ଝିଅ ଆରାଧ୍ୟାଙ୍କ ସହ ଖ୍ରୀଷ୍ଟମାସ ପାଳନ କଲେ ଐଶ୍ୱର୍ଯ୍ୟା, ପ୍ରଶଂସକଙ୍କ ପାଇଁ ଲେଖିଲେ ଏମିତି କିଛି…

ମୁମ୍ବାଇ: ଯେତେବେଳେ ଖ୍ରୀଷ୍ଟମାସ କଥା ଆସେ, ସେତେବେଳେ ସମଗ୍ର ବଲିଉଡ୍‌ ଇଣ୍ଡଷ୍ଟ୍ରି ଏକ ଭିନ୍ନ ରଙ୍ଗରେ ରଙ୍ଗିତ ହେବା ପରି ମନେହୁଏ। ସେଲିବ୍ରିଟିମାନେ ଏହି ଉତ୍ସବକୁ ପାଳନ କରିବା ପାଇଁ ସୁଯୋଗ ହାତଛଡ଼ା କରନ୍ତି ନାହିଁ।

ଆଜି ଅର୍ଥାତ୍‌ ରବିବାର ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ପ୍ରଶଂସକମାନଙ୍କୁ ଖ୍ରୀଷ୍ଟମାସର ଅଭିନନ୍ଦନ ଜଣାଇଛନ୍ତି। ଏହି ଫଟୋରେ ସେ ଝିଅ ଆରାଧ୍ୟାଙ୍କ ସହ ନଜର ଆସିଛନ୍ତି। ଏହି ସମୟରେ ମା’-ଝିଅ ହାତରେ ଫୁଲତୋଡ଼ା ଧରିଥିବାର ଦେଖିବାକୁ ମିଳିଛି। ମା’-ଝିଅଙ୍କ ଯୋଡ଼ି ଖୁବ୍‌ ସୁନ୍ଦର ଦେଖାଯାଉଛି।

ଫଟୋ ଶେୟାର କରି ଐଶ୍ୱର୍ଯ୍ୟା କ୍ୟାପଶନ ଲେଖିଛନ୍ତି,ମେରୀ ଖ୍ରୀଷ୍ଟମାସ। ଖ୍ରୀଷ୍ଟମାସରେ ପ୍ରଭୁ ସମସ୍ତଙ୍କୁ ଅନେକ ପ୍ରେମ, ସୁଖ, ଶାନ୍ତି, ଉତ୍ତମ ସ୍ବାସ୍ଥ୍ୟ ଏବଂ ଆଶୀର୍ବାଦ କରନ୍ତୁ। ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଦ୍ୱାରା ଶେୟାର କରାଯାଇଥିବା ଏହି ଫଟୋକୁ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି। ସେମାନେ ମଧ୍ୟ ପୂରା ବଚ୍ଚନ ପରିବାରକୁ ଖ୍ରୀଷ୍ଟମାସର ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେକଅପ୍‌ ନ ନେଇ ବିୟୁଟିଫୁଲ୍‌…

ମୁମ୍ବାଇ: ଫିଲ୍ମ ଶୁଟିଂ ସମୟରେ ଅଭିନେତ୍ରୀ, ଅଭିନେତା ତଥା ଅନ୍ୟ କଳାକାରଙ୍କୁ ମେକଅପ୍‌ ନେବାକୁ ପଡ଼ିଥାଏ। କିନ୍ତୁ ବିଲିଉଡର ଏଭଳି କେତେକ ଅଭିନେତ୍ରୀ ଅଛନ୍ତି, ସେମାନଙ୍କୁ...

ପୁଅ ଖୁସି ପାଇଁ ଏମିତି କଲେ ଶିଳ୍ପା

ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଦେବା ପରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ବର୍ତ୍ତମାନ ଓଟିଟିରେ ଧମାଲ କରିବାକୁ ଯାଉଛନ୍ତି। ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ଇଣ୍ଡିଆନ...

ସ୍ତ୍ରୀ ମୀରାଙ୍କୁ ଏମିତି ସର୍‌ପ୍ରାଇଜ ଦେଲେ ଶାହିଦ

ଶାହିଦ କପୁର ଏବଂ ମୀରା ରାଜପୁତ ରବିବାର ୪ର୍ଥ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଦୁଇଜଣ ସୋସିଆଲ ମିଡିଆରେ ଫଟୋ ଶେୟାର କରି ସ୍ମୃତିକୁ ତାଜା...

ମାତ୍ର ୧୫ ବର୍ଷ ବୟସରୁ ଅଭିନୟ ଦୁନିଆରେ ଏଣ୍ଟ୍ରି କରିଥିଲେ ତମନ୍ନା

ମୁମ୍ବାଇ: ୟଙ୍ଗଷ୍ଟରଙ୍କ ପ୍ରଥମ ପସନ୍ଦ ନାୟିକା ତମନ୍ନା ଭାଟିଆ ଚଳିତ ବର୍ଷ ତାଙ୍କର ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି । ୨୧ ଡିସେମ୍ବର ୧୯୮୯ରେ...

ଶୁଟିଂ ସେଟ୍‌ରେ ଆହତ ହେଲେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଫିଲ୍ମ ‘ଶେହଜାଦା’ର ଶୁଟିଂ ସମୟରେ କାର୍ତ୍ତିକ ଏକ ଛୋଟ ଦୁର୍ଘଟଣାର...

‘ଏ ଜିନ୍ଦେଗୀ’କୁ ଟ୍ୟାକ୍ସ ଫ୍ରି ଘୋଷଣା କଲେ ରାଜସ୍ଥାନ ସରକାର

ମୁମ୍ବାଇ: ଫ୍ରାଇଡେ ରିଲିଜରେ ଏଥର ରିଲିଜ୍ ହୋଇଛି ବଲିଉଡ ମୁଭି ’ଏ ଜିନ୍ଦେଗୀ’ । ଏହି ମୁଭି ପାଇଁ ରାଜସ୍ଥାନ ସରକାର ଏକ ଖୁସି ଖବର...

ବିବାହ ପୂର୍ବରୁ ବ୍ୟାଚ୍‌ଲର୍‌ ପାର୍ଟି ଦେଲେ ନେହା, ଆଦିତ୍ୟ

ବଲିଉଡ୍‌ ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବିବାହ...

ଜାଣନ୍ତୁ ପ୍ରଥମ ଦିନରେ କେତେ ଆୟ କରିଛି ଫିଲ୍ମ‘ଆର୍‌ଆର୍‌ଆର୍‌’

ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍‌ଆର୍‌ଆର୍‌’ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ନିର୍ଦ୍ଦେଶକ ରାଜାମୌଲିଙ୍କ ଏହି ଫିଲ୍ମକୁ ଦେଖିବାକୁ ସିନେମା ହଲ୍‌ରେ ଭିଡ ଦେଖିବାକୁ ମିଳିଥିଲା। ତେବେ ବକ୍ସ ଅଫିସରେ...

Advertisement
Archives

Model This Week