ଯୁବତୀ ବେଶରେ ନବାଜୁଦ୍ଦିନ

ବମ୍ବେ: ନିଜର ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବଲିଉଡର ଭର୍ସାଟାଇଲ୍‌ ଅଭିନେତା ନବାଜୁଦ୍ଦିନ ସିଦ୍ଧକି। ପ୍ରଥମ ଥର ଲାଗି ଫିଲ୍ମରେ ସେ ଜଣେ ଟ୍ରାନ୍ସଜେଣ୍ଡର ମହିଳାଙ୍କ ଭୂମିକାରେ ନଜର ଆସିବେ। ନିକଟରେ ଅଭିନେତାଙ୍କ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଥିବା ବେଳେ ଅଭିନେତାଙ୍କୁ ଚିହ୍ନିବା ମୁସ୍କିଲ ହୋଇଥିଲା। ଏବେ ନିର୍ମାତାମାନେ ଆଉ ଏକ ଲୁକ୍‌କୁ ଶେୟାର କରିଛନ୍ତି।

ନୂଆ ଲୁକ୍‌ରେ ନବାଜୁଦ୍ଦିନ ସବୁଜ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି। ମଥାରେ ତାଙ୍କର ରହିଛି ଲାଲ ରଙ୍ଗର ବିନ୍ଦି। ଓଠରେ ଡାର୍କ ଲିପଷ୍ଟିକ୍‌ ସାଙ୍ଗକୁ ଖୋଲା ଚୁଟି। ଅନେକ ଟ୍ରାନ୍ସଜେଣ୍ଡରଙ୍କ ଗହଣରେ ସେ ଛିଡ଼ା ହୋଇ କ୍ୟାମେରା ଲାଗି ପୋଜ୍‌ ଦେଇଛନ୍ତି।

ଫିଲ୍ମ ‘ହଡ୍ଡି’ରେ ନବାଜୁଦ୍ଦିନ ପ୍ରାୟ ୮୦ ଟ୍ରାନ୍ସଜେଣ୍ଡରଙ୍କ ସହ କାମ କରିଛନ୍ତି। ଏହା ତାଙ୍କ ପାଇଁ ସମ୍ମାନ ଏବଂ ସୌଭାଗ୍ୟର ବିଷୟ ଥିଲା ବୋଲି ସେ କହିଛନ୍ତି। ଫିଲ୍ମ ବିଷୟରେ କଥା ହେଲେ ଏହା ଏକ ପ୍ରତିଶୋଧମୂଳକ ଡ୍ରାମା। ଅକ୍ଷତ ଅଜୟ ଶର୍ମା ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଆସନ୍ତା ବର୍ଷ ଏହା ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ହୁଗୁଳିରେ ଫଟୋ ସୁଟ କଲେ ମୋଦି, ଏବେ କ୍ଲାସ ନେଉଛନ୍ତି ଦିଦି

କୋଲକାତା,୨୫।୪: ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡଙ୍ଗା ଯାତ୍ରା ସମ୍ପର୍କରେ ମମତା ବାନାର୍ଜୀ ଏକ କଠୋର ଆକ୍ରମଣ କରିଛନ୍ତି। ପ୍ରାସଙ୍ଗିକ ପ୍ରଶ୍ନ ଉଠାଇ ସେ ମନ୍ତବ୍ୟ ଦେଇଛନ୍ତି,…

ପତୋରା ଡ୍ୟାମ୍‌ରୁ ଜଳଯୋଗାଣ ବାଧାପ୍ରାପ୍ତ: ସହରକୁ ମିଳୁନି ପାଣି

ନୂଆପଡ଼ା,୨୫।୪ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଥିବା ପତୋରା ଡ୍ୟାମରୁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ଜିଲାର ୨ପ୍ରମୁଖ ସହର ଖରିଆରରୋଡ ଓ ନୂଆପଡ଼ାରେ ପାନୀୟଜଳ ସମସ୍ୟା ଦେଖାଦେଇଛି।…

ସରକାରୀ ଅର୍ଥ ହରିଲୁଟ୍‌ ମାମଲା: ଦୁଇ ଯନ୍ତ୍ରୀ ଦୋଷୀ ସାବ୍ୟସ୍ତ ପରେ ମିଳିଲା ଏହି ଦଣ୍ଡ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକର ଦୁଇଜଣ ପୂର୍ବତନ ଯନ୍ତ୍ରୀ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାନେଶ୍ୱର ବ୍ଲକର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ…

୪ ଛୁଆ ଜନ୍ମ କର, ଜଣଙ୍କୁ RSSର ସ୍ବୟଂସେବକ କର: ଧୀରେନ୍ଦ୍ର ଶାସ୍ତ୍ରୀ

ମୁମ୍ବାଇ,୨୫।୪: ନାଗପୁରରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ, ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ତାଙ୍କ ଭାଷଣରେ ଲୋକମାନଙ୍କୁ ଚାରୋଟି ସନ୍ତାନ ଜନ୍ମ କରିବାକୁ କହିଥିଲେ । ସେମାନଙ୍କ ମଧ୍ୟରୁ…

ରାଘବ ପୁଣି ଦେବେ ଝଟ୍‌କା? କେଜରିୱାଲଙ୍କ ବଢିଲା ଟେନଶନ

ନୂଆଦିଲ୍ଲୀ,୨୫।୪: ରାଘବ ଚଢା ଆମ ଆଦମୀ ପାର୍ଟି (AAP) ଛାଡି ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇଛନ୍ତି। ରାଘବଙ୍କ ସହିତ ଅନ୍ୟ ଛଅ ଜଣ…

ହାସ୍ୟ ଅଭିନେତା ରାଜ ଶର୍ମାଙ୍କ ପରଲୋକ, ୫୦ ବର୍ଷ ବୟସରେ ଶେଷ ନିଶ୍ୱାସ…

ନୂଆଦିଲ୍ଲୀ,୨୫।୪:  ଡାଲାସ୍‌ର ପ୍ରସିଦ୍ଧ ହାସ୍ୟାଭିନେତା ରାଜ ଶର୍ମାଙ୍କ ଦେହାନ୍ତ ହୋଇଯାଇଛି । ୫୦ ବର୍ଷ ବୟସରେ ୨୪ ଏପ୍ରିଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବର୍ତ୍ତମାନ,…

ରାଘବଙ୍କ ଠାରୁ ଏତେ ଗୁଣା ଅଧିକ ଧନୀ ପତ୍ନୀ ପରିଣୀତି, ଜାଣନ୍ତୁ ଏମାନଙ୍କ ନେଟ ଓ୍ବର୍ଥ

ନୂଆଦିଲ୍ଲୀ,୨୫।୪: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ତାଙ୍କ ସ୍ବାମୀ ରାଘବ ଚଢା ବର୍ତ୍ତମାନ ଖବରର ଶିରୋନାମାରେ ଅଛନ୍ତି। ପ୍ରକୃତରେ, ତାଙ୍କ ରାଜନୈତିକ କ୍ୟାରିୟରରେ ଏକ ବଡ଼…

ରାଘବଙ୍କ ଅଡୁଆ ବଢାଇ ପାରନ୍ତି କେଜରିଓ୍ବାଲ-ସିସୋଡିଆ

ନୂଆଦିଲ୍ଲୀ,୨୫।୪: ଆମ ଆଦମୀ ପାର୍ଟି (ଏଏପି)ର ଦୁଇ-ତୃତୀୟାଂଶ ରାଜ୍ୟ ସଭା ଏମପି ରାଘବ ଚଢାଙ୍କ ସମେତ ଦଳ ଛାଡି ଭାଜପାରେ ଯୋଗଦେବାକୁ ଯାଉଛନ୍ତି ବୋଲି ଦାବି ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri