ରାମଙ୍କ ଭୂମିକାରେ ନଜର ଆସିଲେ ପ୍ରଭାସ
ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି। ଓମ୍ ରାଉତଙ୍କ ନିର୍ଦ୍ଦେଶିତ ‘ଆଦିପୁରୁଷ’ର ପ୍ରଥମ ଟିଜର ଏବଂ ପୋଷ୍ଟର ଅକ୍ଟୋବର ୨ରେ ମୁକ୍ତିଲାଭ କରିବ । ଏନେଇ ନିର୍ଦ୍ଦେଶକ ସୋସିଆଲ ମିଡିଆରେ ଏକ ପୋଷ୍ଟ…
ରିଚାଙ୍କ ହାତରେ ଲାଗିଲା ଅଲିଙ୍କ ନାଁରେ ମେହେନ୍ଦୀ
ମୁମ୍ବାଇ: ଅଭିନେତ୍ରୀ ରିଚା ଚଢା-ଅଲି ଫାଜଲ ଆଉ ଦିନ କେଇଟା ପରେ ବିବାହ ବନ୍ଧନରେ ବାନ୍ଧି ହେବେ। ଏଥିପାଇଁ ବିବାହର ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିବାହ ପାଇଁ ଏହି ଯୋଡି ଗତକାଲିଠୁ ଦିଲ୍ଲୀରେ ପହଞ୍ଚିସାରିଥିବା ବେଳେ ଅଭିନେତ୍ରୀଙ୍କ ମେହେନ୍ଦିର ଝଲକ…
ରିଲିଜ୍ ହେଲା ଫିଲ୍ମ ‘ବିକ୍ରମ ଭେଧା’
ମୁମ୍ବାଇ: ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ବିକ୍ରମ ଭେଧା’। ଅଭିନେତା ହ୍ରିତିକ୍ ରୋଶନ ଓ ସୈଫ ଅଲ୍ଲୀ ଖାନ୍ଙ୍କ ଅଭିନୀତ ଏହି ଫିଲ୍ମକୁ ଦର୍ଶକ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଥିଲେ। ଆଜି ସେହି ଅପେକ୍ଷାର ଅନ୍ତ ଘଟିଛି। ନିକଟରେ…
ରିଲିଜ ପୂର୍ବରୁ ୧୧ କୋଟିରୁ ଅଧିକ ଆୟ କଲା ଐଶ୍ୱର୍ଯ୍ୟାଙ୍କ ଫିଲ୍ମ
ମୁମ୍ବାଇ: କିଛିଦିନ ହେବ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭମ’ର ଖୁବ୍ ଚର୍ଚ୍ଚା ହେଉଛି । ଖୁବ ବଡ ବଜେଟର ଫିଲ୍ମ ନିର୍ମାଣ କରୁଛନ୍ତି ନିର୍ମାତା । ପ୍ରଶଂସକ ବେଶ କିଛିଦିନର ବ୍ୟବଧାନ ପରେ ଐଶ୍ୱର୍ଯ୍ୟାଙ୍କୁ ଏକ ନୂଆ ଅବତାରରେ…
ଓଟିଟିରେ ଡେବ୍ୟୁ କରିବେ ଅନନ୍ୟା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିଜର ଦମ୍ଦାର ଅଭିନୟ ପାଇଁ ସମସ୍ତଙ୍କ ପାଖେ ପରିଚିତ। ମାତ୍ର ଅଳ୍ପ କିଛି ଫିଲ୍ମରେ କାମ କରି ବଲିଉଡର ଆଗାଧାଡି ଅଭିନେତ୍ରୀ ତାଲିକାରେ ସାମିଲ ହୋଇଛନ୍ତି। ନିକଟରେ ଫିଲ୍ମ ‘ଲାଇଗର’ରେ ଅଭିନୟ କରି ପ୍ରଶଂସକଙ୍କ…
ଟ୍ରମ୍ପଙ୍କ ବାୟୋପିକ୍ କରିବାକୁ ଚାହୁଁଛନ୍ତି ଏହି ଅଭିନେତା
ମୁମ୍ବାଇ: ‘କେଜିଏଫ-୨’ରେ ଅଧିରାଙ୍କ ଚରିତ୍ର ହେଉ କିମ୍ବା ‘ଅଗ୍ନିପଥରେ’ କାଞ୍ଚା ଚୀନାଙ୍କ ଭୂମିକା ହେଉ ଅଭିନେତା ସଞ୍ଜୟ ଦତ୍ତ ସବୁବେଳେ ନିଜର ଦମ୍ଦାର ଅଭିନୟ ଯୋଗୁ ଦର୍ଶକଙ୍କ ହୃଦୟ ଜିତିଥାନ୍ତି। ସିନେମାରେ ନିଜର ନୂଆ ଇନିଂସ ଖେଳୁଥିବା ସଞ୍ଜୟ ଦତ୍ତଙ୍କ ବିଭିନ୍ନ…
‘ଦୟାକରି ମୋ’ ନାଁ ନିଅନ୍ତୁନି’
ମୁମ୍ବାଇ: କରଣ ଜୋହରଙ୍କ ଲୋକପ୍ରିୟ ଚାଟ୍ ଶୋ’ କଫି ଓ୍ବିଥ୍ କରଣ-୭ର ସିଜନ ଶେଷ ହୋଇଛି। ଏହି ଶୋ’ର ଶେଷ ଏପିସୋଡ୍ ଡିଜ୍ନି ପ୍ଲସ୍ ହଟଷ୍ଟାରରେ ପ୍ରସାରିତ ହୋଇଛି। ଶୋ’ରେ ସେଲିବ୍ରିଟିମାନଙ୍କୁ ଡାକିବା ବ୍ୟତୀତ ସେମାନଙ୍କ ଯୌନ ଜୀବନ ବିଷୟରେ ଆଲୋଚନା…
ତେଲୁଗୁ ଫିଲ୍ମରେ ଅଭିନୟର ଯାଦୁ ଦେଖାଇବେ ସଲମାନ, ଟ୍ରେଲର ରିଲିଜ୍
ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଡଫାଦର’ ଅକ୍ଟୋବର ୫ରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମରେ ମେଗାଷ୍ଟାର୍ ଚିରଞ୍ଜୀବୀ ଏବଂ ସଲମାନ ଖାନ୍ଙ୍କୁ ଦର୍ଶକ ଦେଖିବାକୁ ପାଇବେ। ପ୍ରଥମ ଥର ପାଇଁ ଦୁହିଁଙ୍କ କେମେଷ୍ଟ୍ରିକୁ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି।…
ବଲିଉଡ୍ର ଲଭର୍ବଏ ଥିଲେ ଏହି ଅଭିନେତା: ୩୦୮ଜଣଙ୍କୁ କରିଥିଲେ ଡେଟ୍
ବମ୍ବେ: ବଲିଉଡ୍ରେ ଅନେକ ପ୍ରେମ କାହାଣୀ ଗଢ଼ି ଉଠିଛି। ସେଥିରୁ କିଛି ସଫଳ ତ କିଛି ହୋଇଛି ବିଫଳ। ଏହାକୁ ନେଇ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି କଳାକାର। ସେମାନଙ୍କ ମଧ୍ୟରେ ଏପରି ଜଣେ ଅଭିନେତା ଅଛନ୍ତି ଯିଏ ଜଣଙ୍କୁ ନୁହେଁ ବରଂ…
ରିଲିଜ ହେଲା ‘ଦୃଶ୍ୟମ ୨’ର ସସପେନ୍ସରେ ଭରପୁର ଟିଜର
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେମଗନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ‘ଦୃଶ୍ୟମ ୨’ର ଟିଜର ରିଲିଜ୍ ହୋଇଛି । ୨୦୧୫ରେ ଆସିଥିବା ଅଜୟଙ୍କ ଫିଲ୍ମ ‘ଦୃଶ୍ୟମ’ର ସଫଳତା ପରେ ମେକର୍ସ ଏହାର ପାର୍ଟ ୨ ବା ସିକ୍ୟୁଏଲ ନେଇ ଆସିଛନ୍ତି ।…
‘ଦୃଶ୍ୟମ-୨’ ଟିଜର୍ ରିଲିଜ୍
ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ’ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ପ୍ରଶଂସକମାନେ ଉତ୍ସାହର ସହିତ ଏହାର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଛନ୍ତି। ଦର୍ଶକଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି ନିର୍ମାତା ଫିଲ୍ମର ଦ୍ୱିତୀୟ ଭାଗ ‘ଦୃଶ୍ୟମ-୨’ ପ୍ରସ୍ତୁତ କରିଛନ୍ତି। ଏହାର…
ଦୀପିକାଙ୍କ ସହ ବ୍ରେକ୍ଅପ୍କୁ ନେଇ ମୁହଁ ଖୋଲିଲେ ରଣବୀର
ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ଅସୁସ୍ଥ ଅଛନ୍ତି। ନିକଟରେ ସାମାନ୍ୟ ଦୁର୍ବଳ ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେ ପୂର୍ବ ଅପେକ୍ଷା ଭଲ ଅଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ବୈବାହିକ ଜୀବନରେ କିଛି…
Archives


