ମନୋରଞ୍ଜନ

‘ଆର୍‌ଆର୍‌ଆର୍‌’ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୧।୧: ସୁପରହିଟ ଫିଲ୍ମ ‘ଆର୍‌ଆର୍‌ଆର୍‌’ ସମ୍ମାନଜନକ ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ ଜିତିଛି॥ ଏସଏସ ରାଜାମୌଲୀଙ୍କ ଏହି ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଶ୍ରେଷ୍ଠ ଅରିଜନାଲ ଗୀତର ଆୱାର୍ଡ ମିଳିଛି। ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଫିଲ୍ମର ଏହି ସଫଳତା ପାଇଁ ସମଗ୍ର ଦେଶ ଗର୍ବିତ…

ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ହାତେଇଲା ‘ନାଟୁ ନାଟୁ’ ଗୀତ

ସାକ୍ରାମେଣ୍ଟୋ,୧୧।୧: ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ସୁପରହିଟ୍‌ ଗୀତ ‘ନାଟୁ ନାଟୁ’ ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ହାତେଇଛି। ଅନ୍ତର୍ଜାତୀୟ ସ୍ତରରେ ଏହି ସଫଳତା ହାସଲ କରିବା ଭାରତୀୟ ଚଳଚ୍ଚିତ୍ର ପାଇଁ ଗର୍ବର ବିଷୟ। ଏହି ପୁରସ୍କାର ଗ୍ରହଣ କରିବା…

ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ବୟ’ର ଅଡିଓ ରିଲିଜ୍‌

ଭୁବନେଶ୍ୱର, ୧୧।୧ (ବ୍ୟୁରୋ): ଅନ୍‌ଲାଇନ ସପିଂ କମ୍ପାନୀରେ କାର୍ଯ୍ୟରତ ଜଣେ ଡେଲିଭରି ବୟର କାହାଣୀକୁ ନେଇ ନିର୍ମାଣ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ଭୟ’। କମ୍ପାନୀରୁ ଅର୍ଡର ଗ୍ରାହକଙ୍କ ପାଖରେ ପହଞ୍ଚାଇବା ସମୟରେ ଉପୁଜୁଥିବା ବାସ୍ତବ ସମସ୍ୟାକୁ ପଦାକୁ ଆଣିଛି ଏହି…

ଦ୍ୱିତୀୟ ବିବାହ ଲାଗି ଦିନ ଗଣିଲେଣି ହ୍ରିତିକ ! ଚଳିତ ବର୍ଷ ମିଳିପାରେ…

ବମ୍ବେ: ଦ୍ୱିତୀୟ ବିବାହ କରିବାକୁ ମନ ବଳାଇଲେଣି ବଲିଉଡ୍‌ର ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ ରୋଶନ। ଚଳିତ ବର୍ଷ ସେ ପ୍ରେମିକା ସବା ଆଜାଦଙ୍କ ହାତ ଧରିପାରନ୍ତି। ଉଭୟ ପରିବାର ସମ୍ପର୍କକୁ ନେଇ ଖୁସି ଅଛନ୍ତି। ଏଣୁ ପ୍ରଶଂସକଙ୍କୁ ଖୁବ୍‌ଶୀଘ୍ର ଖୁସି ଖବର…

ଏହି ଅଭିନେତ୍ରୀଙ୍କ ସହ ହ୍ରିତିଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ ପରେ ହୋଇଥିଲା ହଙ୍ଗାମା

ବଲିଉଡର ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଆଜି ଜନ୍ମଦିନ। ୨୦୦୦ର ହିଟ ଫିଲ୍ମ ‘କହୋନା ପ୍ୟାର୍‌ ହୈ’ ରୁ ସେ ବଲିଉଡରେ ଡେବ୍ୟୁ କରିଥିଲେ । ପରେ ହ୍ରିତିକ ସୁଜାନେ ଖାନଙ୍କୁ ବିବାହ କରିଥିଲେ। ତେବେ, ୨୦୧୪ରେ ଉଭୟଙ୍କ ଛାଡପତ୍ର ହୋଇଥିଲେ। ସେହି…

ଓସ୍କାର ଦୌଡରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ଗତବର୍ଷର ସୁପରହିଟ୍ ମୁଭି ‘ଦ କଶ୍ମୀର ଫାଇଲ୍ସ’ ଓସ୍କାର ଦୌଡରେ ସାମିଲ ହୋଇ ଚର୍ଚ୍ଚାକୁ ଆସିଛି । ନିର୍ଦ୍ଦେଶ ବିବକେ ଅଗ୍ନିହୋତ୍ରୀଙ୍କ ମୁଭି ‘ ଦ କଶ୍ମୀର ଫାଇଲ୍ସ’ ଓସ୍କାର ୨୦୨୩ ପାଇଁ ସର୍ଟଲିଷ୍ଟ ହାଇସାରିଛି । କେବଳ ଏତିକି…

ହ୍ରିତିକ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପୂର୍ବତନ ସ୍ତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ୍‌ ରୋଶନ ଆଜି ତାଙ୍କର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି। ସେଲିବ୍ରିଟିଠାରୁ ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ତେବେ ପୂର୍ବତନ ସ୍ତ୍ରୀ ସୁଜୈନ ଖାନ୍‌ ମଧ୍ୟ ଖାସ୍‌ ଅନ୍ଦାଜରେ ହ୍ରିତିକ୍‌ଙ୍କୁ ଜନ୍ମଦିନର…

ଶୁଟିଂ ସେଟ୍‌ରେ ଆହତ ହେଲେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଫିଲ୍ମ ‘ଶେହଜାଦା’ର ଶୁଟିଂ ସମୟରେ କାର୍ତ୍ତିକ ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଛନ୍ତି। ଫଳରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। କାର୍ତ୍ତିକ ଆର୍ଯ୍ୟନ ନିଜେ ସୋସିଆଲ…

‘କ୍ରିସ୍‌-୪’ର ରିଲିଜ୍‌ କୁ ନେଇ ଜାଣନ୍ତୁ କ’ଣ କହିଲେ ଅଭିନେତା

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ହଙ୍କ୍‌ ହ୍ରିତିକ୍‌ ରୋଶନ ଆଜି ତାଙ୍କର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ହ୍ରିତିକ୍‌ ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ‘ଫାଇଟର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ହ୍ରିତିକ ରୋଶନଙ୍କ ସହ ବଲିଉଡର ସୁପରଷ୍ଟାର…

‘ପଠାନ’ ସହ ଜବରଦସ୍ତ କମବ୍ୟାକ କଲେ ଶାହାରୁଖ

ମୁମ୍ବାଇ: ଶାହାରୁଖ ଖାଁ, ଜନ ଆବ୍ରହମ, ଦୀପିକା ପାଦୁକୋନଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ପଠାନ’କୁ ନେଇ ବେଶ କିଛି ସମୟ ହେବ ଚର୍ଚ୍ଚା ଲାଗି ରହିଛି । ଫିଲ୍ମ ରିଲିଜ୍ ପୂର୍ବରୁ ପ୍ରଶଂସକ ଅପେକ୍ଷା ରଖିଥିଲେ ଏହାର ଟ୍ରେଲରକୁ । ଏବେ…

ନିର୍ଯାତନା ଦେଉଥିଲେ ବାପା,ଏଭଳି ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଉର୍ଫି

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ କିଏ ବା ନ ଜାଣେ। ନିଜର ଫ୍ୟାଶନ୍‌କୁ ନେଇ ସବୁଆଡେ ଚର୍ଚ୍ଚାରେ ରୁହନ୍ତି। ଅନେକ ସମୟରେ ଏଥିପାଇଁ ଟ୍ରୋଲର ମଧ୍ୟ ଶିକାର ହେବାକୁ ପଡିଛି। ତଥାପି, ତାଙ୍କ ଉପରେ କୌଣସି ପ୍ରଭାବ ପଡେନାହିଁ। ହେଲେ ଏକ…

ପନ୍ତଙ୍କ ପାଇଁ ମନ୍ଦିର ଗଲେ ଉର୍ବଶୀଙ୍କ ମା’!

ମୁମ୍ବାଇ: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ କାର୍‌ ଦୁର୍ଘଟଣା ପରେ ବର୍ତ୍ତମାନ ସେ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ନିକଟରେ ଅଭିନେତ୍ରୀ ଉର୍ବଶୀ ରୌତେଲା ପନ୍ତ ଆଡମିଟ୍‌ ହୋଇଥିବା ହସ୍ପିଟାଲର ଫଟୋ ଶେୟାର କରି ଚର୍ଚ୍ଚା ଭିତରକୁ ଆସିଥିଲେ। ଏବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri