ତୁନିଶାଙ୍କ ମୃତ୍ୟୁ ପରେ ଶୁଟିଂସେଟ୍ରେ ବଢୁଛି ଭୟ
ମୁମ୍ବାଇ: ୨୦ ବର୍ଷ ବୟସରେ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି। ତୁନିଶାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ଅଭିନେତ୍ରୀ କିପରି ଏପରି ଭୟଙ୍କର ପଦକ୍ଷେପ ନେଲେ ତାହା କେହି ବୁଝି ପାରୁନାହାନ୍ତି। ତେବେ ଇଣ୍ଡଷ୍ଟ୍ରିରେ ଏହା ପ୍ରଥମ ଘଟଣା…
ମୃତ୍ୟୁର ୧୫ ମିନିଟ୍ ପୂର୍ବରୁ ବୟଫ୍ରେଣ୍ଡଙ୍କ ସହ ଏକାଠି ଖାଇଥିଲେ ତୁନିଶା
ଟିଭି ଅଭିନେତ୍ରୀ ତୁନିଶା ଶର୍ମା ଲୋକପ୍ରିୟ ଟିଭି ଶୋ’ ଅଲି ବାବା: ଦସ୍ତାନ-ଏ-କାବୁଲର ସେଟରେ ଆତ୍ମହତ୍ୟା କରିଛନ୍ତି। ଏହି ମାମଲାରେ ସ୍ବର୍ଗତ ଅଭିନେତ୍ରୀଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ତାଙ୍କ ପ୍ରେମିକ ଶିଜାନ ଖାନଙ୍କ ବିରୋଧରେ ଆତ୍ମହତ୍ୟା କରିଥିବା ଅଭିଯୋଗ ମାମଲା…
‘ଲଭ୍-ଜିହାଦ’, ଜବରଦସ୍ତିର ସଙ୍କେତ ନାହିଁ
ମୁମ୍ବାଇ: ‘ଅଲି ବାବା: ଦସ୍ତାନ-ଏ-କାବୁଲ’ରେ ରାଜକୁମାରୀ ମରିୟମ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସମସ୍ତେ ତାଙ୍କ ପରିବାର ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ଅଭିନେତ୍ରୀଙ୍କ ଆତ୍ମହତ୍ୟା ପଛର କାରଣକୁ…
ଆସିଲା ଅଭିନେତ୍ରୀ ତୁନିଶାଙ୍କ ପୋଷ୍ଟମର୍ଟମ ରିପୋର୍ଟ
ଅଭିନେତ୍ରୀ ତୁନିଶା ଶର୍ମାଙ୍କ ହଠାତ୍ ଆତ୍ମହତ୍ୟାକୁ ନେଇ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ରବିବାର ତୁନିଶାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଏହି ରିପୋର୍ଟରେ ଅନେକ ଖୁଲାସା ହୋଇଛି। ଅଭିନେତ୍ରୀଙ୍କ ମୃତ୍ୟୁ ପରଠାରୁ ସେ ଗର୍ଭବତୀ ଥିବା କଥା ଶୁଣିବାକୁ ମିଳିଥିଲା।…
ତୁନିଶାଙ୍କ ଟାଟୁକୁ ନେଇ ବଢୁଛି ଚର୍ଚ୍ଚା
ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟାକୁ ନେଇ ସସ୍ପେନ୍ସ ବଢିବାରେ ଲାଗିଛି। ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା ଭଳି ପଦକ୍ଷେପ ସେ କାହିଁକି ନେଲେ ତାକୁ ନେଇ ତର୍ଜମା ଚାଲିଛି। ଏହା ଭିତରେ ତାଙ୍କ ଏକ୍ସ-ବୟଫ୍ରେଣ୍ଡ ଶିଜାନ ଖାନ୍ଙ୍କୁ ପୋଲିସ ଗିରଫ…
‘ମେଁ ଅଟଳ ହୁଁ’ର ପ୍ରଥମ ପୋଷ୍ଟର ରିଲିଜ୍
ସମଗ୍ର ଦେଶ ୨୫ ଡିସେମ୍ବର ଅର୍ଥାତ୍ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ତାଙ୍କ ବାୟୋପିକ୍ ‘ମେଁ ଅଟଳ ହୁଁ’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି। ପଙ୍କଜ ତ୍ରିପାଠୀ ଅଟଳ…
ଫ୍ଲପ ଫିଲ୍ମକୁ ଖରାପ ବୋଲି କହିଲେ ଭିକ୍କି
ମୁମ୍ବାଇ: ବଲିଉଡ ଅଭିନେତା ଭିକ୍କି କୌଶଲ ଏବେ ତାଙ୍କ ଅଭିନୀତ ମୁଭି ‘ଗୋବିନ୍ଦା ନାମ ମେରା’କୁ ନେଇ ଅଛନ୍ତି ଖୁବ ଚର୍ଚ୍ଚାରେ । ଏହାକୁ ଦର୍ଶକଙ୍କ ପକ୍ଷରୁ ପଜିଟିଭ ରେସପନ୍ସ ମିଳୁଛି । ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ…
ଝିଅ ଆରାଧ୍ୟାଙ୍କ ସହ ଖ୍ରୀଷ୍ଟମାସ ପାଳନ କଲେ ଐଶ୍ୱର୍ଯ୍ୟା, ପ୍ରଶଂସକଙ୍କ ପାଇଁ ଲେଖିଲେ ଏମିତି କିଛି…
ମୁମ୍ବାଇ: ଯେତେବେଳେ ଖ୍ରୀଷ୍ଟମାସ କଥା ଆସେ, ସେତେବେଳେ ସମଗ୍ର ବଲିଉଡ୍ ଇଣ୍ଡଷ୍ଟ୍ରି ଏକ ଭିନ୍ନ ରଙ୍ଗରେ ରଙ୍ଗିତ ହେବା ପରି ମନେହୁଏ। ସେଲିବ୍ରିଟିମାନେ ଏହି ଉତ୍ସବକୁ ପାଳନ କରିବା ପାଇଁ ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଆଜି ଅର୍ଥାତ୍ ରବିବାର ବିଶ୍ୱସୁନ୍ଦରୀ…
ହୃଦ୍ଘାତରେ ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ
ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ୭୮ ବର୍ଷୀୟ ଅଭିନେତା ଚଲପଥି ରାଓଙ୍କର ଦେହାନ୍ତ ହୋଇଛି। ହୃଦଘାତରେ ତାଙ୍କ ମୃତ ଘଟିଥିବା ଜଣାପଡିଛି। ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଲପଥି ଦୀର୍ଘ ଦିନ ଧରି ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ। ରାଓ…
ତୁନିଶାଙ୍କ ଏକ୍ସ ବୟଫ୍ରେଣ୍ଡ ସିଜାନ ମହମ୍ମଦ ଗିରଫ
ମୁମ୍ବାଇ,୨୫ ।୧୨: ଟେଲିଭିଜନ ଦୁନିଆର ଜଣେ ପରିଚିତ କଳାକାର ତୁନିଶା ଶର୍ମାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ଚମକାଇ ଦେଇଛି । ଶନିବାର ତୁନିଶାଙ୍କ ମୃତଦେହ ଶୁଟିଂ ସେଟରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । କୁହାଯାଉଛି କି ଡିପ୍ରେସନ କାରଣରୁ ତୁନିଶା ଆତ୍ମହତ୍ୟା…
ବିୟର ଗ୍ରିଲ୍ସଙ୍କୁ ଦିଲ୍ଲୀ ହାଇକୋର୍ଟରୁ ସମନ
ମୁମ୍ବାଇ: ବ୍ରିଟେନର ପ୍ରସିଦ୍ଧ ଆଡଭେଞ୍ଚର ଶୋ’ ମେନ ଭର୍ସେସ ୱାଇଲ ସମ୍ପର୍କରେ ସମସ୍ତେ ଅଳ୍ପ ବହୁତେ ଅବଗତ ଥିବେ ନିଶ୍ଚିତ । ଏଥିରେ ବିୟର ଗ୍ରିଲ୍ସ ତାଙ୍କ ସର୍ଭାଇଭାଲ ଜର୍ନିକୁ ନେଇ ବେଶ ପରିଚିତ । ତାଙ୍କର ପ୍ରତିଟି ଶୋ’ରେ କହିଛନ୍ତି…
ଆଉ ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ରଜିତା
ବମ୍ବେ: ଆଉ ନାହାନ୍ତି ଟେଲିଭିଜନ ତଥା ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ରଜିତା କୋଚର। ୭୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। କିଡନୀ ଫେଲ୍ ହେବା ସାଙ୍ଗକୁ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଏହାପରେ ତାଙ୍କୁ ପାରାଲିସିସ୍ ହୋଇଥିଲା। ଔଷଧ ଏବଂ…
Archives


