ମନୋରଞ୍ଜନ

ବୟଫ୍ରେଣ୍ଡଙ୍କ ସହ ଗ୍ରୀଷ୍ମ ଛୁଟି କାଟିବାକୁ ବାହାରିଲେ ଜାହ୍ନବୀ

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ଜାହ୍ନବୀ କପୁର ଏବଂ ତାଙ୍କ ବୟଫ୍ରେଣ୍ଡ ଶେଖର ପହାଡିଆଙ୍କୁ ଦେଖିବାକୁ ମିଳିଥିଲା। ଦୁହେଁ ଏକାଠି ଗ୍ରୀଷ୍ମ ଛୁଟି କାଟିବାକୁ ରବିବାର ସକାଳେ ମୁମ୍ବାଇ ଛାଡ଼ିଥିବାର ନଜର ଆସିଥିଲେ। ମୁମ୍ବାଇରେ ପ୍ରବଳ ଗରମ ହେଉଥିବାରୁ ଜାହ୍ନବୀ ଏକ ଓଭରସାଇଜ୍‌…

ସରକାରଙ୍କୁ ଟାର୍ଗେଟ କଲେ ସ୍ବରା

ମୁମ୍ବାଇ,୧୬।୪: ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ଏବେ ସମସ୍ତ ହତ୍ୟାକାରୀ ପୋଲିସ ହାତରେ। ଏହାପରେ ଅନେକ ବିରୋଧୀଦଳ ନେତା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି କ୍ରମରେ…

ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୋନ୍ନିୟିନ ସେଲଭନ-୨’ର ପ୍ରଥମ ଗୀତ ରିଲିଜ

ମୁମ୍ବାଇ: ସାଉଥ ସିନେମାର ଭେଟେରାନ ଚଳଚ୍ଚିତ୍ର ନିର୍ମାତା ମଣି ରତ୍ନମଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ‘ପୋନ୍ନିୟିନ ସେଲଭନ’ର ପାର୍ଟ-୨ ସହିତ ଆସୁଛନ୍ତି। ଖୁବଶୀଘ୍ର ‘ପୋନ୍ନିୟିନ ସେଲଭନ-୨’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହାପୂର୍ବରୁ ‘ପୋନ୍ନିୟିନ ସେଲଭନ-୨’ର ପ୍ରଥମ ଗୀତ ସାମ୍ନାକୁ ଆସିଛି। ରିଲିଜ…

ରାଜସ୍ଥାନର ନନ୍ଦିନି ପିନ୍ଧିରେ ଫେମିନା ମିସ ଇଣ୍ଡିଆ ମୁକୁଟ

ମୁମ୍ବାଇ: ୫୯ତମ ଫେମିନା ମିସ ଇଣ୍ଡିଆ ବ୍ୟୁଟି ପେଜେଂଟକୁ ଗତ ରାତିରେ ଅର୍ଥାତ୍‌ ଶନିବାର ତା’ର ଓ୍ବିନର ମିଳିଯାଇଛି। ରାଜସ୍ଥାନର ଖୁବସୁରତ ମଲ୍ଲିକା ନନ୍ଦିନି ଗୁପ୍ତାଙ୍କୁ ମିସ ଇଣ୍ଡିଆ ୨୦୨୩ ମୁକୁଟ ପିନ୍ଧାଇ ଦିଆଯାଇଛି। ନନ୍ଦିନି ନିଜର କନଫିଡେଣ୍ଟ ଓ ସୁନ୍ଦରତାରେ…

ହିଟ୍‌ଲର

ଚନ୍ଦନ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ସିନେମା ‘ହିଟ୍‌ଲର’। ନିକଟରେ ଏହାର ପୋଷ୍ଟର ସହ ଫାଷ୍ଟ ଲୁକ୍‌ ମଧ୍ୟ ଲୋକାର୍ପିତ ହୋଇଛି। ଫିଲ୍ମଟିର କାହାଣୀରେ ଆକ୍ସନ ଏବଂ ଫ୍ୟାମିଲି ଡ୍ରାମା ଭରି ରହିଛି। ଚିତ୍ରର ଟାଇଟଲ ଭୂମିକାରେ ଅଭିନୟ…

ପ୍ରଥମେ ରାଣୀ ପରେ ତବୁ

ନାମୀ ନିର୍ଦ୍ଦେଶିକା ମୀରା ନାୟାର ୨୦୦୬ରେ ନିର୍ମାଣ କରିଥିଲେ ‘ନେମସେକ୍‌’। ଏହି ଫିଲ୍ମର କାଷ୍ଟିଂ ବିଷୟରେ ଆଲୋଚନା ସମୟରେ ସେ ପ୍ରଥମେ ରାଣୀ ମୁଖାର୍ଜୀଙ୍କୁ ଚଏସ କରିଥିଲେ। ବିଳମ୍ବ ନ କରି ତାଙ୍କ ସହ ଯୋଗାଯୋଗ ବି କରାଯାଇଥିଲା। ହେଲେ ସେତେବେଳେ…

ବାଟ ଖୋଜୁଛନ୍ତି ଅଦିତି

ଅଦିତି ରାଓ ହାଇଦରି ଏବେ ବାଟ ଖୋଜୁଛନ୍ତି। କାରଣ ସେ ଏକାଥରେ ଦୁଇଟି ସିନେମାର ଶୁଟିଂ ସମାନ୍ତରାଳ ଭାବରେ ଆରମ୍ଭ କରିଦେଇଛନ୍ତି। ତେଣୁ ତାଙ୍କୁ ଏବେ ବିଶ୍ରାମ ନେବାକୁ ମଧ୍ୟ ସମୟ ନାହିଁ। ଏହା ସାଙ୍ଗକୁ ଆଉ ଏକ କଥା ତାଙ୍କର…

ଏବେ ବି ମନେ ପଡୁଛି

ଶ୍ରଦ୍ଧା କପୁର ସେତେବେଳେ ସ୍କୁଲରେ ପଢ଼ୁ୍‌ଥାଆନ୍ତି। ବୟସ ମାତ୍ର ୧୫ କି ୧୬। ଏହି ସମୟରେ ହଠାତ୍‌ ତାଙ୍କୁ ହିନ୍ଦୀ ସିନେମାରେ ନାୟିକା ସାଜିବାକୁ ଅଫର ମିଳିଥିଲା। ଆଉ ଏଭଳି ପ୍ରପୋଜାଲ୍‌ ପ୍ରଥମେ ଦେଇଥିଲେ ସଲମାନ ଖଁା ଓରଫ ସଲ୍ଲୁ ମିଅଁା।…

ଦୀପାବଳିକୁ ଅପେକ୍ଷା

ସଲମାନ୍‌ ଖାଁ ଚଳିତ ବର୍ଷ ଦୀପାବଳିକୁ ଅପେକ୍ଷା କରିଛନ୍ତି। କାହିଁକି ଜାଣନ୍ତି ? ଏବର୍ଷ ଦୀପାବଳିରେ ତାଙ୍କ ଅଭିନୀତ ତଥା ଚର୍ଚ୍ଚିତ ‘ଟାଇଗର ୩’ ରିଲିଜ ହେବାକୁ ଯାଉଛି। ଆକ୍ସନଭିତ୍ତିକ ଏହି ସିନେମାର ପ୍ରଯୋଜନା କରିଛନ୍ତି ଆଦିତ୍ୟ ଚୋପ୍ରା। ଖାସ୍‌ କଥା…

ଆଶା ରଖିଛନ୍ତି ଦୀପିକା

ଦୀପିକା ପାଦୁକୋନ୍‌ଙ୍କ ଇଛା ପୁଣିଥରେ ସେ କେମିତି ବଲିଉଡ୍‌ର ବାଦ୍‌ଶାହ ଶାହରୁଖଙ୍କ ସହ ଅଭିନୟ କରିବେ। ଏହାପୂର୍ବରୁ ସେ ତାଙ୍କ ସହ କେତୋଟି ସିନେମାରେ ପରଦା ଉପରକୁ ଆସିସାରିଛନ୍ତି। ଏବେ ପୁଣି ଆଉ ଥରେ ତାଙ୍କ ସହ ସ୍କ୍ରିନ୍‌ ସେୟାର କରିବାକୁ…

ଜ୍ୟାକ୍‌ଲିନ୍‌ଙ୍କ ଫଟୋ ଦେଖି ଟ୍ରୋଲ କଲେ ୟୁଜର

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିସ୍‌ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି। ସେ ଏକ ଲେଭେଣ୍ଡର ରଙ୍ଗର କ୍ରପ୍‌ ଟପ୍‌ ପିନ୍ଧିଥିବା ଏବଂ ହାଇସ୍ଲିଟ ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି। ସେ ତାଙ୍କ କେଶ ମୁକୁଳା ରଖିଛନ୍ତି। ଏବଂ ସେ…

ବନ୍ଦ ହେବ କପିଲ ଶର୍ମା ଶୋ’!

ମୁମ୍ବାଇ: ନିଜ କମେଡି ଜରିଆରେ ଦର୍ଶକଙ୍କ ଦିଲରେ ରାଜ କରୁଥିବା ‘ଦ କପିଲ ଶର୍ମା’ ଶୋ’ କିଛି ସମୟ ପାଇଁ ଅଫ ହେବାକୁ ଯାଉଛି। କପିଲ ଶର୍ମାଙ୍କ ଶୋ’ ଆରମ୍ଭ ହେବା ଦିନରୁ ଏଥିରେ କିଛି ସମୟର ସିଜନାଲ ବ୍ରେକ ହୋଇଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?