ମନୋରଞ୍ଜନ

ଜର୍ସି ଫ୍ଲପ୍‌ ହେବା ଦେଇଥିଲା ଦୁଃଖ

ବମ୍ବେ: ଫିଲ୍ମ ‘କବିର ସିଂ’ର ସଫଳତା ପରେ ଆଉ ଏକ ସୁପରହିଟ୍‌ ଦକ୍ଷିିଣ ଭାରତୀୟ ଫିଲ୍ମ ‘ଜର୍ସି’ରେ ଅଭିନୟ କରିବାକୁ ବାଛିଥିଲେ ଅଭିନେତା ଶାହିଦ କପୁର। ଏହା ମଧ୍ୟ ହିଟ୍‌ ହେବ ବୋଲି ଆଶା କରାଯାଉଥିଲା। ହେଲେ କରୋନା ମହାମାରୀ ଯୋଗୁ…

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜ୍ୱିଗାଟୋ’ର ଟ୍ରେଲର ରିଲିଜ୍‌

କମେଡି କିଙ୍ଗ କପିଲ ଶର୍ମାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜ୍ୱିଗାଟୋ’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମରେ କପିଲ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ। ସବୁବେଳେ କମେଡି କରୁଥିବା କପିଲଙ୍କୁ ଫିଲ୍ମ ତାଙ୍କ ଭାବମୂର୍ତ୍ତିର ବିପରୀତ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କୁ…

ଏହି ଶବ୍ଦକୁ ଘୃଣା କରନ୍ତି ଶାହିଦ

ଅଭିନେତା ଶାହିଦ କପୁର ଆଜିକାଲି ତାଙ୍କ ୱେବ ସିରିଜ ‘ଫର୍ଜି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ମଡେଲ ଭାବରେ କ୍ୟାରିୟର ଆରମ୍ଭ କରିଥିବା ଶାହିଦ ବଲିଉଡ୍‌କୁ ହିଟ୍‌ ଫିଲ୍ମ ଦେଇଛନ୍ତି। ବଲିଉଡରେ ତାଙ୍କର ପରିଚୟ ‘ଏକ ଚକୋଲେଟ ବୟ’ ଭାବେ ରହିଛି। କେହି…

ରାମ ଚରଣଙ୍କ ପ୍ରଥମ ଶିଶୁ ବିଦେଶରେ ନୁହେଁ, ଭାରତରେ ହେବ ଜନ୍ମ

ଦକ୍ଷିଣ ଚଳଚ୍ଚିତ୍ର ସୁପରଷ୍ଟାର ରାମ ଚରଣ ଏବଂ ତାଙ୍କ ସ୍ତ୍ରୀ ଉପସାନା କାମିନେନି କୋନିଡେଲା ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି। ଏହି ଦମ୍ପତି ଆଜିକାଲି ଆମେରିକାରେ ଅଛନ୍ତି। ଏବେ ଦୁହେଁ ସେଠାରେ ସେମାନଙ୍କର ପ୍ରଥମ ସନ୍ତାନ ଜନ୍ମ ଦେବେ…

ରିଲିଜ ହେଲା ବିଲ୍ଲି ବିଲ୍ଲି ଗୀତର ଟିଜର

ମୁମ୍ବାଇ: ସଲମାନଙ୍କ ପ୍ରଶଂସକଙ୍କ ପାଇଁ ବଡ ଖବର । ଏବେ ଦର୍ଶକଙ୍କୁ ଇଦ ଭେଟି ଦେବାକୁ ଯାଉଛନ୍ତି ଭାଇଜାନ । ଚଳିତ ବର୍ଷ ସଲମାନ ଇଦରେ ‘କିସି କା ଭାଇ କିସିକା ଜାନ’ ନେଇ ଆସୁଛନ୍ତି । ସୂଚନାଯୋଗ୍ୟ, କିଛି ବର୍ଷପରେ…

ମୁକେଶ ଅମ୍ବାନୀ-ଅମିତାଭ-ଧର୍ମେନ୍ଦ୍ରଙ୍କ ଘର ଉଡ଼ାଇ ଦେବାକୁ ମିଳିଲା ଧମକ: ପୋଲିସ ନେଲା କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୧।୩: ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଘର ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ମଙ୍ଗଳବାର କେହି ଜଣେ ମହାରାଷ୍ଟ୍ରର ନାଗପୁର ପୋଲିସକୁ ଫୋନ୍‌ କରି ଏହି ଧମକ ଦେଇଥିବା…

କର୍ମକ୍ଷେତ୍ରକୁ ଫେରିଲେ କାଜଲ

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ମ୍ୟାଟରନିଟି ବ୍ରେକ୍‌ ପରେ ଏବେ ପୁଣିଥରେ କର୍ମକ୍ଷେତ୍ରକୁ ଫେରିଛନ୍ତି। କାଜଲ ୨୦୨୦ ଅକ୍ଟୋବର ୩୦ରେ ଗୌତମ କିଟ୍‌ଚୁଙ୍କୁ ବିବାହ କରିଥିଲେ। ତେବେ ଗତ ବର୍ଷ ଦୁହିଁଙ୍କର ଏକ ପୁତ୍ରସନ୍ତାନ ଜନ୍ମ ହୋଇଛି। ସେଥିପାଇଁ…

ଇନ୍‌ଫ୍ଲୁଏଞ୍ଜା ବି’ ଭାଇରସରେ ସଂକ୍ରମିତ ହେଲେ ଦେବିନା ବାନାର୍ଜୀ

ମୁମ୍ବାଇ: ଟେଲିି ଅଭିନେତ୍ରୀ ଦେବିନା ବାନାର୍ଜୀ ଛୋଟ ପରଦାରୁ ଦୂରରେ ଥିଲେ ବି ତାଙ୍କର ପ୍ରଶଂସକ କମ୍‌ ନୁହଁନ୍ତି। ଅଭିନେତ୍ରୀ ତାଙ୍କ ଜୀବନ ସହ ଜଡିତ ପ୍ରତ୍ୟେକ ମୁହୂର୍ତ୍ତର ସମ୍ବାଦକୁ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କ ସହ ଜଡିତ…

ଫ୍ଲପ ହେଲା ସେଲଫି

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅଭିନୀତ କିଛି ଫିଲ୍ମ ଲଗାତାର ଫ୍ଲପ ହେବାରେ ଲାଗିଛି । ନିକଟରେ ରିଲିଜ୍ ହୋଇଥିବା ମୁଭି ‘ସେଲଫି’ ବି ଅକ୍ଷୟଙ୍କ ସମସ୍ତ ଆଶାକୁ ମଉଳାଇ ଦେଇଛି । ଓପନିଂ ଡେରୁ ହିଁ ‘ସେଲଫି’ ଖରାପ ପରଫର୍ମ କରି…

ନିର୍ଦ୍ଦେଶକ ବିଶ୍ୱନାଥଙ୍କ ମୃତ୍ୟୁର ୨୫ ଦିନ ପରେ ଆଖି ବୁଜିଲେ ପତ୍ନୀ

ହାଇଦ୍ରାବାଦ: ନିର୍ଦ୍ଦେଶକ ସ୍ବାମୀଙ୍କ ପଛେପଛେ ଦୁନିଆରୁ ବିଦାୟ ନେଲେ ପତ୍ନୀ। ଏଭଳି ଏକ ଦୁଃଖଦ ଖବର ଦକ୍ଷିଣ ଭାରତୀୟ ସିନେମାଜଗତରୁ ଆସିଛି। ଲୋକପ୍ରିୟ ଫିଲ୍ମ ନିର୍ମାତା ସ୍ବର୍ଗତ କେ. ବିଶ୍ୱନାଥଙ୍କ ପତ୍ନୀ ଜୟଲକ୍ଷ୍ମୀଙ୍କ ଦେହାନ୍ତ ହୋଇଛି। ସ୍ବାମୀ ବିଶ୍ୱନାଥଙ୍କ ମୃତ୍ୟୁର ୨୫…

ବିଗ୍‌ବସ୍‌ରୁ ବାହାରିବା ପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଲେ ଅର୍ଚ୍ଚନା

ବମ୍ବେ: ବିଗ୍‌ବସ୍‌ ଘରୁ ଲୋକପ୍ରିୟତା ହାସଲ କରିବା ପରେ ଏବେ ରାଜନୀତି ମୁହାଁ ହୋଇଛନ୍ତି ପ୍ରତିଯୋଗୀ ତଥା ମଡେଲ ଅର୍ଚ୍ଚନା ଗୌତମ। ନିକଟରେ ସେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଛନ୍ତି। ସୋସିଆଲ ମିଡିଆରେ ଏହି ଭେଟଘାଟର ଫଟୋ…

ସବୁଠୁ ଦାମୀ ଏନଗେଜମେଣ୍ଟ ରିଂ

୨୦୧୬ରେ ଆମୀର ଖାନଙ୍କ ସୁପରହିଟ ଚଳଚ୍ଚିତ୍ର ଗଜିନରେ ଅଭିନୟ କରିଥିଲେ ଅଭିନେତ୍ରୀ ଆସିନ ଥଟ୍ଟୁମକାଲ। ସେ ଦକ୍ଷିଣ ଭାରତର ସବୁଠାରୁ ଦାମୀ ଅଭିନେତ୍ରୀ ଭାବେ ମଧ୍ୟ ବେଶ୍‌ ପରିଚିତ। ତେବେ ଏନଗେଜମେଣ୍ଟ ରିଂ ପାଇଁ ମଧ୍ୟ ଆସିନ୍‌ ଚର୍ଚ୍ଚାକୁ ଆସିଥିଲେ। କୁହାଯାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?