Advertisement

ଆମେରିକା ଫେରି ଝିଅ ସହ ଫଟୋ ଶେୟାର କଲେ ପିସି

ନିକଟରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମୁମ୍ବାଇ ଆସିଥିଲେ। କିନ୍ତୁ ସାଥିରେ ଆସି ନ ଥିଲେ ନିକ୍‌ ଜୋନାସ ଏବଂ ଝିଅ ମାଳତୀ ମେରି। ମୁମ୍ବାଇରେ କାମ ସାରି ଲସ ଆଞ୍ଜେଲସରେ ପହଞ୍ଚିବା ପରେ ସେ ତାଙ୍କ ଝିଅ ସହିତ ଏକ ଭାବପ୍ରବଣ ପୋଷ୍ଟ କରିଥିଲେ। ଫଟୋରେ ପ୍ରିୟଙ୍କା ଏବଂ ନିକ ଶୋଇଛନ୍ତି। ପିସି ମାଳତୀଙ୍କୁ ଧରି ଗେହ୍ଲା କରୁଛନ୍ତି। ଏହି ଫଟୋକୁ ତାଙ୍କ ପ୍ରଶଂସକ ବେଶ୍‌ ପ୍ରଶଂସା କରିଛନ୍ତି। ପ୍ରିୟଙ୍କା ଚୋପ୍ରା ୩ ବର୍ଷ ପରେ ନଭେମ୍ବର ୨ରେ ଭାରତ ଆସିଥିଲେ। ଏଠାକୁ ସେ ତାଙ୍କ ହେୟାର କେୟାର ବ୍ରାଣ୍ଡ ପ୍ରମୋଶନ ପାଇଁ ଆସିଥିଲେ।
ଗତ ଜାନୁଆରୀ ୧୫ରେ ପ୍ରିୟଙ୍କା ଚୋପ୍ରା ସରୋଗେସି ମାଧ୍ୟମରେ ଝିଅ ଜନ୍ମ ଦେଇଥିଲେ। ଯଦିଓ ଯେ ଏପର୍ଯ୍ୟନ୍ତ ଝିଅର ସମ୍ପୂଣ୍ର ଚେହେରା ପ୍ରଶଂସକଙ୍କୁ ଦେଖାଇ ନାହାନ୍ତି। କିନ୍ତୁ ଝିଅ ସହ ପ୍ରାୟତଃ ଫଟୋ ଶେୟାର କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳ୍ପନିକ ଦୁନିଆ

ଗାନ୍ଧୀବାଦ ଆଜିି ପଥ ଭ୍ରଷ୍ଟ। ଏହାକୁ କେତେକେ ଅପବ୍ୟବହାର କରୁଛନ୍ତି। ଗାନ୍ଧୀବାଦ ଆଜି ଦୋଛକିରେ ଠିଆ ହୋଇଛି। ଏପରି ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ନାଟକ ‘କାଳ୍ପନିକ...

ସ୍ବାମୀଙ୍କ କେଶ କାଟିଲେ ପ୍ରୀତି ଜିଣ୍ଟା

ଲକଡାଉନ ସେଲିବ୍ରିଟିଙ୍କୁ ଏମିତି କିଛି କାମ କରିବା ଶିଖାଇଛି, ଯାହା ହୁଏତ ପୂର୍ବରୁ କେହି କରି ନ ଥିବେ। ଏବେ ଘରେ ରହି ରୋଷେଇ କରିବାଠାରୁ...

ପ୍ରବାସୀଙ୍କୁ ଘରକୁ ପଠାଇବାର ଅନୁଭୂତିକୁ ଶେୟାର କରିବେ ସୋନୁ

ମୁମ୍ବାଇ: କରୋନା ଭାଇରସ୍‌ ମହାମାରୀ ମଧ୍ୟରେ ହଜାର ହଜାର ପ୍ରବାସୀଙ୍କୁ ସହୟତା କରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ନିଜର ଅନୁଭୂତିକୁ...

ନିଜର ପର୍ସନାଲିଟି ପାଇଁ ଦର୍ଶକଙ୍କ ମନ ଜିଣିଛନ୍ତି ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ନିଜ ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତାଙ୍କ ଉଦାରତା ପାଇଁ ମଧ୍ୟ ସେତିକି ଚର୍ଚ୍ଚିତ। ଏବେ କିନ୍ତୁ ତାଙ୍କ...

ବୋଲ୍ଡ ଲୁକ୍‌ରେ ସୁରଭି

ମୁମ୍ବାଇ: ନାଗିନ ଫେମ୍ ସୁରଭି ଚନ୍ଦନା ଏବେ ଖୁବ୍ ଚର୍ଚ୍ଚାରେ । ନାଗିନ ୫ ଧାରାବାହିକରେ ଅଭିନୟ କରି ସେ ଦର୍ଶନଙ୍କ ନିକଟତର ହୋଇ ପାରିଥିଲେ...

ସାମ୍ନାକୁ ଆସିଲା ନୟନତାରାଙ୍କ ଫାଷ୍ଟ ଲୁକ୍‌, ‘ଗଡ୍‌ଫାଦର’ରେ ଆସିବେ ନଜର

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ନୟନତାରା ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ‘ଗଡ୍‌ଫାଦର’କୁ ନେଇ ଚର୍ଚ୍ଚାରେ। ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ନୟନତାରାଙ୍କ କେମେଷ୍ଟ୍ରି ଦର୍ଶକ ଖୁବ୍‌ଶୀଘ୍ର ଦେଖିବାକୁ ପାଇବେ।...

ପ୍ରେମିକଙ୍କ ସହ ରୋମାଣ୍ଟିକ ହେଲେ ଏହି ଫିଲ୍ମ ନିର୍ମାତାଙ୍କ ଝିଅ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ତଥା ଅଭିନେତା ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ ଏବେ ଚର୍ଚ୍ଚାରେ ଅଛନ୍ତି। ଗତ ୮ ତାରିଖରେ ଆଲିଆ...

ସଲ୍‌ମାନ ଭାଣିଜୀଙ୍କୁ କିସ୍‌ କରୁଥିବାର ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲ୍‌ମାନ ଖାଁ ତାଙ୍କ ଭଉଣୀ ଅର୍ପିତାଙ୍କ ପିଲାମାନଙ୍କ ସହ ବେଶ୍‌ କୌତୁକିଆ ଢଙ୍ଗରେ ବେଳେବେଳେ ନଜରକୁ ଆସନ୍ତି। ଏଥର ତାଙ୍କ ଜନ୍ମଦିନ...

Advertisement
Archives

Model This Week