ପୂର୍ବତନ ସ୍ବାମୀଙ୍କୁ ‘ଅଲ୍‌ ଦ ବେଷ୍ଟ୍‌’ କହିଲେ ମଲାଇକା

ଗତ କିଛି ଦିନ ହେବ ଅଭିନେତା ଅରବାଜ ଖାନ ଏବଂ ମଲାଇକା ଆରୋରା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଛାଡପତ୍ର ପରେ ପ୍ରଥମଥର ପାଇଁ ଉଭୟ ପରସ୍ପର ପ୍ରତି ସକାରାତ୍ମକ ମନୋଭାବ ନେଇ ଚାଲୁଛନ୍ତି। ନିକଟରେ ଅରବାଜ ଭୋପାଳରେ ତାଙ୍କର ପରବର୍ତ୍ତୀ ଫିଲ୍ମ ‘ପାଟନା ଶୁକ୍ଲା’ର ଶୁଟିଂ ଆରମ୍ଭ କରିଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଶେୟାର କରିଛନ୍ତି। ମଲାଇକା ଏହି ପୋଷ୍ଟରେ କମେଣ୍ଟ ଦେଇ ‘ଅଲ୍‌ ଦ ବେଷ୍ଟ୍‌’ ବୋଲି କହିଥିଲେ। ଏଥିରୁ ଜଣାପଡୁଛି ଉଭୟ ବର୍ତ୍ତମାନ ସେମାନଙ୍କର ପୁରୁଣା କଥା ଭୁଲି ଯାଇ ଆଗକୁ ବଢିଛନ୍ତି।
ଅରବାଜ ଖାନ ପ୍ରଡକ୍ସନରେ ନିର୍ମିତ ‘ପାଟନା ଶୁକ୍ଲା’ର ଶୁଟିଂ ଭୋପାଳରେ ଆରମ୍ଭ ହୋଇଛି। ଫିଲ୍ମରେ ରବୀନା ଟଣ୍ଡନ, ସତୀଶ ଶୁକ୍ଲା, ମାନଭ ବିଜ ପ୍ରମୁଖ ଅଭିନୟ କରୁଛନ୍ତି।
୫ ବର୍ଷ ପୂର୍ବେ ମଲାଇକାଙ୍କଠାରୁ ଛାଡପତ୍ର ନେବା ପରେ ଅରବାଜ ଏବେ ମଡେଲ ଜର୍ଜିଆଙ୍କ ପ୍ରେମରେ ପଡିଛନ୍ତି। ସେପଟେ ମଲାଇକା ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ୍‌ କରୁଛନ୍ତି। ନିକଟରେ ଅରବାଜ ଏକ ସାକ୍ଷାତକାରରେ ମାଲାଇକାଙ୍କୁ ଜଣେ ମା’ ଭାବରେ ପ୍ରଶଂସା କରିଥିଲେ। ଅରବାଜ କହିଥିଲେ, ମଲାଇକା ଜଣେ ଭଲ ମା’, ପୁଅ ଅରହାନଙ୍କୁ ବହୁତ ଭଲ ଭାବରେ ପାଳୁଛନ୍ତି।

Malaika Arora, Arbaaz Khan, Malaika Arora news hindi, Arbaaz Khan news hindi, patna shukla, bhopal, bollywood news hindi, मलाइका अरोड़ा न्यूज हिंदी, अरबाज खान न्यूज हिंदी, जॉर्जिया, पटना शुक्ला, भोपाल, बॉलीवुड न्यूज


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri