ମନୋରଞ୍ଜନ

ଶାହରୁଖଙ୍କ ପୁଅଙ୍କୁ ଆଶ୍ୱସ୍ତି

ମୁମ୍ବାଇର ପ୍ରସିଦ୍ଧ କ୍ରୁଜ ଡ୍ରଗ୍ସ ମାମଲାରେ ବମ୍ବେ ହାଇକୋର୍ଟରୁ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରୁ ଆର୍ଯ୍ୟନଙ୍କ ନାମ ହଟାଇବାକୁ ନିଆଯାଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରୁଥିବା ଜନହିତ ଯାଚିକା ପ୍ରତ୍ୟାହାର କରି ନିଆଯାଇଛି। ବମ୍ବେ…

ମା’ଙ୍କୁ ମନେପକାଇ ଭାବପ୍ରବଣ ହେଲେ ଅମିତାଭ

ହିନ୍ଦୀ ସିନେମାର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ମା’ ତେଜି ବଚ୍ଚନ ଦୁନିଆରୁ ବିଦାୟ ନେବାର ୧୫ ବର୍ଷ ବିତିଗଲାଣି। ମା’ଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଅମିତାଭ ଭାବପ୍ରବଣ ହୋଇପଡିଛନ୍ତି। ଏକ ପୋଷ୍ଟରେ ମା’ ଦୁନିଆକୁ ବିଦାୟ ନେଇଥିବା ମୁହୂର୍ତ୍ତ ବିଷୟରେ ସେ ଉଲ୍ଲେଖ…

ମଲାଇକାଙ୍କ ପୋଷାକର ମଜା ଉଡାଇଲେ ପୁଅ ଅରହାନ୍‌

ବମ୍ବେ: ଅଭିନେତ୍ରୀ ମଲାଇକା ଅରୋରା ଫ୍ୟାଶନ୍‌ ସାଙ୍ଗକୁ ନିଜର ବୋଲ୍ଡନେସ୍‌କୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ହେଲେ ତାଙ୍କ ପୁଅଙ୍କୁ ମା’ଙ୍କ ଷ୍ଟାଇଲ୍‌ ଆଦୌ ପସନ୍ଦ ନୁହେଁ। ଏକଥା ଆମେ ମନରୁ କହୁନାହୁଁ। ନିକଟରେ ମଲାଇକାଙ୍କ ପୁଅ ଅରହାନ ମା’ଙ୍କ ପୋଷାକକୁ ଜେଲର…

ଝିଅ ପାଇଁ ପୁଣି ଏକାଠି ହେଲେ ଚାରୁ-ରାଜୀବ

ବମ୍ବେ: ଅଲଗା ହେବାକୁ ଯାଉଛନ୍ତି ବଲିଉଡ୍‌ ଡିଭା ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ସେନ ଏବଂ ଭାଉଜ ଚାରୁ ଅସୋପା। ହେଲେ ଗୋଟିଏ ସୁତା ତାଙ୍କ ଦୁହିଁଙ୍କୁ ବାନ୍ଧି ରଖିଛି। ସେ ହେଲେ ଝିଅ ଜିଆନା। ନିକଟରେ ଚାରୁ ଜିଆନାଙ୍କୁ ନେଇ…

ଏବେ ଓଟିଟିରେ ଉପଲବ୍ଧ ‘ଥ୍ୟାଙ୍କ୍‌ ଗଡ୍‌’

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ-୨’ ବକ୍ସ ଅଫିସରେ ଧମାକାଦାର ଆୟ କରିଛି। ‘ଦୃଶ୍ୟମ-୨’ ପୂର୍ବରୁ ଅଜୟଙ୍କ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମରେ ସେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ନଜର ଆସିଥିଲେ। ହେଲେ…

ରାଗରେ ଅଛନ୍ତି ଅନୁଷ୍କା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଜଣାଶୁଣା ବ୍ରାଣ୍ଡ ‘ପୁମା’ ମଧ୍ୟରେ ସୋସିଆଲ ମିଡିଆରେ ଲଢ଼େଇ ଆରମ୍ଭ ହୋଇଯାଇଛି। ‘ପୁମା’ ବ୍ରାଣ୍ଡର ଏକ ପୋଷାକକୁ ଅନୁଷ୍କା ପିନ୍ଧିଥିଲେ। କମ୍ପାନୀ ଉକ୍ତ ଫଟୋକୁ ବିଜ୍ଞାପନ ଭାବରେ ବ୍ୟବହାର କରି ଅନୁଷ୍କାଙ୍କ କ୍ରୋଧର…

ଘର ପାଇଁ ହେବାକୁ ପଡ଼ିଥିଲା ହତାଦର

ମୁମ୍ବାଇ: ଲୋକପ୍ରିୟ ମରାଠୀ ଅଭିନେତ୍ରୀ ତେଜସ୍ବିନୀ ପଣ୍ଡିତ ତାଙ୍କ ଜୀବନର ଏକ ଖରାପ ଅଧ୍ୟାୟ କଥା ଶେୟାର କରିଛନ୍ତି। ଯାହା ସମସ୍ତଙ୍କୁ ଚକିତ କରିଛି। ତେଜସ୍ବିନୀ ତାଙ୍କର ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ୨୦୦୯-୧୦ରେ ସେ ପୁଣେର ସିଂହଗଡ଼ ରୋଡସ୍ଥିତ ଏକ ଆପାର୍ଟମେଣ୍ଟରେ…

ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ବମ୍ବେ: ମା’ ହେବାକୁ ଯାଉଛନ୍ତି ଟେଲି ପରଦାର ଗ୍ଲାମରର୍ସ ଅଭିନେତ୍ରୀ ଗୌହର ଖାଁ। ଏନେଇ ସେ ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଶେୟାର କରି ଘୋଷଣା କରିଛନ୍ତି। ଏହାପରଠାରୁ ସାଥୀ କଳାକାର ସାଙ୍ଗକୁ ପ୍ରଶଂସକଙ୍କ ପକ୍ଷରୁ ତାଙ୍କୁ ଶୁଭେଚ୍ଛାର ସୁଅ…

ପୃଥିବୀର ୫୦ ଶ୍ରେଷ୍ଠ ଅଭିନେତାଙ୍କ ତାଲିକାରେ କିଙ୍ଗ ଖାନ…

ମୁମ୍ବାଇ,୨୦।୧୨ : ପଠାନ ବିବାଦ ମଧ୍ୟରେ ବଲିଉଡ ଅଭିନେତା ତଥା କିଙ୍ଗ ଖାନ ଶାହରୁଖ ଖାନଙ୍କ ନାମରେ ଆଉ ଏକ ଟାଇଟଲ ପଞ୍ଜିକୃତ ହୋଇଛି। ଇମ୍ପାୟର ମାଗାଜିନ ଦ୍ୱାରା ଶାହାରୁଖ ଖାନ ପୃଥିବୀର ୫୦ ଜଣ ଶ୍ରେଷ୍ଠ ଅଭିନେତା ତାଲିକାରେ ସ୍ଥାନ…

ଅଭିନେତ୍ରୀ ଭାବେ ଥିଲା ଦବ୍‌ଦବା, ହେଲେ ମହେଶ ବାବୁଙ୍କ ପାଇଁ ଅଭିନୟକୁ କରିଥିଲେ ବାଏ…

ହାଇଦ୍ରାବାଦ: ଏକ ସମୟରେ ସେ ଥିଲେ ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ତାଙ୍କ ହାତରେ ଥିଲା ଗୋଟିଏ ପରେ ଗୋଟିଏ ଫିଲ୍ମ। ହେଲେ ସେ ବିବାହ କରିବାକୁ ନିଷ୍ପତ୍ତି ନେଇ ଅଭିନୟ ଦୁନିଆକୁ ବାଏ କହିଥିଲେ। ଏପରିକି ଆଜିଯାଏ ସେ ନିଜ…

ଏବେ ଅଭିନୟରେ ଦମ୍‌ ଦେଖାଇବେ ଅଶନୀର

ନୂଆଦିଲ୍ଲୀ,୧୦।୧୨: ବ୍ୟବସାୟୀ ତଥା ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜନ-୧ର ବିଚାରପତି ଥିବା ଅଶନୀର ଗ୍ରୋଭରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଶୋ’ର ନୂତନ ସିଜନରେ ତାଙ୍କୁ ଦେଖାଯାଇ ନ ପାରେ, ହେଲେ ସେ ତାଙ୍କ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ…

ଜନ୍ମଦିନରେ ବଡ଼ ଘୋଷଣା କରିପାରନ୍ତି ଅଭିନେତା

କନ୍ନଡ ସୁପରଷ୍ଟାର ୟଶ ନିଜ ଅଭିନୟ ଏବଂ ଷ୍ଟାଇଲକୁ ନେଇ ବେଶ୍‌ ଜଣା। ନିକଟରେ ଫିଲ୍ମ ‘କେଜିଏଫ୍‌-୨’ରେ ଦମ୍‌ଦାର ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ କରନ୍ତି। ସେବେଠାରୁ ପ୍ରଶଂସକମାନେ ୟଶଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ଅପେକ୍ଷା କରି ରହିଛନ୍ତି। ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri