Advertisement

ମଲାଇକା କହିଲେ-‘ମୁଁ ହଁ କହିଦେଲି’

ବମ୍ବେ: ବିବାହ ଲାଗି ହଁ କରିଦେଲେ ବଲିଉଡ୍‌ ଡିଭା ମଲାଇକା ଅରୋରା। ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଏଭଳି କିଛି କଥାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖାଯାଇଛି।

କଳା ରଙ୍ଗର ପୋଷାକ ପିନ୍ଧି ମଲାଇକା ଏକ ଫଟୋ ପୋଷ୍ଟ କରିଥିଲେ। ଏହାର କ୍ୟାପଶନ୍‌ରେ ‘ମୁଁ ହଁ କହିଦେଲି’ ବୋଲି ସେ ଲେଖିଛନ୍ତି। ପୋଷ୍ଟଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକେ କ’ଣ ବିବାହ ପାଇଁ ହଁ କହିଦେଲେ ବୋଲି ତାଙ୍କୁ ପ୍ରଶ୍ନ କରୁଛନ୍ତି। କିଛିଜଣ ଚକିତ ହେବା ଭଳି ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

କହିରଖୁଛୁ, ମଲାଇକା-ଅର୍ଜୁନ ଦୀର୍ଘଦିନରୁ ପରସ୍ପରକୁ ଡେଟ୍‌ କରୁଛନ୍ତି। ଉଭୟଙ୍କ ରୋମାଣ୍ଟିକ୍‌ ଲାଇଫ ଚର୍ଚ୍ଚାର ବିଷୟ ପାଲଟି ଆସୁଛି। ଏବେ ପ୍ରଶଂସକ ତାଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ନ ହୋଇଥିଲେ କ’ଣ ହୋଇଥାଆନ୍ତେ କିଆରା

ମୁମ୍ବାଇ: ଫିଲ୍ମ ‘ଗୁଡ ନ୍ୟୁଜ’ ଓ ‘କବିର ସିଂ’ରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନି । ଏବେ...

ସୋସିଆଲ ମିଡିଆକୁ ବାଏ କହିଲେ ଅଭିନେତ୍ରୀ !

ବମ୍ବେ: ସୋସିଆଲ ମିଡିଆକୁ ବାଏ କହିଛନ୍ତି ଚୁଲବୁଲି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଲଗାତାର ଭାବେ ନିଜ ଫ୍ୟାଶନ ସେନ୍ସ, ଅଭିନୟ, ଫିଟନେସ ଏବଂ ନୃତ୍ୟକୁ ନେଇ...

ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ ଶାହରୁଖ, ଆଲିଆଙ୍କ ଏହି ଫିଲ୍ମ

ଶାହରୁଖ ଖାନ୍‌ ଓ ଆଲିୟା ଭଟ୍ଟଙ୍କ ଫିଲ୍ମ ‘ଡାର୍ଲିଂଙ୍ଗ୍ସ’ ପ୍ରେକ୍ଷାଳୟରେ ରିଲିଜ୍‌ ନ ହୋଇ ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି...

ଭିନ୍ନ ଅନ୍ଦାଜରେ ଆଲିଆ ରଣବୀରଙ୍କୁ ଶୁଭେଚ୍ଛା ଜଣାଇଲା ଅମୁଲ

ମୁମ୍ବାଇ: ରବିବାର ଆଲିଆ ଭଟ୍ଟ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହାପରେ ସାରା ଦେଶରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।...

୧୦୩ ଡିଗ୍ରୀ ଜ୍ୱରରେ ଏହି ଗୀତ ଶୁଟିଂ କରିଥିଲେ ଶ୍ରୀଦେବୀ: ଦୁଇ ଝିଅଙ୍କ ନାମ ଦେବା ପୂର୍ବରୁ ସ୍ବାମୀ….

ବଲିଉଡର ‘ଚାନ୍ଦନୀ’ ଏବଂ ଲୋକଙ୍କ ହୃଦୟରେ ରାଜ କରୁଥିବା ଶ୍ରୀଦେବୀଙ୍କୁ ସିନେମା ଜଗତର ପ୍ରଥମ ମହିଳା ସୁପରଷ୍ଟାର ବୋଲି କୁହାଯାଏ। ଶ୍ରୀଦେବୀଙ୍କୁ ଲେଡି ଅମିତାଭ ବଚ୍ଚନ...

ଭାଜପା ନେତ୍ରୀଙ୍କ ପରଲୋକ

ପାଣାଜୀ,୨୩।୮: ଟିକଟକ ଷ୍ଟାର ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ହୃଦଘାତରେ ପରଲୋକ ଘଟିଛି। ଭାରତୀୟ ଜନତା ପାର୍ଟି ୨୦୧୯ରେ ତାଙ୍କୁ ହରିୟାଣାର ହିସାର ଜିଲାର...

ମନି ଲଣ୍ଡରିଂ ମାମଲାରେ ନୋରାଙ୍କୁ ଜେରା କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୩ ।୯: ମନି ଲଣ୍ଡରିଂ ମାମଲାରେ କେତେଜଣ ବଲିଉଡ କଳାକାର ନାଁ ସାମ୍ନାକୁ ଆସିବା ପରେ ଲାଗାତାର ଏହାକୁ ନେଇ ଚର୍ଚ୍ଚା ଜାରି ରହୁଛି ।...

ଭାବି ସ୍ବାମୀଙ୍କ ସହ ଫଟୋ ଶେୟାର କଲେ ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ। ସେ ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ କିଚଲୁ ବିବାହ କରିବେ। ପବିତ୍ର ଦଶହରା ଅବସରରେ...

Advertisement
Archives

Model This Week