ନେଟଫ୍ଲିକ୍ସ-ଜୋମାଟୋ-ବ୍ଲିଙ୍କେଟ ମଧ୍ୟରେ ହୋର୍ଡିଂ ଓ୍ବାର: ଓଟିଟି କହିଲା ହମ୍ ଆପ୍କେ ହୈ କୌନ…
ମୁମ୍ବାଇ : ଏବେ ସୋସିଆଲ ମିଡିଆର ଯୁଗ। କମ୍ପାନୀଗୁଡ଼ିକ ଆକର୍ଷଣୀୟ ଟ୍ୟାଗଲାଇନ ସହିତ ଉପଭୋକ୍ତାଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି। ସମ୍ପ୍ରତି, ଓଟିଟି କମ୍ପାନୀ ନେଟଫ୍ଲିକ୍ସ ଟୁଇଟରରେ ଏକ ପୋଷ୍ଟ ଶେୟାର କରିଛି ଯେଉଁଥିରେ ବ୍ଲିଙ୍କିଟ ଏବଂ ଜୋମାଟୋର ହୋର୍ଡିଂ ମଧ୍ୟ…
୪୩ ବର୍ଷରେ ଏହି ଅଭିନେତା କଲେ ଦ୍ୱିତୀୟ ବିବାହ
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟେଲି ଅଭିନେତା ରୁଷଦ ରାଣା। ଦୀର୍ଘଦିନର ପ୍ରେମିକା କେତକୀ ଓ୍ବାଲାଓ୍ବାଲକରଙ୍କ ହାତ ଧରିଛନ୍ତି ସେ। ବୁଧବାର ମରାଠୀ ରୀତିନୀତିରେ ଏହି ବିବାହ ଅନୁଷ୍ଠିତ ହୋଇଛି। ଉଭୟଙ୍କ ବିବାହରେ ଟେଲିଭିଜନଜଗତର ଅନେକ ଜଣାଶୁଣା କଳାକାର ସାମିଲ…
ବୃନ୍ଦାବନ ଗଲେ ବିରୁଷ୍କା
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ କ୍ରିକେଟର ସ୍ବାମୀ ବିରାଟ କୋହଲି ନୂଆବର୍ଷ ପାଳନ କରି ୟୁଏଇରୁ ସିଧା ବୃନ୍ଦାବନ ଗସ୍ତରେ ଯାଇଛନ୍ତି। ସେଠାରେ ଏହି ଦମ୍ପତି ନିମ କରୋଲି ଆଶ୍ରମ ପହଞ୍ଚି ବାବାଙ୍କ ଆଶୀର୍ବାଦ ନେଇଛନ୍ତି। ବାବା ନିମ…
ରିଲିଜ୍ ପୂର୍ବରୁ ଅନ୍ଲାଇନ୍ରେ ଲିକ୍ ‘ପଠାନ୍’ର ଟ୍ରେଲର
ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ୍’ଖୁବ୍ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମ ମାଧ୍ୟମରେ ବଲିଉଡ ମେଗା ସୁପରଷ୍ଟାର ଶାହରୁଖ ଖାନ ପ୍ରାୟ ୪ ବର୍ଷ ପରେ ବଡ ପରଦାରେ ଫେରୁଛନ୍ତି। ନିକଟରେ ଫିଲ୍ମ ‘ପଠାନ୍’ର ‘ବେସର୍ମ ରଙ୍ଗ’ ଏବଂ ‘ଜୁମ…
‘ତାରକ ମେହେତା…’କୁ ପୁଣି ଝଟ୍କା; ୧୪ ବର୍ଷ ପରେ ଶୋ’ ଛାଡ଼ିଲେ ନିର୍ଦ୍ଦେଶକ
ବମ୍ବେ: କଳାକାରଙ୍କ ପରେ ଏବେ ନିର୍ଦ୍ଦେଶକ ଛାଡ଼ିଲେ ‘ତାରକ ମେହେତା କା ଉଲଟା ଚଷମା’ ଶୋ’। ଦୀର୍ଘ ୧୪ ବର୍ଷ ଧରି ନିର୍ଦ୍ଦେଶନା ଦେଇ ଆସୁଥିବା ମାଳବ ରାଜଦା ଏବେ ଶୋ’ ଛାଡ଼ିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଅନେକଙ୍କୁ ଚକିତ କରିଛି।…
ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ହତ୍ୟା ଧମକ
ବମ୍ବେ: ବଲିଉଡ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ହତ୍ୟା ଧମକ। ଗତ କିଛି ଦିନ ଧରି ସେ ଲଗାତାର ଭାବେ ଚଳଚ୍ଚିତ୍ର ‘ପଠାନ’ର ନିର୍ମାତାଙ୍କୁ ଟାର୍ଗେଟ କରି ଆସୁଥିଲେ। ତାଙ୍କର ବୟାନବାଜିକୁ ନେଇ କିଛି ତାଙ୍କର ସମାଲୋଚନା ମଧ୍ୟ କରୁଥିଲେ। ଏବେ କିନ୍ତୁ…
ନୂଆବର୍ଷରେ ତାରା-ଆଦରଙ୍କ ବ୍ରେକ୍ଅପ୍ !
ବମ୍ବେ: ଲୁଚାଲୁଚାରେ ଚାଲିଥିଲା ସବୁକିଛି। କେବଳ ଏକାଠି ବିଭିନ୍ନ ପାର୍ଟି ନଚେତ ହୋଟେଲ ବାହାରେ ନଜର ଆସୁଥିଲେ ଦୁହେଁ। ହେଲେ ଏବେ ଉଭୟଙ୍କ ବାଟ ଅଲଗା ହୋଇଛି। ଆମେ କହୁଛୁ ରଣବୀର କପୁରଙ୍କ ଭାଇ ଆଦର ଜୈନ ଏବଂ ଅଭିନେତ୍ରୀ ତାରା…
ଛୋଟ ଚରିତ୍ରରେ କରିବି ନାହିଁ ଅଭିନୟ…
ମୁମ୍ବାଇ: ବଲିଉଡ ଅଭିନେତା ନାୱାଜୁଦ୍ଦିନ ସିଦ୍ଦିକି ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ପସନ୍ଦର ଅଭିନେତା ହୋଇ ପାରିଛନ୍ତି । ଚରିତ୍ର ଛୋଟ ହେଉ ଅବା ବଡ ନୱାଜୁଦ୍ଦିନ ଏଥିରେ ଏମିତି ଜିବନ୍ତ ଅଭିନୟ କରନ୍ତି ଯେ ଏହା ଦର୍ଶକଙ୍କ…
ପରିବର୍ତ୍ତନ ହେବ ଶାହାରୁଖଙ୍କ ଫିଲ୍ମର ଟାଇଟଲ!
ମୁମ୍ବାଇ: ବଲିଉଡ କିଙ୍ଗ ଖାଁ ଶାହାରୁଖ ଖାଁ ଓ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ପଠାନ’ ୨୫ ଜାନୁୟାରୀରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇଗଲାଣି । ହେଲେ ଏହି ଫିଲ୍ମଟି ରିଲିଜ୍ ପୂର୍ବରୁ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଲାଗାତାର ଭାବେ…
ସାଉଥ୍ ଫିଲ୍ମରେ ଡେବ୍ୟୁ କରିବେ ଅଭିନେତ୍ରୀ
ମୁମ୍ବାଇ: ବଲିଉଡ ବଲିଉଡର ସେଲିବ୍ରିଟିମାନେ ଆଜିକାଲି ସାଉଥ୍ ଇଣ୍ଡଷ୍ଟ୍ରି ପ୍ରତି ଅଧିକ ଆଗ୍ରହୀ ଅଛନ୍ତି। ବର୍ତ୍ତମାନ ଏକ ଖବର ସାମ୍ନାକୁ ଯେ ଅଭିନେତ୍ରୀ ଜାନଭୀ କପୁର ମଧ୍ୟ ଏହି ତାଲିକାରେ ଯୋଗ ଦେଇଛନ୍ତି। କୁହାଯାଉଛି କି ଜାନଭୀ ସାଉଥ୍ ସୁପରଷ୍ଟାର ଜୁନିୟର…
ବହୁପ୍ରତୀକ୍ଷିତ ଫିଲ୍ମ ‘ଦ ଚ୍ୟାଲେଞ୍ଜ’ର ଟ୍ରେଲର ରିଲିଜ୍
ମହାକାଶରେ ଶୁଟିଂ ହୋଇଥିବା ବହୁପ୍ରତୀକ୍ଷିତ ଫିଲ୍ମ ‘ଦ ଚ୍ୟାଲେଞ୍ଜ’ ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କ୍ଲିମ ଶିପେଙ୍କୋ। ଏହି ଫିଚର ଫିଲ୍ମର ପ୍ରଥମ କ୍ରମ ଅକ୍ଟୋବର ୨୦୨୧ରେ ସ୍ପେସ ଷ୍ଟେଶନରେ ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୁଟିଂ…
ନିଆରା ରେକର୍ଡ ହାସଲ କଲେ ଅନୁପମ
ବଲିଉଡର ଅଭିନେତା ଅନୁପମ ଖେର ଇଣ୍ଡଷ୍ଟ୍ରିର ଜଣେ ଦମ୍ଦାର୍ ଅଭିନେତା ଭାବେ ଜଣାଶୁଣା। ୮୦ ଦଶକରୁ ନିଜର ଦୃଢ ଅଭିନୟ ସହିତ ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଅନୁପମ ଖେର ତାଙ୍କ କ୍ୟାରିୟରର ୫୩୪ ତମ ଫିଲ୍ମ ସାଇନ୍ କରିଛନ୍ତି। ଗତ ବର୍ଷର…
Archives


