ଅଲ୍ଟ ବାଲାଜୀରୁ ଇସ୍ତଫା ଦେଲେ ଏକତା କପୁର, ଶୋଭା
ମୁମ୍ବାଇ: ବଲିଉଡ ପ୍ରଯୋଜକ ଏକତା କପୁର ଏବଂ ତାଙ୍କ ମା’ ଶୋଭା କପୁର ଓଟିଟି ପ୍ଲାଟ୍ଫର୍ମ ଅଲ୍ଟ ବାଲାଜୀର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ବିବେକ କୋକା ଅଲ୍ଟ ବାଲାଜୀର ନୂତନ ମୁଖ୍ୟ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ। ଏନେଇ…
କିଆରା-ସିଦ୍ଧାର୍ଥଙ୍କୁ ସ୍ୱତନ୍ତ୍ର ଉପହାର ଦେଲେ ମୁକେଶ ଅମ୍ବାନୀ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ସାତ ଜନ୍ମ ପାଇଁ ଜୀବନସାଥି ହୋଇଯାଇଛନ୍ତି । ଏହି ନ୍ୟୁଲି ୱେଡ କପୁଲ ଏବେ ଖୁବ୍ ଚର୍ଚ୍ଚାରେ । ଫେବୃୟାରୀ ୧୨ରେ ଏମାନେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପଶନ…
ଆମିରଙ୍କୁ ବିଚାରା ବୋଲି କହିଲେ କଙ୍ଗନା, ନେଉନାହାନ୍ତି ଦୀପିକାଙ୍କ ନାଁ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସବୁବେଳେ ତାଙ୍କ ବେକାବୁ ବୟାନକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ନିକଟରେ କଙ୍ଗନା ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କୁ ଟାର୍ଗେଟ କରି ଆସିଛନ୍ତି ଚର୍ଚ୍ଚାକୁ । କଙ୍ଗନା ମୁମ୍ବାଇରେ ତାଙ୍କ ବୁକ ଲଞ୍ଚ…
ବଲିଉଡ୍, ଓଲିଉଡ୍ ସଙ୍ଗୀତରେ ମତୁଆଲା ଦର୍ଶକ
ଯାଜପୁର ଟାଉନ,୧୧ା୨ (ଡି.ଏନ.ଏ.): ଯାଜପୁର ବାଳାଶ୍ରମ ପଡ଼ିଆରେ ଚାଲିଥିବା ଯାଜପୁର ଜିଲା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଶୁକ୍ରବାର ବଲିଉଡ୍ ଓ ଓଲିଉଡ୍ କଣ୍ଠଶିଳ୍ପୀଙ୍କ ସଙ୍ଗୀତରେ ମତୁଆଲା ହୋଇଥିଲେ ଦର୍ଶକ। ବଲିଉଡ଼ କଣ୍ଠଶିଳ୍ପୀ ଆୟୁଷମାନ ଖୁରାନା ଓ ତାଙ୍କ ଦଳ ମଞ୍ଚରେ ”…
ବିଗ୍ବସ୍ ଫିନାଲେ ପାଇଁ ଭାରତ ଫେରିଲେ ଅବ୍ଦୁ
ବମ୍ବେ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ବସ୍’। ଏବେ ଏହାର ଫିନାଲେ ଓ୍ବିକ୍ ପ୍ରସାରିତ ହେଉଛି। ଫେବୃୟାରୀ ୧୨ରେ ଶୋ’କୁ ଏହାର ବିଜେତା ମିଳିବ। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ୁଛି। ତେବେ ଫିନାଲେରେ ଅତିଥି ଭାବେ…
ପୁଣି ପ୍ରେମିକ ଖୋଜୁଛନ୍ତି ଶେହନାଜ
ବମ୍ବେ: ପୁଣି ପ୍ରେମିକ ଖୋଜିଲେଣି ବିଗ୍ବସ୍ ଫେମ୍ ଶେହନାଜ ଗିଲ। କଥିତ ପ୍ରେମିକ ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଏକା ହୋଇଯାଇଛନ୍ତି ସେ। ଏବେ ଏହାକୁ ଦୁଇ ବର୍ଷ ବିତିଲାଣି। ଆଗକୁ ବଢ଼ି ଶେହନାଜ ନିଜର ସିଙ୍ଗଲ୍ ଷ୍ଟାଟସ୍କୁ ବଦଳାଇବାକୁ ଚାହୁଁଥିବା…
ଜୟମାଳା ବେଳେ ରୋମାଣ୍ଟିକ ହୋଇଥିଲେ ସିଦ୍ଧାର୍ଥ-କିଆରା; ଭାଇରାଲ ହେଉଛି ଭିଡିଓ
ବମ୍ବେ: ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ୍ର ଅନ୍ୟତମ ହିଟ୍ କଳାକାର ଯୋଡ଼ି ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାଣୀ। ପ୍ରଥମେ ଦୁହିଁଙ୍କ ବିବାହକୁ ନେଇ ଅନେକ ସସ୍ପେନ୍ସ ଲାଗି ରହିଥିଲା। ପରେ ସେମାନେ ଫଟୋ ପୋଷ୍ଟ କରି ଆଧିକାରୀକ…
ପିସିଙ୍କ ଲାଡଲି ମାଳତି ମ୍ୟାରିଙ୍କ ଭିଡିଓ ଭାଇରାଲ
ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ ଜୋନସ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଥାଆନ୍ତି ଚର୍ଚ୍ଚାରେ । ଏମାନେ କୌଣସି ନା କୌଣସି କାରଣକୁ ନେଇ ଲାଇମ ଲାଇଟରେ ରହିଥାଆନ୍ତି । ଆଉ ଏବେ…
‘ଦ ଭ୍ୟାକ୍ସିନ ୱାର’ର ଶୁଟିଂ ଶେଷ
ମୁମ୍ବାଇ: ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫସରେ ତେହଲକା ମଚାଇବା ପରେ ଏହାର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବେ ତାଙ୍କ ଆଗାମୀ ମୁଭି ‘ଦ ଭ୍ୟାକ୍ସିନ ୱାର’କୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ନିର୍ଦ୍ଦେଶକଙ୍କ ଏହି ମୁଭି ଚିକିତ୍ସା କ୍ଷେତ୍ରରେ…
ବିବାହ ବନ୍ଧନରେ ବାନ୍ଧି ହେଲେ ‘ଦୃଶ୍ୟମ-୨’ର ନିର୍ଦ୍ଦେଶକ
ମୁମ୍ବାଇ: ସୁପରହିଟ୍ ଫିଲ୍ମ ‘ଦୃଶ୍ୟମ-୨’ର ନିର୍ଦ୍ଦେଶକ ଅଭିଷେକ ପାଠକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯାହାର ଫଟୋ ସାମ୍ନାକୁ ଆସିଛି। ସେ ଅଭିନେତ୍ରୀ ଶିବାଲିକା ଓବରୋଇଙ୍କୁ ଗୁରୁବାର ଗୋଆରେ ବିବାହ କରିଛନ୍ତି। ଶିବାଲିକା ଏବଂ ଅଭିଷେକ ନିଜ ଇନଷ୍ଟାଗ୍ରାମରେ ବିବାହର ସୁନ୍ଦର…
୧୪ରେ ଟାଉନ୍ ହଲ୍ରେ ପ୍ରଦର୍ଶନ ହେବ ‘ପ୍ରତୀକ୍ଷା’
ପୁରୀ ଅଫିସ,୧୦ା୨: ଅନ୍ତର୍ଜାତୀୟ ସ୍ତରରେ ଦର୍ଶକଙ୍କଠାରୁ ବହୁ ପ୍ରଶଂସା ପାଇଥିବା ‘ଦମନ’ ଚଳଚ୍ଚିତ୍ରକୁ ପୁରୀବାସୀଙ୍କ ପାଇଁ ଟାଉନହଲରେ କେତେଜଣ କଳାପ୍ରେମୀ ପ୍ରଦର୍ଶିତ କରିଥିଲେ। ଏବେ ସେମାନେ ପୁଣି ଏକ ଚର୍ଚ୍ଚିିତ ଓଡ଼ିିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଭେଟି ଦେବାକୁ ଯାଉଛନ୍ତି। ପୁରୀ ଟାଉନ…
‘ପଠାନ’ ପରେ ଶାହରୁଖଙ୍କ ଏହି ସୁପରହିଟ୍ ଫିଲ୍ମ ପୁଣିଥରେ ହଲ୍ରେ ଦେଖିପାରିବେ ଦର୍ଶକ
ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ୮୦୦ରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରି ରେକର୍ଡ ସୃଷ୍ଟି କରିଛି। ଏହି ସମୟରେ ଶାହାରୁଖଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି। ତାଙ୍କର ୨୭ ବର୍ଷ ପୁରୁଣା…
Archives


