ମନୋରଞ୍ଜନ

ପରଲୋକରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଦୀପ ସରକାର

ମୁମ୍ବାଇ: ପରଲୋକରେ ହିନ୍ଦୀ-ବଙ୍ଗାଳୀ ଚଳଚ୍ଚିତ୍ରର ପ୍ରଖ୍ୟାତ ନିର୍ଦ୍ଦେଶକ ପ୍ରଦୀପ ସରକାର। ୬୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି କିଡ଼ନୀ ଜନିତ ସମସ୍ୟାରେ ପୀଡିତ ଥିଲେ। ଗୁରୁବାର ବିଳମ୍ବିତ ରାତିରେ ଯନ୍ତ୍ରଣା ଅନୁଭବ…

ଇମ୍ରାନଙ୍କୁ ଏହି ଜିନିଷ ଧରି ପିଟନ୍ତି ସ୍ତ୍ରୀ

ସିରିଏଲ କିସର ନାମରେ ଜଣାଶୁଣା ଅଭିନେତା ଇମ୍ରାନ ହାଶମୀ ଆଜି ୪୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଇମ୍ରାନ ୨୪ ମାର୍ଚ୍ଚ ୧୯୭୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୨୦୦୪ରେ ଇମ୍ରାନ ‘ମର୍ଡର’ ଫିଲ୍ମରୁ ପରିଚୟ ହାସଲ କରିଥିଲେ। ଏହି ଚଳଚ୍ଚିତ୍ର ପରେ…

ରୋମାଣ୍ଟିକ ମୁଡରେ ବିରୁଷ୍କା

ମୁମ୍ବାଇ: ବଲିଉଡ ପାୱାର କପୁଲ ଅନୁଷ୍କା ଶର୍ମା ଓ ବିରାଟ କୋହଲି ନିକଟରେ ଇଣ୍ଡିଆ ସ୍ପୋର୍ଟସ ଅନର ଆୱାର୍ଡରେ ପହଞ୍ଚିଥିଲେ । ଉଭୟ ସେମାନଙ୍କ ଲୁକକୁ ନେଇ ପ୍ରଶଂସକଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଏହି କପଲ ପ୍ରତିଥର ଭଳି ଷ୍ଟଣ୍ଟିିଂ…

ମୁମ୍ବାଇରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ଅଭିନେତା, ମୂଲ୍ୟ ଜାଣିଲେ …

ମୁମ୍ବାଇ: ସାଉଥ ସିନେମାର ପ୍ରସିଦ୍ଧ ଅଭିନେତା ସୂର୍ଯ୍ୟାଙ୍କର ଫ୍ୟାନ୍‌ ଫଲୋଇଙ୍ଗ୍‌ କିଛି କମ୍‌ ନୁହେଁ। ‘ଉଡାନ’ ଏବଂ ‘ଜୟ ଭୀମ’ ଭଳି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ଦର୍ଶକ ବେଶ୍‌ ଭଲ ପାଇବା ଦେଇଛନ୍ତି। ନିକଟରେ ଏହି ଅଭିନେତା ତାଙ୍କ ପରିବାର ସହିତ…

ବଦଳିଲା ବରୁଣ-ଜାହ୍ନବୀଙ୍କ ମୁଭି ‘ବୱାଲ’ର ରିଲିଜ ଡେଟ

ମୁମ୍ବାଇ: ବଲିଉଡର ଅପକମିଂ ମୁଭି ‘ବୱାଲ’ ସହ ବରୁଣ ଧୱନ ଓ ଜାହ୍ନବୀ କପୁରଙ୍କ ଯୋଡିକୁ ପ୍ରଥମଥର ଲାଗି ବଡ ପରଦାରେ ଦେଖିବାକୁ ମିଳିବ । ଏବେ ଏହି ମୁଭିକୁ ନେଇ ଅପଡେଟ ବି ସାମ୍ନାକୁ ଆସିଛି । ମୁଭି ପ୍ରଥମେ…

ଇନ୍‌ଷ୍ଟାଗ୍ରାମ୍‌ରେ ଏହି ୩୬ ଜଣଙ୍କୁ ସଲମାନ କରନ୍ତି ଫଲୋ, ଏଥିରେ ଏକ୍ସ-ଗର୍ଲଫ୍ରେଣ୍ଡ ବି ଅଛନ୍ତି

ମୁମ୍ବାଇ: ସାରା ବିଶ୍ୱରେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କର ବହୁ ଫ୍ୟାନ୍‌ ଫଲୋଅର୍ସ ଅଛନ୍ତି। ଭାଇଜାନଙ୍କ ପ୍ରଶଂସକଙ୍କର ଅଭାବ ନାହାନ୍ତି। ସେଥିପାଇଁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ତାଙ୍କ ଫିଲ୍ମକୁ ଅପେକ୍ଷା କରି ରହିଥାନ୍ତି। ସଲମାନ ମଧ୍ୟ ତାଙ୍କ ପ୍ରଶଂସକମାନଙ୍କୁ ବହୁତ…

ଦାରିଙ୍ଗବାଡ଼ିରେ ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ୍‌’ର ଶୁଟିଂ ଆରମ୍ଭ

ଦାରିଙ୍ଗବାଡ଼ି,୨୩ା୩(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ କନ୍ଧମାଳକୁ ନେଇକି ଓଡ଼ିଆ ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ୍‌’ର ଶୁଟିଂ ଆରମ୍ଭ ହୋଇଛି। ଏହା ଓଡ଼ିଆରେ ଶୁଟିଂ ହେଉଥିବା ବେଳେ ହିନ୍ଦୀ ଭାଷାରେ ମଧ୍ୟ ଡବିଂ କରାଯିବାକୁ ଯୋଜନା କରାଯାଉଛି। ଏହାକୁ ସର୍ବଭାରତୀୟ ଚଳଚ୍ଚିତ୍ର ଭଳି ପ୍ରସ୍ତୁତ…

୧୪ ଦିନିଆ ନ୍ୟାୟିକ ହେପାଜତରେ ଅଭିନେତା, ଧାର୍ମିକ ଭାବନା ବିରୋଧରେ କରିଥିଲେ ଟୁଇଟ୍‌

ନୂଆଦିଲ୍ଲୀ,୨୩।୩: ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ କନ୍ନଡ ଅଭିନେତା ତଥା ସମାଜସେବୀ ଚେତନ କୁମାରଙ୍କୁ ବେଙ୍ଗାଲୁରୁ କୋର୍ଟ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ହିନ୍ଦୁ ଧର୍ମ ବିରୋଧରେ ବିବାଦୀୟ ଟୁଇଟ୍‌ ପରେ ମାର୍ଚ୍ଚ ୨୧ରେ ଚେତନଙ୍କୁ ବେଙ୍ଗାଲୁରୁ…

ଏହି ରାଜନେତାଙ୍କୁ ଡେଟ୍‌ କରୁଛନ୍ତି ପରିଣୀତି

ରାଜନୀତି ଏବଂ ବଲିଉଡ ମଧ୍ୟରେ ସମ୍ପର୍କ ନୂଆ ନୁହେଁ। ଅନେକ ରାଜନେତା ବଲିଉଡ୍‌ ସେଲିବ୍ରିଟିଙ୍କୁ ବିବାହ କରିଛନ୍ତି। ନିକଟରେ ଆଉ ଜଣେ ଅଭିନେତା ଏବଂ ରାଜନେତା ପରସ୍ପରକୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ହେଉଛି। ସେମାନେ ହେଲେ ଆମ ଆଦମୀ ପାର୍ଟିର…

କଙ୍ଗନାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର ‘ଲକ୍ଷ୍ମୀବାଇ’ କଙ୍ଗନା ରାଣାୱତ ଆଜି ୩୬ ବର୍ଷରେ ପଦାର୍ପଣ କରିଛନ୍ତି। କଙ୍ଗନା ୨୩ ମାର୍ଚ୍ଚ ୧୯୮୭ରେ ହିମାଚଳ ପ୍ରଦେଶର ମାଣ୍ଡି ଜିଲାର ଭାମବାଲାଠାରେ ଜନ୍ମଗ୍ରହଣ କରିଥିଲେ। ନିଜ ସ୍ବପ୍ନକୁ ସାକାର କରିବା ପାଇଁ ୧୬ ବର୍ଷ ବୟସରେ ଘରୁ ବାହାରି…

ମାତ୍ର ୧୬ ବର୍ଷ ବୟସରେ ଘର ଛାଡିଥିବା କଙ୍ଗନା ଆଜି କୋଟିପତି ଅଭିନେତ୍ରୀ

ମୁମ୍ବାଇ: କଙ୍ଗନା ରାନାୱତ । ଆଜି ବଲିଉଡର ଜଣେ ଚର୍ଚ୍ଚିତ ଚେହେରା । ୧୯୮୭ ମାର୍ଚ୍ଚ ୨୩ରେ ହିମାଚଳ ପ୍ରଦେଶର ମଣ୍ଡିରେ ଜନ୍ମ ନେଇଥିଲେ କଙ୍କନା । ସେହିଠାରେ ହିଁ ତାଙ୍କ ପିଲାଦିନର ଶିକ୍ଷା ସମାପ୍ତ ହୋଇଥିଲା । କଙ୍ଗନାଙ୍କ ପିତା…

ସୋନୁ ନିଗମଙ୍କ ଘରୁ ଚୋରି

ବଲିଉଡ୍‌ର ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କ ଘରୁ ଚୋରି ହୋଇଛି। ତାଙ୍କ ବାପା ଅଗମ କୁମାର ନିଗମ ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି। ସୋନୁଙ୍କ ଘରୁ ୭୨ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡିଛି। ଘରର ପୂର୍ବତନ ଡ୍ରାଇଭର୍‌ ରେହାନଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?