ଶାହାରୁଖ-ଗୌରୀଙ୍କ ପ୍ରେମକାହାଣୀ ଏହି ଫିଲ୍ମଠୁ ବି ଅଧିକ
ମୁମ୍ବାଇ: କିଙ୍ଗ୍ ଖାନ୍ ଶାହାରୁଖ ଏବଂ ଅଭିନେତ୍ରୀ କାଜଲଙ୍କ ଯୋଡ଼ି ଫିଲ୍ମ ପରଦାରେ ସୁପରହିଟ୍ ହୋଇଥାଏ। କିନ୍ତୁ ବାସ୍ତବ ଜୀବନରେ କିଙ୍ଗ୍ ଖାନ୍ଙ୍କ ସ୍ତ୍ରୀ ଗୌରୀଙ୍କ ପ୍ରେମ କାହାଣୀ ଫିଲ୍ମଠାରୁ ବି ଅଧିକ। ଉଭୟଙ୍କ ବିବାହକୁ ୩୨ ବର୍ଷ ହୋଇଥିଲେ ମଧ୍ୟ…
୩ ଫିଲ୍ମରେ ନଜର ଆସିବେ କ୍ୟାଟ୍ରିନା
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ୍ ହେଉଛନ୍ତି ଜଣେ। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ହିନ୍ଦୀ ଫିଲ୍ମରେ ଜବରଦସ୍ତ ଅଭିନୟ କରିଆସୁଛନ୍ତି। ଦୀର୍ଘବର୍ଷ ଧରି ଏହି ଅଭିନେତ୍ରୀ ଦମ୍ଦାର ଡ୍ୟାନ୍ସ ଏବଂ ବଡ଼ ବଜେଟ…
ବ୍ରହ୍ମାସ୍ତ୍ର ପାର୍ଟ-୨ରେ ନଜର ଆସିବେ ଦୀପିକା!
ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍ ହୋଇଯାଇଛି। ଯାହାକୁ ଦର୍ଶକ ଦେଖିବା ପାଇଁ ଅପେକ୍ଷା କରିଥିଲେ। ତେବେ ଫିଲ୍ମଟି ରିଲିଜ୍ ହେବାର ୧୦ ଦିନ ହୋଇଯାଇଥିଲେ ମଧ୍ୟ ଫିଲ୍ମକୁ ଦେଖିବାକୁ…
ରୋମାଣ୍ଟିକ ଫଟୋ ଶେୟାର କଲେ ପ୍ରିୟଙ୍କା…
ମୁମ୍ବାଇ, ୧୯।୯ : ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସଙ୍କର ଏକ ଫଟୋକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସେପ୍ଟେମ୍ବର ୧୬ରେ ନିକଙ୍କର ୩୦ ତମ ଜନ୍ମଦିନ ଥିଲା। ଯାହାକୁ ସେ ପ୍ରିୟଙ୍କାଙ୍କ ସହ ଚମତ୍କାର ଭାବରେ ପାଳନ…
କୋହଲିଙ୍କୁ ମିସ୍ କରୁଛନ୍ତି ଅନୁଷ୍କା
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ସ୍ବାମୀ ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବହୁତ ମିସ୍ କରୁଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ଏକ ଇମୋଶନାଲ ପୋଷ୍ଟ କରି କୋହଲିଙ୍କୁ ମିସ୍ କରୁଥିବା କହିଛନ୍ତି। ଅନୁଷ୍କା ଏବେ…
ଆଲିଆଙ୍କୁ ଇର୍ଷା କରୁଛନ୍ତି ଲୋକେ
ବଲିଉଡର ପାଓ୍ବାରଫୁଲ କପଲ୍ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସଫଳତାକୁ ନେଇ ବେଶ୍ ଖୁସି ଅଛନ୍ତି। ଗର୍ଭବତୀ ଥିବା ସତ୍ତ୍ୱେ ଆଲିଆ ଫିଲ୍ମକୁ ଜୋରଦାର ପ୍ରମୋଶନ କରିଥିଲେ। ଶେଷରେ ତାଙ୍କ ପରିଶ୍ରମ ସାର୍ଥକ ହୋଇଛି। ଫିଲ୍ମଟି ବକ୍ସ…
ଆତ୍ମହତ୍ୟା କଲେ ଅଭିନେତ୍ରୀ
ତାମିଲ ଅଭିନେତ୍ରୀ ପୌଲିନା ଜେସିକା ଓରଫ ଦୀପା ଆତ୍ମହତ୍ୟା କରିଛନ୍ତି। ତାଙ୍କ ବାସଭବନରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଘଟଣାସ୍ଥଳରୁ ଏକ ନୋଟ ମଧ୍ୟ ଜବତ କରିଛି। ସାରା ଜୀବନ ଜଣଙ୍କୁ ପ୍ରେମ କରୁ ଥିବି ବୋଲି ନୋଟ୍ରେ ଲେଖାହୋଇଛି।…
ରଣବୀରଙ୍କ ସହ ରୋମାଣ୍ଟିକ୍ ଫଟୋ ଶେୟାର କଲେ ଆଲିଆ
ମୁମ୍ବାଇ: ବଲିଉଡ୍ର ସବୁଠାରୁ ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଅନ୍ୟତମ। ଦୁହେଁ ପ୍ରଥମ ଥର ପାଇଁ ‘ବ୍ରହ୍ମାସ୍ତ୍ର’ ଫିଲ୍ମରେ ଏକାଠି କାମ କରିଛନ୍ତି। ଉଭୟଙ୍କ ଯୋଡ଼ିକୁ ଦର୍ଶକେ ବେଶ୍ ପସନ୍ଦ ବି କରିଛନ୍ତି। ଦୁହେଁ…
ବିବାହର ୪ ବର୍ଷରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ରାକ୍ଷୀଙ୍କ ପୂର୍ବ ପ୍ରେମିକ
ବମ୍ବେ: ବିବାହର ଚାରି ବର୍ଷ ପରେ ସ୍ତ୍ରୀଙ୍କଠାରୁ ଅଲଗା ହୋଇଛନ୍ତି ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତଙ୍କ ପୂର୍ବ ପ୍ରେମିକ ପୂର୍ବ ପ୍ରେମିକ ତଥା ଅଭିନେତା ଅଭିଶେକ ଅବସ୍ଥି। ବ୍ୟକ୍ତିଗତ ଜୀବନ ସହ କର୍ମ ଜୀବନରେ ବି ସବୁକିଛି ଠିକ୍ ଚାଲିନାହିଁ। ହାତରେ…
‘ଥାଙ୍କ ଗଡ’କୁ ଝଟକା, ରିଲିଜ ଉପରେ ଲାଗିଲା ପ୍ରତିବନ୍ଧକ
ମୁମ୍ବାଇ: ଅଜୟ ଦେବଗନ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଫିଲ୍ମ ‘ଥ୍ୟାଙ୍କ ଗଡ’ ରିଲିଜ ପୂର୍ବରୁ ବିବାଦ ଘେରକୁ ଚାଲି ଆସିଛି । ଇନ୍ଦର କୁମାରଙ୍ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ସୋସିଆଲ ମିଡିଆରେ ଖୁବ୍ ବିରୋଧ କରାଯାଉଛି । କେବଳ ସେତିକି…
ସୋନୁଙ୍କ ଅପିଲ
ମୁମ୍ବାଇ: ଚଣ୍ଡିଗଡ଼ ୟୁନିଭର୍ସିଟିର ଅଶ୍ଳିଳ ଭିଡିଓ ମାମଲା ସାମ୍ନାକୁ ଆସିବା ପରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ୟୁନିଭର୍ସିଟିର ଜଣେ ଛାତ୍ର ପ୍ରାୟ ୬୦ ଜଣ ହଷ୍ଟେଲ ଛାତ୍ରୀଙ୍କ ଭିଡିଓ ଭାଇରାଲ କରିବା ପରେ ଏମାନଙ୍କ ମଧ୍ୟରୁ ୮…
ମା’ ହେବା ପରେ ଏହି ଫିଲ୍ମରେ ନଜର ଆସିବେ ଆଲିଆ
ମୁମ୍ବାଇ: ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସଫଳତା ଆଲିଆଙ୍କ ଗର୍ଭଧାରଣ ଖୁସିକୁ ଦ୍ୱିଗୁଣିତ କରିଦେଇଛି। ମା’ ହେବା ପୂର୍ବରୁ ‘ବ୍ରହ୍ମାସ୍ତ୍ର’ରୁ ଭଲ ରୋଜଗାର କରିଛନ୍ତି ଆଲିଆ। ବର୍ତ୍ତମାନ ଆଲିଆ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏପିରିକି ମା’ ହେବା ପରେ ମଧ୍ୟ ଆଲିଆ ତାଙ୍କର…
Archives


