ଋଷି କପୁରଙ୍କୁ ମନେ ପକାଇଲେ ନୀତୁ, ଫଟୋ ଶେୟାର କରି କହିଲେ ଏମିତି
ମୁମ୍ବାଇ: ଭେଟେରାନ ଅଭିନେତା ଋଷି କପୁରଙ୍କ ଦେହାନ୍ତ ହେବାର ତିନି ବର୍ଷ ବିତିଗଲାଣି। କିନ୍ତୁ ଆଜି ବି ତାଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ମନେ ପକାଉଛନ୍ତି। ଋଷିଙ୍କ ପରିବାର ତାଙ୍କ ଅନୁପସ୍ଥିତିକୁ ସବୁବେଳେ ଝୁରି ହେଉଛନ୍ତି। ଅଭିନେତାଙ୍କ ସ୍ତ୍ରୀ ନୀତୁ କପୁର…
ରାଗିଗଲେ କରିସ୍ମା
୯୦ର ସୁନପହିଟ ଅଭିନେତ୍ରୀ କରିସ୍ମା କପୁର ୧୨ ବର୍ଷ ପରେ ଫିଲ୍ମ ‘ମର୍ଡର ମୁବାରକ’ ଜରିଆରେ ବଲିଉଡ୍କୁ କମ୍ବ୍ୟାକ୍ କରୁଛନ୍ତି। ଏହି ଫିଲ୍ମ ୨୦୨୪ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। କରିସ୍ମା ଅଭିନୟ ଦୁନିଆରେ ପୁଣି ନିଜର ଜଲଓ୍ବା ଦେଖାଇବାକୁ ପ୍ରସ୍ତୁତ…
ବ୍ରେକ୍ଅପ୍ ପରେ ବି ଏକ୍ସ-ବୟଫ୍ରେଣ୍ଡଙ୍କ ହାତ ଛାଡିନାହାନ୍ତି ମିସ ୟୁନିଭର୍ସ
ପୂର୍ବତନ ମିସ ୟୁନିଭର୍ସ ସୁସ୍ମିତା ସେନ ହୃଦଘାତ ପରେ ପ୍ରଶଂସକଙ୍କ ଗହଣକୁ ପୁଣି ଫେରିଛନ୍ତି। ସେ ତାଙ୍କ ପୂର୍ବତନ ପ୍ରେମିକା ରୋହମାନ ଶଲଙ୍କ ସହ ନଜର ଆସିଛନ୍ତି। ଦୁହିଁଙ୍କୁ ଏକାଠି ଦେଖି ତାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି। ଏହି ଅବସରରେ…
ମାଧୁରୀଙ୍କ ମା’ଙ୍କର ପରଲୋକ…
ମୁମ୍ବାଇ,୧୨।୩ : ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ମାଙ୍କର ପରଲୋକ ଘଟିଛି। ରବିବାର ପୂର୍ବାହ୍ନ ୮ଟା ୪୦ରେ ତାଙ୍କ ମାତା ସ୍ନେହଲତା ଦେଶମୁଖଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ମାଧୁରୀ ଏବଂ ତାଙ୍କ ସ୍ବାମୀ…
‘ଦି କପିଲ ଶର୍ମା ଶୋ’କୁ ମୋଦି ଆମନ୍ତ୍ରିତ
ମୁମ୍ବାଇ: ‘ଦି କପିଲ ଶର୍ମା ଶୋ’ ବିଷୟରେ କିଏ ନ ଜାଣିଛି। ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହି ଶୋ’ ଦେଖିବାକୁ ବେଶ୍ ପସନ୍ଦ କରିଥା’ନ୍ତି। ତେବେ ଏହି ଶୋ’ରେ ବହୁ ବଡ଼ ବଡ଼ ସେଲିବ୍ରିଟି, ରାଜନେତା, କ୍ରିକେଟର, ଖବରଦାତାଙ୍କ ପରି…
ସତୀଶଙ୍କୁ ଦିଲ୍ଲୀ ବ୍ୟବସାୟୀ ହତ୍ୟା କରିଥିବା ଅଭିଯୋଗ
ନୂଆଦିଲ୍ଲୀ: ଖ୍ୟାତନାମା ବଲିଉଡ୍ ଅଭିନେତା ତଥା ଫିଲ୍ମ ନିର୍ଦ୍ଦେଶକ ସତୀଶ କୌଶିକଙ୍କୁ ଦିଲ୍ଲୀର ଜଣେ ବ୍ୟବସାୟୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଉକ୍ତ ବ୍ୟବସାୟୀଙ୍କ ସ୍ତ୍ରୀ ନିଜେ ଦିଲ୍ଲୀ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଏହି ଅଭିଯୋଗ କରିଛନ୍ତି। ଦୁବାଇରେ ନିବେଶ କରିବା…
ଷ୍ଟେଜରେ ପରଫର୍ମ କରୁଥିବା ସମୟରେ ର୍ୟାପର କୋଷ୍ଟା ଟିଚଙ୍କ ପରଲୋକ, ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ଭିଡିଓ
ଜୋହାନସବର୍ଗ,୧୨ ।୩: ଦକ୍ଷିଣ ଆଫ୍ରିକାର ର୍ୟାପର ଓ ମ୍ୟୁଜିସିୟାନ କୋଷ୍ଟା ଟିଚ ଜୋହାନସବର୍ଗରେ ଏକ କନସର୍ଟରେ ପରଫର୍ମ କରୁଥିବା ସମୟରେ ବେହୋସ ହୋଇ ପଡିଯାଇଥିଲେ । ଏହି ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଉଛି । ତାଙ୍କୁ ମାତ…
ପିଲାବେଳେ ମୋତେ ଅବୈଧ ଛୁଆ କହି ପରିହାସ କରୁଥିଲେ ଲୋକେ: ମହେଶ ଭଟ୍ଟ
ବମ୍ବେ: ଫିଲ୍ମ ସହ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଖବର ଶିରୋନାମାରେ ରହିଥାନ୍ତି ନିର୍ଦ୍ଦେଶକ ମହେଶ ଭଟ୍ଟ। ଏବେ ସେ ଏକ ଶୋ’ରେ ତାଙ୍କୁ ଅବୈଧ ସନ୍ତାନ କୁହାଯାଉଥିବା କଥା କହି ଚର୍ଚ୍ଚାକୁ ଆସିଛନ୍ତି। ଏଥିଲାଗି ତାଙ୍କ ମା’ ମୁସଲମାନ ହୋଇ…
କେହି ବୁଝୁ ନ ଥିଲେ, ଆତ୍ମହତ୍ୟା କରିବାକୁ ଚାହୁଁଥିଲି: କପିଲ ଶର୍ମା
ବମ୍ବେ: ଫିଲ୍ମ ‘ଜ୍ମିଗାଟୋ’କୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି କମେଡିଆନ୍ କପିଲ ଶର୍ମା। ନିଜର କମେଡି ଜରିଆରେ ସର୍ବଦା ଦର୍ଶକଙ୍କୁ ହସାଇ ଆସିଛନ୍ତି ସେ। ହେଲେ ଏବେ ଫିଲ୍ମରେ ତାଙ୍କୁ ନୂଆ ରୂପରେ ଦେଖିବାକୁ ମିିଳିବ। ଏହାକୁ ନେଇ କପିଲ ଉତ୍ସାହିତ…
୭୧ ବର୍ଷରେ ର଼୍ୟାମ୍ପ ଓ୍ବାର୍କ କରି ଚର୍ଚ୍ଚାରେ ଭେଟେରାନ ଅଭିନେତ୍ରୀ
ବମ୍ବେ: ୭୧ ବର୍ଷରେ ର଼୍ୟାମ୍ପ ଓ୍ବାକ୍ କରି ଚର୍ଚ୍ଚାରେ ଭେଟେରାନ ଅଭିନେତ୍ରୀ ଜିନତ ଅମାନ। ଲାକ୍ମୀ ଫ୍ୟାଶନ ଓ୍ବିକ୍-୨୦୨୩ରେ ସେ ଡିଜାଇନର ଶାହିନ ମେନନଙ୍କ ଶୋ’ ଟପ୍ପର ଥିଲେ। ସେ ର଼୍ୟାମ୍ପଙ୍କୁ ଓହ୍ଲାଇବା ବେଳେ ସମସ୍ତେ ତାଙ୍କ ଆତ୍ମବିଶ୍ୱାସ ଦେଖି ଅବାକ…
ଫେରୁଛନ୍ତି ଟିନା, ଜୟଙ୍କ ସହ ଜମିବ ଯୋଡ଼ି
ବମ୍ବେ: ଟେଲି ପରଦାକୁ ଫେରୁଛନ୍ତି ବିଗ୍ବସ୍ ୧୬ ପ୍ରତିଯୋଗୀ ତଥା ଅଭିନେତ୍ରୀ ଟିନା ଦତ୍ତା। ରିଆଲିଟି ଶୋ’ରୁ ଲୋକପ୍ରିୟତା ମିଳିବା ପରେ ଟିନାଙ୍କୁ ପ୍ରଥମ କାମ ମିଳିଛି। ସେ ସୋନି ଏଣ୍ଟରଟେନ୍ମେଣ୍ଟ ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ନୂଆ ଶୋ’ ‘ହମ୍…
ଓସ୍କାର ୨୦୨୩ରେ ‘ନାଟୁ ନାଟୁ’ ଗୀତରେ ପରଫର୍ମ କରିବେ ନାହିଁ ଜୁନିୟର ଏନଟିଆର-ରାମ ଚରଣ
ମୁମ୍ବାଇ: ଓସ୍କାର ୨୦୨୩ର ଆୟୋଜନ ହେବାକୁ ଯାଉଛି । ଏହି ଏକାଡେମୀ ପୁରସ୍କାରକୁ ନେଇ ସମସ୍ତଙ୍କ ଉତ୍ସାହ ଦେଖିବାକୁ ମିଳିଛି । ଏଥର ଭାରତରେ ବି ଅଧିକାଂଶ ଲୋକେ ଏହି ଆୱାର୍ଡ ଫଙ୍କସନକୁ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି ।…

