ବାପାଙ୍କୁ ହରାଇଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ବାପାଙ୍କୁ ହରାଇଲେ ବଲିଉଡ ଅଭିନେତା ରଣବୀର ଶୌରୀ। ୯୨ ବର୍ଷ ବୟସରେ ଅଭିନେତାଙ୍କ ବାପା ତଥା ଫିଲ୍ମନିର୍ମାତା କେଡି ଶୌରୀଙ୍କ ମୃତ୍ୟୁ ଘଟିଛି। ଏନେଇ ଶନିବାର ସେ ଟୁଇଟ୍‌ କରି ପ୍ରଶଂସକଙ୍କୁ ଜଣାଇଛନ୍ତି।

ରଣବୀର ଲେଖିଛନ୍ତି, ‘ମୋ ପ୍ରିୟର ବାପା, କୃଷ୍ଣ ଦେବ ଶୌରୀଙ୍କର ୯୨ ବର୍ଷରେ ପରଲୋକ ଘଟିଛି। ସେ ତାଙ୍କର ସନ୍ତାନ ଏବଂ ନାତିନାତୁଣୀଙ୍କ ସହ ଶେଷ ସମୟ ବିତାଇଥିଲେ। ସୁନ୍ଦର ସ୍ମୃତି ସାଙ୍ଗକୁ ଅନେକ ପ୍ରଶଂସକ ସେ ପଛରେ ଛାଡ଼ି ଯାଇଛନ୍ତି। ହେଲେ ମୁଁ ନିଜର ପ୍ରେରଣା ଏବଂ ସୁରକ୍ଷାର ସବୁଠାରୁ ବଡ଼ ସ୍ରୋତକୁ ସବୁଦିନ ଲାଗି ହରାଇଲି। ’

ଅଭିନେତାଙ୍କ ପୋଷ୍ଟ ପରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସାଥୀ କଳାକାର ସମବେଦନା ଜଣାଉଛନ୍ତି। ତେବେ କୃଷ୍ଣ ଦେବ ୧୯୮୮ରେ ଫିଲ୍ମ ‘ମହା-ଯୁଦ୍ଧ’ର ନିର୍ଦ୍ଦେଶନା ଦେଇଥିଲେ। ପରେ ସେ ‘ବେ-ରେହମ୍‌, ‘ବଦ ଔର ବଦ୍‌ନାମ’ ଭଳି ଅନେକ ଫିଲ୍ମ ନିର୍ମାଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାନୁଙ୍କୁ ସହିପାରୁନାହାନ୍ତି ଲତା ମଙ୍ଗେସକର: ସୋସିଆଲ୍‌ ମିଡିଆରେ ଚର୍ଚ୍ଚା

ଦିଲ୍ଲୀରୁ ପଲ୍ଲୀ। ସବୁଠି ଏବେ ରାନୁ ମଣ୍ଡଳଙ୍କ ସୁମଧୁର କଣ୍ଠସ୍ବରର ଚର୍ଚ୍ଚା। ଭାଗ୍ୟ କିଭଳି ମଣିଷକୁ ରାସ୍ତାରୁ ନେଇ ସିଂହାସନରେ ବସାଇଦିଏ ତାହାର ଏକ ଜ୍ବଳନ୍ତ...

ମାଗଣାରେ ଦେଖି ପାରିବେ ଅଲ୍ଲୁ ଅର୍ଜୁନଙ୍କ ଏହି ଫିଲ୍ମ

ଫିଲ୍ମ ପୁଷ୍ପାର ହିନ୍ଦୀ ଡବିଂ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି। ସାଉଥର ଷ୍ଟାର ଅଲ୍ଲୁ ଅର୍ଜୁନ ସମସ୍ତଙ୍କର ପ୍ରିୟ । ତାଙ୍କର ଫ୍ୟାନ ଫଲୋର୍ସ ସଂଖ୍ୟା...

ବିବାହର ୨ ମାସ ପରେ ନେହାଙ୍କ ବେବି ବମ୍ପ ଦେଖି, ଶାଶୁ କହିଥିଲେ…

ବଲିଉଡ ଗାୟିକ ନେହା କକ୍କରଙ୍କ ଗର୍ଭବତୀ ଥିବା ଖବର ଆଜିକାଲି ଚର୍ଚ୍ଚା ହେଉଛି। ନିକଟରେ ନେହା ତାଙ୍କ ଭାଇ ଟୋନି କକ୍କରଙ୍କ ସହ କପିଲ ଶର୍ମାଙ୍କ...

ହାର୍ଦ୍ଦିକଙ୍କ ପରେ ଏହି କ୍ରିକେଟରଙ୍କ ପ୍ରେମରେ ପଡ଼ିଥିଲେ ଉର୍ବଶୀ

ବଲିଉଡ ଜଣେ ଜଣାଶୁଣା ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଲୁକ ଓ ଅଭିନୟ ପାଇଁ ପ୍ରାୟତଃ ଲାଇମ୍‌ଲାଇଟରେ ରୁହନ୍ତି। କମ ବୟସରେ ସେ ଅଭିନୟ ଜଗତରେ...

୨ ଥର ବିବାହ କରି ମଧ୍ୟ ଏକୁଟିଆ ଜୀବନ ବିତାଉଛନ୍ତି ମେଲୋଡି କୁଇନ୍‌

ମୁମ୍ବାଇ: ବଲିଉଡର ମେଲୋଡି କୁଇନ ଭାବରେ ଜଣାଶୁଣା ଆଶା ଭୋସଲେ ଆଜି ୮୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୩୩ ମସିହାରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମଗ୍ରହଣ କରିଥିଲେ।...

ଅମିତାଭ ବଚ୍ଚନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି

ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଅନେକ ସେଲିବ୍ରିଟ ଅଛନ୍ତି, ଯାହାଙ୍କ ପ୍ରଶଂସକ ବହୁତ ଅଧିକ। ସେମାନଙ୍କ ମଧ୍ୟରୁ ଅମିତାଭ ବଚ୍ଚନ ଅନ୍ୟତମ। ୭୯ ବର୍ଷ ବୟସରେ ଅମିତାଭ...

ହ୍ରିତିକ୍‌-ଆଲିଆଙ୍କୁ ଓସ୍କାର ପାଇଁ ନିମନ୍ତ୍ରଣ

ଫିଲ୍ମ ଇଣ୍ଡଷ୍ଟ୍ରିର ସର୍ବଶ୍ରେଷ୍ଠ ପୁରସ୍କାର ହେଉଛି ଓସ୍କାର। ଏହି ଆଓ୍ବାର୍ଡ ଶୋ’ରେ ଅଂଶଗ୍ରହଣ କରିବାକୁ ପାଇଁ ସବୁ କଳାକାର ଚାହିଁଥାନ୍ତି। ମାତ୍ର ଏଥିପାଇଁ ସମସ୍ତଙ୍କୁ ସୁଯୋଗ...

ପ୍ରସିଦ୍ଧ ଗାୟିକାଙ୍କ ପରଲୋକ

ଆମେରିକାର ପ୍ରସିଦ୍ଧ ଗାୟିକା ତଥା ଗୀତିକାର ଲିସା ମାରି ପ୍ରେସଲି ଆଉ ନାହାଁନ୍ତି। ସେ ୫୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ...

Advertisement
Archives

Model This Week