ମନୋରଞ୍ଜନ

ଜାହ୍ନବୀଙ୍କ ଟଲିଉଡ୍‌ ଡେବ୍ୟୁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ଏକାଧିକ ପ୍ରୋଜେକ୍ଟ ନେଇ ବ୍ୟସ୍ତ ଅଛନ୍ତି। ଏହା ମଧ୍ୟରେ ସେ ଅନ୍ୟ ଏକ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି। ସେ ତାଙ୍କ ଆଗାମୀ ଫିଲ୍ମ ପାଇଁ ଟଲିଉଡ୍‌ରେ ଡେବ୍ୟୁ କରୁଛନ୍ତି। ଏଥିରେ ସେ…

ଏହି ଅଭିନେତାଙ୍କୁ ଡେଟ୍‌ କରୁଛନ୍ତି ଭୂମି

ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡନେକର୍‌ ପ୍ରାୟତଃ ବୃତ୍ତିଗତ ଏବଂ ବ୍ୟକ୍ତଗତ ଜୀବନକୁ ନେଇ ଚର୍ଚ୍ଚାରେ ରହନ୍ତି। ହେଲେ ଏବେ ଅଭିନେତ୍ରୀ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସିଦ୍ଧାର୍ଥ ଏବଂ କିଆରାଙ୍କ ରିସେପ୍ସନ ପାର୍ଟିରେ ଯୋଗ ଦେଇଥିଲେ ଅଭିନେତ୍ରୀ।…

ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ‘କାଳିଆ କରୁଛି ଲୀଳା’, ଧାରାବାହିକ ‘ସର୍‌ଗମ୍‌’

ଭୁବନେଶ୍ୱର,୧୫।୨(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି) ସହଯୋଗରେ ଉତ୍କଳ ମଣ୍ଡପଠାରେ ଚାଲିଥିବା ୩୧ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଓ ୮ମ ରାଜ୍ୟ ଓଡ଼ିଆ ଟେଲି ପୁରସ୍କାର ବିତରଣ ଉତ୍ସବ ଶେଷ…

ଲଗାନ ଫେମ୍‌ ଜାଭେଦ ଖାନ୍‌ ଆମରୋହିଙ୍କ ପରଲୋକ…

ମୁମ୍ବାଇ,୧୪।୨ : ହିନ୍ଦୀ ସିନେମାରେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଅଭିନେତା ଜାଭେଦ ଖାନ୍ନ୍‌ ଆମରୋହିଙ୍କର ପରଲୋକ ଘଟିଛି। ୭୦ ବର୍ଷ ବୟସରେ, ଜାଭେଦ ମଙ୍ଗଳବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଅଭିନୟ ଯାତ୍ରାରେ ଜାଭେଦ…

ହାର୍ଦ୍ଦିକଙ୍କ ପୂର୍ବରୁ ଏହି ଅଭିନେତାଙ୍କୁ ଡେଟ୍‌ କରୁଥିଲେ ନତାଶା, ଚମକାଇବ ବ୍ରେକ୍‌ଅପ୍‌ର କାରଣ…

ନୂଆଦିଲ୍ଲୀ,୧୪।୨: ଦ୍ୱିତୀୟ ଥର ଲାଗି ବିବାହ କରିବାକୁ ଯାଉଛନ୍ତି ଭାରତୀୟ ଟିମ୍‌ର ଷ୍ଟାର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ମଡେଲ ନତାଶା ଷ୍ଟେନ୍‌କୋଭିକ୍‌ଙ୍କ ସହ ମଙ୍ଗଳବାର(ଫେବୃୟାରୀ ୧୪)ରେ ସେ ବିବାହ କରିବେ। ଦୁହେଁ କିଛି ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ…

ପରଦାରେ ହିଟ୍‌ ଥିଲା ଯୋଡ଼ି, ହେଲେ ଗୋଟିଏ ଝଟ୍‌କାରେ ମାଧୁରୀ ନେଇଥିଲେ ବଡ଼ ନିଷ୍ପତ୍ତି; ଜାଣିଲେ…

ବମ୍ବେ: ଏକ ସମୟରେ ବଡ଼ ପରଦାର ହିଟ୍‌ ଯୋଡ଼ିଙ୍କ ମଧ୍ୟରେ ଗଣା ହେଉଥିଲେ ଅଭିନେତା ଅନିଲ କପୁର ଏବଂ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ଉଭୟଙ୍କ ଚଳଚ୍ଚିତ୍ର ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହେଉଥିଲା। ଦର୍ଶକମାନେ ଦୁହିଁଙ୍କୁ ଏକାଠି…

୬୧ ବର୍ଷରେ ବି ବେଶ ରୋମାଣ୍ଟିକ ସୁନୀଲ, ଭ୍ୟାଲେଣ୍ଟାଇନ୍‌ ଡେ’ରେ…

ବମ୍ବେ: କଥାରେ ଅଛି ପ୍ରକୃତ ପ୍ରେମ ଜୀବନରେ ଥରେ ହୋଇଥାଏ। ବହୁତ କମ୍‌ କଳାକାର ଅଛନ୍ତି ଯେଉଁମାନେ କି ନିଜର ସାଥୀଙ୍କୁ ଜୀବନସାଥୀ କରିବାରେ ସଫଳ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟି ଅନ୍ୟତମ। ସୁନୀଲ ନିଜର ପ୍ରେମିକା…

କିଙ୍ଗ୍‌ଖାନଙ୍କୁ ହତ୍ୟା ଧମକ ଦେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ସୁପରଷ୍ଟାର୍‌ ଶାହାରୁଖ ଖାନ ଫିଲ୍ମ‘ପଠାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବକ୍ସ ଅଫିସରେ ‘ପଠାନ’ ଧମାକାଦାର ରେକର୍ଡ କରୁଛି। ଇତି ମଧ୍ୟରେ ଭାଲେଣ୍ଟାଇନ୍‌ ଡେ’ ଅବସରରେ କିଙ୍ଗ୍‌ଖାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟ୍‌ରରେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଆସ୍କ…

ଦିଲୀପ କୁମାରଙ୍କ ପୂର୍ବରୁ ଏହି ଅଭିନେତାଙ୍କ ପ୍ରେମରେ ଦିଓ୍ବାନୀ ଥିଲେ ମଧୁବାଲା

ମୁମ୍ବାଇ: ବଲିଉଡର ସ୍ବର୍ଗତ ଅଭିନେତ୍ରୀ ମଧୁବାଲାଙ୍କ ଆଜି ଜନ୍ମ ବାର୍ଷିକୀ। ଫେବୃଆରୀ ୧୪ରେ ଜନ୍ମ ହୋଇଥିବା ମଧୁବାଲାଙ୍କ ପ୍ରକୃତ ନାମ ମମତାଜ ଜାହାନ ବେଗମ ଦେହଲବ। ତାଙ୍କୁ ଟ୍ରାଜେଡି କୁଇନ୍‌ ମଧ୍ୟ କୁହାଯାଉଥିଲା। ମଧୁବାଲା ୫୦ ଦଶକରେ ଦର୍ଶକଙ୍କ ହୃଦୟରେ ରାଜ୍‌…

ତୁର୍କୀ-ସିରିଆ ଭୂକମ୍ପ କ୍ଷତିଗ୍ରସ୍ତଙ୍କୁ ସାହାର୍ଯ୍ୟ କରିବାକୁ ନିବେଦନ କଲେ ପ୍ରିୟଙ୍କା

ମୁମ୍ବାଇ: ତୁର୍କୀ-ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପ ଯୋଗୁ ୩୬ ହଜାରରୁ ଅଧିକ ଜୀବନ ଗଲାଣି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହୁରି ଅନେକ ଭୁଶୁଡି ପଡିଥିବା କୋଠା ମଧ୍ୟରେ ଫସି ରହିଥିବା ଆଶଙ୍କା କରାଯାଉଛି। ତେବେ ତୁର୍କୀ…

ଗ୍ରାଣ୍ଡ ରିସେପ୍ସନ ପାର୍ଟି ଦେଲେ ସିଦ୍ଧାର୍ଥ

ନୂଆଦିଲ୍ଳୀ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ ରବିବାର ଦିଲ୍ଲୀରେ ଏକ ଗ୍ରାଣ୍ଡ୍‌ ରିସେପ୍ସନ୍‌ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ବଲିଉଡ୍‌ର ବହୁ ନାମୀଦାମୀ କଳାକାର ସାମିଲ ହୋଇଥିଲେ। ଅଜୟ ଦେବଗନ, କାଜଲ, ଆଲିଆ ଭଟ୍ଟ, ପ୍ରମୁଖ କଳାକାର…

ୟୁଟ୍ୟୁବରଙ୍କ ମୃତ୍ୟୁ: ସ୍ବାମୀ ଗିରଫ

କାଠମାଣ୍ଡୁ, ୧୪।୨: ଆସାମ ୟୁଟ୍ୟୁବର ପ୍ରିୟୋଲିନା ନାଥ୍‌ଙ୍କ ମୃତ୍ୟୁ ନେଇ ପୋଲିସ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି। ରବିବାର ରାତିରେ ୧୯ ବର୍ଷୀୟା ପ୍ରିୟୋଲିନାଙ୍କ ଝୁଲନ୍ତା ମୃତଦେହ ବାମୁନି ମେଦାମସ୍ଥିତି ତାଙ୍କ ଘରୁ ମିଳିଥିଲା। ପଡ଼ୋଶୀଙ୍କ ସୂଚନାକ୍ରମେ ପୋଲିସ ଘଟଣାସ୍ଥଳରେ ପହଞ୍ଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?