ଖୁବଶୀଘ୍ର ବିବାହ କରିବେ ଆମିର: କେଆରକେ
ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ପୁଣିଥରେ ତାଙ୍କ ପର୍ସନାଲ ଲାଇଫକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। କଥା ହେଲା ଆକ୍ଟ୍ରେସ ଫାତିମା ସନା ଶେଖଙ୍କ ସହ ଆମିରଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ…
ଏହି ଅଭିନେତ୍ରୀ ଥିଲେ କରଣ ଜୋହରଙ୍କ ପ୍ରଥମ ପ୍ରେମ…
ମୁମ୍ବାଇ: ‘କୁଛ୍ କୁଛ୍ ହୋତା ହେ’ର ତାଙ୍କର କହିବା ଅନ୍ଦାଜ, ‘କଭି ଅଲବିଦା ନା କେହନା’ ତାଙ୍କର ଅଭ୍ୟାସ। ଦୁନିଆକୁ ସେ ‘ମହୋବତ’ କରିବା ଶିଖାଇଲେ। ହୃଦୟର କଥା କହିବାକୁ ଡେରି କର ନାହିଁ କାରଣ ସେ କହିଛନ୍ତି ‘କଲ ହୋନା…
ପୁଣି ଜଲଓ୍ବା ଦେଖାଇଲେ ସନି ଲିଓନି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସନି ଲିଓନି ବଡ଼ ପରଦା ସହିତ ସୋସିଆଲ ମିଡିଆରେ ନିଜର ଜଲଓ୍ବା ଦେଖାଇଛନ୍ତି। ଅଭିନୟ ବ୍ୟତୀତ ସେ ନିଜ ଷ୍ଟାଇଲ୍ ଷ୍ଟେଟ୍ମେଣ୍ଟ ପାଇଁ ବେଶ୍ ଜଣାଶୁଣା। ସନିଙ୍କ ଏପରି ଆକର୍ଷଣ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖିବାକୁ ମିଳିଛି।…
ଏକ ସିନ୍ରେ ଲଜ୍ଜିତ ହୋଇଥିଲେ ପ୍ରିୟଙ୍କା, ଡାଇରେକ୍ଟର କହିଥିଲେ ଏମିତି…
ମୁମ୍ବାଇ: ବଲିଉଡ୍ ଛାଡିବା ପରେ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଅନ୍ତର୍ଜାତୀୟ ସ୍ତରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଅନେକ ବଡ଼ ହଲିଉଡ୍ ପ୍ରୋଜେକ୍ଟ ସହିତ ଜଡ଼ିତ। ପୁଣି ଥରେ ବଲିଉଡ୍ର ନିର୍ଦ୍ଦେଶକ ଏବଂ ଫିଲ୍ମର ଏକ ଦୃଶ୍ୟ…
‘ସାରା ଭାଇ ଭର୍ସେସ ସାରାଭାଇ’ ଅଭିନେତ୍ରୀ ବୈଭବି ଉପାଧ୍ୟାୟଙ୍କର କାର ଦୁର୍ଘଟଣାରେ ମୃତ୍ୟୁ
ମୁମ୍ବାଇ: ପପୁଲର ଟେଲିଭଜନ ସିରିଜ ‘ସାରାଭାଇ ଭର୍ସେସ ସାରାଭାଇ’ରେ ଜୈସ୍ମିନ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ବୈଗବି ଉପାଧ୍ୟାୟଙ୍କର ମଙ୍ଗଳବାର ହିମାଚଳ ପ୍ରଦେଶରେ ଏକ କାର ଆକ୍ସିଡେଣ୍ଟରେ ମୃତ୍ୟୁ ହୋଇଥିବା ଜଣାପଡିଛି। ମାତ୍ର ୩୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି।…
‘ଅନୁପମା’ ଫେମ ନିତେଶ ପାଣ୍ଡେଙ୍କ ୫୧ ବର୍ଷ ବୟସରେ ପରଲୋକ
ମୁମ୍ବାଇ: ଜଣାଶୁଣା ଟେଲିଭିଜନ ଅଭିନେତା ନୀତେଶ ପାଣ୍ଡେଙ୍କର ୫୧ ବର୍ଷ ବୟସରେ ପରଲୋକ ହୋଇଛି। ନୀତେଣ ଅନୁପମା ଧାରାବାହିକରେ ଧିରଜ କପୁର ଚରିତ୍ରରେ ଅଭିନୟ କରୁଥିଲେ। ହୃଦଘାତ ଯୋଗୁ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ବୁଧବାର ଟେଲିଭିଜନ ଇଣ୍ଡଷ୍ଟ୍ରି ପାଇଁ ଏକ…
ଜାକ୍ଲିନ୍ଙ୍କୁ ବିଦେଶ ଗସ୍ତ ଅନୁମତି
ନୂଆଦିଲ୍ଲୀ, ୨୪ା୫: ମହାଠକ ସୁରେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପୃକ୍ତି ଏବଂ ମନିଲଣ୍ଡରିଂ ମାମଲାରେ ଅଭିଯୁକ୍ତ ବଲିଉଡ୍ ଅଭିନେତ୍ରୀ ଜାକ୍ଲିନ୍ ଫର୍ନାଣ୍ଡିସ୍ଙ୍କୁ ବିଦେଶ ଯିବା ଲାଗି ମଙ୍ଗଳବାର ଦିଲ୍ଲୀର ଏକ ଅଦାଲତ ଅନୁମତି ଦେଇଛନ୍ତି। ସେ ମେ’୨୫ରୁ ଜୁନ୍ ୧୨ ମଧ୍ୟରେ ବିଦେଶ…
ପୋଲିସ୍ ଗାଡ଼ି ଭଙ୍ଗାରୁଜା ନେଇ ଅଭିନେତ୍ରୀ ଡିମ୍ପଲଙ୍କ ନାଁରେ ମାମଲା
ହାଇଦ୍ରାବାଦ, ୨୪ା୫: ଜଣେ ଆଇପିଏସ୍ ଅଫିସରଙ୍କ କାର୍ ଭଙ୍ଗାରୁଜା ଅଭିଯୋଗରେ ଟଲିଉଡ୍ ଅଭିନେତ୍ରୀ ଡିମ୍ପଲ ହାୟାଥି ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଡିସିପି (ଟ୍ରାଫିକ୍-୧) ରାହୁଲ ହେଗ୍ଡେ ତାଙ୍କ କାର୍କୁ ଜୁବିଲି ହିଲ୍ସ ସ୍ଥିତ ଆପାର୍ଟମେଣ୍ଟର…
ବାବା କେଦାରନାଥଙ୍କ ଦର୍ଶନ କଲେ ଅକ୍ଷୟ କୁମାର
ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ମଙ୍ଗଳବାର ଉତ୍ତରାଖଣ୍ଡର ବାବା କେଦାରନାଥ ମନ୍ଦିରରେ ପହଞ୍ଚି ପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ତାଙ୍କ ସିକ୍ୟୁରିଟିଙ୍କ ସହ କେଦାରନାଥ ମନ୍ଦିରରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି।…
ବ୍ୟାନ ହଟିବା ପରେ ପଶ୍ଚିମବଙ୍ଗରେ ରିଲିଜ ହେଲା ‘ଦ କେରଲା ଷ୍ଟୋରି’
କୋଲକାତା,୨୩।୫: ପଶ୍ଚିମବଙ୍ଗରେ ଫିଲ୍ମ ‘ଦ କେରଲା ଷ୍ଟୋରି’ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ନିକଟରେ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି। ଯାହାପରେ ରାଜ୍ୟରେ ଏହି ଫିଲ୍ମ ରିଲିଜ ହେବାର ରାସ୍ତା ସଫା ହୋଇଯାଇଛି। ଏଥି ସହିତ ପଶ୍ଚିମବଙ୍ଗର ଥିଏଟର ଏବଂ ମଲ୍ଟିପ୍ଲେକ୍ସ ମାଲିକମାନେ କହିଛନ୍ତି,…
ପଶୁ ବଳି ଦେଇ ଫ୍ୟାନ୍ସ ପାଳିଲେ ଜନ୍ମଦିନ
ମୁମ୍ବାଇ:ସାଉଥ୍ ସୁପରଷ୍ଟାର ଜୁନିଅର ଏନଟିଆର ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ବହୁତ କ୍ରେଜ୍ ଦେଖିବାକୁ ମିଳିଥାଏ। ନିକଟରେ ଅଭିନେତା ତାଙ୍କର ୪୦ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ସମୟରେ ତାଙ୍କ ଫ୍ୟାନ୍ସ ମଧ୍ୟ ଜନ୍ମଦିନକୁ ବିଭିନ୍ନ ଉପାୟରେ ଧୁମ୍ଧାମ୍ରେ ସେଲିବ୍ରେଟ୍ କରିଛନ୍ତି। କିନ୍ତୁ…
ବ୍ରେକ୍ଫାଷ୍ଟ୍ ମିଟିଗଂରୁ ବାଛିଥିଲେ ଜୀବନସାଥୀ…
ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ପରିଣିତି ଚୋପ୍ରା ଏବଂ ଏଏପି ନେତା ରାଘବ ଚଡ୍ଡାଙ୍କ ଏନଗେଜ୍ମେଣ୍ଟ ଏବେ ସବୁଠି ଟ୍ରେଣ୍ଡ କରୁଛି। ପରିଣିତି ଇନଷ୍ଟାଗ୍ରାମରେ ତାଙ୍କର ଏନଗେଜ୍ମେଣ୍ଟ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରିବା ସହ ପରିଣିତି ଜଣାଇଛନ୍ତି, ସେ…
Archives


