ଏହି ଶବ୍ଦକୁ ଘୃଣା କରନ୍ତି ଶାହିଦ

ଅଭିନେତା ଶାହିଦ କପୁର ଆଜିକାଲି ତାଙ୍କ ୱେବ ସିରିଜ ‘ଫର୍ଜି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ମଡେଲ ଭାବରେ କ୍ୟାରିୟର ଆରମ୍ଭ କରିଥିବା ଶାହିଦ ବଲିଉଡ୍‌କୁ ହିଟ୍‌ ଫିଲ୍ମ ଦେଇଛନ୍ତି। ବଲିଉଡରେ ତାଙ୍କର ପରିଚୟ ‘ଏକ ଚକୋଲେଟ ବୟ’ ଭାବେ ରହିଛି। କେହି କେହି ତାଙ୍କୁ ‘କ୍ୟୁଟ୍‌’ ଅଭିନେତା ବୋଲି ମଧ୍ୟ ଡାକନ୍ତି। ତେବେ ଶାହିଦ ଏହି ପ୍ରଶଂସାକୂ ଆଦୌ ପସନ୍ଦ କରନ୍ତି ନାହିଁ। ନିକଟରେ ଏକ ସାକ୍ଷାତକାରରେ ଶାହିଦ କହିଛନ୍ତି, ସେ ‘କ୍ୟୁଟ୍‌’ ଶବ୍ଦକୁ ଘୃଣା କରନ୍ତି। ଲୋକମାନେ ଏହି ନାଁରେ ଡାକିଲେ ମୋତେ ଖରାପ ଲାଗେ। ଲୋକମାନେ ମୋତେ ଯାହା ଦିଅନ୍ତି ତାହା ଗ୍ରହଣ କରିବାକୁ ମୁଁ ଶିଖିଛି। କିନ୍ତୁ, ମୁଁ ଏହି ଶବ୍ଦ ଶୁଣିବାକୁ ମୋତେ ଆଦୌ ଭଲ ଲାଗେ ନାହିଁ।
ଶାହିଦଙ୍କ ୱେବ ସିରିଜ ‘ଫର୍ଜି’ ଗତ ମାସରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଥିଲା। ଏହା ସ୍ଥାନୀୟ କଳାକାରଙ୍କ ଉପରେ ଆଧାରିତ। ଏହି ଅଭିନେତାଙ୍କ ସହ ବିଜୟ ସେତୁପଥୀ ମଧ୍ୟ ଏହି ସିରିଜରେ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାର ଦମ୍ପତି ବିବାଦ: ସତ୍ୟପାଠ ଦାଖଲ କଲେ ବର୍ଷା ପ୍ରିୟଦର୍ଶିନୀ

କଟକ ଅଫିସ,୧୪ା୯: ଷ୍ଟାର୍‌ ଦମ୍ପତି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ବୁଧବାର କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ।...

କିଆରାଙ୍କ ସହ ବିବାହକୁ ନେଇ ପ୍ରତିକ୍ରିୟା ରଖିଲେ ସିଦ୍ଧାର୍ଥ: କହିଲେ, ମୋତେ କେହି ଡାକିନାହାନ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ନିଜ ଅପ୍‌କମିଂ ଫିଲ୍ମ ‘ମିଶନ ମଜନୁ’ କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ...

ବୟଫ୍ରେଣ୍ଡକୁ ଭେଟିବା ପାଇଁ ଘର ତାଲା ଭାଙ୍ଗି ପଳାଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ମା’ ଜାଣିବାପରେ…

କରିନା କପୁର ଖାନ୍‌ ହେଉଛନ୍ତି ବଲିଉଡର ଅନ୍ୟତମ ଷ୍ଟାଇଲିଶ ଏବଂ ସୁନ୍ଦରୀ ଅଭିନେତ୍ରୀ, ଯିଏକି ତାଙ୍କର ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ସେ ପିଲାବେଳେ ଅନେକ...

ଭିଣ୍ଟେଜ କାର୍‌ ସହ ଫଟୋ ଶେୟାର କଲେ ଅମିତାଭ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ବେଳେ ରବିବାର ବିଳମ୍ବିତ ରାତିରେ ସେ ଏକ ଫଟୋ ଶେୟାର କରିଛନ୍ତି। ଯାହା...

‘ଦବଙ୍ଗ-୩’ ପାଇଁ ପଛରେ ପଡିଲା ‘ମର୍ଦାନୀ-୨’

ମୁମ୍ବାଇ: ଏଥର ଫ୍ରାଇଡେରେ ରିଲିଜ୍‌ ହୋଇଥିଲା ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ ‘ଦବଙ୍ଗ-୩’। ପ୍ରଥମ ଦିନରେ ଏହା କଲେକ୍ସନ କରିଛି ପାଖାପାଖି ୨୪...

ନିର୍ଯାତନା ଦେଉଥିଲେ ବାପା,ଏଭଳି ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଉର୍ଫି

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ କିଏ ବା ନ ଜାଣେ। ନିଜର ଫ୍ୟାଶନ୍‌କୁ ନେଇ ସବୁଆଡେ ଚର୍ଚ୍ଚାରେ ରୁହନ୍ତି। ଅନେକ ସମୟରେ ଏଥିପାଇଁ ଟ୍ରୋଲର ମଧ୍ୟ...

ମକରକୁ ଆସିବ ଯାତ୍ରା ଜ୍ୟୋତିମହଲ

ଓଡ଼ିଶା ଏକ କଳାର ରାଜ୍ୟ। ପ୍ରଯୁକ୍ତିବିଦ୍ୟା ଯେତେବାଟ ଆଗଉନା କାହିଁକି ଲୋକମାନେ ପାରମ୍ପରିକ କଳାକୁ ଆଗରୁ ଯେମିତି ଗୁରୁତ୍ୱ ଦେଉଥିଲେ ଏବେ ମଧ୍ୟ ସେମିତି ଗୁରୁତ୍ୱ...

କେଜିଏଫ୍‌ ପ୍ରେମରେ କିଲି

ହାଇଦ୍ରାବାଦ: ରିଲିଜ ପରେ ପ୍ରଶଂସକଙ୍କ ହୃଦୟ ଜିତୁଛି ‘କେଜିଏଫ୍‌ ଚାପ୍ଟର ୨’। ଦର୍ଶକଙ୍କ କ୍ରେଜ୍‌ ଏତେ ଯେ ପ୍ରଥମ ଦିନରେ ହିଁ ବ୍ୟବସାୟରେ ରେକର୍ଡ କରିଛି...

Advertisement
Archives

Model This Week