୯୫୦ କୋଟି ରୋଜଗାର କଲାଣି ‘ପଠାନ’
ମୁମ୍ବାଇ: ଜାନୁୟାରୀ ୨୫ରେ ମୁକ୍ତିଲାଭ କରିଥିବା ଶାହାରୁଖ ଖାନ୍ଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ରେକର୍ଡ ସୃଷ୍ଟି କରିଛି। ପ୍ରେକ୍ଷାଳୟରେ ୩ ସପ୍ତାହରୁ ଅଧିକ ସମୟ ଧରି ଏହା ଚାଲିଥିଲେ ମଧ୍ୟ ଆଜି ବି ହାଉସ୍ ଫୁଲ୍ ରହୁଛି। ସପ୍ତାହ…
ସିଦ୍ଧାର୍ଥଙ୍କ ରିସେପ୍ସନରେ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ଏଣ୍ଟ୍ରି
ବଲିଉଡର ଲଭ ବାର୍ଡ ସିଦ୍ଧାର୍ଥ-କିଆରା। ରାଜସ୍ଥାନ ଜୈସଲମେରର ସୂର୍ଯ୍ୟଗଡ ପ୍ୟାଲେସରେ ରାଜକୀୟ ଅନ୍ଦାଜରେ ସରିଛି ଏହି ହାଇ ପ୍ରୋଫାଇଲ ସେଲିବ୍ରିଟି ବାହାଘର। ଉଭୟ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍ସନ ଆୟୋଜନ କରିଛନ୍ତି। ଏଥିରେ ଅନେକ ବଲିଉଡ୍ ସେଲିବ୍ରିଟି ଯୋଗ ଦେଇଛନ୍ତି। ସିଦ୍ଧାର୍ଥଙ୍କ…
ବିଗ୍ବସ୍ ୧୬ ବିଜେତା ଷ୍ଟାନ୍ଙ୍କର ମୋଟ ସମ୍ପତ୍ତି କେତେ ଜାଣନ୍ତି
ପ୍ରସିଦ୍ଧ ରାପର୍ ଏମସି ଷ୍ଟାନ ବିବାଦୀୟ ରିଆଲିଟି ଶୋ ‘ବିଗ ବସ ୧୬’ ର ଟ୍ରଫି ଜିତିଛନ୍ତି। ଏମସି ଷ୍ଟାନ ‘ବିଗ ବସ ୧୬’ ର ସୁନ୍ଦର ଟ୍ରଫି ବ୍ୟତୀତ ତାଙ୍କୁ ୩୧ ଲକ୍ଷ ୮୦ ହଜାର ଟଙ୍କା ଏବଂ ଗ୍ରାଣ୍ଡ…
ଏମସି ଷ୍ଟାନ ‘ବିଗ ବସ ୧୬’ର ବିଜେତା
୪ ମାସ ଧରି ଚାଲିଥିବା ପ୍ରତୀକ୍ଷାର ଅନ୍ତ ଘଟିଛି। ବିଗ୍ବସ୍ ସିଜନ୍-୧୬ର ବିଜେତା ହୋଇଛନ୍ତି ଏମ୍ସି ଷ୍ଟାନ୍। ରବିବାର ରାତି ୭ଟାରେ ଆରମ୍ଭ ହୋଇଥିବା ଏହି ସିଜନ୍ର ଗ୍ରାଣ୍ଡ ଫିନାଲେରେ ବାଜି ମାରିନେଇଛନ୍ତି ଷ୍ଟାନ୍। ରାତି ୧୨ଟା ୩୧ରେ ଶୋ’ର ହୋଷ୍ଟ…
ରାଖୀଙ୍କ ସ୍ବାମୀ ଆଦିଲଙ୍କ ବିରୋଧରେ ବଳାତ୍କାର ଅଭିଯୋଗ
ବମ୍ବେ: ଡ୍ରାମା କୁଇନ୍ ରାଖୀ ସାଓ୍ବନ୍ତଙ୍କ ସ୍ବାମୀ ଆଦିଲ ଖାଁ ଦୁରାନିଙ୍କ ଅଡୁଆ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଗୋଟିଏ ପଟେ ରାଖୀ ତାଙ୍କ ଉପରେ ମାରପିଟ୍ ଏବଂ ପ୍ରତାରଣା କରିଥିବା ଅଭିଯୋଗ ଆଣିଥିବା ବେଳେ ଏବେ ତାଙ୍କ ବିରୋଧରେ…
ପୁଣି ଟେକ ରଖିଲେ ମାଧବନଙ୍କ ପୁଅ
ବଲିଉଡ ଅଭିନେତା ଆର ମାଧବନ ପୁଅ ବାପାଙ୍କ ଟେକ ରଖିଛନ୍ତି। ତାଙ୍କ ପୁଅ ବେଦାନ୍ତ ମଧ୍ୟପ୍ରଦେଶର ଖେଲୋ ଇଣ୍ଡିଆ ୨୦୨୨ ଅଧୀନରେ ସନ୍ତରଣରେ ୫ଟି ସ୍ବର୍ଣ୍ଣ ପଦକ ଏବଂ ଦୁଇଟି ରୌପ୍ୟ ପଦକ ଜିତିଛନ୍ତି। ଆର ମାଧବନ ଏହି ସୂଚନା ଟୁଇଟର୍…
‘କାନ୍ତାରା’ ଫିଲ୍ମକୁ ପ୍ରଶଂସା କଲେ ଅମିତ ଶାହା
ନୂଆଦିଲ୍ଲୀ,୧୨।୨:ଅଭିନେତା ରିଷଭ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଥିଲା। ସମସ୍ତେ ଏହି ଫିଲ୍ମର ପ୍ରଶଂସା କରିଥିଲେ। ଏବେ ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଫିଲ୍ମ ବିଷୟରେ ନିଜର ମତ ଦେଇଛନ୍ତି। ସେ ‘କାନ୍ତାରା’କୁ ପ୍ରଶଂସା…
ବଢିଲା ଶାହାରୁଖଙ୍କ ଅଡୁଆ!
ମୁମ୍ବାଇ: ବଲିଉଡ ବାଦଶାହା ଶାହରୁଖ ଖାଁଙ୍କ ଅଭିନୀତ ମୁଭି ‘ପଠାନ’ ଏବେ ଫିଲ୍ମ ହଲରେ ରାଜ କରୁଛି । ଏହା ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଛି । ମୁଭି ଇଣ୍ଡିଆରେ ୪୫୦ କୋଟି ଆୟ କରିଥିବା ବେଳେ ୱାର୍ଲଡ ୱାଇଡ…
‘ବିଦେଶୀ ଆମ ଦେଶୀ ଗର୍ଲଙ୍କୁ ନେଇଗଲେ’
ମୁମ୍ବାଇ: ଗ୍ଲୋବାଲ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା ତାଙ୍କର ଫ୍ୟାଶନ ଇନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ସୋସିଆଲ ମିଡିଆରେ ପିସି ବହୁତ ଆକ୍ଟିଭ୍। ଏବେ ସେ କେବଳ ନିଜର ନୁହେଁ, ଝିଅ ମାଳତୀ ଫଟୋ ବି ପ୍ରଶଂସକଙ୍କ ପାଇଁ ଶେୟାର କରୁଛନ୍ତି।…
‘କନ୍ତାରା ୨’ରେ ହିରୋଇନ ହେବେ ନାହିଁ ଉର୍ବଶୀ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଫ୍ୟାଶନ ଦିଭା ଉର୍ବଶୀ ରୌତେଲା କେବେକେବେ ତାଙ୍କ କଳାକୁ ନେଇ ତ ପୁଣି କେବେ ର୍ୟୁମର୍ସକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ନିକଟରେ ଉର୍ବଶୀ ‘କନ୍ତାରା’ର ଅଭିନେତା ଋଷଭ ସେଟ୍ଟଙ୍କ ସହ ଏକ ପୋଷ୍ଟ ଶେୟାର…
ଆଇନଗତ ବିବାଦରେ ଫସିଲେ ରାଣା ଦଗ୍ଗୁବତୀ
ହାଇଦ୍ରାବାଦ: ଅଡୁଆରେ ଚଳଚ୍ଚିତ୍ର ‘ବାହୁବଲୀ’ର ଭଲ୍ଲାଲ ଦେବ ଅର୍ଥାତ ଅଭିନେତା ରାଣା ଦଗ୍ଗୁବତୀ। ସେ ଏବଂ ତାଙ୍କ ବାପା ସୁରେଶ ବାବୁଙ୍କ ଉପରେ ଜମି ହଡପ କରିଥିବା ମାମଲା ରୁଜୁ ହୋଇଛି। ହାଇଦ୍ରାବାଦର ବ୍ୟବସାୟୀ ପ୍ରମୋଦ କୁମାର ଉଭୟଙ୍କ ବିରୋଧରେ ଅଭିଯୋଗ…
ସିଦ୍ଧାର୍ଥଙ୍କ ରେକର୍ଡ ଭାଙ୍ଗିଲେ ଶିବ ଠାକ୍ରେ
ବମ୍ବେ: ଆଉ ମାତ୍ର ଦୁଇଦିନର ଅପେକ୍ଷା। ଶେଷ ହେବ ରିଆଲିଟି ଶୋ’ ‘ବିଗ୍ବସ୍-୧୬’। ଶୋ’ର ୧୩ତମ ସିଜନ ପରେ ଚଳିତ ସିଜନ ଲୋକପ୍ରିୟତାର ଶିଖର ଛୁଇଁଛି। ପ୍ରତିଯୋଗୀମାନେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିବାରୁ ଏହାର ଅବଧିକୁ କିଛି ଦିନ ବଢ଼ାଯାଇଥିଲା। ଆସନ୍ତା…
Archives


