ମନୋରଞ୍ଜନ

ବିଗ୍‌ବସ୍‌ରୁ ବାହାରିବା ପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଲେ ଅର୍ଚ୍ଚନା

ବମ୍ବେ: ବିଗ୍‌ବସ୍‌ ଘରୁ ଲୋକପ୍ରିୟତା ହାସଲ କରିବା ପରେ ଏବେ ରାଜନୀତି ମୁହାଁ ହୋଇଛନ୍ତି ପ୍ରତିଯୋଗୀ ତଥା ମଡେଲ ଅର୍ଚ୍ଚନା ଗୌତମ। ନିକଟରେ ସେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଛନ୍ତି। ସୋସିଆଲ ମିଡିଆରେ ଏହି ଭେଟଘାଟର ଫଟୋ…

ସବୁଠୁ ଦାମୀ ଏନଗେଜମେଣ୍ଟ ରିଂ

୨୦୧୬ରେ ଆମୀର ଖାନଙ୍କ ସୁପରହିଟ ଚଳଚ୍ଚିତ୍ର ଗଜିନରେ ଅଭିନୟ କରିଥିଲେ ଅଭିନେତ୍ରୀ ଆସିନ ଥଟ୍ଟୁମକାଲ। ସେ ଦକ୍ଷିଣ ଭାରତର ସବୁଠାରୁ ଦାମୀ ଅଭିନେତ୍ରୀ ଭାବେ ମଧ୍ୟ ବେଶ୍‌ ପରିଚିତ। ତେବେ ଏନଗେଜମେଣ୍ଟ ରିଂ ପାଇଁ ମଧ୍ୟ ଆସିନ୍‌ ଚର୍ଚ୍ଚାକୁ ଆସିଥିଲେ। କୁହାଯାଏ…

ଗୋଟିଏ ଦିନ ପର ଆସିବ ‘ଗୁମରାହ’ର ଟିଜର

ମୁମ୍ବାଇ: ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ଓ ମୃଣାଳ ଠାକୁରଙ୍କ ବହୁପ୍ରତିକ୍ଷିତ କ୍ରାଇମ ଥ୍ରୀଲର ମୁଭି ‘ଗୁମରାହ’କୁ ନେଇ ଏକ ଅଫିସିୟାଲ ଅପଡେଟ ସାମ୍ନାକୁ ଆସିଛି । ଫ୍ୟାନ୍ସ ଏହି ମୁଭିର ଏକ ଝଲକ ପାଇଁ ବହୁଦିନ ହେଲା ଅପେକ୍ଷା…

ଏହି ଦିନ ରିଲିଜ ହେବ ‘ପୋନ୍ନିୟିନ ସେଲଭାନ-୨’ର ଟ୍ରେଲର୍‌

ମୁମ୍ବାଇ: ନିର୍ଦ୍ଦେଶକ ମଣି ରତ୍ନଙ୍କ ସୁପରହିଟ୍‌ ଚଳଚ୍ଚିତ୍ର‘ପୋନ୍ନିୟିନ ସେଲଭାନ’ର ସଫଳତା ପରେ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ ଅପେକ୍ଷାର ଅନ୍ତ ଘଟାଇବାକୁ ଯାଉଛି ମଣି ରତ୍ନଙ୍କ ‘ପୋନ୍ନିୟିନ ସେଲଭାନ ୨’। ଏହି ଚଳଚ୍ଚିତ୍ର…

ଲକ୍‌ଅପ୍‌, ଖତରୋ କେ ଖିଲାଡିରେ ନଜର ଆସିବେ ଉର୍ଫି? ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ

ମୁମ୍ବାଇ: ବି-ଟାଉନ୍‌ର ଚର୍ଚ୍ଚିତ ଅଭିନେତ୍ରୀ ଉର୍ଫି ଜାଭେଦ ବଡ଼ ରିଆଲିଟି ଶୋ’ରେ ନଜର ଆସିବେ ବୋଲି ଖବର ଜୋରସୋରରେ ଚାଲିଛି । ଉର୍ଫି କଙ୍ଗନା ରାଣାୱତଙ୍କ ରିଆଲିଟି ଶୋ’‘ଲକ୍‌ଅପ୍‌ ସିଜନ-୨’ ଏବଂ ରୋହିତ ଶେଟ୍ଟୀଙ୍କ ‘ଖତରୋ କେ ଖିଲାଡି-୧୩’ ରେ ଅଂଶ…

ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ବିବାହ ପ୍ରସ୍ତାବ ପଠାଇଲେ ପ୍ରଶଂସକ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଣ ଠାକୁର ଦର୍ଶକଙ୍କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ତାଙ୍କ ଅଭିନୟକୁ ମଧ୍ୟ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ଅନେକ ସମୟରେ ଫଟୋ ଏବଂ ଭିଡିଓ ଶେୟାର…

୧୦ ବର୍ଷରେ ୧୧ ଫ୍ଲପ ଫିଲ୍ମ ଦେଇଛନ୍ତି ଇମରାନ ହାସମି

ମୁମ୍ବାଇ: ଦୀର୍ଘ ପ୍ରାୟ ୩ ବର୍ଷ ପରେ ପୁଣିଥରେ ବଡ ପରଦାକୁ ଫେରିଛନ୍ତି ବଲିଉଡର ଚକୋଲେଟ ବୟ ଇମରାନ ହାସମି । ଫିଲ୍ମ ‘ସେଲଫି’ ଜରିଆରେ ସେ ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ଆସିଛନ୍ତି । ହେଲେ ଏହି ମୁଭିକୁ ଦର୍ଶକେ ଏତେଟା…

ପ୍ରିୟଙ୍କାଙ୍କ ଜବରଦସ୍ତ ଆକ୍ସନ

ନିକଟରେ ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କର ଆଗାମୀ ୱେବ ସିରିଜ ‘ସିଟାଡେଲ’ର ପ୍ରଥମ ଲୁକ ଶେୟାର କରିଛନ୍ତି। ଏହି ୱେବ ସିରିଜରେ ଅଭିନେତ୍ରୀ ଜଣେ ଗୁପ୍ତଚର ଭୂମିକାରେ ଅଭିନୟ କରୁଛନ୍ତି। ପ୍ରଥମ ଲୁକରେ ପ୍ରିୟଙ୍କା ଏକ ଲାଲ ରଙ୍ଗର…

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହ ନଜର ଆସିବେ ସଞ୍ଜୁ ବାବା

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ନକରାତ୍ମକ ଭୂମିକାକୁ ନେଇ ପୁଣିଥରେ ଫେରୁଛନ୍ତି। ଅଭିନେତା କେବଳ ବଲିଉଡରେ ନୁହେଁ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ମଧ୍ୟ ନିଜର ଯାଦୁ ଦେଖାଇଛନ୍ତି। ଗତ ବର୍ଷ ସଞ୍ଜୟ ଦତ୍ତଙ୍କୁ ୟଶ ଷ୍ଟାରର ମେଗା-ବ୍ଲକବଷ୍ଟର ଚଳଚ୍ଚିତ୍ର କେଜିଏଫ…

ସବାଙ୍କ ସହ ଲିପଲକ ହେଲେ ହ୍ରିତିକ

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଓ ସିଙ୍ଗର ସବା ଆଜାଦଙ୍କ ରିଲେସନଶିକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି । ଏମାନେ ପରସ୍ପରକୁ ଡେଟ କରୁଥିବା କୁହାଯାଉଥିବା ବେଳେ ଅନେକ ଥର ଏକାଠି ଏମାନଙ୍କୁ ସ୍ପଟ ବି କରାଗଲାଣି ।…

ମାଆଙ୍କ ଫଟୋ ଶେୟାର କରି ବଲିଉଡକୁ ଟାର୍ଗେଟ କଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସୋସିଆଲ ମିଡିଆରେ ଛାଇ ହୋଇ ରହିଥାଆନ୍ତି । ସେ ସବୁବେଳେ ଟୁଇଟ ଜରିଆରେ ବିବାଦରେ ରହୁଥିବା ବେଳେବେଳେ ନିଜ ପର୍ସନାଲ ଲାଇଫକୁ ଶେୟାର କରି ଫ୍ୟାନ୍ସକୁ ଖୁସ୍ କରି ଦେଇଥାଆନ୍ତି । ଏବେ ଅଭିନେତ୍ରୀ…

ବଲିଉଡ୍‌ ଗୀତରେ ଡ୍ୟାନ୍ସ କଲେ ପାକିସ୍ତାନୀ ଅଭିନେତ୍ରୀ

ମୁମ୍ବାଇ: ଆର୍‌ଆର୍‌ଆର୍‌ ଗୀତ ‘ନାଟୁ ନାଟୁ’ରେ ଦମ୍‌ଦାର ଡ୍ୟାନ୍ସ କରି ଚର୍ଚ୍ଚାକୁ ଆସିଥିବା ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିର ପୁଣି ଥରେ ତାଙ୍କ ବନ୍ଧୁଙ୍କ ବିବାହର ଆଉ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ବଲିଉଡ୍‌ ଗୀତରେ ନାଚୁଥିବାର ନଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?