ମନୋରଞ୍ଜନ

‘ସିଟାଡେଲ’ରେ ମେଲ ଆକ୍ଟରଙ୍କ ବରାବର ଫିଜ ନେଇଛନ୍ତି ପ୍ରିୟଙ୍କା, କହିଲେ ୨୨ ବର୍ଷ କ୍ୟାରିୟରରେ ପ୍ରଥମଥର…

ମୁମ୍ବାଇ: ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଖୁବଶୀଘ୍ର ପ୍ରାଇମ ଭିଡିଓ ସିରିଜ ‘ସିଟାଡେଲ’ରେ ନଜର ଆସିବେ । ନିକଟରେ ଏହି ସିରିଜର ଟ୍ରେଲର ରିଲିଜ କରାଯାଇଥିଲା । ଟ୍ରେଲରରେ ପ୍ରିୟଙ୍କା ଜବରଦସ୍ତ ଆକ୍ସନ ସିକ୍ୱୋନ୍ସ କରୁଥିବା ନଜର ଆସିଥିଲା । ଅଭିନେତ୍ରୀ…

ସତୀଶଙ୍କୁ ଶେଷ ଦର୍ଶନ ବେଳେ ଭାବବିହ୍ବଳ ହେଲେ ସଲମାନ୍‌, ଲୁଚାଇଲେ ଲୁହ…

ନୂଆଦିଲ୍ଲୀ: ମାର୍ଚ୍ଚ ୯ ସିନେମାଜଗତ ପାଇଁ ଏକ କଳାଦିନ ଥିଲା। ବଲିଉଡ୍‌ର ଖ୍ୟାତନାମା ଅଭିନେତା, ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପରଲୋକ ଅନେକଙ୍କୁ ସ୍ତବ୍ଧ କରିଦେଇଥିଲା। ବିଶେଷକରି ତାଙ୍କର ପ୍ରଶଂସକ, ବନ୍ଧୁ ଏବଂ ପରିବାରଲୋକେ ଏହି ଖବର ଶୁଣି ଭାଙ୍ଗି ପଡ଼ିଥିଲେ। ଗୁରୁବାର…

ଲୋକପ୍ରିୟ ଶୋ’ର ଶୁଟିଂସେଟ୍‌ରେ ଲାଗିଛି ଭୟଙ୍କର ନିଆଁ

ବମ୍ବେ: ଷ୍ଟାର ପ୍ଲସର ଲୋକପ୍ରିୟ ଶୋ’ ‘ଗୁମ୍‌ ହୈ କିସି କେ ପ୍ୟାର୍‌ ମେ’ର ଶୁଟିଂ ସେଟ୍‌ରେ ଲାଗିଛି ଭୟଙ୍କର ନିଆଁ। ଏହି ଘଟଣାରେ ମୃତାହତ ନେଇ କୌଣସି ସୂଚନା ମିଳି ନ ଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ…

କରନ୍‌-ତେଜସ୍ବୀଙ୍କ ବ୍ରେକ୍‌ଅପ୍‌ ନେଇ ଚର୍ଚ୍ଚା ! ଅଭିନେତ୍ରୀ କହିଲେ…

ବମ୍ବେ: ଟେଲିଭିଜନର ଲୋକପ୍ରିୟ ସେଲିବ୍ରିଟି ଯୋଡ଼ି ମଧ୍ୟରୁ ଅଭିନେତା କରନ୍‌ କୁନ୍ଦ୍ରା ଏବଂ ତେଜସ୍ବୀ ପ୍ରକାଶ ଅନ୍ୟତମ। ବିଗ୍‌ବସ୍‌ ଘରୁ ଦୁହିଁଙ୍କ ସମ୍ପର୍କ ହୋଇଥିଲା ଆରମ୍ଭ। ଦୀର୍ଘ ଦୁଇ ବର୍ଷ ଧରି ଡେଟିଂ କରିବା ପରେ ସେମାନଙ୍କର ବ୍ରେକ୍‌ଅପ୍‌ ହୋଇଥିବା ନେଇ…

ରଣବୀରଙ୍କ ପରେ ଏବେ ଏହି ଅଭିନେତା ଆସିବେ ସଞ୍ଜୟ ଦତ୍ତଙ୍କ ଭୂମିକାରେ

ମୁମ୍ବାଇ: ‘ଲଭ ହଷ୍ଟେଲ’ରୁ ବଲିଉଡରେ ପାଦ ଦେଇଥିବାରୁ ‘ହିରୋପନି୍ଥ ୨’ରେ ତାରା ସୁତାରିଆଙ୍କ ପ୍ରେମିକ ଭୂମିକାରେ ନଜର ଆସିଥିବା ନବନିତ ମଲିକ କିଛି ଉଲ୍ଲେଖନୀୟ ପରିଯୋଜନାରେ ତାଙ୍କ ପ୍ରତିଭାର ପରିଚୟ ଦେଇଛନ୍ତି । ସେ କୁହନ୍ତି ମୋ ଭଳି ଜଣେ ନବାଗତଙ୍କୁ…

ଲକଡାଉନରେ ମାଇଗ୍ରେଟ ୱାର୍କର୍ସଙ୍କ ସମସ୍ୟା କଥା କହୁଛି ‘ଭିଡ’ ପଳାୟନର ଦୃଶ୍ୟ ଦେଖିଲେ ଥରି ଉଠିବ ଛାତି

ମୁମ୍ବାଇ: କୋଭିଡ ୧୯ ମହାମାରୀର ଖରାପ ସମୟ ଉପରେ ପର୍ଯ୍ୟବେଶିତ ହୋଇଛି ଅପକମିଂ ଫିଲ୍ମ ‘ଭିଡ’ । ଏବେ ଏହାର ଟ୍ରେଲର ରିଲିଜ ହୋଇଛି । ଶୁକ୍ରବାର ଟି-ସିରିଜ ତା’ର ୟୁଟ୍ୟୁବ ଚ୍ୟାଲେରେ ୨ମିନିଟରୁ ଅଧିକ ସମୟର ଲମ୍ବା ଭିଡିଓ ପୋଷ୍ଟ…

ଏହି ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହାନ୍ତି ରଣବୀର, ନାଁ ଶୁଣିଲେ ଆଲିଆଙ୍କୁ ଲାଗିବ ଝଟ୍‌କା

ମୁମ୍ବାଇ: ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପରେ ରଣବୀର କପୁର ପୁଣି ଥରେ ବକ୍ସ ଅଫିସରେ ସଫଳତାର ସ୍ବାଦ ଚାଖିଛନ୍ତି। ତାଙ୍କ ଫିଲ୍ମ ‘ତୁ ଝୁଠି, ମୈ ମକ୍କର’ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରୁଛି। ତାଙ୍କ ଫିଲ୍ମର ପ୍ରମୋଶନ ସମୟରେ ରଣବୀର…

ହୃଦୟ ଜିତିଲେ ଜୁନିଅର୍‌ ଏନ୍‌ଟିଆର୍‌

୯୫ତମ ଓସ୍କାର ପୁରସ୍କାର ଉପରେ ସମସ୍ତ ଭାରତୀୟଙ୍କ ନଜର ରହିଛି। ଏହି ପୁରସ୍କାର ସମାରୋହ ସମସ୍ତ ଦେଶବାସୀଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ହେବାକୁ ଯାଉଛି। କାରଣ ସାଉଥ୍‌ ନିର୍ଦ୍ଦେଶକ ଏସ ରାଜମୌଲିଙ୍କ ଫିଲ୍ମ ‘ଆରଆରଆର’ର ଗୀତ ‘ନାଟୁ ନାଟୁ’ ବେଷ୍ଟ…

ଆଲିଆଙ୍କୁ ଝିଅ ଦେଲେ ବିଜ୍‌ନେସ୍‌ ଆଇଡିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ମା’ ହେବା ପରେ ଏବେ ଝିଅ ରାହା ସହ ସମୟ ବିତାଉଛନ୍ତି। ନିକଟରେ ସେ ତାଙ୍କ ଝିଅ ସମ୍ବନ୍ଧୀୟ କିଛି ରୋଚକ କଥା ଶେୟାର କରିଥିଲେ। ଆଲିଆ କହିଛନ୍ତି, ରାହା ଏବେ ବହୁତ ଛୋଟ। ମୁଁ ବହି…

କରଣ ଜୋହରଙ୍କ ଏହି ଫିଲ୍ମରେ ସ୍ବାମୀ ହର୍ଷଙ୍କ ସହ ନଜର ଆସିବେ କମେଡି କୁଇନ୍‌

ମୁମ୍ବାଇ: ଲୋକପ୍ରିୟ ହାସ୍ୟ ଅଭିନେତା ଭାରତୀ ସିଂ ତାଙ୍କ ପ୍ରଶଂସକଙ୍କୁ ହସେଇବା ପାଇଁ କୌଣସି ମୌକା ହାତ ଛଡା କରନ୍ତି ନାହିଁ। ଭାରତୀ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। କିଛି ନା କିଛି ଫୋଟା ଭିଡିଓ ଶେୟାର କରି ପ୍ରଶଂସକଙ୍କୁ ଖୁବ୍‌…

ଏହି କାରଣରୁ ଶାହାରୁଖଙ୍କ ‘ପଠାନ’କୁ ପଛରେ ପକାଇଲା ‘ତୁ ଝୁଠି ମୈ ମକ୍କର’

ମୁମ୍ବାଇ: ହିନ୍ଦୀ ସିନେମାର ପ୍ରସିଦ୍ଧ ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ଫିଲ୍ମ ‘ତୁ ଝୁଠି ମୈ ମକ୍କର’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ପ୍ରଥମ ଦିନରେ ଏହି ଫିଲ୍ମ ବକ୍ସ ଅଫିସରେ ଏକ ବମ୍ପର ରୋଜଗାର କରିଛି। କେବଳ ଏତିକି ନୁହେଁ, ଆଇଏମଡିବି ରେଟିଂ…

ମୁମ୍ବାଇ ପହଞ୍ଚିଲା ସତିଶଙ୍କ ପାର୍ଥିବ ଶରୀର: ଶେଷ ଦର୍ଶନ ପାଇଁ ବାସଭବନରେ ଜମିଲା ସେଲିବ୍ରିଟିଙ୍କ ଭିଡ

ମୁମ୍ବାଇ,୯।୩: ବଲିଉଡ୍‌ର ବେଶ୍‌ ଲୋକପ୍ରିୟ ଅଭିନେତା, କମେଡିଆନ୍‌ ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପାର୍ଥିବ ଶରୀର ଚାଟାର୍ଡ ବିମାନରେ ମୁମ୍ବାଇ ପହଞ୍ଚିଛି। ଆଉ କିଛି ସମୟ ପରେ ଅଭିନେତାଙ୍କ ପାର୍ଥିବ ଶରୀରକୁ ଆମ୍ବୁଲାନ୍ସରେ ତାଙ୍କ ବାସଭବନକୁ ନିଆଯିବ। ଅନ୍ୟପଟେ ସତିଶଙ୍କ ଅନ୍ତିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?