Advertisement

ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ ସୈଫଙ୍କ ପୁଅ ଇବ୍ରାହିମ୍‌

ବମ୍ବେ: ବଲିଉଡ୍‌ରେ ଡେବ୍ୟୁ କରିବେ ଅଭିନେତା ସୈଫ ଅଲି ଖାଁଙ୍କ ପୁଅ ଇବ୍ରାହିମ ଅଲି ଖାଁ। ନିର୍ମାତା କରନ୍‌ ଜୋହରଙ୍କ ଧର୍ମା ପ୍ରଡକ୍ସନ ଏକ ନୂଆ ଫିଲ୍ମ ଉପରେ କାମ କରୁଛି। ଉକ୍ତ ଫିଲ୍ମରେ ଇବ୍ରାହିମ୍‌ ଡେବ୍ୟୁ କରିବେ। ଆସନ୍ତା ବର୍ଷ ଏହାର ଶୁଟିଂ ଆରମ୍ଭ ହେବ ବୋଲି କୁହାଯାଉଛି।
ଅନ୍ୟ ଷ୍ଟାର କିଡ୍ସଙ୍କ ଭଳି ନିଜର ଲୁକ୍‌କୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି ଇବ୍ରାହିମ୍‌। କେବେ ସେ ବଲିଉଡ୍‌ରେ କାମ କରିବେ ସେ ନେଇ ମଧ୍ୟ ଆଲୋଚନା ହୋଇ ଆସୁଥିଲେ। ଏହା ଖୁବ୍‌ଶୀଘ୍ର ପୁରଣ ହେବାକୁ ଯାଉଛି। ତେବେ ଇବ୍ରାହିମ୍‌ ଏବେ କରନ୍‌ଙ୍କ ଫିଲ୍ମ ‘ରକି ଆଣ୍ଡ ରାନୀ କି ପ୍ରେମ କାହାନୀ’ରେ ସହ ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆୟୁଷ୍ମାନଙ୍କ ଘରକୁ ଆସିଲା ନୂଆ ଅତିଥି

ମୁମ୍ବାଇ,୧୪।୧୨-ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଘରକୁ ସୋମବାର ନୂଆ ଅତିଥି ଆସିଛି। ଏ ନେଇ ଆୟୁଷ୍ମାନଙ୍କ ସ୍ତ୍ରୀ ତାହିରା ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।...

ହାଇକୋର୍ଟ ଗଲେ ରକୁଲ

ନୂଆଦିଲ୍ଲୀ, ୧୭ ।୯: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଡ୍ରଗ୍ସ ମାମଲା ଯୋଡି ହୋଇଯିବା ପରେ ଏବେ କେତେଜଣ ସେଲିବ୍ରିଟି...

‘ବେଲ୍‌ବଟମ’ ଶୁଟିଂ ସାରି ସ୍କଟ୍‌ଲାଣ୍ଡରୁ ଭାରତ ଫେରିଲେ ଅକ୍ଷୟ

ମୁମ୍ବାଇ: ଖିଲାଡ଼ି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ବେଲ୍‌ବଟମ’ର ଶୁଟିଂ ଇତିମଧ୍ୟରେ ସରିଛି। ଶୁଟିଂ ସାରି ଅକ୍ଷୟ, ଅଭିନେତ୍ରୀ ବାଣୀ କପୁର ଏବଂ ତାଙ୍କ ପୂରା...

ନୁସ୍‌ରତଙ୍କ ଗ୍ରାଣ୍ଡ ପାର୍ଟି ପାଇଁ ଚାଲିଛି ପ୍ରସ୍ତୁତି, ଏମିତି ରହିଛି ମେନୁ…

ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମ୍‌ସି ଏମ୍‌ପି ନୁସରତ ଜହାଁଙ୍କ ଗ୍ରାଣ୍ଡ ଓ୍ବେଡିଂ ରିସେପ୍‌ଶନ ପାର୍ଟି ୪ ଜୁଲାଇ ଅର୍ଥାତ ଗୁରୁବାର ଅନୁଷ୍ଠିତ ହେବ। କଲିକତାର ଆଇଟିସି...

ଅଭିନୟକୁ ନେଇ ନିଜକୁ ଭାଗ୍ୟବାନ ବୋଲି କହିଲେ ବାଦଶାହା

ମୁମ୍ବାଇ: ବଲିଉଡ୍‌ ଗାୟକ ବାଦ୍‌ଶାହା ଜଣେ ପରିଚିତ ଚେହେରା। ହେଲେ ସେ ଅଭିନୟ କରିବା ପରେ ନିଜକୁ ଜଣେ ଭାଗ୍ୟବାନ ବ୍ୟକ୍ତି ବୋଲି କହିଛନ୍ତି। ନିକଟରେ...

ଅକ୍ଟୋବରରେ ରିଲିଜ ହେବ କୋଡ ନେମ: ତ୍ରିରଙ୍ଗା, ନୂଆ ଯୋଡି କରିବେ ଧମାକା

ମୁମ୍ବାଇ: ଖୁବଶୀଘ୍ର ବଡ ପରଦାରେ ନଜର ଆସିବେ ବଲିଉଡ କୁଇନ ପରିଣିତି ଚୋପ୍ରା ଓ ଆଗଧାଡିର ପଞ୍ଜାବୀ ଗାୟକ ହର୍ଡି ସଂଧୁ । ଏହି ଯୋଡିଙ୍କୁ...

‘ସଞ୍ଜିବନୀ – ୨’ ଛାଡ଼ିଲେ ଆରତି, ଆସିବେ ନୂଆ ଅଭିନେତ୍ରୀ

ଟିଭି ସିରୟଲ’ ‘ସଞ୍ଜିବନୀ-୨’ ରେ ମୁଖ୍ୟ ଭୂମିକାରେ ଥିଲେ ଅଭିନେତ୍ରୀ ଆରତି ବହଲ। ଏଥିରେ ଅଭିନୟ କରିବା ୩ ମାସ ବି ପୂରଣ ହୋଇନି। ମାତ୍ର...

୫ ହଜାର କୋଟି ଫିଲ୍ମରେ ମୁଖ୍ୟ ଭୂମିକାରେ ଆସିବ ଏଆଇ ରୋବୋ: ମିଳିବ ୫୨୮ କୋଟି

ଟୋକିଓ,୩୦।୬: ଜାପାନରେ ଆର୍ଟିଫିସିୟଲ ଇଣ୍ଟଲିଜେନ୍ସ(ଏଆଇ) ଉପରେ ଆଧାରିତ ବିଶ୍ୱର ପ୍ରଥମ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଏଆଇ ରୋବୋକୁ ଦେଖିବାକୁ...

Advertisement
Archives

Model This Week