କିଆରା-ସିଦ୍ଧାର୍ଥଙ୍କ ବିବାହ ସମାରୋହରେ ସାମିଲ ହେବେ ଏହି ସବୁ ଅଭିନେତା
ମୁମ୍ବାଇ: ବି-ଟାଉନର ଚର୍ଚ୍ଚିତ ଯୋଡି ମଧ୍ୟରୁ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଯୋଡିକୁ ବେଶ୍ ପସନ୍ଦ କରନ୍ତି ପ୍ରଶଂସକ। ବର୍ତ୍ତମାନ ଏହି ଯୋଡି ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବେଶ୍ କିଛି ଦିନ ହେବ ସେମାନଙ୍କର ବିବାହ…
‘ମୁଁ ଜଣେ ଉପଯୁକ୍ତ ସ୍ବାମୀ ନୁହେଁ’
ମୁମ୍ବାଇ: ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍ ବଲିଉଡ୍ର ସୁପରହିଟ୍ ଯୋଡ଼ି ଭାବେ ପରିଚିତ। ଅନେକ ଦର୍ଶକ ତାଙ୍କ ଯୋଡିକୁ ପସନ୍ଦ କରିଥାନ୍ତି। ତେବେ ନିକଟରେ ଭିକି ଏକ ସାକ୍ଷାତ୍କାରରେ କହିଛନ୍ତି, ସେ କ୍ୟାଟ୍ରିନାଙ୍କ ପାଇଁ ଉପଯୁକ୍ତ ସ୍ବାମୀ ନୁହନ୍ତି। କିନ୍ତୁ…
ଧମାଲ କଲା ତମନ୍ନାଙ୍କ ନାଚ, ଅବିନାଶଙ୍କ ଗୀତ
ଭୁବନେଶ୍ୱର,୪।୨ (ବ୍ୟୁରୋ): କୁମ୍ଭମେଳା ଅବସରରେ ଖଣ୍ଡଗିରି ଓଟିଡିସି ପାନ୍ଥିକାରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଓ କଲ୍ୟାଣ ଅନୁଷ୍ଠାନ ପକ୍ଷରୁ ତିନିଦିନ ଧରି ଚାଲିଥିବା ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ଶେଷ ସନ୍ଧ୍ୟାରେ ଓଲିଉଡ୍ ଅଭିନେତ୍ରୀ ତପନ୍ନା ବ୍ୟାସଙ୍କ ଠୁମ୍କା ଧମାଲ୍…
ଝିଅ ସହ ସମୟ କାଟୁଛନ୍ତି ବିପାଶା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିପାଶା ବସୁ ଝିଅ ଦେବୀସହ ଏବେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଛନ୍ତି । ଏହାର କିଛି କିଛି ଝଲକ ସେ ସବୁବେଳେ ସୋସିଆଲ ମିଡିଆରେ ଶେୟାର ବି କରୁଛନ୍ତି । ଏବେ ନିକଟରେ ଅଭିନେତ୍ରୀ ନହ୍ନିପରି ଦେବୀ…
ଏହି ଦିନ ଓଟିଟିକୁ ଆସିବ ‘ସଲାମ ଭେଙ୍କି’
ମୁମ୍ବାଇ: ଚମତ୍କାର ଅଭିନୟ ସହିତ ବଲିଉଡରେ ଏକ ପରିଚୟ ସୃଷ୍ଟି କରିଥିବା କାଜୋଲ ଫେବୃୟାରୀ ୧୦ରେ ଓଟିଟିରେ ହଇଚଇ ସୃଷ୍ଟି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି। ବାସ୍ତବରେ, ଅଭିନେତ୍ରୀଙ୍କ ଚଳଚ୍ଚିତ୍ର ‘ସଲାମ ଭେଙ୍କି’ ଫେବୃୟାରୀ ୧୦ ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ…
୯ ଦିନ ପରେ ବି ସମାନ କ୍ରେଜ୍: ୭୦୦ କୋଟି ରୋଜଗାର କଲା ‘ପଠାନ’
ବମ୍ବେ: ରିଲିଜ ପୂର୍ବରୁ ବିବାଦରେ ଫସିଥିଲା କିଙ୍ଗ ଖାଁ ଶାହାରୁଖଙ୍କ ଫିଲ୍ମ ‘ପଠାନ୍’। ଫିଲ୍ମର କିଛି ଦୃଶ୍ୟକୁ ବିରୋଧ କରାଯାଉଥିବାରୁ ଏହା ଭଲ ବ୍ୟବସାୟ କରିବ ନାହିଁ ବୋଲି ଅନେକେ ପୂର୍ବାନୁମାନ କରିଥିଲେ। ହେଲେ ସବୁକିଛିକୁ ଭୁଲ ପ୍ରମାଣିତ କରିଛି ଶାହାରୁଖଙ୍କ…
ଲୁଚାଛପାରେ ବିବାହ କରିନେଲେ ଆରତୀ ! ରାଜୀବଙ୍କ ସହ ଫଟୋ ଭାଇରାଲ ପରେ…
ବମ୍ବେ: ଲୁଚାଛପାରେ ବିବାହ କରିନେଇଛନ୍ତି ବିଗ୍ବସ୍ର ପୂର୍ବତନ ପ୍ରତିଯୋଗୀ ତଥା କମେଡିଆନ୍ କୃଷ୍ଣା ଅଭିଷେକଙ୍କ ଭଉଣୀ ଆରତୀ ସିଂ। ବ୍ୟବସାୟୀ ତଥା ମଡେଲ ରାଜୀବ ଅଦାତିଆଙ୍କ ହାତ ଧରିଛନ୍ତି ସେ। ଉଭୟଙ୍କ ବରବଧୂ ବେଶର ଫଟୋ ଭାଇରାଲ ପରେ ଏଭଳି କିଛି…
ପ୍ରଥମଥର ଝିଅର ମୁହଁ ଦେଖାଇଲେ ଦେବିନା-ଗୁରମିତ୍
ମୁମ୍ବାଇ: ଅଭିନେତ୍ରୀ ଦେବିନା ବାନାର୍ଜୀ ଏବଂ ଗୁରମିତ୍ ଚୌଧୁରୀ ପ୍ରଶଂସକଙ୍କ ସହ ସେମାନଙ୍କର ବ୍ୟକ୍ତିଗତ ଜୀବନର ପ୍ରତ୍ୟେକ କଥା ଶେୟାର କରିଆସୁଛନ୍ତି। ନିକଟରେ ସେ ତାଙ୍କର ଦ୍ୱିତୀୟ ଝିଅ ଦିବିଶାଙ୍କ ଚେହେରା ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି। ଦମ୍ପତ ସୋସିଆଲ ମିଡିଆରେ କିଛି…
ହେଲେନଙ୍କ ସହ ଦ୍ୱିତୀୟ ବିବାହ ଉପରେ ନୀରବତା ଭାଙ୍ଗିଲେ ସଲିମ୍ ଖାନ
ମୁମ୍ବାଇ: ଅଭିନେତ୍ରୀ ହେଲେନଙ୍କ ସହ ବଲିଉଡ ଇଣ୍ଡଷ୍ଟ୍ରିର ଭେଟେରାନ ସ୍କ୍ରିନ ରାଇଟର୍ ସଲିମ୍ ଖାନଙ୍କ ପ୍ରେମ କାହାଣୀ ଏକ ଚଳଚ୍ଚିତ୍ରଠାରୁ କମ୍ ନୁହେଁ। ବିବାହ ସତ୍ତ୍ୱେ ସଲିମ୍ ହେଲେନଙ୍କୁ ଭଲ ପାଉଥିଲେ ଏବଂ ପରେ ୧୯୮୧ ମସିହାରେ ତାଙ୍କୁ ବିବାହ କରିଥିଲେ।…
୯ ଦିନରେ ‘ପଠାନ’ ରୋଜଗାର କଲାଣି ଏତିକି କୋଟି
ମୁମ୍ବାଇ: କିଙ୍ଗ୍ଖାନ୍ ଶାହରୁଖଙ୍କ ‘ପଠାନ’ ସାରା ବିଶ୍ୱରେ ବେଶ୍ ଭଲ ରୋଜଗାର କରିଚାଲିଛି। ଏହି ଫିଲ୍ମଟି ଅମୀର ଖାନଙ୍କ ‘ଦଙ୍ଗଲ’ଙ୍କୁ ମଧ୍ୟ ଟପିଛି। ହଲ୍ ବାହାରେ ଲମ୍ବା ଧାଡ଼ିରେ ଦର୍ଶକ ଠିଆ ହୋଇରହୁଛନ୍ତି। ଆଗୁଆ ବୁକିଂ ପରେ ମଧ୍ୟ ଦର୍ଶକ ଫିଲ୍ମ…
କାଷ୍ଟିଂ କାଉଚ୍ର ଶିକାର ହୋଇଥିଲେ ଅଭିନେତ୍ରୀ
ମୁମ୍ବାଇ: ଏକ ସମୟରେ ତାମିଲ, ତେଲୁଗୁ ଏବଂ ମାଲାୟାଲମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ନୟନତାରା। ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଭାରତୀୟ ଚଳଚ୍ଚିତ୍ର ଏବଂ…
ଆଜି ହିନ୍ଦୀରେ ରିଲିଜ୍ ହେବ ‘ଦମନ’:୩ଶହ ହଲ୍ରେ ଦେଖିବେ ଦର୍ଶକ
ଭୁବନେଶ୍ୱର, ୩।୨ (ବ୍ୟୁରୋ)- ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ ହିନ୍ଦୀ ଭାଷାରେ ଦେଖିବେ ଦର୍ଶକ। ଶୁକ୍ରବାର ଦେଶର ୩ଶହ ହଲରେ ଏହି ଚଳଚ୍ଚିତ୍ର ରିଲିଜ୍ ହେବ। ନଭେମ୍ବର ୪ରେ ରିଲିଜ୍ ହୋଇଥିବା ‘ଦମନ’ରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଡା. ସିଦ୍ଧାର୍ଥ ମହାନ୍ତି ଓଡ଼ିଶାର…

