Advertisement

‘ଶହଜାଦା’ର ଟିଜର ଆଉଟ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପାଇଁ ଆଜିର ଦିନର ଏକ ମହତ୍ୱ ରହିଛି । ମଙ୍ଗଳବାର ଅର୍ଥାତ୍ ନଭେମ୍ବର ୨୨ ହେଉଛି ଅଭିନେତାଙ୍କ ଜନ୍ମଦିନ । ଏଥର ତାଙ୍କ ଜନ୍ମଦିନ ଆହୁରି ଖାସ୍ ହୋଇଯାଇଛି । କାରଣ ତାଙ୍କ ଅଭିନୀତ ଫିଲ୍ମ ‘ଶହଜାଦା’ର ଟିଜର ମଙ୍ଗଳବାର ଆଉଟ ହୋଇଛି । ଆଉ ଏହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଏହା ଏକ କମେଡି ଆକ୍ସନ ଡ୍ରାମା ଫିଲ୍ମ । ଏଥିରେ କ୍ରିତି ସାନନଙ୍କୁ ବି ଦେଖିବାକୁ ମିଳିବ । ଏହି ଫିଲ୍ମ ଅଲ୍ଲୁ ଅର୍ଜୁନଙ୍କ ତେଲଗୁ ହିଟ ‘ଅଲା ବୈକୁଣ୍ଠପୁରମୋଲ’ର ହିନ୍ଦି ରିମେକ, ଯାହା ୧୦ ଫେବୃୟାରୀ ୨୦୨୩ରେ ରିଲିଜ୍ ହେବ । ଶହଜାଦାର ଟିଜରରେ କାର୍ତ୍ତିକ ଏକ ଆଲିଶାନ ହବେଲିର ଗେଟରୁ ଘୋଡା ଚଢି ଆସୁଥିବା ଦେଖାଯାଇଛି । ଏହାପରେ ସେ ଦୁଷ୍ଟ ପିଲାମାନଙ୍କୁ ପିଟୁଥିବା ଦେଖାଯାଇଛି । ଏହାସହ ସେ ଲଢାଇ ମଇଦାନରେ ବି ସ୍କୁଟରରେ ନଜର ଆସିଛନ୍ତି ।
ସୂଚନାଯୋଗ୍ୟ, କ୍ରିତି ସାନନ ସମୁଦ୍ର କୂଳରେ ଶହଜାଦା ପାଇଁ ଡ୍ୟାନ୍ସ ଓ ୱିଂକ କରୁଥିବା ବେଳେ ଗ୍ଲାମରସ ଲୁକରେ ନଜର ଆସିଛନ୍ତି । ଯେହେତୁ ଏହା ଏକ ତେଲଗୁ ଫିଲ୍ମର ରିମେକ ତେଣୁ ଏଥିରେ ଆକ୍ସନକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ହନିମୁନରେ ଯିବେନି

ବମ୍ବେ: ଚଳିତ ବର୍ଷ ଶେଷ ସୁଦ୍ଧା ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ କଟ୍ରିନା କୈଫ। କଥିତ ପ୍ରେମିକ ବିକ୍କି କୌଶଲଙ୍କ ହାତ ଧରିବେ ସେ। ବିବାହ...

ଅମିତାଭଙ୍କ ୨୬ କର୍ମଚାରୀଙ୍କ ରିପୋର୍ଟ ଆସିଲା ନେଗେଟିଭ

ମୁମ୍ବାଇ,୧୩।୭: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ...

କରୋନା ଭୟରେ ଘରେ ରହି ଗାଜର ହାଲଓ୍ବା ଖାଉଛନ୍ତି କରୀନା

ସାରା ବିଶ୍ୱ ଏବେ କରୋନା ଭୟରେ। ଏହାକୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପ୍ରାୟ ସବୁ ଫିଲ୍ମ ଶୁଟିଂ ବନ୍ଦ ହୋଇଯାଇଛି। କଳାକାରମାନେ ଆଉ ଘରୁ ବାହାରକୁ...

ଅହଂକାରୀ ଅଜୟ ପଡ଼ିଥିଲେ ଏହି ଅଭିନେତ୍ରୀଙ୍କ ପ୍ରେମରେ

ବଲିଉଡ୍‌ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ୧୯୯୯ ମସିହା ଫେବୃୟାରୀ ୨୪ ତାରିଖରେ ଉଭୟ ବିବାହ...

ଶୁଟିଂସେଟ୍‌ରେ ଶ୍ରୀଦେବୀଙ୍କ ଏଭଳି ବ୍ୟବହାରକୁ ନେଇ ରାଗିଯାଉଥିଲେ ସନି

ବମ୍ବେ: ୧୯୮୩ରେ ସୁପରହିଟ୍‌ ଫିଲ୍ମ ‘ବେତାବ’ ସହ ବଲିଉଡ୍‌ରେ ପାଦ ରଖିଥିଲେ ଅଭିନେତା ସନି ଦେଓଲ। ପ୍ରାରମ୍ଭିକ ଅଭିନୟ କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ ଦେବା...

ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ମିଳିଲା ସୂଚନା

ମୁମ୍ବାଇ,୧୦।୬: ବଲିଉଡ ଅଭିନେତା ସଲମାନ ଖାନ ଏବଂ ପିତା ସଲିମ ଖାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ଶେଷରେ ସନ୍ଧାନ ମିଳିଛି। ସିଦ୍ଧୁ ମୂସେୱାଲାଙ୍କ ହତ୍ୟାକାରୀ...

ଭାବି ଜ୍ୱାଇଁଙ୍କୁ ନେଇ ଏମିତି କହିଲେ ସୁନୀଲ ସେଟ୍ଟୀ

ବଲିଉଡ ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି। ଉଭୟ ସୋସିଆଲ ମିଡିଆରେ ସେମାନଙ୍କର ଭିନ୍ନ...

ବିପାଶାଙ୍କୁ ଶକ୍ତ ଚାପୁଡା ମାରିଥିଲେ କରୀନା

ବଲିଉଡ ଅଭିନେତ୍ରୀ ବିପାଶା ବସୁ ଆଜି ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ବିପାଶା କେବଳ ଅଭିନୟ ନୁହେଁ, ତାଙ୍କ ଫିଟନେସକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥା’ନ୍ତ।...

Advertisement
Archives

Model This Week