ମନୋରଞ୍ଜନ

ରାମ୍ପ ଓ୍ବାକ୍‌ ସମୟରେ ଶାଶୁଙ୍କୁ ଫାଇଙ୍ଗ୍‌ କିସ୍‌ ଦେଲେ କିଆରା, ୟୁଜର୍ସ କହିଲେ ପରଫେକ୍ଟ ବୋହୂ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ତାଙ୍କ ଚଳଚ୍ଚିତ୍ର ‘ସତ୍ୟପ୍ରେମ କି କଥା’ ପାଇଁ ଆଜିକାଲି ହେଡଲାଇନରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। କିଆରା ଚଳିତ ବର୍ଷ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ…

ତମନ୍ନାଙ୍କ ପାଖରେ ଅଛି ବିଶ୍ୱର ୫ମ ବୃହତ୍ତମ ହୀରାର ମୁଦି? ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ

ମୁମ୍ବାଇ: ଦକ୍ଷିଣ ଏବଂ ବଲିଉଡ ଚଳଚ୍ଚିତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଠି କରିଛନ୍ତି ତମନ୍ନା ଭାଟିଆ। ଅଭିନୟ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଛନ୍ତି। ତାଙ୍କ ବୃତ୍ତିଗତ ଜୀବନରେ ବହୁତ ସଫଳ, ତମନ୍ନା ଭାଟିଆ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଚର୍ଚ୍ଚାରେ…

କାର୍ତ୍ତିକଙ୍କୁ ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ଆୱାର୍ଡ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଚଳିତବର୍ଷ ମେଲବୋର୍ନର ୧୪ତମ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ଅଫ୍‌ ଇଣ୍ଡିଆନ ସିନେମା ଆଓ୍ବାର୍ଡ ପାଇଁ ମନୋନୀତ ହୋଇଛନ୍ତି। ହିନ୍ଦୀ ଫିଲ୍ମ ଜଗତରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ, କଠିନ ପରିଶ୍ରମ କରି…

ଅଭିନେତାଙ୍କୁ ‘ଅଭିଶପ୍ତ’ କହୁଥିଲେ ଲୋକେ, କାରଣ ଥିଲା କିଛି ଏଭଳି

ବମ୍ବେ: ଏକ ସମୟ ଥିଲା ଯେତେବେଳେ ଅଭିନେତାଙ୍କ ହାତରେ ଥିଲା ବଲିଉଡର ନାମୀଦାମୀ ନିର୍ଦ୍ଦେଶକଙ୍କ ଫିଲ୍ମ। ହେଲେ ସେ ହଁ କହିବା ମାତ୍ରେ ବନ୍ଦ ହୋଇଯାଉଥିଲା। ଏଥିପାଇଁ ତାଙ୍କୁ ‘ଅଭିଶପ୍ତ’ ନାମ ମଧ୍ୟ ଦିଆଯାଇଥିଲା। ଆମେ କହୁଛୁ ଅଭିନେତା ଯୁଗଳ ହଂସରାଜଙ୍କ…

ପାଞ୍ଚ ବର୍ଷ ପରେ ନଜର ଆସିଲେ ‘ଦୟାବେନ୍’, ପ୍ରଶଂସକ କହୁଛନ୍ତି ଚିହ୍ନି ହେଉନି

ବମ୍ବେ: ଦୀର୍ଘ ପାଞ୍ଚ ବର୍ଷ ହେଲାଣି ଟେଲି ପରଦାରୁ ଗାଏବ ହୋଇଯାଇଛନ୍ତି ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଫେମ୍ ଦୟା ବେନ୍ ଓରଫ ଦିଶା ବକାନୀ। ୨୦୧୭ ସେପ୍ଟେମ୍ବରରେ ସେ ପିଲା ହେବା ଲାଗି ଛୁଟିରେ ରହିଥିଲେ। ସେବେଠାରୁ ସେ…

କଙ୍ଗନାଙ୍କ ଅଭିଯୋଗ ଉପରେ ଜାଭେଦ ଅଖତରଙ୍କୁ ସମନ ପଠାଇଲେ କୋର୍ଟ

ମୁମ୍ବାଇ,୨୫।୭: ଅଭିନେତା ହ୍ରିତିକ ରୋଶନ ଏବଂ କଙ୍ଗନାଙ୍କ ମାମଲା ମଧ୍ୟରେ ଆରମ୍ଭ ହୋଇଥିବା ଜାଭେଦ ଏବଂ କଙ୍ଗନାଙ୍କ ଲଢେଇ ଏବେ ପର୍ଯ୍ୟନ୍ତ ଜାରି ରହିଛି। ଏହା ପରେ କୋର୍ଟ ବର୍ତ୍ତମାନ ଜାଭେଦ ଅଖତରଙ୍କୁ ଡକାଇଛନ୍ତି। ନିକଟରେ କଙ୍ଗନା ରାଣାୱତ ଜାଭେଦ ଅଖତରଙ୍କ…

ମେଲବର୍ନର ୧୪ ତମ ଫିଲ୍ମ ଫେଷ୍ଟିଭାଲରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ମିଳିବ ସ୍ପେଶାଲ ଅନର

ମୁମ୍ବାଇ: ବଲିଉଡର ୩୨ ବର୍ଷର ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଚଳିତ ବର୍ଷ ମେଲବର୍ନର ୧୪ ତମ ଇଣ୍ଡିଆନଫିଲ୍ମ ଫେଷ୍ଟିଭାଲରେ ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ଅଫ ଇଣ୍ଡିଆନ ସିନେମା ଆଓ୍ବାର୍ଡରେ ସମ୍ମାନୀତ କରାଯିବ। କାର୍ତ୍ତିକ ଆର୍ଯ୍ୟନ, ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଏବଂ କଠିନ…

ଗରିବ ଶିଶୁଙ୍କ ସହ ସମୟ କାଟିଲେ ସାରା

ମୁମ୍ବାଇ: ବଲିଉଡ ଦିଭା ତଥା ନବାବ ଖାନଦାନର ଝିଅ ସାରା ଅଲି ଖାଁଙ୍କ ଭ୍ୟାକେଶନ ଭିଡିଓ ପ୍ରଶଂସକଙ୍କ ଦିଲ ଜିତି ନେଇଛି। ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ନାୟିକା ସାରା ଏବେ ଏକ ସାଦାସିଧା ଲୁକରେ ନଜର ଆସିଛନ୍ତି। ଏଥର ସେ…

ସ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିକି

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଦର୍ଶକଙ୍କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ବିଦେଶରୁ ଆସି ବଲିଉଡ୍‌ରେ ପାଦ ରଖି ସଫଳ ହେବ କମ ବଡ଼ କଥା ନୁହେଁ। ଏଥିପାଇଁ କ୍ୟାଟ୍‌ କଠିନ ପରିଶ୍ରମ କରିଛନ୍ତି। ତାଙ୍କ ପରିଶ୍ରମକୁ ସଲାମ କରିଛନ୍ତି…

‘ଯବାନ’ରେ ବିଜୟଙ୍କ ଦମ୍‌ଦାର ଲୁକ୍‌, ପୋଷ୍ଟର ରିଲିଜ ପରେ ବଢ଼ିଲା ଉତ୍କଣ୍ଠା

ବମ୍ବେ: କିଙ୍ଗ ଖାଁ ଶାହାରୁଖଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଯବାନ’କୁ ନେଇ ବଢ଼ୁଛି ଉତ୍କଣ୍ଠା। ନିର୍ମାତାମାନେ ମଧ୍ୟ ପ୍ରଶଂସକଙ୍କ ଲାଗି ଫିଲ୍ମର ପୋଷ୍ଟରକୁ ରିଲିଜ କରୁଛନ୍ତି। ଏହି କ୍ରମରେ ସାଉଥ୍‌ ସୁପରଷ୍ଟାର ବିଜୟ ସେଥୁପଥୀଙ୍କ ଲୁକ୍‌ ଶେୟାର କରାଯାଇଛି। ପୋଷ୍ଟରରେ ତାଙ୍କ…

୨୭.୫୭ କୋଟି ସଂଗ୍ରହକଲା ‘ବାର୍ବି’

ନୂଆଦିଲ୍ଲୀ: ଗତ ୨୧ ତାରିଖରେ ରିଲିଜ୍‌ ହୋଇଥିବା ମାର୍ଗୋଟ୍‌ ରୋବି ଏବଂ ରାୟନ ଗସ୍‌ଲିଂଙ୍କ ଅଭିନୀତ କମେଡି ଫିଲ୍ମ ‘ବାର୍ବି’ ଅନ୍ତର୍ଜାତୀୟ ବକ୍ସ ଅଫିସରେ ୧୮.୫୦ କୋଟି ଟଙ୍କା ସଂଗ୍ରହକରି ବିଶ୍ୱବ୍ୟାପୀ ମୋଟ ୨୭.୫୭ କୋଟି ଟଙ୍କାରେ ପହଞ୍ଚିଛି। ଉତ୍ତର ଆମେରିକାରେ…

‘ନୟନିକା ଚରିତ୍ର ମୋ ହୃଦୟର ଅତି ନିକଟତର’

ମୁମ୍ବାଇ: ଅଭିନେତ୍ରୀ କାଜଲ ନିକଟରେ ଓଟିଟି ଡେବ୍ୟୁ କରିଛନ୍ତି। ଓ୍ବେବ୍‌ ସିରିଜ୍‌ ‘ଦି ଟ୍ରାଏଲ: ପ୍ୟାର, କାନୁନ, ଧୋକା’ରେ ସେ ଜଣେ ଜୁନିୟର ଓକିଲ ଭାବେ ତାଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ କରି ଜଣେ ଅସୁରକ୍ଷିତ ମହିଳା ଭୂମିକାରେ ଅଭିନୟ କରିଛନ୍ତି। ସେଥିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri