‘ଥାଙ୍କ ଗଡ’କୁ ଝଟକା, ରିଲିଜ ଉପରେ ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ: ଅଜୟ ଦେବଗନ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଫିଲ୍ମ ‘ଥ୍ୟାଙ୍କ ଗଡ’ ରିଲିଜ ପୂର୍ବରୁ ବିବାଦ ଘେରକୁ ଚାଲି ଆସିଛି । ଇନ୍ଦର କୁମାରଙ୍ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ସୋସିଆଲ ମିଡିଆରେ ଖୁବ୍ ବିରୋଧ କରାଯାଉଛି । କେବଳ ସେତିକି ନୁହେଁ ମୁଭିକୁ ନେଇ କାୟସ୍ଥ ସମୁଦାୟ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଥିବା ଦର୍ଶାଇ ମାଜିଷ୍ଟ୍ରେଟ କୋର୍ଟରେ ଅଭିନେତା ଅଜୟ ଦେବଗନ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିରୋଧରେ ମାମଲା କରାଯାଇଛି । ନିକଟରେ ଏହାର ଶୁଣାଣି କରାଯିବ । ହେଲେ ‘ଥ୍ୟାଙ୍କ ଗଡ’ ନିର୍ମାତାଙ୍କ ପାଇଁ ଏକ ଖରପ ଖବର ଶୁଣିବାକୁ ମିଳିଛି । ଏପଟେ କୁଏତରେ ସିଦ୍ଧାର୍ଥ ମାଲହୋତ୍ରା ଓ ଅଜୟ ଦେବଗନଙ୍କ ଏହି ଫିଲ୍ମକୁ ବ୍ୟାନ କରି ଦିଆଯାଇଛି । କୁଏତ ସେନସର ବୋର୍ଡ ‘ଥ୍ୟାଙ୍କ ଗଡ ‘ ମୁଭିକୁ ଅନୁମତି ପ୍ରଦାନ କରୁ ନାହିଁ । ତେଣୁ ଏବେ ଏହି ମୁଭି କୁଏତରେ ରିଲିଜ ହେବାକୁ ଅନୁମତି ମିଳୁନାହିଁ । ଏପଟେ କର୍ନାଟକରେ ବି ଏବର୍ଷ ‘ଥ୍ୟାଙ୍କ ଗଡ’କୁ ନେଇ ବରୋଧ କରାଯାଉଛି । ହିନ୍ଦୁ ଜନଜାଗୃତି ସମିତି ବି କର୍ନାଟକରେ ଫିଲ୍ମକୁ ବ୍ୟାନ କରିବାକୁ ଅପିଲ କରିଛି । ଏହି ମୁଭିର ଟ୍ରେଲର ସେପ୍ଟେମ୍ବର ୯ରେ ରିଲିଜ୍ ହୋଇ ସାରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତା ସିଦ୍ଧାର୍ଥ ଶୁକ୍ଳା, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମଧ୍ୟରେ ରହିଛି ଅଜବ ସଂଯୋଗ

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଅନ୍ତିମ ସଂସ୍କାର ସରିଛି । ମୁମ୍ବାଇର ଓସିୱାରା ଇଲେକ୍ଟ୍ରିକ ଶବଦାହ ଗୃହରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ପରିବାର...

‘ଗଡ୍‌ଫାଦର’ର ଆୟ ଦେଖି ଚିରଞ୍ଜୀବୀଙ୍କୁ ଏମିତି ଏସ୍‌ଏମ୍‌ଏସ୍‌ କଲେ ଭାଇଜାନ

ମୁମ୍ବାଇ: ଫିଲ୍ମ ‘ଗଡ୍‌ଫାଦର’ରେ ଚିରଞ୍ଜୀବୀ ଏବଂ ସଲ୍‌ମାନ ଖାନଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଛି। ଏହି ଫିଲ୍ମ ଦଶହରାରେ ରିଲିଜ ହୋଇଛି। ପ୍ରଥମ ଦିନରେ...

୪୪ ବର୍ଷରେ ଛୋଟ ପରଦାର କୁଇନ୍‌ ଏକତା

ଛୋଟ ପରଦାର କୁଇନ୍‌ ଏକତା କପୁରଙ୍କ ଆଜି ହେଉଛି ୪୪ତମ ଜନ୍ମଦିନ। ମେ’ ୭ରେ ଜନ୍ମଗ୍ରହଣ କରିଥିବା ଏକତା ବର୍ତ୍ତମାନ ସମୟରେ ଟେଲିଭିଜନ ଦୁନିଆର ଜଣେ...

ଓୟେ ଗୀଟାର

ଗୀତ ଗାଇ ସୁନାମ ଅର୍ଜନ କରିବାକୁ ଅନେକେ ନିଜ ମନରେ ଆଶା ରଖିଥାଆନ୍ତି। ନିଜ ଆଶାକୁ ପୂରଣ କରିବା ପାଇଁ ସେମାନେ ଯେତେ ବାଧାବିଘ୍ନ ଆସିଲେ...

ଖୁବ୍‌ଶୀଘ୍ର ପାଟଣାଗଡ଼

ପାଟଣାଗଡ଼ ପାର୍ସଲ ବୋମା ଘଟଣାକୁ ନେଇ ପ୍ରଯୋଜକ ଶ୍ରୀଧର ମାର୍ଥା ନିର୍ମାଣ କରିଥିଲେ ଓଡ଼ିଆ ସିନେମା ‘ପାଟଣାଗଡ଼’। କିନ୍ତୁ ଶୁଟିଂ ସମୟରେ କେତେକ ଆଇନଗତ କାରଣରୁ...

ବଦଳିଲା ଆଦିତ୍ୟ ରୟ କପୁରଙ୍କ ଫିଲ୍ମ ‘ଓମ- ଦ ବ୍ୟାଟେଲ ୱିଦଇନ୍‌’ର ଟାଇଟଲ

ମୁମ୍ବାଇ: ଅନେକ ସମୟରେ ବଲିଉଡରେ ଦେଖିବାକୁ ମିଳିଛି କି ଫିଲ୍ମର ଟ୍ରେଲର ରିଲିଜ୍ ହୋଇ ସାରିଥିବା ବେଳେ ଏହାର ଟାଇଟେଲରେ କିଛି ଅଦଳ ବଦଳ କରାଯାଇଥାଏ...

‘ଅଂଗ୍ରେଜି ମିଡିୟମ’ର ଟ୍ରେଲର ରିଲିଜ ପୂର୍ବରୁ ମନକଥା କହିଲେ ଇର୍‌ଫାନ: କନ୍ଦାଇପାରେ କିଛି ସେକେଣ୍ଡର ବାର୍ତ୍ତା

ବମ୍ବେ: କ୍ୟାନ୍‌ସରରେ ପୀଡ଼ିତ ହେବା ପରେ ଏକରକମ ଫିଲ୍ମ ଜଗତଠାରୁ ଦୂରେଇ ଯାଇଛନ୍ତି ଅଭିନେତା ଇର୍‌ଫାନ ଖାଁ। ଚିକିତ୍ସା ଚାଲୁ ରହିଥିବାରୁ ସେ ଅଭିନୟକୁ ସମୟ...

ଜାଣନ୍ତୁ କିଏ ସେହି ‘ଚେଲ୍ଲମ ସାର୍‌’; ‘ଫ୍ୟାମିଲି ମ୍ୟାନ୍‌-୨’ରେ ଯାହାଙ୍କ ଚରିତ୍ର ଜିଣୁଛି ହୃଦୟ…

ବମ୍ବେ: ରିଲିଜ୍‌ ପରଠାରୁ ଦର୍ଶକଙ୍କ ମନ ଜିଣୁଛି ‘ଦ ଫ୍ୟାମିଲି ମ୍ୟାନ୍‌ ସିଜନ ୨’। ସିରିଜର ପ୍ରତ୍ୟେକଟି ଚରିତ୍ର ସ୍ବତନ୍ତ୍ର ଛାପ ଛାଡ଼ୁଥିବା କୁହାଯାଉଛି। ଏସବୁ...

Advertisement
Archives

Model This Week