ମା’ହେବାକୁ ଯାଉଛନ୍ତି ଆଦିଲଙ୍କ ଗର୍ଲଫ୍ରେଣ୍ଡ ତନୁ!

ମୁମ୍ବାଇ: ଡ୍ରାମାକୁଇନ୍‌ ରାଖୀ ସାୱନ୍ତ ତାଙ୍କ ସ୍ବାମୀ ଆଦିଲ ଖାନ ଦୁରାନୀଙ୍କ ସହ ବିବାଦକୁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରାଖି ଆଦିଲଙ୍କ ବିରେଧରେ ଅଭିଯୋଗ କରିଥିଲେ, ଯେଉଁଥିପାଇଁ ଆଦିଲ ପୋଲିସ ହେପାଜତରେ ଅଛନ୍ତି। ଏହି ସମୟରେ ରାଖି ଆଦିଲଙ୍କ ଗର୍ଲଫ୍ରେଣ୍ଡ ତନୁ ଚାନ୍ଦେଲଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ଇନଷ୍ଟାଣ୍ଟ ବଲିଉଡ ସୋମବାର ଏହାର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରିଛି। ଏହି ଭିଡିଓରେ ଭିଡିଓରେ ରାଖୀ କହିଛନ୍ତି ଯେ, ନିକଟରେ ଆଦିଲଙ୍କ ବିରୋଧରେ ଏକ ବଳାତ୍କାର ମାମଲା ଦାୟର ହୋଇଥିଲା। ଅନ୍ୟପଟେ, ଆଦିଲଙ୍କ ଗର୍ଲଫ୍ରେଣ୍ଡ ତନୁ ଚାନ୍ଦେଲ ମା’ ହେବାକୁ ଯାଉଛନ୍ତି। ଏସବୁ ମୋ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ରାଖୀ ସାୱନ୍ତ ଏବଂ ସ୍ବାମୀ ଆଦିଲଙ୍କ ବିବାଦ ଥମିବାର ନାଁ ନେଉନାହିଁ। ବିବାହ ପରେ ରାଖୀ ଆଦିଲଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ଏପରିକି ଆସିଲ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ। ଯାହାପରେ ପୋଲିସ ଆଦିଲଙ୍କୁ ପଚରାଉଚରା ପାଇଁ ଗିରଫ କରିଥିଲା। ଏହି ସମୟରେ ରାଖୀ ରବିବାର ଏକ ବଳାତ୍କାର ମାମଲାରେ ଆଦିଲଙ୍କ ବିରୋଧରେ ଆଉ ଏକ ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତମନ୍ନାଙ୍କ ଘରକୁ ପଶିଲା କରୋନା: ପୋଷ୍ଟ ଲେଖି ପ୍ରଶଂସକଙ୍କୁ କଲେ ଏଭଳି ନିବେଦନ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଭେଟେରାନ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ମାତାପିତା କରୋନା ପଜିଟିଭ୍‌ ହୋଇଛନ୍ତି। ତାଙ୍କ ପିତାମାତାଙ୍କଠାରେ କରୋନାଙ୍କର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିଲା।...

ଏହି ପ୍ରସିଦ୍ଧ ଅଭିନେତାଙ୍କ ତୃତୀୟ ସ୍ତ୍ରୀଙ୍କୁ ବିବାହ କରିଥିଲେ ମିଥୁନ ଚକ୍ରବର୍ତ୍ତୀ

ବିଗତ ଦିନର ଅଭିନେତ୍ରୀ ଯୋଗିତା ବାଲିଙ୍କର ଏକ ସ୍ବଳ୍ପ ଚଳଚ୍ଚିତ୍ର କ୍ୟାରିୟର ହୋଇଥାଇପାରେ କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ବଡ କଳାକାରଙ୍କ ସହ ସେ କାମ କରିଥିଲେ।...

୧୦ କୋଟିର କ୍ଷତିପୂରଣ ମାଗିଲେ ହନି ସିଂହଙ୍କ ସ୍ତ୍ରୀ; ଅଭିଯୋଗରେ ଶାଶୁ,ଶ୍ୱଶୁର, ନଣନ୍ଦଙ୍କୁ ମଧ୍ୟ…

ବମ୍ବେ: ଘରୋଇ ହିଂସା ଅଭିଯୋଗରେ ସ୍ତ୍ରୀ ଶାଳିନୀ ତଲଓ୍ବାର କୋର୍ଟର ଦ୍ୱାରସ୍ଥ ହେବା ପରେ ଏବେ ଅଡ଼ୁଆରେ ଫସିଛନ୍ତି ରାପର୍‌ ହନି ସିଂହ। ଅନେକ ମହିଳାଙ୍କ...

ଶ୍ୟାମଳ ବର୍ଣ୍ଣ ପାଇଁ ରିଜେକ୍ଟ ହୋଇଥିଲେ ଏହି ଅଭିନେତ୍ରୀ, ହେଲେ ଏବେ…

ମୁମ୍ବାଇ: ଟେଲି ଅଭିନେତ୍ରୀ ହିନା ଖାନ୍‌ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ବେଶ୍‌ ପରିଚିତ ହୋଇଛନ୍ତି । ଟେଲି ଧାରାବାହିକ, ‘ୟେ ରିସ୍ତା କ୍ୟା...

ମୌନୀଙ୍କ ପାଇଁ ଏମିତି ଲେଖିଲେ ସ୍ମୃତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମୌନୀ ରୟ ଦୁବାଇର ବ୍ୟବସାୟୀ ସରୋଜ ନାମ୍ବିୟାରଙ୍କୁ ଗୁରୁବାର ବିବାହ କରିଛନ୍ତି। ଦୁହେଁ ପ୍ରଥମେ ଦକ୍ଷିଣ ଭାରତୀୟ ରୀତିନୀତି ଅନୁଯାୟୀ ଗୋଆରେ...

ଭାରତର ଶୋଚନୀୟ ପରାଜୟ ପରେ ଲୋକେ ମାଗିଲେ ସୋନୁ ସୁଦଙ୍କ ସାହାଯ୍ୟ, ଏପରି ଟୁଇଟ୍‌ କଲେ ଅଭିନେତା

ମୁମ୍ବାଇ: ଅଭିନେତା ସୋନୁ ସୁଦ ଗରିବ ଲୋକଙ୍କୁ ସବୁବେଳେ ସାହାଯ୍ୟ କରି ଚର୍ଚ୍ଚାରେ ରହିଛନ୍ତି। ଅନେକ ସମୟରେ ପ୍ରଶଂସକଙ୍କ ଠାରୁ ଏପରି ଅନୁରୋଧ କରାଯାଇଥାଏ ଯେ,...

ନାଁ ବଦଳାଇଦେଲେ ଉର୍ଫି

ବମ୍ବେ: ନିଜ ନାମ ବଦଳାଇଲେ ସୋସିଆଲ ମିଡିଆ ସେନସେଶନ ଉର୍ଫି ଜାଭେଦ। ସର୍ବଦା ନିଜର ଅଜବ ପରିଧାନ ଏବଂ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସେ। ...

‘ରନୱେ ୩୪’ର ଟ୍ରେଲର ରିଲିଜ୍‌

ବଲିଉଡ୍‌ ଅଭିନେତା ଅଜୟ ଦେବଗନ, ଅମିତାଭ ବଚ୍ଚନ ଏବଂ ରକୁଲପ୍ରୀତ ସିଂହଙ୍କ ଆଗାମୀ ଫିଲ୍ମ ‘ରନୱେ ୩୪’ର ଟ୍ରେଲର ରିଲିଜ୍‌ ହୋଇଯାଇଛି । ଅମିତାଭ ବଚ୍ଚନ,...

Advertisement
Archives

Model This Week