ଝିଅ ପାଇଁ ପୁଣି ଏକାଠି ହେଲେ ଚାରୁ-ରାଜୀବ

ବମ୍ବେ: ଅଲଗା ହେବାକୁ ଯାଉଛନ୍ତି ବଲିଉଡ୍‌ ଡିଭା ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ସେନ ଏବଂ ଭାଉଜ ଚାରୁ ଅସୋପା। ହେଲେ ଗୋଟିଏ ସୁତା ତାଙ୍କ ଦୁହିଁଙ୍କୁ ବାନ୍ଧି ରଖିଛି। ସେ ହେଲେ ଝିଅ ଜିଆନା। ନିକଟରେ ଚାରୁ ଜିଆନାଙ୍କୁ ନେଇ ରାଜୀବଙ୍କ ସହ ଗୋଟିଏ ଦିନ ବିତାଇଛନ୍ତି।

ଚାରୁ ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ଏକ ବ୍ଲଗ ଶେୟାର କରିଛନ୍ତି। ରାଜୀବ ଜିଆନାଙ୍କୁ ଭେଟିବାକୁ ଚାହୁଁଥିଲେ। ଏଥିପାଇଁ ଚାରୁ ଝିଅଙ୍କୁ ନେଇ ରାଜୀବଙ୍କ ଘରକୁ ଆସିଥିବା ବ୍ଲଗରେ କହିଛନ୍ତି। ଭିଡିଓରେ ଜିଆନା ବାପାଙ୍କ ସହ ସମୟ ବିତାଇ ଖୁସି ଥିବା ଦେଖାଯାଉଛି।

ଚାରୁଙ୍କ ବ୍ଲଗ ଭିଡିଓ ବେଶ ଭାଇରାଲ ହେଉଥିବା ବେଳେ ପ୍ରଶଂସକମାନେ ଦୁହିଁଙ୍କୁ ଅଲଗା ନ ହେବାକୁ ପରାମର୍ଶ ଦେଉଛନ୍ତି। ଉଭୟ ପରସ୍ପର ସହ ବହୁତ ଭଲ ଲାଗନ୍ତି। ଏଣୁ ପୁନର୍ବାର ଅଲଗା ହେବାର ନିଷ୍ପତ୍ତି ଉପରେ ବିଚାର କରନ୍ତୁ ବୋଲି ଅନେକ କହୁଛନ୍ତି।

କହିରଖୁଛୁ, ଚାରୁ-ରାଜୀବ ଟେଲିଭିଜନଜଗତର ସବୁଠାରୁ ଚର୍ଚ୍ଚିତ ଯୋଡ଼ି ମଧ୍ୟରୁ ଜଣେ। ଦୁହେଁ ସାର୍ବଜନିକ ଭାବେ ବୈବାହିକ ଜୀବନର କଳିଝଗଡ଼ାକୁ ସାମ୍ନାକୁ ଆଣିଥିଲେ। ଏପରିକି ପରସ୍ପର ଉପରେ ଦୋଷ ଲଦାଲଦି ହୋଇଥିଲେ, ଯେଉଁଥିପାଇଁ ସେମାନଙ୍କ ସମ୍ପର୍କ ଆହୁରି ଖରାପ ହୋଇଯାଇଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ରିଲିଜ ହେବ ଶିଳ୍ପାଙ୍କ ଫିଲ୍ମ ‘ନିକମ୍ମା’

ମୁମ୍ବାଇ,୩୧ା୩: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ବହୁତ ଦିନ ପରେ ସ୍କ୍ରିନ୍‌ରେ ଦେଖିବାକୁ ମିଳିବ। ତାଙ୍କର ଆଗାମୀ ଫିଲ୍ମ ‘ନିକମ୍ମା’ ଚଳିତବର୍ଷ ରିଲିଜ ହେବ। ଏନେଇ...

ଆଉ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି ପ୍ରତୀକ୍‌!

ମୁମାଇ: ବଲିଉଡ୍‌ ଅଭିନେତା ପ୍ରତୀକ୍‌ ବବର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେ ସାନିଆ ସାଗରଙ୍କୁ ବିବାହ କରିଥିଲେ। ହେଲେ ବିବାହ...

ରୁର୍‌କୀରେ ଫିଲ୍ମ ‘ଆର୍ଟିକାଲ ୧୫’ ବ୍ୟାନ

ଡେରାଡୁନ: ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଆର୍ଟିକାଲ ୧୫’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ଗତ ୪ ଦିନ ମଧ୍ୟରେ ଭଲ ବ୍ୟବସାୟ କରିଥିଲେ ବି...

କିଛି ସମୟର ଅପେକ୍ଷା, ରିଲିଜ୍‌ ହେବ ‘କେଜିଏଫ-୨’

ଆଉ ମାତ୍ର କିଛି ଘଣ୍ଟା ପରେ ‘କେଜିଏଫ-୨’ ରିଲିଜ୍‌ ହେବାକୁ ଯାଉଛି। ଏହାକୁ ନେଇ ଦର୍ଶକ ଖୁବ୍‌ ଉତ୍ସାହ ଅଛନ୍ତି। ଫିଲ୍ମ ରିଲିଜ ପୂର୍ବରୁ ଆଡଭାନ୍ସ...

ଅନୁଷ୍କା ବେଶି ସୁନ୍ଦରୀ ନୁହନ୍ତି ବୋଲି କହିଥିଲେ ଏହି ବ୍ୟକ୍ତି: ଆଉ ତା ପରେ…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବହୁତ ଷ୍ଟାଇଲିଷ୍ଟ। ତାଙ୍କର ସମସ୍ତ ଶୈଳୀକୁ ପ୍ରଶଂସକ ବହୁତ ପସନ୍ଦ ମଧ୍ୟ କରନ୍ତି। ଦୀର୍ଘ ୨ ବର୍ଷ ହେବ ସେ...

ରିଲିଜ୍‌ ହେଲା ‘ପାଗଲପଂତି’ର ନୂଆ ଟିଜର୍‌: ଦର୍ଶକେ ହସି ହସି ବେଦମ

ମୁମ୍ବାଇ: ଏଥର ଫ୍ରାଇଡେ ରିଲିଜ୍‌ରେ ସାମିଲ ହେବାକୁ ଯାଉଛି କମେଡି ଫିଲ୍ମ ‘ପାଗଲପଂତି’। ନଭେମ୍ବର ୨୨ରେ ଏହା ଫ୍ଲୋରକୁ ଆସିବାକୁ ଥିବା ବେଳେ ଏହା ପୂର୍ବରୁ...

ପୋଲିସ ଖୋଜୁଛି ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ: ଏଯାଏ ୨୬ଜଣଙ୍କୁ ଜେରା

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୨୬ ଜଣଙ୍କୁ ପଚରାଉଚରା କରିଛି। ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରାୟ ୯ଘଣ୍ଟା ଧରି ପୋଲିସ ପଚରାଉଚରା କରିଥିଲା। ଏଥିରେ ରିୟା...

ଅର୍ଚ୍ଚିତାଙ୍କୁ ନିଜର କରିବା ପାଇଁ ବାହାରିଲେ ସବ୍ୟ: ମନ ଜିଣୁଛି ଗୋଲାପୀ ରଙ୍ଗ ପଗଡ଼ିକୁ ହସ, ସେପଟେ ଅପେକ୍ଷାରେ…

ଭୁବନେଶ୍ୱର,୧।୩(ବ୍ୟୁରୋ): ଆଉ କେଇ ଘଣ୍ଟାର ଅପେକ୍ଷା। ସବୁଦିନ ପାଇଁ ପରସ୍ପରର ଜୀବନସାଥୀ ପାଲଟିବେ ଓଲିଉଡ୍‌ର ଅନ୍ୟତମ ରୋମାଣ୍ଟିକ ଯୋଡ଼ି ସର୍ବ-ଅର୍ଚ୍ଚିତା। ରବିବାର ସୋସିଆଲ ମିଡିଆରେ ଉଭୟ...

Advertisement
Archives

Model This Week