ମନୋରଞ୍ଜନ

କ୍ୟାରିୟର ପାଇଁ..

ଶକ୍ତି ତନୟା ଶ୍ରଦ୍ଧା କପୁର ଏବେ ଚୁଜି ହେଲେଣି। କୌଣସି ନୂଆ ଅଫର ପାଇବା ମାତ୍ରେ ତାହାକୁ ଭଲ ଭାବରେ ତର୍ଜମା କରୁଛନ୍ତି। ଏପରି ଚିନ୍ତାଧାରା ପାଇଁ ବେଶ୍‌ କେତୋଟି ଅଫର୍‌ ତାଙ୍କ ହାତକୁ ଖସି ଯାଇଛି। ହେଲେ ତାକୁ ନେଇ…

ଡରକୁଳି ରିଚା

ରିଚା ଚଢ଼ା କାହାକୁ ବେଶୀ ଭୟ କରନ୍ତି ଜାଣନ୍ତି ? ନିଜ ଛାଇକୁ। ଏକ ଫିଲ୍ମର ଶୁଟିଂ ସମୟରେ ସେ ନିଜ ଛାଇକୁ ଦେଖି ଏମିତି ଡରିଗଲେ ଯେ ସେଥିଲାଗି ଶୁଟିଂକୁ ପାଖାପାଖି ଘଣ୍ଟାଏ ବନ୍ଦ ରଖିବାକୁ ପଡିଥିଲା। ଏଭଳି ରୋଚକ…

ଭୋଜପୁରୀ ଅଭିନେତ୍ରୀ ଅଙ୍କାକ୍ଷା ଦୁବେଙ୍କ ଆତ୍ମହତ୍ୟା: ହୋଟେଲରୁ ମୃତଦେହ ଉଦ୍ଧାର…

ବାରାଣସୀ,୨୬।୩ : ଭୋଜପୁରୀ ଅଭିନେତ୍ରୀ ଅଙ୍କାକ୍ଷା ଦୁବେ ଆତ୍ମହତ୍ୟା କରିଛନ୍ତି। ସେ ବାରାଣସୀର ସାରନାଥ ପୋଲିସ ଷ୍ଟେଶନ ପରିସରରେ ଥିବା ସୋମେଣ୍ଟ୍ର ହୋଟେଲରେ ରହୁଥିଲେ। ହୋଟେଲ ରୁମରେ ସେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ଭଦୋହି ନିବାସୀ ଆଙ୍କାକ୍ଷା ଭୋଜପୁରୀ ଫିଲ୍ମ…

କ୍ରିତି ଯାହା ଚାହୁଁଥିଲେ…

ଏପରି ବି ସମୟ ଆସେ ମଣିଷ ଯାହା ଖୋଜୁଥାଏ ତାହା ହାତ ପାଆନ୍ତାରେ ମିଳିଯାଏ। ଆଉ ସେତେବେଳେ ଯେଉଁ ଖୁସି ମିଳେ ତାହାକୁ ବର୍ଣ୍ଣନା କରିବା ସହଜ ନୁହେଁ। ଦେଖୁନାହାନ୍ତି, ମନଲାଖି ଅଫରଟିଏ ପାଇବା ପରେ କେମିତି କ୍ରିତି ସାନନ୍‌ଙ୍କର ଖୁସି…

ମାଟିର ମଣିଷ ଅଶ୍ରୁମୋଚନ

ପିଲାଟି ଦିନରୁ ଘାରି ଥିଲା ଅଭିନୟର ନିଶା: କେନ୍ଦୁଝର ଜିଲାର ଓରାଳିରେ ମୋ ଗାଁ। ବାପା ଆନନ୍ଦପୁରରେ ଓକିଲାତି କରୁଥିଲେ। ଜେଜେ ମଧ୍ୟ ରାଜାଙ୍କ ଓକିଲ ଥିଲେ। ଆନନ୍ଦପୁରରେ ଆମର ଏକ ଘର ଅଛି। ସେଇଠି ଆମର ପାଠପଢା ହୋଇଛି। ତେବେ…

ସରଗପୁରରୁ ଆସିଚି ପ୍ରିୟା

ଇନ୍ଦ୍ରଲୋକର ଭୁଲ ପାଇଁ ପୃଥିବୀକୁ ଦଣ୍ଡ ଭୋଗିବାକୁ ଆସିଛି ଅପସରା ମେନକା। ପ୍ରଥମରୁ ଆସିବାକୁ ଡରୁଥିବା ମେନକା କିନ୍ତୁ ପରେ ପୃଥିବୀ ଛାଡିବାକୁ ନାରାଜ। ପାତାଳ ଲୋକର ଜଣେ ଯୁବକ ପ୍ରେମରେ ସେ ପଡିଯାଇଛି। ଆଉ ସେପଟେ ଥରହର ଦେବତାଗଣ। ଏମିତି…

ଟେନସନ୍‌ରେ ଜାହ୍ନବୀ

ଜାହ୍ନବୀ କପୁରଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। କାରଣ ନିକଟରେ ସେ ସାଇନ୍‌ କରିଥିବା ଏକ ଅନଟାଇଟଲଡ୍‌ ଫିଲ୍ମର କେତୋଟି ସିନ୍‌ରେ ବୋଲଡ୍‌ ଶଟ୍‌ ଅଛି। ଆଉ ଜାହ୍ନବୀ କାଳେ ତାକୁ ନେଇ ଟେନ୍‌ସନ୍‌ରେ ଅଛନ୍ତି। ଏ ସମ୍ପର୍କରେ ଜାହ୍ନବୀ କହନ୍ତି,…

ଉର୍ଫିଙ୍କ ରାସ୍ତାରେ ଆଉ ଜଣେ…

ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ଫ୍ୟାଶନ ପଛରେ ପଡ଼ିଛନ୍ତି। ଲୋକମାନେ ଫ୍ୟାଶନ ଷ୍ଟେଟ୍‌ମେଣ୍ଟ୍‌ ସହିତ ନିଜକୁ ସୋସିଆଲ ମିଡିଆରେ ସବୁବେଳେ ପାଇଁ ଅପ୍‌ଡେଟ୍‌ ରଖିଥାନ୍ତି। ପୂର୍ବରୁ ଲୋକେ ଷ୍ଟାଇଲ୍‌ ପାଇଁ ବିଭିନ୍ନ ଡିଜାଇନର ଡ୍ରେସ୍‌, ନୂଆ ପ୍ରିଣ୍ଟର ଶାଢ଼ି ପିନ୍ଧୁଥିଲେ। କିନ୍ତୁ…

ଓସ୍କାର ଜିତିବା ପରେ ହସ୍ପିଟାଲରେ ଆଡମିଟ ହୋଇଥିଲେ ଗୁନିତ ମୋଙ୍ଗା

ମୁମ୍ବାଇ,୨୬ ।୩: ଚଳିତ ବର୍ଷର ଓସ୍କାର ଆୱାର୍ଡ ୨୦୨୩ରେ ଭାରତୀୟ ସିନେମା ବାଜି ମାରିଛି । ଗୋଟିଏ ପଟେ ସାଉଥ ସିନେମାର ବ୍ଲକ ବୁଷ୍ଟର ମୁଭି ‘ଆର ଆର ଆର’ର ସୁପରହିଟ ସଙ୍ଗ ‘ନାଟୁ ନାଟୁ’କୁ ବେଷ୍ଟ ଅରିଜନାଲ ସଙ୍ଗ ଆୱାର୍ଡ…

ବିନା ମେକ୍‌ଅପ୍‌ରେ ଏମିତି ଦେଖାଯାଆନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବି-ଟାଉନ୍‌ର ଅଭିନେତ୍ରୀମାନେ ସୌନ୍ଦର୍ଯ୍ୟ ଦୃଷ୍ଟିରୁ କେହି କାହାଠାରୁ କମ୍‌ ନୁହନ୍ତି। କେବଳ ସୌନ୍ଦର୍ଯ୍ୟରେ ନୁହନ୍ତି ଷ୍ଟାଇଲ୍‌ ଏବଂ ଫ୍ୟାଶନ ଦୃଷ୍ଟିରୁ ମଧ୍ୟ ଏହି ସୁନ୍ଦରୀଙ୍କର କଳନା ନାହିଁ। ମାତ୍ର ଯେତେବେଳେ ବିନା ମେକ୍‌ଅପ୍‌ କଥା ଆସେ ସେତେବେଳେ ସେମାନେ ବାସ୍ତବରେ…

କିଆରାଙ୍କୁ ଆୱାର୍ଡ ଡେଡିକେଟ କଲେ ସିଦ୍ଧାର୍ଥ

ମୁମ୍ବାଇ: ହିନ୍ଦୀ ସିନେମାର ସୁପରଷ୍ଟାର ସିଦ୍ଧାର୍ଥ ମାଲହୋତ୍ରା ଓ ଅଭିନେତ୍ରୀ କିଆରା ଆଡଭାନୀ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏବେ ଏହି ନ୍ୟୁଲି ୱେଡ କପୁଲ ଲାଇମଲାଇଟରେ ରହିଛନ୍ତି । ଗତ ରାତିରେ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଏକ ଆୱାର୍ଡ…

ରଣବୀରଙ୍କୁ ଇଗନୋର କଲେ ଦୀପିକା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ପତି ରଣବୀର ସିଂ ସବୁବେଳେ ପରସ୍ପରକୁ ଖୁବ୍ ଭଲପାଇବା ଦେଉଥିବା ଦେଖାଯାଇଥାଏ । ନିକଟରେ ଦୀପିକା ତାଙ୍କ ପିତା ତଥା ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନ ଓ ପତି ରଣବୀର ସିଂଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri