ନୂଆ ଘରକୁ ଶିଫ୍ଟ ହେବେ ବିରୁଷ୍କା: ମାସକୁ ଭଡା ଏତିକି ଟଙ୍କା
ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ନୂଆ ଘରକୁ ଶିଫ୍ଟ ହେବାକୁ ଯାଉଛନ୍ତି। ନିକଟରେ ଦୁହେଁ ଏକ ନୂତନ ଭଡା ଘର ନେଇଛନ୍ତି। ବିରୁଷ୍କା ଜୁହୁରେ ୧୬୫୦ ବର୍ଗଫୁଟ ଫ୍ଲାଟ ପାଇଁ ୭.୫୦ ଲକ୍ଷ ଟଙ୍କା ଜମା…
ବିବାହ କରିଦେଲେ କି ବିଜୟ-ରଶ୍ମିକା! ଫଟୋ ଭାଇରାଲ
ବମ୍ବେ: ବିବାହ କରିଦେଲେ କି ତେଲୁଗୁ ଫିଲ୍ମଜଗତର ଲୋକପ୍ରିୟ ଯୋଡ଼ି ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା। ସୋସିଆଲ ମିଡିଆରେ ଉଭୟଙ୍କ ଏକ ଫଟୋ ଭାଇରାଲ ପରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି। ଫଟୋରେ ଉଭୟ ଧଳା ରଙ୍ଗର ପୋଷାକ…
ବିବାହ କରିବେ ଅର୍ଶୀ
ମୁମ୍ବାଇ: ବିବାହ କରିବେ ବିଗ୍ ବସ୍ ଫେମ ଅର୍ଶୀ ଖାଁ। ପ୍ରେମିକଙ୍କ ହାତ ଧରିବେ ବୋଲି ନିକଟରେ ଆର୍ଶୀ ଏକ ସାକ୍ଷାତକାରରେ କହିଛନ୍ତି। ହେଲେ ସେ କେବେ ଏବଂ କାହାକୁ ବିବାହ କରିବେ ତାହାକୁ ଗୋପନୀୟ ରଖିଛନ୍ତି। ପୂର୍ବରୁ ଅର୍ଶୀ ଈଶାନ…
ଗୋବିନ୍ଦାଙ୍କ ପାଦ ଛୁଇଁଲେ ପାକିସ୍ତାନୀ ଅଭିନେତା; ବଢ଼ୁଛି ଉତ୍ତେଜନା
ବମ୍ବେ: ବଲିଉଡ୍ ସୁପରଷ୍ଟାର ଗୋବିନ୍ଦା ଏପରି ଜଣେ କଳାକାର, ଯାହାଙ୍କ ପ୍ରଶଂସକ ଦେଶବିଦେଶରେ ରହିଛନ୍ତି। ନିକଟରେ ପାକିସ୍ତାନ ଅଭିନେତା ପହାଦ ମୁସ୍ତଫା ଗୋବିନ୍ଦାଙ୍କ ପ୍ରତି ଭଲପାଇବାକୁ ଦେଖାଇବାକୁ ଯାଇ ତାଙ୍କ ପାଦ ଛୁଇଁଥିଲେ। ଏବେ ଏହାକୁ ନେଇ କଟ୍ଟରପନ୍ଥୀ(ମୌଳିକବାଦୀ)ମାନେ ଖପ୍ପା ହୋଇଛନ୍ତି।…
ବିବାହ କରିବେ ଅର୍ଶୀ
ବମ୍ବେ: ବିବାହ କରିବେ ବିଗ୍ବସ୍ ଫେମ୍ ଅର୍ଶୀ ଖାଁ। ବ୍ୟବସାୟୀ ପ୍ରେମିକଙ୍କ ହାତ ଧରିବେ ସେ। ଏନେଇ ନିକଟରେ ସେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି। ହେଲେ ସେ କେବେ ଆଉ କାହାକୁ ବିବାହ କରିବେ ତାହାକୁ ଗୋପନୀୟ ରଖିବାକୁ ଚାହିଁଛନ୍ତି।…
ପୁଣି ଥରେ ବାପା ହେବାକୁ ଯାଉଛନ୍ତି ମନୋଜ ତିଓ୍ବାରୀ
ବମ୍ବେ: ପୁଣି ଥରେ ବାପା ହେବାକୁ ଯାଉଛନ୍ତି ଅଭିନେତା-ଗାୟକ ତଥା ରାଜନେତା ମନୋଜ ତିଓ୍ବାରୀ। ୫୧ ବର୍ଷୀୟ ମନୋଜଙ୍କ ଘରକୁ କୁନି ଅତିଥି ଆସିବାକୁ ଯାଉଛି। ନିକଟରେ ଅଭିନେତାଙ୍କ ସ୍ତ୍ରୀ ସୁରଭି ତିଓ୍ବାରୀଙ୍କ ‘ଗୋଦଭରାଇ’ ଶେଷ ହୋଇଛି। ଏହାର ଭିଡିଓ ସୋସିଆଲ…
‘ଶହଜାଦା’ର ଟିଜର ଆଉଟ
ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପାଇଁ ଆଜିର ଦିନର ଏକ ମହତ୍ୱ ରହିଛି । ମଙ୍ଗଳବାର ଅର୍ଥାତ୍ ନଭେମ୍ବର ୨୨ ହେଉଛି ଅଭିନେତାଙ୍କ ଜନ୍ମଦିନ । ଏଥର ତାଙ୍କ ଜନ୍ମଦିନ ଆହୁରି ଖାସ୍ ହୋଇଯାଇଛି । କାରଣ ତାଙ୍କ ଅଭିନୀତ…
ପାଞ୍ଚ ବର୍ଷ ଡେଟିଂ ପରେ ନିର୍ବନ୍ଧ; ହେଲେ ବିବାହ ପୂର୍ବରୁ ହୋଇଥିଲା ବାଟ ଅଲଗା; ସାମ୍ନାକୁ ଆସିଲା କାରଣ…
ବମ୍ବେ: ଦୀର୍ଘ ପାଞ୍ଚ ବର୍ଷ ଧରି ଡେଟିଂ। ସରିଥିଲା ନିର୍ବନ୍ଧ। ହେଲେ ବିବାହ ପୂର୍ବରୁ ତୁଟିଯାଇଥିଲା ସମ୍ପର୍କ। ହୋଇଥିଲା ବାଟ-ଅଲଗା। ଚମକିଥିଲେ ପ୍ରଶଂସକ। ଆମେ କହୁଛୁ ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ କରିସ୍ମା କପୁରଙ୍କ କଥା। ଏକ ସମୟରେ…
ସୋନାଲି ଫୋଗାଟଙ୍କୁ ଜବରଦସ୍ତ ଦିଆଯାଇଥିଲା ଡ୍ରଗ୍, ସିବିଆଇ ପିଏ ସମେତ ୨ ଜଣଙ୍କୁ ଅଭିଯୁକ୍ତ ବୋଲି ଚାର୍ଜସିଟରେ ଦର୍ଶାଇଲେ
ନୂଆଦିଲ୍ଲୀ,୨୨ ।୧୧: ସୋନାଲି ଫୋଗାଟ ହତ୍ୟା ମାମଲାରେ ସିବିଆଇ ଚାର୍ଜସିଟ ଦାଖଲ କରି ସାରିଛି । ଗୋଆର କର୍ଲିଜ ବାରରେ ସନ୍ଦିଗ୍ଧ ଅବସ୍ଥାରେ ସୋନାଲିଙ୍କର ମୃତ୍ୟୁ ହୋଇଥିଲା । ସାନାଲିଙ୍କ ପିଏ ସୁଧିର ସାଙ୍ଗୱାନ ଓ ସୁଖବିନ୍ଦରଙ୍କ ଉପରେ ଜବରଦସ୍ତ ଡ୍ରଗ୍ସ…
ଓଟିଟିରେ ରିଲିଜ୍ ହେବ ସାମନ୍ଥାଙ୍କ ଫିଲ୍ମ ‘ଯଶୋଦା’
ଦକ୍ଷିଣ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ଫିଲ୍ମ‘ଯଶୋଦା’ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଫିଲ୍ମଟି ରିଲିଜ୍ ହେବା ପରେ ଭଲ ପଦର୍ଶନ କରିଛି। ଏହାରି ମଧ୍ୟରେ ଦର୍ଶକଙ୍କ ପାଇଁ ଏକ ଖୁସି ଖବର ରହିଛି। ସାମନ୍ଥାଙ୍କ ଫିଲ୍ମ ‘ଯଶୋଦା’…
ଫିଲ୍ମ ‘ଭୋଳା’ରେ ନଜର ଆସିବେ ଅଜୟ ଦେବଗନ, ଟିଜର ରିଲିଜ୍
ଅଭିନେତା ଅଜୟ ଦେବଗନ ଆଜିକାଲି ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଅଜୟଙ୍କ ଫିଲ୍ମ ‘ଦୃଶ୍ୟମ-୨’ରିଲିଜ୍ ହେବା ପରେ ବକ୍ସ ଅଫିସରେ ରେକର୍ଡ କରୁଛି। ଏହି ସମୟରେ ଅଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୋଳା’ର ଟିଜର ମଙ୍ଗଳବାର ରିଲିଜ୍ ହୋଇଛି।…
‘ଦୃଶ୍ୟମ-୨’ପରେ ‘ଦୃଶ୍ୟମ-୩’କୁ ନେଇ ଯୋଜନା କରୁଛନ୍ତି ନିର୍ମାତା
ମୁମ୍ବାଇ: ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ‘ଦୃଶ୍ୟମ-୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ନଭେମ୍ବର ୧୮ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଫିଲ୍ମଟି ଏବେ ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି। ରିଲିଜ୍ର ପ୍ରଥମ ଦିନରେ ଧମାକାଦାର ଆୟ କରିଥିଲା ‘ଦୃଶ୍ୟମ-୨’। ଆଉ ଫିଲ୍ମକୁ…
Archives


