୯୫୦ କୋଟି ରୋଜଗାର କଲାଣି ‘ପଠାନ’

ମୁମ୍ବାଇ: ଜାନୁୟାରୀ ୨୫ରେ ମୁକ୍ତିଲାଭ କରିଥିବା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ରେକର୍ଡ ସୃଷ୍ଟି କରିଛି। ପ୍ରେକ୍ଷାଳୟରେ ୩ ସପ୍ତାହରୁ ଅଧିକ ସମୟ ଧରି ଏହା ଚାଲିଥିଲେ ମଧ୍ୟ ଆଜି ବି ହାଉସ୍‌ ଫୁଲ୍‌ ରହୁଛି। ସପ୍ତାହ ଶେଷରେ ଭାରତରେ ରୋଜଗାରରେ ଦେଖାଯାଇଥିବା ଜମ୍ପ୍‌ ପରେ ବର୍ତ୍ତମାନ ଏହି ଫିଲ୍ମ ବିଶ୍ୱବ୍ୟାପୀ ରୋଜଗାର କରିବାରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି।

Shaleena Nathani Decodes Styling Shah Rukh Khan, Deepika Padukone In Song 'Jhoome Jo Pathan'

ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶିତ ଏବଂ ଶାହାରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’ରେ ଦର୍ଶକମାନେ କିଙ୍ଗ୍‌ଖାନଙ୍କ ଅଭିନୟ ଦେଖିବା ସହିତ ଆକ୍ସନ ଏବଂ ରୋମାଞ୍ଚକର ଦୃଶ୍ୟ ମଧ୍ୟ ଦେଖିବାକୁ ପାଇଥିଲେ। ଏହି ଫିଲ୍ମ ପ୍ରଥମ ଦିନରୁ ଦର୍ଶକଙ୍କୁ ଆକର୍ଷିତ କରିଆସୁଛି। ଏହା ମଧ୍ୟ କୁହାଯାଉଛି ଯେ, ଆଜି ବି କିଙ୍ଗ୍‌ଖାନଙ୍କ ଷ୍ଟାରଡମ୍‌ ସାରା ବିଶ୍ୱରେ ଜୀବନ୍ତ ଅଛି। ‘ଦଙ୍ଗଲ’, ‘କେଜିଏଫ୍‌ ୨’କୁ ପଛରେ ପକାଇ ‘ପଠାନ’ ବିଶ୍ୱରେ ଏକ ନୂତନ ସ୍ଥାନ ହାସଲ କରିଛି। ଯାହା ପ୍ରଶଂସନୀୟ। ବାସ୍ତବରେ ‘ପଠାନ’ ସର୍ବଭାରତୀୟ ସ୍ତରରେ ୯୫୦ କୋଟି ଟଙ୍କା ଅତିକ୍ରମ କରିଛି। ଏଭଳି ପରିସ୍ଥିତିରେ ଖୁବ୍‌ଶୀଘ୍ର ‘ପଠାନ’ ୧୦୦୦ କୋଟି ଟଙ୍କାର କ୍ଲବରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭଧାରଣ ବିଷୟ ଏମିତି ଲୁଚାଇ ରଖିଥିଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଖୁବଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି। ଅନୁଷ୍କା ପ୍ରାୟତଃ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ବେବି ବମ୍ପ...

ସୁଶାନ୍ତଙ୍କ କ୍ରେଡିଟ୍‌ କାର୍ଡ ଏକ ବର୍ଷ ଧରି ବ୍ୟବହାର କରୁଥିଲେ ରିୟା ଚକ୍ରବର୍ତ୍ତୀ: ପୋଲିସ ଆଗରେ କଲେ ସ୍ବୀକାର

ମୁମ୍ବାଇ, ୨୨।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ତଦନ୍ତରେ ପ୍ରତିଦିନ ନୂଆ କଥା ଶୁଣିବାକୁ ମିଳୁଛି। ଏବେ ସୋସିଆଲ୍‌ ମିଡ଼ିଆରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌...

ଅଧୁରା ରହିଗଲା ସୁଶାନ୍ତଙ୍କ ଏହିସବୁ ବଡ଼ ସ୍ବପ୍ନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଅନେକ ବଡ଼ ସ୍ବପ୍ନ ଦେଖୁଥିଲେ। ସେଗୁଡ଼ିକ ପୂରଣ ପାଇଁ ଅକ୍ଲାନ୍ତ ପରିଶ୍ରମ ମଧ୍ୟ କରିଥିଲେ। ସେ ଏହି...

କରଣ ଜୋହରଙ୍କ ଫିଲ୍ମ ଅଫରକୁ ପ୍ରତ୍ୟାଖାନ କରିଥିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଚନ୍ଦ୍ରଚୂଡ଼ ସିଂ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ସମ୍ପର୍କରେ କିଛି କଥା ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ଏକ...

ବାପା ହେବେ କପିଲ, ସ୍ତ୍ରୀ ଗିନ୍ନିଙ୍କ ସହ ‘ବେବିମୁନ୍‌’ରେ ଗଲେ କାନାଡ଼ା

ମୁମ୍ବାଇ: ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି କମେଡିକିଙ୍ଗ କପିଲ ଶର୍ମା। ଗତ କିଛି ଦିନ ଧରି ଏନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ନିଜେ କପିଲ...

ଦିବ୍ୟାଙ୍କା କହିଲେ ମୋ’ ଭାଇ କରୋନା ସଂକ୍ରମିତ ନୁହନ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କ ଭୋପାଳସ୍ଥିତ ଘର ବାହାରେ ‘କୋଭିଡ୍‌-୧୯ ଡୁ ନଟ୍‌ ଭିଜିଟ୍‌’ ନୋଟିସ୍‌ ଲଗାଯାଇଛି। କାରଣ ତାଙ୍କ ଭାଇ ଐଶ୍ୱର୍ଯ୍ୟ ତ୍ରିପାଠୀ...

ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଆଲିଆ ଭ୍ରମଣ କରିବାକୁ ବହୁତ ଭଲ ପାଆନ୍ତି ଏବଂ ପ୍ରାୟତଃ ସେ ନିଜ ବ୍ୟସ୍ତବହୁଳ...

‘୮୩’ ଫ୍ଲପ ହେବା ପରେ ବି ରଣବୀରଙ୍କ ହାତରେ ୫ ବାୟୋପିକ ଅଫର୍‌

ମୁମ୍ବାଇ: ବଲିଉଡ୍ ନାୟକ ରଣବୀର ସିଂ ଏବେ ଖୁବ୍ ଚର୍ଚ୍ଚାରେ । ତାଙ୍କ ଅଭିନୀତ ଫିଲ୍ମ ‘୮୩’ ୨୪ ଡିସେମ୍ବରରେ ରିଲିଜ୍ ହୋଇଛି । ଯାହା...

Advertisement
Archives

Model This Week