ମନୋରଞ୍ଜନ

ଗୋଟିଏ ଫିଲ୍ମକୁ ଏତିକି ଟଙ୍କା ପାରିଶ୍ରମିକ ନିଅନ୍ତି ଅନୁଷ୍କା

ଫିଲ୍ମ ‘ବାହୁବଳୀ’ରେ ଦେବସେନାଙ୍କ ଚରିତ୍ରରେ ଅଭିନୟ କରିଥିବା ପ୍ରତିଭାସମ୍ପନ୍ନ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ଆଜି ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ‘ବାହୁବଳୀ’ ଏବଂ ‘ବାହୁବଳୀ-୨’ ଫିଲ୍ମରେ ଅନୁଷ୍କା ଶେଟ୍ଟୀ ଏକ ଚମତ୍କାର ଭୂମିକା ନିର୍ବାହ କରିଥିଲେ। ଏହି ଫିଲ୍ମରେ ଅନୁଷ୍କାଙ୍କର…

କମଲ ହାସନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି

ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଚମତ୍କାର ଅଭିନୟ ଦେଖାଇଥିବା କମଲ ହାସନ ଆଜି ୬୮ ବର୍ଷରେ ପଦାର୍ପଣ କରିଛନ୍ତି। କମଲ ହାସନ ତାଙ୍କ ଫିଲ୍ମ କ୍ୟାରିୟରରେ ଏକରୁ ଅଧିକ ସୁପରହିଟ ଫିଲ୍ମରେ କାମ କରିଛନ୍ତି। ସେ ୭ ନଭେମ୍ବର ୧୯୫୪ରେ ଜନ୍ମଗ୍ରହଣ କରିଥିଲେ।…

କଥା ରଖିବେ କି ଆଲିଆ

ମୁମ୍ବାଇ: ବଲିଉଡ ନାୟିକା ଆଲିଆ ଭଟ୍ଟ ଓ ରଣବୀର କପୁର ଏକ କନ୍ୟା ସନ୍ତାନର ପ୍ୟାରେଣ୍ଟସ୍ ହୋଇଯାଇଛନ୍ତି । ରବିବାର ଆଲିଆ ଏକ କନ୍ୟା ସନ୍ତାନ ପ୍ରସବ କରିବା ପରେ କପୁର ଓ ଭଟ୍ଟ ପରିବାରରେ ଖୁସିର ଲହରି ଖେଳି ଯାଇଛି…

ବିବାଦ ମଧ୍ୟରେ ‘ଆଦିପୁରୁଷ’କୁ ନେଇ ମେକର୍ସଙ୍କ ବଡ ନିଷ୍ପତ୍ତି

ମୁମ୍ବାଇ: ପ୍ରଭାସ ଷ୍ଟାରର ମୁଭି ‘ଆଦିପୁରୁଷ’ ଲଗାତାର ବିବାଦରେ ଫସି ରହୁଥିବାରୁ ଏହାକୁ ଦେଖି ଏବେ ମେକର୍ସ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏହାର ବିଏଫଏକ୍ସକୁ ନେଇ ବାରମ୍ବାର ବିରୋଧର ସାମ୍ନା କରୁଥିବା ଫିଲ୍ମର ଟିମ ଏବେ ଏହାର ରିଲିଜ୍‌କୁ…

‘ଟୁଇଟର୍‌’ର ସମର୍ଥନ କଲେ କଙ୍ଗନା

ଦେଶର ପ୍ରତ୍ୟେକ ପ୍ରସଙ୍ଗରେ ରୋକଠୋକ ଜବାବ ରଖୁଥିବା ବଲିଉଡ ରାଣୀ କଙ୍ଗନା ରାନାୱତ ଆଜିକାଲି ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି’କୁ ନେଇ ବ୍ୟସ୍ତ ଅଛନ୍ତି। କଙ୍ଗନା ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଫିଲ୍ମ ସହ ଜଡିତ ପ୍ରତ୍ୟେକ ଅପଡେଟ ମଧ୍ୟ…

‘ଜୀବନର ସବୁଠୁ ଭଲ ଖବର’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନଭେମ୍ବର ୬ ଅର୍ଥାତ୍‌ ରବିବାର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଆଲିଆ-ରଣବୀରଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି। ଆଜି ସକାଳେ ଆଲିଆଙ୍କୁ ମୁମ୍ବାଇର ଏଚ୍‌.ଏନ୍‌ ରିଲାଏନ୍ସ…

ମାଆ ହେବା ପରେ ଖୁସି ଜାହିର କରି ପ୍ରଥମ ପୋଷ୍ଟ କଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁର ମାତାପିତା ହୋଇଯାଇଛନ୍ତି । ତାଙ୍କ ଘରକୁ ଆସିଛି ଗୁଡ ନ୍ୟୁଜ । ଆଲିଆ ରବିବାର ସକାଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହାପରେ ସେ ତାଙ୍କ ଖୁସି…

ବାଥ୍‌ଟବ୍‌ରୁ ମିଳିଲା ଲୋକପ୍ରିୟ ପପ୍‌ ଗାୟକଙ୍କ ମୃତଦେହ

ଆମେରିକୀୟ ଗାୟକ, ଅଭିନେତା ତଥା ରାପର ଆରୋନ କାର୍ଟରଙ୍କ ୩୪ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଶନିବାର ସନ୍ଦେହଜନକ ଭାବେ କାଲିଫର୍ନିଆ ସ୍ଥିତ ନିଜ ଘରର ଏକ ବାଥଟବ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଖବର ଜଣାପଡ଼ିବା ପରେ ତାଙ୍କ…

କନ୍ୟା ସନ୍ତାନର ମାଆ ହେଲେ ଆଲିଆ

ମୁମ୍ବାଇ: ବଲିଉଡ ନାୟିକା ଆଲିଅ ଭଟ୍ଟ କନ୍ୟା ସନ୍ତାନର ମାଆ ହୋଇଛନ୍ତି । ରଣବୀର କପୁର ଓ ଆଲିଆ ଭଟ୍ଟ ପିତାମାତା ହେବା ପରେ କପୁର ପରିବାରରେ ଖୁସିର ଲହରୀ ଖେଳିଯାଇଛି । ବଲିଉଡର ମୋଷ୍ଟ ଲଭିଙ୍ଗ କପୁଲ ପ୍ୟାରେଣ୍ଟ କପୁଲରେ…

‘ନୂଆ ସୂର୍ଯ୍ୟୋଦୟକୁ ଅପେକ୍ଷା’

ମୁମ୍ବାଇ: କପୁର ପରିବାରରେ ଖୁବ୍‌ଶୀଘ୍ର କୁଆଁକୁଆଁ ଡାକ ଶୁଭିବ। ପ୍ରତୀକ୍ଷାରେ ଅଛନ୍ତି ଏହି ପରିବାର। ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ମା’ ହେବାକୁ ଯାଉଛନ୍ତି। ଏହି ଅଭିନେତ୍ରୀ ମୁମ୍ବାଇର ଏଚ୍‌ଏନ୍‌ ରିଲାଏନ୍ସ ହସ୍ପିଟାଲରେ ପହଞ୍ଚିଛନ୍ତି। ଆଲିଆ ରବିବାର ତାଙ୍କ ସ୍ବାମୀ ତଥା…

ଚର୍ଚ୍ଚାରେ ଦବଙ୍ଗ ଗର୍ଲ

ମୁମ୍ବାଇ: ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି। ବିଶେଷକରି ଏବେ ନିଜର ଷ୍ଟାଇଲ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ। ସୋନାକ୍ଷୀ ଏକ ପ୍ରିଣ୍ଟେଡ ଲେହେଙ୍ଗା ପିନ୍ଧି ଖୁବ୍‌ ସୁନ୍ଦର ଦିଶୁଛନ୍ତି। ସୋନାକ୍ଷୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ…

ଖୁବଶୀଘ୍ର ଆସିବ ଖୁସି ଖବର!

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି । ରବିବାର ସକାଳ ୭ଟା ୩୦ରେ ସେ ଡେଲିଭରି ପାଇଁ ରିଲାଏନ୍ସ ହସ୍ପିଟାଲ ପହଞ୍ଚିବାର ସୂଚନା ରହିଛି । ନିକଟରେ ସେ ତାଙ୍କ ଗୋଧ ଭରାଇ ସେଲିବ୍ରେଶନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri