ମନୋରଞ୍ଜନ

ଏହି ଦିନ ଓଟିଟିରେ ରିଲିଜ୍‌ ହେବ ଫିଲ୍ମ ‘କାନ୍ତାରା’

ଋଷବ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ ଚଳିତ ବର୍ଷ ସବୁଠାରୁ ହିଟ ଫିଲ୍ମ ମଧ୍ୟରୁ ଅନ୍ୟତମ। ଏହି ଫିଲ୍ମଟି ପ୍ରଥମେ କନ୍ନଡରେ ମୁକ୍ତିଲାଭ କରିଥିଲା। ପରେ ଏକ ସକାରାତ୍ମକ ପ୍ରତିକ୍ରିୟା ପାଇବା ପରେ ‘କାନ୍ତାରା’ ନିର୍ମାତା ହିନ୍ଦୀ ସମେତ ଏକାଧିକ ଭାଷାରେ ଫିଲ୍ମକୁ…

ଯୁବତୀ ବେଶରେ ନବାଜୁଦ୍ଦିନ

ବମ୍ବେ: ନିଜର ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବଲିଉଡର ଭର୍ସାଟାଇଲ୍‌ ଅଭିନେତା ନବାଜୁଦ୍ଦିନ ସିଦ୍ଧକି। ପ୍ରଥମ ଥର ଲାଗି ଫିଲ୍ମରେ ସେ ଜଣେ ଟ୍ରାନ୍ସଜେଣ୍ଡର ମହିଳାଙ୍କ ଭୂମିକାରେ ନଜର ଆସିବେ। ନିକଟରେ ଅଭିନେତାଙ୍କ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଥିବା ବେଳେ…

ରିଲିଜ୍‌ ପୂର୍ବରୁ ଆଡଭାନ୍ସ ଟିକେଟ୍‌ ବୁକିଂରେ ରେକର୍ଡ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଦୃଶ୍ୟମ-୨ ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ରିଲିଜ୍‌ ପୂର୍ବରୁ ଆଡଭାନ୍ସ ଟିକେଟ୍‌ ବୁକିଂରେ ଫିଲ୍ମଟି କୋଟି କୋଟି…

ପୂର୍ବତନ ସ୍ବାମୀଙ୍କୁ ‘ଅଲ୍‌ ଦ ବେଷ୍ଟ୍‌’ କହିଲେ ମଲାଇକା

ଗତ କିଛି ଦିନ ହେବ ଅଭିନେତା ଅରବାଜ ଖାନ ଏବଂ ମଲାଇକା ଆରୋରା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଛାଡପତ୍ର ପରେ ପ୍ରଥମଥର ପାଇଁ ଉଭୟ ପରସ୍ପର ପ୍ରତି ସକାରାତ୍ମକ ମନୋଭାବ ନେଇ ଚାଲୁଛନ୍ତି। ନିକଟରେ ଅରବାଜ ଭୋପାଳରେ ତାଙ୍କର ପରବର୍ତ୍ତୀ…

ଗ୍ରାମୀ ୨୦୨୩: ବେୟୋନ୍ସ ସର୍ବାଧିକ ମନୋନୀତ

ନୂଆଦିଲ୍ଲୀ : ୨୦୨୩ ବର୍ଷ ଲାଗି ଗ୍ରାମୀ ପୁରସ୍କାର ନିମନ୍ତେ ମନୋନୟନ ତାଲିକା ପ୍ରକାଶ ପାଇଛି। ବେୟୋନ୍ସ ସର୍ବାଧିକ ମନୋନୀତ ଗାୟିକା ମାନ୍ୟତା ପାଇଛନ୍ତି। ଏହି ସେଲିବ୍ରିଟ୍‌ ସିଙ୍ଗରଙ୍କ ‘ବ୍ରେକ୍‌ ମାଇଁ ସୋଲ୍‌’ ସଙ୍ଗ୍‌ ଅଫ୍‌ ଦି ଇୟର ଭାବେ ମନୋନୀତ…

ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

କୋଲକାତା: ଡାକ୍ତରଖାନାରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ଆଣ୍ଡ୍ରିଲା ଶର୍ମା। ତାଙ୍କୁ ହୃଦ୍‌ଘାତ ହୋଇଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଛି। ଏହି ଖବର ଶୁଣି ଆଣ୍ଡ୍ରିଲାଙ୍କ ପ୍ରଶଂସକ ତାଙ୍କର ଶୀଘ୍ର ଆରୋଗ୍ୟ…

ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ ସୈଫଙ୍କ ପୁଅ ଇବ୍ରାହିମ୍‌

ବମ୍ବେ: ବଲିଉଡ୍‌ରେ ଡେବ୍ୟୁ କରିବେ ଅଭିନେତା ସୈଫ ଅଲି ଖାଁଙ୍କ ପୁଅ ଇବ୍ରାହିମ ଅଲି ଖାଁ। ନିର୍ମାତା କରନ୍‌ ଜୋହରଙ୍କ ଧର୍ମା ପ୍ରଡକ୍ସନ ଏକ ନୂଆ ଫିଲ୍ମ ଉପରେ କାମ କରୁଛି। ଉକ୍ତ ଫିଲ୍ମରେ ଇବ୍ରାହିମ୍‌ ଡେବ୍ୟୁ କରିବେ। ଆସନ୍ତା ବର୍ଷ…

ଫଟୋଗ୍ରାଫରଙ୍କ ଉପରେ ରାଗିଗଲେ ଶିଳ୍ପା

ମୁମ୍ବାଇ: ନିକଟରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମୁମ୍ବାଇରେ ନଜର ଆସିଥିଲେ। ତେବେ ଏହି ସମୟରେ ଫଟୋଗ୍ରାଫରମାନଙ୍କ ଉପରେ ସେ ବହୁତ ରାଗି ଯାଇଥିଲେ। କାରଣ ଫଟୋଗ୍ରାଫରଙ୍କ କ୍ୟାମେରା ତାଙ୍କ ମୁହଁରେ ବାଜିଥାନ୍ତା। ସେ ଅଳ୍ପକେ ରକ୍ଷା ପାଇଯାଇଥିଲେ। ପରେ ସେ ଫଟୋଗ୍ରାଫରଙ୍କୁ…

‘କାନ୍ତାରା’ ସଫଳତା ପାଇଁ ରିଷଭଙ୍କୁ ମହଙ୍ଗା ଉପହାର ଦେଲେ ରଜନୀକାନ୍ତ

ରିଷଭ ଶେଟ୍ଟୀଙ୍କ ଅଭିନୀତ ଫିଲ୍ମ ‘କାନ୍ତାରା’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମ ସାରା ବିଶ୍ୱରେ ବହୁତ ପ୍ରଶଂସା ପାଇଛି। ବଲିଉଡରୁ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଭେଟେରାନ ଅଭିନେତାମାନେ ମଧ୍ୟ ଏହି ଫିଲ୍ମକୁ ପ୍ରଶଂସା କରିଥିଲେ। ମହାନ…

ବଧୂ ସାଜିବାକୁ ଯାଉଛନ୍ତି ବାହୁବଲୀ ଫେମ୍‌ ତମନ୍ନା

ହାଇଦ୍ରାବାଦ: ବିବାହ କରିବେ ବାହୁବଲୀ ଫେମ୍‌ ଅଭିନେତ୍ରୀ ତମନ୍ନା ଭାଟିଆ। ମୁମ୍ବାଇର ଜଣେ ବ୍ୟବସାୟୀଙ୍କ ସେ ହାତ ଧରିବେ। କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। ବିବାହର କିଣାକିଣି ସେ ଆରମ୍ଭ କଲେଣି। ଏଥିଲାଗି ସେ ନୂଆ ଫିଲ୍ମ ସାଇନ୍‌…

ଏତିକି କୋଟି ଟଙ୍କାର ମାଲିକାଣୀ ଜ୍ୟାକ୍‌ଲିନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ୟୁନିଭର୍ସ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ ଏବେ ଚର୍ଚ୍ଚାରେ ରହିଛନ୍ତି। ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଫସିଥିବା ଜ୍ୟାକ୍‌ଲିନ୍‌ଙ୍କୁ ଦିଲ୍ଲୀର ଏକ କୋର୍ଟ ଜାମିନ ଦେଇଥିବା ବେଳେ ଏବେ ତାଙ୍କର…

ସନ୍ନି ଲିଓନ, ସ୍ବାମୀ ଡାନିଏଲ୍‌ଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ,୧୬ା୧୧: ଅଭିନେତ୍ରୀ ସନ୍ନି ଲିଓନ ଏବଂ ତାଙ୍କ ସ୍ବାମୀ ଡାନିଏଲ ଓ୍ବେବର ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତିଙ୍କୁ କେରଳ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ବୁଧବାର କେରଳ ହାଇକୋର୍ଟ ସନ୍ନି ଏବଂ ତାଙ୍କ ସ୍ବାମୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାରେ ରୋକୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri