ୍‌ ଅଭିନେତାଙ୍କ ଏଭଳି ଲୁକ୍‌ ପ୍ରଶଂସକଙ୍କୁ ସର୍‌ପ୍ରାଇଜ୍‌ କରିଛି। ଟପୋରୀ ଡ୍ୟାନ୍ସ ସାଙ୍ଗକୁ ନୃତ୍ୟ ଅଙ୍ଗଭଙ୍ଗୀ ଥିବା ଫିଲ୍ମର ଏକ ଭିଡିଓ ରିଲିଜ କରାଯାଇଛି। ଏଥିରେ ହ୍ରିତିକଙ୍କୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି। କିଛି ସମୟ ମଧ୍ୟରେ ଭିଡିଓକୁ ଏକ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି।

ବଡ କାର୍ଯ୍ୟକ୍ରମରେ ଫିଲ୍ମର ଗୀତ ‘ଆଲ୍କୋହଲିଆ’ ଗୀତକୁ ରିଲିଜ କରାଯାଇଥିଲା। ଏହି ସମୟରେ ହ୍ରିତିକ ବେକରେ ଗାମୁଛା ପକାଇ ଷ୍ଟେଜ୍‌ରେ ନାଚିବାର ନଜର ଆସିଥିଲେ। ଗୀତଟିକୁ ମନୋଜ ମୁନ୍ତଶିର ଲେଖିଥିବା ବେଳେ କମ୍ପୋଜ କରିଛନ୍ତି ବିଶାଲ ଏବଂ ଶେଖର। ଉଭୟ ମଧ୍ୟ ଏହି ଗୀତକୁ ସ୍ବର ଦେଇଛନ୍ତି। ଏହା ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଛି। ପ୍ରଥମେ ବଲିଉଡ୍‌ରେ ଆଇଟମ୍‌ ଗର୍ଲ ଥିଲା, ଏବେ ପ୍ରଥମ ଥର ଆଇଟମ୍‌ ବୟ ଲଞ୍ଚ ହୋଇଛନ୍ତି ବୋଲି ଟୁଇଟରରେ ଲୋକେ ଏନେଇ ଚର୍ଚ୍ଚା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: ହେଲେ ଆଜି ପର୍ଯ୍ୟନ୍ତ ଅଛନ୍ତି ଅବିବାହିତ

ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ନୟନତାରା। ସବୁଠାରୁ ଅଧିକ ଫିସ୍‌ ନେଉଥିବା ଅଭିନେତ୍ରୀଙ୍କ ତାଲିକାରେ ରହିଛି ତାଙ୍କ ନାମ। ଆଜି ଅର୍ଥାତ୍‌...

ଲଣ୍ଡନରେ ନିୟମ ଭାଙ୍ଗିଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ୍‌ ଏବଂ ହଲିଉଡ୍‌ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇସାରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ସହ ଲକ୍‌ଡାଉନ୍‌ ପାଇଁ ଲଣ୍ଡନରେ...

ଦୀପାବଳିରେ ଆସୁଛନ୍ତି କ୍ରିତି ଓ ରାଜକୁମାର

ନୂଆଦିଲ୍ଲୀ: ଫିଲ୍ମ ମିମିର ସଫଳତା ପରେ ରାଜକୁମାରଙ୍କ ସହ ଦର୍ଶକଙ୍କ ସାମ୍ନାକୁ ଆସିବେ କ୍ରିତି ସାନନ୍‌। ‘ହମ୍‌ ଦୋ ହମାରେ ଦୋ’ ଫିଲ୍ମର ୫୦ ସେକେଣ୍ଡର...

ପ୍ରେମିକାଙ୍କ ହାତ ଧରିବେ ବଲିଉଡ୍‌ର ଏହି ଗାୟକ, ୧୦ ବର୍ଷ ଧରି କରୁଥିଲେ ଡେଟ୍‌

ମୁମ୍ବାଇ: ବଲିଉଡ୍‌ ଗାୟକ ତଥା ଟିଭି ହୋଷ୍ଟ ଆଦିତ୍ୟ ନାରାୟଣ ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରଓ୍ବାଲଙ୍କ ସହ ବିବାହ ବନ୍ଧନରେ...

ରେସ୍‌ ଲଗାଇଲେ ଅକ୍ଷୟ

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ତାଙ୍କ ଫିଟ୍‌ନେସ୍‌ ପ୍ରତି ଖୁବ୍‌ ଧ୍ୟାନ ଦିଅନ୍ତି। ସେ ଭୋର୍‌ ୪ଟାରୁ ଉଠନ୍ତି। ତା’ପରେ ଜିମ୍‌ ଯାଆନ୍ତି। ଆଜି ଅର୍ଥାତ୍‌...

ପ୍ରଭାସଙ୍କ ପାଇଁ ସୁଇସାଇଡ୍‌ ନୋଟ୍‌

ହାଇଦ୍ରାବାଦ: ସୁପରଷ୍ଟାର ପ୍ରଭାସଙ୍କ ପାଇଁ ପ୍ରଶଂସକ ଲେଖିଲେ ସୁଇସାଇଡ୍‌ ନୋଟ୍‌। ସେ ବି ତାଙ୍କ ଆଗାମୀ ଫିଲ୍ମ ‘ରାଧେ ଶ୍ୟାମ’ ସହ ଜଡିତ ଅପ୍‌ଡେଟ୍‌ ଶେୟାର...

ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଉପରେ ରାଗିଥିଲେ ଭାଇଜାନ୍‌

ବଲିଉଡ୍ର ସୁପରଷ୍ଟାର ହେଉଛନନ୍ତି ଭାଇଜାନ୍‌ ସଲମାନ ଖାଁ । ମାତ୍ର ଫିଲ୍ମ ଜଗତକୁ ଏଣ୍ଟ୍ରି ସମୟରେ ତାଙ୍କର ରହିଛି ଅନେକ ରୋଚକ କାହାଣୀ ରହିଛି। ଜାଣନ୍ତୁ...

ସୁନିତାଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଅନିଲ କପୁର

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଅନିଲ କପୁର କେବଳ ଜଣେ ଫିଟ୍‌ ଅଭିନେତା ନୁହନ୍ତି, ଜଣେ ଭଲ ପିତା ଏବଂ ସ୍ବାମୀ ମଧ୍ୟ। ଆଜି ଅର୍ଥାତ୍‌ ୧୯୮୪...

Advertisement
Archives

Model This Week