ମନୋରଞ୍ଜନ

ପନ୍ତଙ୍କ ପାଇଁ ମନ୍ଦିର ଗଲେ ଉର୍ବଶୀଙ୍କ ମା’!

ମୁମ୍ବାଇ: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ କାର୍‌ ଦୁର୍ଘଟଣା ପରେ ବର୍ତ୍ତମାନ ସେ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ନିକଟରେ ଅଭିନେତ୍ରୀ ଉର୍ବଶୀ ରୌତେଲା ପନ୍ତ ଆଡମିଟ୍‌ ହୋଇଥିବା ହସ୍ପିଟାଲର ଫଟୋ ଶେୟାର କରି ଚର୍ଚ୍ଚା ଭିତରକୁ ଆସିଥିଲେ। ଏବେ…

ଆଉ ଏକ ବଡ ରୋଗ ସହିତ ସଂଗ୍ରାମ କରୁଛନ୍ତି ରାଖୀଙ୍କ ମା’

ମୁମ୍ବାଇ: ଟେଲି ତଥା ବଲିଉଡ ଅଭିନେତ୍ରୀ ରାଖୀ ସାୱନ୍ତଙ୍କ ମା’ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି। ସେ କର୍କଟ ରୋଗରେ ପୀଡିତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରିଛନ୍ତି। ତେବେ ଅଭିନେତ୍ରୀଙ୍କ ମା’ ଜୟା ଭେଡା ଟାଟା ମେମୋରିଆଲ କର୍କଟ ହସ୍ପିଟାଲରେ…

ବିବାଦ ମଧ୍ୟରେ ରିଲିଜ୍‌ ହେବ ‘ପଠାନ’ର ଟ୍ରେଲର୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ’ ସହିତ ପ୍ରାୟତଃ ୪ ବର୍ଷ ପରେ ବଡ ପରଦାକୁ ଫେରୁଛନ୍ତି। ତେବେ ଫିଲ୍ମର ରିଲିଜ୍‌କୁ ନେଇ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି। ଆସନ୍ତା ଜାନୁୟାରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ…

ସୋନୁ ସୁଦ ଅସଲ ହିରୋ: ଭାରତୀୟ ସେନା

ମୁମ୍ବାଇ: ବଲିଉଡ ଅଭିନେତା ତଥା ଗରିବଙ୍କ ଦେବଦୂତ ସୋନୁ ସୁଦ ଭାରତୀୟ ସେନାଙ୍କ ପକ୍ଷରୁ ମିଳିଥିବା ପ୍ରଶଂସାକୁ ନେଇ ଅଭିଭୁତ ହୋଇଛନ୍ତି । ସୋନୁ ଇନଷ୍ଟାଗ୍ରାମରେ ବରଫ ଚାଦରରେ ଢାଙ୍କି ହୋଇଥିବା ପାହାଡ଼ରେ ଯବାନଙ୍କ କିଛି ଫଟୋ ଶେୟାର କରିଛନ୍ତି ।…

ଦ ନାଇଟ ମ୍ୟାନେଜରରେ ଏକାଠି ନଜର ଆସିବେ ଅନିଲ-ଆଦିତ୍ୟ

ମୁମ୍ବାଇ: ବଲିଉଡ ଅଭିନେତା ଅନିଲ କପୁର ଆଗାମୀ ଷ୍ଟ୍ରିମିଂ ଶୋ’ ଦ ନାଇଟ ମ୍ୟାନେଜରରେ ଜଣେ ଶକ୍ତିଶାଳୀ ବ୍ୟକ୍ତି ଭୂମିକାରେ ନଜର ଆସିବେ । ଅନିଲ କପୁରଙ୍କ ସହ ଏଥିରେ ଆଦିତ୍ୟ ରୟ କପୁର, ଶୋଭିତା ଧୁଲିପାଲା, ତିଳୋତ୍ତମା ଶୋମ, ଶାଶ୍ୱତ…

ସଲମାନଙ୍କ ପାଇଁ ଅଟକି ରହିଛି ଏହି ବ୍ୟକ୍ତିଙ୍କ ବିବାହ

ବଲିଉଡ୍‌ର ଭାଇଜାନ ସଲମାନ ଖାନଙ୍କ କ୍ରେଜ୍‌ କେବଳ ଦେଶରେ ନୁହେଁ, ସାରା ବିଶ୍ୱରେ ରହିଛି। ତାଙ୍କ ପାଇଁ କିଛି ପ୍ରଶଂସକ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ। ଆଉ କିଛି ପ୍ରଶଂସକ ସଲମାନଙ୍କ ନାଁରେ ହାତରେ ମଧ୍ୟ ଟାଟୁ କରନ୍ତି। ଉତ୍ତର…

କ୍ଷମା ମାଗିଲେ ବିଗ୍‌ ବି

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବିଗ ବି ପ୍ରାୟତଃ ପ୍ରଶଂସକଙ୍କ ସହିତ ତାଙ୍କ ଜୀବନ ସହିତ ଜଡିତ ଅନେକ ପ୍ରସଙ୍ଗ ଶେୟାର କରିଛନ୍ତି। ତେବେ ଏକ ଭୁଲ ହେତୁ ଅମିତାଭ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ଏହାପରେ…

ଷ୍ଟାଡିୟମରେ ରଣବୀର-ଆଲିଆ

ବି-ଟାଉନର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ଏବେ ଫୁଟବଲ ଫିବର୍‌ ଘାରିଛି। ଇଣ୍ଡିଆନ ସୁପର ଲିଗ ଅଫ ଇଣ୍ଡିଆର ଏକ ମ୍ୟାଚ୍‌ ମୁମ୍ବାଇ ଏଫ୍ସି ବନାମ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ରଣବୀର-ଆଲିଆ ମୁମ୍ବାଇ ଏଫସିର…

‘ଦମନ’, ‘ଶେଷରାତି’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

ପୁରୀ ଅଫିସ,୯ା୧: ଓଡ଼ିଶାର ପୁରାତନ ଚଳଚ୍ଚିତ୍ର ପତ୍ରିକା ‘ଚଳଚ୍ଚିତ୍ର ଜଗତ’ର ୪୭ତମ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ରବିବାର ପୁରୀ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇଥିଲେ।…

ପୁଣି ଅଲଗା ହେଲେ କାଇଲି ଜେନର-ଟ୍ରୋଭିସ ସ୍କଟ

ଲସ ଆଞ୍ଜେଲସ: ପୁଅର ପ୍ରଥମ ଜନ୍ମଦିନ ପୂର୍ବରୁ ପୁଣିଥରେ ଅଲଗା ହୋଇଯାଇଛନ୍ତି କାଇଲି ଜେନର ଓ ଟ୍ରୋଭିସ ସ୍କଟ । ଦ ମିରରର ରିପୋର୍ଟ ଅନୁଯାୟୀ, ଦମ୍ପତଙ୍କର ୪ ବର୍ଷର ଏକ କନ୍ୟା ସନ୍ତାନ ଷ୍ଟାର୍ମି ୱେବେଷ୍ଟର ରହିଛନ୍ତି । ୩୧…

ଶହେ ଜଣ ପ୍ରଶଂସକଙ୍କୁ ମନାଲି ବୁଲାଇବେ ବିଜୟ ଦେବରକୋଣ୍ଡା

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କୁ କିଏ ବା ନ ଜାଣେ । ଅଭିନେତାଙ୍କର ରହିଛନ୍ତି ବହୁତ ବଡ ଫ୍ୟାନ ଫଲୋଇଂ । ହେଲେ ବିଜୟଙ୍କର ଯେତିକି ପ୍ରଶଂସକ ରହିଛନ୍ତି ତା’ଠାରୁ ବଡ ରହିଛି ବିଜୟଙ୍କ ଦିଲ୍ । ରବିବାର ଅଭିନେତା…

‘ଦେଶର ଝିଅମାନେ ଉର୍ଫିଙ୍କଠାରୁ କିଛି ଶିଖିବା ଉଚିତ୍‌’

ମଡେଲ ଉର୍ଫି ଜାଭେଦ ତାଙ୍କ ଫ୍ୟାଶନ ଷ୍ଟାଇଲ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ସେ ତାଙ୍କର ଅନନ୍ୟ ଡ୍ରେସିଂ ସେନ୍ସ ପାଇଁ ଜଣାଶୁଣା। କିଛି ଲୋକ ଉର୍ଫିଙ୍କ ଫ୍ୟାଶନକୁ ପସନ୍ଦ କରୁଥିବାବେଳେ ଅନେକ ତାଙ୍କୁ ମଧ୍ୟ ଟ୍ରୋଲ କରନ୍ତି। ନିକଟରେ ଗାୟକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri