କଙ୍ଗନା କିଣିଲେ ମୋଦିଙ୍କୁ ମିଳିଥିବା ରାମ ଜନ୍ମଭୂମୀ ମାଟି, କହିଲେ ନମାମି ଗଙ୍ଗାରେ ଛୋଟିଆ ସହଯୋଗ
ନୂଆଦିଲ୍ଲୀ,୩ ।୧୦: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ରବିବାର ରାଷ୍ଟ୍ରୀୟ କଳା ସଂଗ୍ରହାଳୟ ପହଞ୍ଚି ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଉପହାର ନିଲାମିରେ ଭାଗ ନେଇଥିଲେ । ସେଠାରୁ ସେ ରାମ ଜନ୍ମଭୂମୀର ମାଟି ଓ ରାମ ମନ୍ଦିର ମଡେଲକୁ…
ଆମେରିକା ଉପରାଷ୍ଟ୍ରପତିଙ୍କ ସାକ୍ଷାତକାର ନେଲେ ପ୍ରିୟଙ୍କା
ବଲିଉଡ୍ ଦେଶୀଗର୍ଲ ତଥା ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ଙ୍କୁ ହ୍ବାଇଟ୍ହାଉସ୍ରେ ଭେଟି ତାଙ୍କ ସାକ୍ଷାତକାର ନେଇଛନ୍ତି। ପ୍ରିୟଙ୍କା ଡେମୋକ୍ରାଟିକ୍ ନ୍ୟାଶନାଲ କମିଟି ଓମେନ୍ସ ଲିଡରଶିପ୍ ଫୋରମ୍ କନଫରେନ୍ସରେ ହାରିସ୍ଙ୍କ ସହ ମହିଳା ଅଧିକାର ଓ…
‘ଆଦିପୁରୁଷ’ର ଟିଜର ରିଲିଜ୍
ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ବାହୁବଳୀ ଫେମ୍ ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ଟିଜର ରିଲିଜ ହୋଇଛି। ବିଶେଷ କଥା ହେଉଛି ନିର୍ମାତାମାନେ ଫିଲ୍ମର ଟିଜର ଏବଂ ଗ୍ରାଣ୍ଡ ପୋଷ୍ଟର ରିଲିଜ୍ କରିବାକୁ ପ୍ରଭୁ ରାମଙ୍କ ସହର ଅଯୋଧ୍ୟାକୁ ବାଛିଥିଲେ। ଆଜି…
ଏହି ଅଭିନେତ୍ରୀଙ୍କ କିଡ୍ନୀ ଫେଲ୍, ହସ୍ପିଟାଲରେ ଭର୍ତ୍ତି
ମୁମ୍ବାଇ: କିଡ୍ନୀ ଫେଲ୍ ଯୋଗୁ ଟିଭି ଅଭିନେତ୍ରୀ ଅନନ୍ୟା ସୋନି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ‘ମେରେ ସାଇ’ଙ୍କ ବ୍ୟତୀତ ସେ ‘ଇସ୍କ ମେ ମରଜାଓ୍ବା’ ନାମକ ଏକ ଶୋ’ରେ ଅଭିନୟ କରିଛନ୍ତି। ବର୍ତ୍ତମାନ ତାଙ୍କୁ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି। ଅନନ୍ୟା…
ନିଶାରେ ଟଳମଳ ହୋଇ ଶ୍ରୀଦେବୀଙ୍କ ରୁମ୍ରେ ପଶିଯାଇଥିଲେ ଏହି ଅଭିନେତା; ଚିତ୍କାର କରି…
ବମ୍ବେ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ବଲିଉଡ୍ର ସବୁଠାରୁ ବିବାଦୀୟ ଅଭିନେତାଙ୍କ ମଧ୍ୟରୁ ଜଣେ। ନିଜ କ୍ୟାରିୟରର ପ୍ରାରମ୍ଭିକ ଦିନରୁ ନେଇ ଆଜିଯାଏ, ସେ ନିଜର ବିଚିତ୍ର ଆଚରଣକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ଅନେକ ଥର ସେ ନିଜର ଏଭଳି ବ୍ୟବହାର…
ରଶ୍ମିକାଙ୍କ ସହ ରୋମାନ୍ସ କରିବେ ଟାଇଗର!
ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ର୍ଶଫ ତାଙ୍କ ଆକ୍ସନ ମୁଭି ପାଇଁ ବେଶ ପରିଚିତ । ୨୦୨୨ ଆରମ୍ଭରୁ ଶୁଣିବାକୁ ମିଳିଥିଲା କି ସେ ଡାଇରେକ୍ଟର ରୋହିତ ଧୱାନଙ୍କ ସହ ଏକ ମୁଭି କରିବାକୁ ଯାଉଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ପ୍ରଡକସନରେ…
ରଙ୍ଗ କଳା ଯୋଗୁ ମିସ୍ ଇଣ୍ଡିଆ ରନର୍ ଅପ୍ଙ୍କୁ ମିଳୁନି କାମ
ଟିଭି ଜଗତର ଚର୍ଚ୍ଚିତ ରିଆଲିଟି ଶୋ ‘ବିଗ ବସ ୧୬’ ଗତ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇଛି। ଟିଭି, ବଲିଉଡ ଏବଂ ମ୍ୟୁଜିକ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଏଥର ଶୋ’ରେ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୨୦୨୦…
ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସାରେ ପୋତି ପକାଇଲେ କଙ୍ଗନା
ବଲିଉଡ ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରାଣାୱତ ପ୍ରାୟତଃ ନିଜ ମତକୁ ନେଇ ବିବାଦରେ ଥାଆନ୍ତି। ସେ ଫିଲ୍ମ ଇଣ୍ଡଷ୍ଟ୍ରିର ଅଧିକାଂଶ ତାରକାଙ୍କ ବିରୋଧରେ ନିଜ ମତ ଦିଅନ୍ତି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ପୋନିୟିନ ସେଲଭାନ ପାର୍ଟ-୧’ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ…
ସ୍ବାମୀଙ୍କୁ ବୁଢା କହିଲେ ଜୟା
ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ନିକଟରେ ତାଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦଙ୍କ ପୋଡକାଷ୍ଟରେ ଝିଅ ଶ୍ୱେତା ବଚ୍ଚନଙ୍କ ସହ ନଜର ଆସିଥିଲେ। ଏଠାରେ ଜୟା ସ୍ବାମୀ ଅମିତାଭ ବଚ୍ଚନଙ୍କ ବିଷୟରେ କିଛି ରୋଚକ ପ୍ରକାଶ କରିଥିଲେ। ଜୟା କହିଛନ୍ତି, ଘରକୁ…
ଝିଅ ସହ ର୍ୟାମ୍ପରେ ଚାଲିଲେ ଇଶା କୋପିକର
ମୁମ୍ବାଇ: ବମ୍ବେ ଟାଇମ୍ସ ଫ୍ୟାଶନ ୱିକ ୨୦୨୨ର ଦ୍ୱିତୀୟ ସିଜନ ଶେଷ ହୋଇଛି । ଫ୍ୟାଶନ ୱିକର ପ୍ରଥମ ଦିନରେ ଗ୍ଲାମରସ ଓ ଇଣ୍ଡିଆନ ଆଉଟଫିଟରେ ଖୁବ୍ ଭଲ ପ୍ରଦର୍ଶନରୁ ଆରମ୍ଭ ହୋଇଥିଲା । ଏଥିରେ ବଲିଉଡ ଇଣ୍ଡଷ୍ଟ୍ରିର ବହୁ ଆକ୍ଟ୍ରେସଙ୍କୁ…
ଗୀତ ଗାଇଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପତ୍ନୀ
ଜୟପୁର,୨ ।୧୦: ରାଜସ୍ଥାନ ରାଜନୀତି ଏବେ ବେଶ ସରଗରମ ଥିବା ବେଳେ ଚର୍ଚ୍ଚାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପତ୍ନୀ । ତେବେ ରାଜନୀତି ନୁହେଁ ବରଂ ମନୋରଞ୍ଜନକୁ ନେଇ ସେ ଆସିଛନ୍ତି ଚର୍ଚ୍ଚାକୁ । ଅଶୋକ ଗେହଲୋଟଙ୍କ ପତ୍ନୀ ସୁନିତା…
ଅରବାଜଙ୍କ ସମ୍ପର୍କରେ ମୁହଁ ଖୋଲିଲେ ମଲାଇକା…
ମୁମ୍ବାଇ : ଛାଡପତ୍ର ପରେ ମଲାଇକା ଆରୋରା ଏବଂ ଅରବାଜ ଖାନ ନିଜ ଜୀବନରେ ଆଗକୁ ବଢ଼ିଛନ୍ତି। ୨୦୧୭ରେ ଉଭୟ ଛାଡପତ୍ର ଘୋଷଣା କରିଥିଲେ। ଯାହା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୧୮ ବର୍ଷ ବିବାହ ପରେ ଅରବାଜ ଏବଂ ମଲାଇକା…
Archives


