ମନୋରଞ୍ଜନ

ଚଳଚ୍ଚିତ୍ର ନିର୍ମାତା କରିମ ମୋରାନିଙ୍କୁ ଇଡିର ସମନ

ମୁମ୍ବାଇ,୨୪।୨: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଳଚ୍ଚିତ୍ର ନିର୍ମାତା କରିମ ମୋରାନୀଙ୍କୁ ସମନ ପଠାଇଛି। ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିସଙ୍କୁ ସୁକେଶ ଘର ଉପହାର ଦେବା ପ୍ରସଙ୍ଗରେ କରିମ ମୋରାନୀଙ୍କ ନାମ…

ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ ବର୍‌ଖା

ବମ୍ବେ: ମନୋରଞ୍ଜନ ଦୁନିଆରେ ଅନେକ ସମ୍ପର୍କ ଉଦାହରଣ ପାଲଟୁଥିବା ବେଳେ କିଛି ବେଳ ଅବେଳରେ ଭାଙ୍ଗିଯାଏ। ଏଥିଲାଗି ବେଶ ସମୟ ମଧ୍ୟ ଲାଗେ ନାହିଁ। କଳାକାରଙ୍କ ଡେଟିଂ ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଚକିତ ହୋଇଥାନ୍ତି। ଏହି କ୍ରମରେ ଜଣାଶୁଣା…

ଶୁମ୍ବୁଲ, ପ୍ରିୟଙ୍କାଙ୍କ ମଧ୍ୟରୁ ନାଗିନ୍‌-୭ କିଏ ଆସିବେ ନଜର

ମୁମ୍ବାଇ: ଟିଭିର ସୁପରହିଟ ଶୋ’ ନାଗିନ୍‌ ୬ ଟିଆରପି ପାଇଁ ଆଜିକାଲି ସଂଘର୍ଷ କରୁଛି। ଇତି ମଧ୍ୟରେ ନୂଆ ସିଜିନର ଖବର ମଧ୍ୟ ସାମ୍ନାକୁ ଆସୁଛି। ଶୋ’ର ପ୍ରଡ୍ୟୁସର ଏକତା କପୁର ନାଗିନ୍‌ ୭ ସହିତ ଖୁବଶୀଘ୍ର ଫେରିବାକୁ ଯାଉଛନ୍ତି। ଏଥିପାଇଁ…

ନିଜକୁ ମଧୁବାଲାଙ୍କ କପି ବୋଲି କହି ଫଟୋ ଶେୟାର କଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ପ୍ରାୟ ସବୁ ପ୍ରସଙ୍ଗକୁ ନେଇ ସେ ତାଙ୍କ ବେକାବୁ ବୟାନ ଦେଇ ଆସିଥାଆନ୍ତି ଚର୍ଚ୍ଚକୁ । ଅନେକ ସମୟରେ ସେ ସୋସିଆଲ ମିଡିଆରେ ତାଙ୍କ ଫଟୋ ବି…

ଶୁଟିଂ ସମୟରେ ମାଡିଗଲା ଟ୍ରକ୍‌, ଅଳ୍ପକେ ରକ୍ଷା ପାଇଲେ ସାଉଥ ଅଭିନେତା

ମୁମ୍ବାଇ: ସାଉଥ ସିନେମାର ପ୍ରଖ୍ୟାତ ଅଭିନେତା ତଥା ନିର୍ମାତା ବିଶାଲ କୃଷ୍ଣ ରେଡ୍ଡୀ ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି। ଯାହାର ଭିଡିଓ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ନିକଟରେ ଫିଲ୍ମ ‘ମାର୍କ ଆଣ୍ଟୋନି’ର ଶୁଟିଂ କରୁଥିଲେ ଅଭିନେତା।…

ରିଲିଜ୍ ହେଲା ରାଣୀ ମୁଖାର୍ଜୀଙ୍କ ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ର ଦମଦାର ଟ୍ରେଲର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଅପକମିଂ ମୁଭି ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ର ପ୍ରଥମ ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ଖୁବ୍ ଦମଦାର ଲାଗୁଥିବା ବେଳେ ଏଥିରେ ରାଣୀଙ୍କ ଶାନଦାର ପରଫରମାନ୍ସ ନଜର ଆସୁଛି । ଫିଲ୍ମଟି ନରୱେରେ…

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ବିବାହ ଋତୁ ଚାଲିଛି। ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ପରେ ବର୍ତ୍ତମାନ ଅଭିନେତ୍ରୀ ମାନବି ଗାଗ୍ରୋ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ସେ ହାସ୍ୟ ଅଭିନେତା…

କଙ୍ଗନାଙ୍କ ପ୍ରଶଂସାକୁ ଗୁରୁତ୍ୱ ଦେଉନାହାନ୍ତି ଜାଭେଦ ଅଖତର

ନିକଟରେ କବି ଓ ଗୀତିକାର ଜାଭେଦ ଅଖତର ପାକିସ୍ତାନ ଯାଇ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ଦୃଢ ନିନ୍ଦା କରିଥିଲେ। ଜାଭେଦଙ୍କ ଏହି ବିବୃତ୍ତିକୁ ସମଗ୍ର ଦେଶ ପ୍ରଶଂସା କରିଥିଲା, ଏପରିକି ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ତାଙ୍କୁ ପ୍ରଶଂସା କରି…

‘ମୁଁ ପୁରସ୍କାର ପାଇଁ ଯୋଗ୍ୟ ନୁହେଁ’

ନିକଟରେ ଅଭିନେତା ରଣବୀର କପୁରଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ‘ବ୍ରହ୍ମାସ୍ତ୍ର’ରେ ଅଭିନୟ ପାଇଁ ରଣବୀରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି। କିନ୍ତୁ ସେ ଏହି ପୁରସ୍କାର ପାଇଁ ନିଜକୁ ଯୋଗ୍ୟ ଭାବୁନାହାନ୍ତି। ଏହି ପୁରସ୍କାର ପାଇ ମୁଁ କୃତଜ୍ଞ…

ନିଜକୁ ଚାପୁଡା ମାରିଲେ ଡ୍ରାମା କୁଇନ୍‌

ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ ତାଙ୍କ ସ୍ବାମୀ ଆଦିଲ ଖାନ ଦୁରାନୀଙ୍କ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପ୍ରତିଦିନ ସେ ସ୍ବାମୀଙ୍କ ନାଁରେ ନୂଆ ନୂଆ ଅଭିଯୋଗ ଆଣୁଛନ୍ତି। ନିକଟରେ ରାଖୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ରାଖୀ…

ଭାଗ୍ୟଶ୍ରୀଙ୍କ ଭାଗ୍ୟ ଉଜ୍ଜ୍ୱଳ କରିଥିଲା ଏହି ଫିଲ୍ମ

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ସରୋଜ ବଡ଼ଜାତ୍ୟା ପାରିବାରିକ ଦର୍ଶକଙ୍କୁ ପାରିବାରିକ ଫିଲ୍ମ ଭେଟି ଦେଇ ହୃଦୟ ଜିତିଛନ୍ତି। ବିଶେଷକରି ତାଙ୍କ ପାରିବାରିକ ଫିଲ୍ମରେ ଦେଖାଯାଉଥିବା ପ୍ରେମ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ତାଙ୍କର ଏକ ଫିଲ୍ମ ‘ମେନେ ପ୍ୟାର୍‌ କିୟା’ ୧୯୮୯ରେ…

୫୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଅଭିନେତା ସଚିନ ଶ୍ରଫ

ବମ୍ବେ: ପ୍ରଥମ ବିବାହରେ ବିଫଳ ହେବା ପରେ ଜୀବନରେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ତାରକ ମେହେଟ୍ଟା ଓରଫ ସଚିନ ଶ୍ରଫ। ଫେବୃୟାରୀ ୨୫ରେ ଅଭିନେତା ଆରେଞ୍ଜ ମ୍ୟାରେଜ କରିବେ। ତାଙ୍କର ଭାବିପତ୍ନୀ ଜଣେ ପାର୍ଟ ଟାଇମ୍‌ ଇଭେଣ୍ଟ ମ୍ୟାନେଜର ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?