ପ୍ରେମିକଙ୍କୁ ଭେଟିବାକୁ ଅନ୍ୟ ଦେଶକୁ ଯାଇଥିଲେ ଏହି ଅଭିନେତ୍ରୀ, ହେଲେ ସେଠରେ

ଟେଲି ପରଦାରୁ ବଡ଼ ପରଦାର ଯାତ୍ରା ସହଜ ନ ଥିଲା, ହେଲେ ଜଣେ ସଫଳ ଅଭିନେତ୍ରୀ ଭାବେ ନିଜକୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି ପ୍ରାଚୀ ଦେଶାଇ। ଧାରାବାହିକ ‘କସମ ସେ’ରୁ ଲୋକପ୍ରିୟତା ହାସଲ କରିବା ପରେ ସେ ବଲିଉଡରେ କାମ କରିବାକୁ ମନ ବଳାଇଥିଲେ। ବାସ, ସେବେଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ‘ରକ ଅନ୍‌, ଓ୍ବାନ୍ସ ଅପନ ଏ ଟାଇମ ଇନ ମୁମ୍ବାଇ, ରକ ଅନ ୨, ଅଜହର୍‌, ଆଇ ମି ଔର ମୈ ଭଳି ଫିଲ୍ମରେ ସେ ଜବରଦସ୍ତ ଅଭିନୟ କରିଛନ୍ତି। ଅଭିନେତ୍ରୀ ଭାବେ ସଫଳ ହୋଇଥିଲେ ହେଁ ସେ ବ୍ୟକ୍ତିଗତ ଜୀବନରେ ସେ ନିରବ ରହିବାକୁ ପସନ୍ଦ କରନ୍ତି।
ଅନ୍ୟମାନଙ୍କ ସମ୍ମୁଖରେ ବ୍ୟକ୍ତିଗତ ଜୀବନକୁ ନେଇ କିଛି ବି କଥା କହିବାକୁ ପସନ୍ଦ କରୁ ନ ଥିବା ପ୍ରାଚୀ ଏକ ସାକ୍ଷାତକାରରେ ନିଜର ଲଭ ଲାଇଫକୁ ନେଇ ବଡ଼ କଥା କହିଥିଲେ । ଫିଲ୍ମ ଫେୟାରର ଏକ ସାକ୍ଷାତକାରରେ ସେ କହିଥିଲେ, ଜଣଙ୍କୁ ମୁଁ ବହୁତ ଭଲ ପାଉଥିଲି। ତାଙ୍କୁ ଏକଦା ଭେଟିବା ଲାଗି ଅନ୍ୟ ଦେଶରେ ପହଞ୍ଚିଥିଲି। ହେଲେ ସେଠାକୁ ଯିବା ପରେ ଜାଣିବାକୁ ପାଇଲି ଯେ ସେ ମିଛ କହିଥିଲେ। ସେ ଆଦୌ ସେଠାରେ ରହୁ ନ ଥିଲେ। ଏହା ପରେ ଉକ୍ତ ଦେଶରେ ମୁଁ ବହୁତ ମଜାକଲି ଏବଂ ନିଜ ସହ ଗୁରୁତ୍ୱପୂର୍ଣ୍ଣ ସମୟ ବିତାଇଲି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମ୍‌ରେ ଖୁଲମ୍‌ ଖୁଲା ମନର କଥା କହିଦେଲେ ତ୍ରିଶା! ବିଜୟଙ୍କୁ ନେଇ କହିଦେଲେ…

ଦକ୍ଷିଣ ଭାରତୀୟ ସିନେମା ଜଗତର ଦୁଇଟି ବଡ଼ ନାଁ ଥାଲାପଥି ବିଜୟ ଏବଂ ତ୍ରିଷା କୃଷ୍ଣନ୍। କେତେବେଳେ ସେମାନଙ୍କ ଅନସ୍କ୍ରିନ୍ କେମିଷ୍ଟ୍ରି ତ କେତେବେଳେ ଅଫସ୍କ୍ରିନ୍ ଆଫେୟାର୍,…

ଗ୍ଲାମର ଇଣ୍ଡଷ୍ଟ୍ରିରେ ପୁଣି ଏକ ଛାଡ଼ପତ୍ର: ବିବାହର ୪ ବର୍ଷ ପରେ ଅଲଗା ହେବେ ଏହି ଯୋଡ଼ି

ଗ୍ଲାମର ଇଣ୍ଡଷ୍ଟ୍ରିରେ ସମ୍ପର୍କ ଗଢ଼ିବା ଏବଂ ଭାଙ୍ଗିବା ଏକ ସାଧାରଣ ଘଟଣା। ଏବେ ଆଉ ଏକ ଦମ୍ପତିଙ୍କ ବିଚ୍ଛେଦକୁ ନେଇ ଗୁଜବ ଘୁରି ବୁଲୁଛି। ଅଭିନେତ୍ରୀ ମୌନି…

କେଉଁ ସେଲିବ୍ରିଟିଙ୍କ ପାଖରେ ଅଉଛି ସବୁଠୁ ଅଧିକ ସୁନା: ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲି ସମୟରେ ଦେଶର ନାଗରିକମାନଙ୍କୁ ଆଗାମୀ ବର୍ଷ ପାଇଁ ସୁନା କିଣିବାରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି। କାରଣ ଏହି…

ଦ୍ୱିତୀୟ ପୁଅର ନାମ ପ୍ରକାଶ କଲେ ସୋନମ କପୁର, ଜାଣନ୍ତୁ ଏହାର ଅର୍ଥ

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ବର୍ତ୍ତମାନ ମଦରହୁଡ ଏନଜୟ କରୁଛନ୍ତି। ସେ ବର୍ତ୍ତମାନ ଦୁଇଟି ପୁଅର ମାଆ। ତାଙ୍କ ବଡ଼ ପୁଅର ନାମ ବାୟୁ। ଅଭିନେତ୍ରୀ ଏବେ…

ବଲିଉଡର ବାସ୍ତବତା ଉପରୁ ପରଦା ଅମିଷା ପଟେଲ: କଲେ ଚାଞ୍ଚଲ୍ୟକର ଖୁଲାସା

ପୁଣି ଚର୍ଚ୍ଚାରେ ‘ଗଦର ଗର୍ଲ’ ଅମିଷା ପଟେଲ। କୌଣସି ନୂଆ ଫିଲ୍ମ ପାଇଁ ନୁହେଁ, ବରଂ ନିଜ ମନ୍ତବ୍ୟ ପାଇଁ। ‘କହୋ ନା… ପ୍ୟାର ହୈ’ ଏବଂ…

ରାତାରାତି ଫଲୋଅର୍ସ ଗାଏବ୍‌, ଚିନ୍ତାରେ କୋହଲିଙ୍କ ସମେତ ଏହି ଷ୍ଟାର୍‌, ଜାଣନ୍ତୁ କାହିଁକି

ସୋସିଆଲ ମିଡିଆ ଜଗତରୁ ସମ୍ପ୍ରତି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରାତାରାତି ଅନେକ ପ୍ରମୁଖ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଲୋଅର୍ସ ସଂଖ୍ୟାରେ ଏକ ବଡ଼ ହ୍ରାସ…

କରଣଙ୍କ ଚମତ୍କାର ଡେବ୍ୟୁ: ଏମିତି ଡ୍ରେସ୍‌ ପିନ୍ଧିଲେ ଚାହିଁ ରହିଗଲେ ସମସ୍ତେ

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ୨୦୨୬ ମେଟ ଗାଲାରେ ଏକ ଚମତ୍କାର ଡେବ୍ୟୁ କରିଥିଲେ। ଏହି ବିଶେଷ ଅବସର ପାଇଁ ସେ ପ୍ରଖ୍ୟାତ ଚିତ୍ରକର ରାଜା…

ନିଜ ବାପାମାଆଙ୍କ ବାହାଘର ଦେଖିଥିଲେ ଥାଲାପତି ବିଜୟ! ସତ ଜାଣିଲେ ତାଜୁବ ହେବେ

ତାମିଲନାଡୁ ନିର୍ବାଚନ ଫଳାଫଳ ଦେଶକୁ ଚମକାଇ ଦେଇଛି । TVK ମୋଟ ୧୦୮ଟି ଆସନ ଜିତିଛି।  ରିଲ ଦୁନିଆରେ ଜନନାୟକ ଭାବେ ଅଭିନୟ କରିଥିବା ବିଜୟ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri